Daily Archives

July 11, 2021

ସିଂହଦ୍ୱାର ସମ୍ମୁଖରେ ଲାଗିଲା ତିନି ରଥ; ଆସନ୍ତାକାଲି ରଥଯାତ୍ରା, ଜାଣନ୍ତୁ ବିସ୍ତୃତ କାର୍ଯ୍ୟକ୍ରମ

ଭୁବନେଶ୍ୱର: କୋଭିଡ-୧୯ କଟକଣା ମଧ୍ୟରେ ଚଳିତ ବର୍ଷ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ହେଉଛି । ରାତି ପାହିଲେ ଶ୍ରୀଜଉମାନଙ୍କର ବାର୍ଷିକ ‘ରଥଯାତ୍ରା’ର ଆୟୋଜନ ହେବ । ଏଥି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ଆଜି ସିଂହଦ୍ୱାର ସମ୍ମୁଖକୁ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ…
ଅଧିକ ଖବର ଦେଖନ୍ତୁ...

ବିନୟ ପ୍ରକାଶଙ୍କୁ ଆବାସିକ ଅଭିଯୋଗ ଅଧିକାରୀ ନିଯୁକ୍ତ କଲା ଟ୍ବିଟର୍

ନୂଆଦିଲ୍ଲୀ : ବିଗତ କିଛି ଦିନ ଧରି ସରକାରଙ୍କ ସହ ବଳ କଷାକଷି ପରେ ଶେଷରେ ବାଟକୁ ଆସିଛି ଟ୍ବିଟର୍ । ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ପକ୍ଷରୁ ବିନୟ ପ୍ରକାଶଙ୍କୁ ଭାରତରେ ନିଜର ଆବାସିକ ଅଭିଯୋଗ ଅଧିକାରୀ (ରେସିଡେଣ୍ଟ ଗ୍ରେଭାନ୍ସ ଅଫିସର ବା ଆରଜିଓ) ନିଯୁକ୍ତ କରିଥିବା ଘୋଷଣା କରାଯାଇଛି ।…
ଅଧିକ ଖବର ଦେଖନ୍ତୁ...

ବିବାହ ପରେ ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କୁ କରିଥିଲେ ବିବାହ, ୨୦ଦିନ ପରେ ହେଲା ମହିଳାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆମେଠିରେ ଜଣେ ନବବିବାହିତାଙ୍କ ତାଙ୍କ ପ୍ରେମିକଙ୍କ ଘରେ ରହସ୍ୟଜନକ ଭାବେ ମୃତ୍ୟୁ ହୋଇଥିବା ଖବର ମିଳିଛି। ମହିଳାଙ୍କ ଘରଲୋକ ହତ୍ୟା କରାଯାଇଥିବା ନେଇ ଏକ ମାମଲା ରୁଜୁ କରିଛନ୍ତି। ନବବିବାହିତା ବିବାହ ପରେ ନିଜ ପ୍ରେମିକ ଉମେଶଙ୍କ ସହିତ ଫେରାର ହୋଇଯାଇଥିଲେ।…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ୩୧୬ କରୋନା ଆକ୍ରାନ୍ତ ଚିହ୍ନଟ, ୩୩୯ ସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱରରେ ବଢୁଛି ସୁସ୍ଥ ସଂଖ୍ୟା, କମୁଛି ସଂକ୍ରମଣ | ଗତକଲି ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଥିବା ବେଳେ ଆଜି ଏହି ସଂଖ୍ୟା ଟିକେ ବଢିଛି | ଗତକାଲି ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧୪ ଥିବା ବେଳେ ଆଜି ଏହି ସଂଖ୍ୟା ବଢିଛି ଏବଂ ସୁସ୍ଥ ସଂଖ୍ୟା ମଧ୍ୟ ବଢିଛି | ଆଜି…
ଅଧିକ ଖବର ଦେଖନ୍ତୁ...

ରଥଯାତ୍ରା ଉପଲକ୍ଷେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ :  ଆସନ୍ତା କାଲି ପୁରୀରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ଆଜି ଉପରାଷ୍ଟ୍ରପତି ଏମ. ଭେଙ୍କୟା ନାଇଡୁ ଓଡ଼ିଶା ସମେତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିଜର ବାର୍ତ୍ତାରେ ସେ କହିଛନ୍ତି ଯେ ପୁରୀର ରଥଯାତ୍ରା କେବଳ ଓଡ଼ିଶା କାହିଁକି ସାରା ଭାରତର…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମର ରବରଷ୍ଟାମ୍ପ୍ ମହିଳା ସରପଞ୍ଚ ହେମ: ଅଫିସ୍ ପିଣ୍ଡା ମାଡ଼ିନାହାନ୍ତି, କାମ କ’ଣ ଜାଣିନାହାନ୍ତି

