Daily Archives

July 12, 2021

୬ ମାସ ବିତିଲା, ମା’ କୋଟ୍ରାକ୍ଷୀ ମୂର୍ତ୍ତି ଚୋରି ରହସ୍ୟ ଫିଟିଲାନି

ଚଣ୍ଡିଖୋଲ/ବଡ଼ଚଣା : ଦର୍ପଣଗଡ଼ ଗ୍ରାମଦେବୀ ମା' କୋଟ୍ରାକ୍ଷୀ ମୂର୍ତ୍ତି ଚୋରି ହେବାର ୬ ମାସ ବିତିଗଲାଣି। ମାତ୍ର ଏହି ଚୋରି ଘଟଣା ଉପରୁ ରହସ୍ୟ ହଟାଇ ପାରିନାହିଁ ପୁଲିସ। ବଡ଼ଚଣା ଥାନା ଧାନମଣ୍ଡଳ ଫାଣ୍ଡି ଦର୍ପଣଗଡ଼ ଗ୍ରାମରେ କାହିଁ କେଉଁ କାଳରୁ ଗ୍ରାମଦେବତୀ ଭାବେ ମା' କୋଟ୍ରାକ୍ଷୀ ପୂଜା…
ଅଧିକ ଖବର ଦେଖନ୍ତୁ...

ମହିନ୍ଦ୍ରା ପକ୍ଷରୁ ନୂଆ ସୁପ୍ରୋ ପ୍ରଫିଟ୍ ଟ୍ରକ୍ 

ଭୁବନେଶ୍ୱର: ଭାରତର ଅଗ୍ରଣୀ ଅଟୋମୋବାଇଲ୍ କଂପାନି ତଥା ଦୁନିଆର ସର୍ବବୃହତ୍ ଟ୍ରାକ୍ଟର୍ ନିର୍ମାତା ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ପକ୍ଷରୁ ସୁପ୍ରୋ ପ୍ରଫିଟ୍ ଟ୍ରକର ନୂଆ ବର୍ଗମାଳାକୁ ଉନ୍ମୋଚନ କରାଯାଇଛି । ସୁପ୍ରୋ ପ୍ଲାଟଫର୍ମରେ ତିଆରି କରାଯାଇଥିବା ଏହି ଟ୍ରକଗୁଡ଼ିକ ସୁଲଭ ମୂଲ୍ୟର, ଅଧିକ…
ଅଧିକ ଖବର ଦେଖନ୍ତୁ...

୧୨ ବର୍ଷରୁ ୧୮ ବର୍ଷର ପିଲାଙ୍କ ପାଇଁ ଟିକା ଆସିବାକୁ ହୋଇପାରେ ଆଉ କିଛି ଦିନ ବିଳମ୍ବ

ଗାନ୍ଧୀନଗର: ଗୁଜୁରାଟସ୍ଥିତ ଫାର୍ମାସ୍ୟୁଟିକାଲ କମ୍ପାନି ଜାଇଡସ କାଡିଲା ପିଲାମାନଙ୍କ ପାଇଁ ପ୍ରସ୍ତୁତ କରୁଥିବା କରୋନା ଟିକା ଜାଇକୋଭି-ଡିକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିବାକୁ ଆଉ କିଛି ସମୟ ଲାଗିପାରେ । କମ୍ପାନ ଜୁଲାଇ ୧ ତାରିଖରେ ଟିକାର ଜରୁରୀକାଳୀନ ବ୍ୟବହାର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ଇଚ୍ଛା ପୂରଣ ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ। ବୃଷ: ଜନକଲ୍ୟାଣ କାର୍ଯ୍ୟରେ ସମୟ ଦେବେ। ଜମିରେ ପୁଞ୍ଜି ନିବେଶ ଲାଗି ଦିନଟି ଭଲ। ପିଲାମାନେ ଆପଣଙ୍କ ବ୍ୟବସାୟରେ…
ଅଧିକ ଖବର ଦେଖନ୍ତୁ...

ଭୁବନପୁରରେ ଚିହ୍ନଟ ହେଲେ ୪ କରୋନା ପଜିଟିଭ

ବାଲିଅନ୍ତା: ବାଲିଅନ୍ତା ପଞ୍ଚାୟତ ଅଧୀନ ଭୁବନପୁର ଗ୍ରାମରେ ୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ଗୋଟିଏ ପରିବାରର ଦୁଇଜଣ ସଦସ୍ୟ ଭାଉଜ ଓ ଦିଅର। କିନ୍ତୁ ତାଙ୍କ ସ୍ବାମୀ ପଜିଟିଭ ଚିହ୍ନଟ ହୋଇନଥିବା ଜଣାପଡ଼ିଛି। ସେହିପରି ଆଉ ଗୋଟିଏ ପରିବାର ଦୁଇ ଭାଇ…
ଅଧିକ ଖବର ଦେଖନ୍ତୁ...

