Daily Archives

July 11, 2021

ଏଥର ବି ଟଣା ହେବନି ରଥ, ନୀତିକାନ୍ତିରେ ସୀମିତ ରହିବ ରଥଯାତ୍ରା

ସମ୍ବଲପୁର: ସରକାରଙ୍କ ନିୟମ ମାନି ଚଳିତ ବର୍ଷ ବି ସଂସ୍କୃତିର ସହର ସମ୍ବଲପୁରରେ ରଥଯାତ୍ରା କେବଳ ବିଧି ରକ୍ଷାରେ ସୀମିତ ରହିବ। ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ନକରିବାକୁ ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଇ ଗତ ବର୍ଷ ଭଳି ଏଥର ବି ରଥଟଣାକୁ ସ୍ଥଗିତ ରଖିଛନ୍ତି ସହରର…
ଅଧିକ ଖବର ଦେଖନ୍ତୁ...

ସାପ କାମୁଡ଼ାରେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ବାଲିପାଟଣା: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଭାକର ସାହି ଭୋଇସାହିରେ ଆଜି ସାପ କାମୁଡ଼ାରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗୁଆପୁର ପଞ୍ଚାୟତ ବଗପଦା ଗ୍ରାମର ନାରଣ ଭୋଇଙ୍କ ପୁଅ ବବୁଲ। ସୂଚନା ଅନୁସାରେ, ବବୁଲ ଭାକରସାହି ଭୋଇସାହିର ଅଜା ଅନାମ ଭୋଇଙ୍କ ଘରେ ରହି ସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...

ଚକ୍ ଖଡ଼ି ରଥରେ ମହାପ୍ରଭୁ ଜଗନ୍ନାଥ

ଭୁବନେଶ୍ବର: କରୋନା ପାଇଁ ଏବର୍ଷ ସବୁ ପର୍ବପର୍ବାଣୀ ଫିକା ପଡ଼ିଛି । ସେଥିରୁ ରଥ ଯାତ୍ରା ମଧ୍ୟ ବାଦ ପଡ଼ିନି । ଦାଣ୍ଡରେ ସିନା ରଥର ବସି ଜନ୍ମବେଦୀକୁ ମହାପ୍ରଭୁ ଯିବେ କିନ୍ତୁ କରୋନା ପାଇଁ ଦର୍ଶନରୁ ଭକ୍ତ ବଞ୍ଚିତ ହେବେ । ମହାପ୍ରଭୁଙ୍କୁ ଯିଏ ଯେଉଁଠି ଡାକିଛି ସେ ତା ପାଖରେ ଭକ୍ତ ଶିରୋମଣି…
ଅଧିକ ଖବର ଦେଖନ୍ତୁ...

ପଦ୍ମ ପୁରସ୍କାର: ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ମନୋନିତ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: ରବିବାର ଦିନ ପଦ୍ମ ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି ଲୋକଙ୍କଠାରୁ ସାହାଯ୍ୟ ମାଗିଛନ୍ତି । ସେ କହିଛନ୍ତି କି ତୃଣମୂଳ ସ୍ତରରେ ଲୋକଙ୍କ ପାଇଁ ଅସାଧାରଣ କାମ କରିଥିବା ଲୋକଙ୍କ ନାମ ମନୋନିତ କରାଯାଉ । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି କି, “ଭାରତରେ ବହୁ…
ଅଧିକ ଖବର ଦେଖନ୍ତୁ...

ସପିଂ ମଲ’ର ଭ୍ରମ ସୃଷ୍ଟି କରୁଛି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଏବେ ବି ରହିଛି ଡାକ୍ତରଙ୍କ ଅଭାବ

ମାଲକାନଗିରି: ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଗୋଟିଏ ଭଲ ଡାକ୍ତରଖାନା ପାଇଁ ସ୍ଥାନୀୟ ଲୋକଙ୍କ ସହ ରାଜନୈତିକ ଦଳଗୁଡିକ ମଧ୍ୟ ଦାବି କରିଆସୁଥିଲେ। ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାବାସୀଙ୍କ ପାଇଁ ସାତ ମହଲା ବିଶିଷ୍ଟ ଏକ ବଡ ଡାକ୍ତରଖାନା ଉପହାର ଦେଇଥିଲେ,…
ଅଧିକ ଖବର ଦେଖନ୍ତୁ...