ବ୍ରହ୍ମପୁର/ଖଲ୍ଲିକୋଟ: ସରକାରୀ ଫାଇଲ୍‌ରେ ସେ ହେଉଛନ୍ତି ନାମକୁ ମାତ୍ର ମହିଳା ସରପଞ୍ଚ। ହେଲେ ସାଢ଼େ ୪ ବର୍ଷ ହେଲା ପଞ୍ଚାୟତରେ କଣ ଉନ୍ନୟନ କାମ ଚାଲିଛି, କେଉଁ ଯୋଜନା କାର୍ଯ୍ୟକାରୀ ହେଉଛି, କେଉଁ ଅଧିକାରୀ ବଦଳି ହେଉଛନ୍ତି ଓ ଆସୁଛନ୍ତି, ଏବିଷୟରେ ସେ ସଂପୂର୍ଣ୍ଣ ଭାବେ ଅଜ୍ଞ। ଆଜବେଷ୍ଟସ୍…
ଅଧିକ ଖବର ଦେଖନ୍ତୁ...

ହସ୍ପିଟାଲରୁ ଚୋରି ହୋଇଯାଇଥିବା ନବଜାତ ଶିଶୁ ତିନିଦିନ ପରେ ଏପରି ମିଳିଲା

ନୂଆଦିଲ୍ଲୀ: ରାଜସ୍ଥାନର ବାଡମେର ଜିଲ୍ଲା ହସ୍ପିଟାଲରୁ ତିନିଦିନ ପୂର୍ବରୁ ଚୋରି ହୋଇଯାଇଥିବା ନବଜାତ ଶିଶୁ ମିଳି ଯାଇଥିବା ଖବର ମିଳିଛି। ଶିଶୁ ଚୋରି ହୋଇଯିବା ପରେ ମା’ର ଅବସ୍ଥା ଶଙ୍କଟାପନ୍ନ ହୋଇଯାଇଥିଲା। କାନ୍ଦିକାନ୍ଦି ମା’ ଅଚେତ ହୋଇ ପଡ଼ୁଥିଲେ। ଏହି ଘଟଣା ପରେ ବାଡମେର…
ଅଧିକ ଖବର ଦେଖନ୍ତୁ...

ଦାୟିତ୍ୱ ଗ୍ରହଣ ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବଡ଼ ଘୋଷଣା, ‘ଉଡାନ’ ଯୋଜନା ଅଧୀନରେ ସାମିଲ ହେଲା ୮ଟି…

ନୂଆଦିଲ୍ଲୀ: ନବନିଯୁକ୍ତ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ଏକ ବଡ଼ ଘୋଷଣା କରିଛନ୍ତି | ସହରଗୁଡ଼ିକୁ ମେଟ୍ରୋ ସହିତ ସଂଯୋଗ କରିବା ପାଇଁ 'ଉଡାନ' ଯୋଜନା ଅଧୀନରେ ନୂତନ ବିମାନ ସାମିଲ କରିବା ନେଇ ଘୋଷଣା କରିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ଏହି ବିମାନଗୁଡ଼ିକ…
ଅଧିକ ଖବର ଦେଖନ୍ତୁ...

‘କୋଭିଡ୍‌ରୁ ସୁସ୍ଥ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ’

ବ୍ରହ୍ମପୁର : କୋଭିଡ୍ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ନିହାତି ଆବଶ୍ୟକ। ଯାହାର ରୋଗ ପ୍ରତିରୋଧକ ଶକ୍ତି ଯେତେ ଅଧିକ ତାଙ୍କୁ କୋଭିଡ୍ ସଂକ୍ରମଣର ଆଶଙ୍କା ସେତିକି କମ୍ ରହିଥାଏ। ଯେଉଁମାନେ କରୋନାରେ ସଂକ୍ରମିତ ହୋଇ ଆରୋଗ୍ୟ ଲାଭ କରୁଛନ୍ତି ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...

୨୦ ବର୍ଷ ରୋଜଗାର ଦେଲା, ବୁଢ଼ା ଓଟକୁ ଛାଡ଼ି ମାଲିକ ଛୁ’ 

ବେଗୁନିଆପଡ଼ା: ପ୍ରାୟ ୨୦ ବର୍ଷରୁ ଊର୍ଦ୍ଧ୍ବ କାଳ ଓଟକୁ ନିଜ କାମରେ ଲଗାଇଲେ। ଭଲ ଅର୍ଥ ରୋଜଗାର କଲେ। ଆଉ ଯେତେବେଳେ ଓଟଟି ବୁଢ଼ା ହୋଇଗଲା, ତାକୁ ଜଙ୍ଗଲରେ ଛାଡ଼ି ମାଲିକ ଏବେ ଛୁ' ମାରିଛନ୍ତି। ବିଚରା ଓଟଟି ଏଣେତେଣେ ଅସହାୟ ଅବସ୍ଥାରେ ବୁଲୁଛି। ଏଭଳି ଅମାନବିକ ଘଟଣା ଦେଖିବାକୁ ମିଳିଛି…
ଅଧିକ ଖବର ଦେଖନ୍ତୁ...