ସଫେଇ ଆଳରେ ୨ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍‌

ଚଣ୍ଡିଖୋଲ/ବାଲିକୁଦା: ଗହଣା ସଫେଇ କରିବା ଆଳରେ ଦୁଇଲକ୍ଷ ଟଙ୍କାର ସୁନାଅଳଙ୍କାର ଲୁଟ୍‌। ବାଲିଚନ୍ଦ୍ରପୁର ଥାନା ଗୋପାଳପୁର ପଞ୍ଚାୟତ ଗଜେନ୍ଦ୍ରପୁର ଗ୍ରାମରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ରବୀନ୍ଦ୍ର ଶାନ୍ତିଙ୍କ ଘରୁ ଆଜି ଏଭଳି ହାତ ସଫେଇ କରିଛନ୍ତି ଦୁଇ ଦୁର୍ବୃତ୍ତ। ଦୁଇ ଅଣଓଡ଼ିଆ ଠକ ପ୍ରାୟ…
ଅଧିକ ଖବର ଦେଖନ୍ତୁ...

ସଂଦିଗ୍ଧ ଅଲକାଇଦା ଆତଙ୍କବାଦୀ ଗିରଫ ହେବା ପରେ ଉତ୍ତରପ୍ରଦେଶରେ ହାଇଆଲର୍ଟ ଜାରି

ଲକ୍ଷ୍ନୌ : ଲକ୍ଷ୍ନୌରୁ ଦୁଇଜଣ ସଂଦିଗ୍ଧ ଅଲକାଇଦା ଆତଙ୍କବାଦୀ ଗିରଫ ହେବା ପରେ ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି । ଲକ୍ଷ୍ନୌ ସମେତ ପଶ୍ଚିମ ଉତ୍ତରପ୍ରଦେଶର ଉନ୍ନାଓ, ହାର୍ଦୋଇ, ବାରାବାଙ୍କି, ସୀତାପୁର, ରାୟବରେଲିରେ ପୁଲିସ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି ।…
ଅଧିକ ଖବର ଦେଖନ୍ତୁ...

ପୁଣି କରୋନା ଭାଙ୍ଗି ଦେଲା ପରମ୍ପରା: ବିନା ଭକ୍ତରେ ମନ୍ଦିରରେ ଗଡ଼ିବ ୫ଫୁଟିଆ ପ୍ରତୀକାତ୍ମକ ରଥ 

ଜୟପୁର: ପୁଣି ଏବର୍ଷ ବି କରୋନା ଭାଙ୍ଗିଦେଲା ପରମ୍ପରା। ଜୟପୁରରେ ଗଡ଼ିବ ପ୍ରତୀକାତ୍ମକ ୫ ଫୁଟିଆ ରଥ। ଭକ୍ତଙ୍କ ବିନା ହେବ ରଥଯାତ୍ରା। ରାଜରାଜୁଡା ଅମଳରୁ ଜୟପୁରର ରଥଯାତ୍ରାକୁ ନେଇ ଅନେକ ଜନଶ୍ରୃତି ଓ କିମ୍ବଦନ୍ତୀ ରହିଛି। । ରଥଯାତ୍ରା ଦିନ ଚତୁର୍ଦ୍ଧା ଠାକୁର ରଥକୁ ବିଜେ କରୁଥିଲେ ହେଁ ତା…
ଅଧିକ ଖବର ଦେଖନ୍ତୁ...

ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କୋଭିଡ କାରଣରୁ ବିଧବା ହୋଇଥିବା ମହିଳାମାନଙ୍କୁ ମିଳିବ ୨.୫ ଲକ୍ଷ ଟଙ୍କାର ଆର୍ଥିକ…

ନୂଆଦିଲ୍ଲୀ: କୋଭିଡ ମହାମାରୀ ସାରା ବିଶ୍ୱକୁ ଦୋହଲାଇ ଦେଇଛି । ଅର୍ଥନୀତିଠାରୁ ଶିକ୍ଷା, ବାଣିଜ୍ୟଠାରୁ ଆରମ୍ଭ କରି କୃଷି ସବୁ କ୍ଷେତ୍ରରେ ମାନ୍ଦାବସ୍ଥା ପାଇଁ କେବଳ କୋଭିଡ-୧୯ ହିଁ ଦାୟୀ । ଏସବୁ କ୍ଷେତ୍ରର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଅନ୍ୟପଟେ ରାଜ୍ୟ…
ଅଧିକ ଖବର ଦେଖନ୍ତୁ...