ସାଧୁ ରୂପରେ ଅଳଙ୍କାର ବ୍ୟବସାୟୀଙ୍କ ପତ୍ନୀଙ୍କ ଠାରୁ ୧.୭୫କୋଟି ଲୁଟି ନେଲା ଲୁଟେରା

ନୂଆଦିଲ୍ଲୀ: ଜଣେ ଲୁଟେରା ସାଧୁ ରୂପରେ ଆସି ଅଳଙ୍କାର ବ୍ୟବସାୟୀଙ୍କ ପତ୍ନୀଙ୍କ ଠାରୁ ପାଖାପାଖି ୧.୭୫କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହାଇଥିଲା। ଏହି ଅଭିଯୋଗ ପରେ ପୁଲିସ ଠକ ସାଧୁକୁ ଗିରଫ କରି ନେଇଥିଲା। ଗିରଫ ଭଣ୍ଡବାବା ନାମ ମହେନ୍ଦ୍ର ରୋଦେ ଓରଫ ପ୍ରିୟବ୍ରତ ଆନିମେଶ ବୋଲି…
ଅଧିକ ଖବର ଦେଖନ୍ତୁ...

ଭାରତ-ଶ୍ରୀଲଙ୍କା ସିରିଜ୍ ପାଇଁ ସମୟ ନିଘଣ୍ଟ ଘୋଷିତ, ଅପରାହ୍ଣ ୩ରୁ ଆରମ୍ଭ ହେବ ଦିନିକିଆ ମ୍ୟାଚ

କଲମ୍ବୋ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା କ୍ରିକେଟ ସିରିଜର ପରିବର୍ତ୍ତିତ ସମୟ ନିଘଣ୍ଟ ଘୋଷଣା କରିଛି ଶ୍ରୀଲଙ୍କା କ୍ରିକେଟ ବୋର୍ଡ । ପରିବର୍ତ୍ତିତ ସମୟ ନିଘଣ୍ଟ ଅନୁସାରେ ଦିନିକିଆ ମ୍ୟାଚଗୁଡ଼ିକ ଅପରାହ୍ଣ ୨ ଟା ୩୦ ବଦଳରେ ୩ଟା ରେ ଆରମ୍ଭ ହେବ । ସେହିପରି ଟି-୨୦…
ଅଧିକ ଖବର ଦେଖନ୍ତୁ...

ହାତୀ ଉପଦ୍ରବରେ ଅତିଷ୍ଠ ହୋଇ କୋଇଡା ବନଖଣ୍ଡ ଅଧିକାରୀ ସମେତ ଫରେଷ୍ଟରଙ୍କୁ ଚାରିଘଣ୍ଟା ବନ୍ଧକ ରଖିଲେ ଗ୍ରାମବାସୀ

କୋଇଡା: ଗତ ପାଞ୍ଚ ଦିନ ହେବ କୋଇଡା ବ୍ଲକ ମାଲଦା ପଞ୍ଚାୟତ ଗଣୁଆ ନିକଟସ୍ଥ ମୁଟୁକୁଦର ଓ ପଟବେଡା ଗ୍ରାମରେ ୧୨ ଗୋଟି ହାତୀପଲଙ୍କ ଉପଦ୍ରବ ଲାଗି ରହିଥିବା ବେଳେ ଅଞ୍ଚଳର ପ୍ରାୟ ୧୩ ଗୋଟି ଘର ଭାଙ୍ଗି ଛାରଖାର କରି ସମସ୍ତ ଚାଉଳ ଓ ଆସବାବପତ୍ର ନଷ୍ଟ କରି ଦେଇଥିଲେ ହାତୀପଲ । ଭୟରେ ଗ୍ରାମବାସୀ ଛୁଆ…
ଅଧିକ ଖବର ଦେଖନ୍ତୁ...

ରକ୍ତକର୍କଟରେ ଯୁଝୁଛନ୍ତି ଅଧ୍ୟାପିକା, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଭୁବନେଶ୍ବର: ଜୀବନ ମରଣ ସହ ଯୁଝୁଛନ୍ତି ଅଧ୍ୟାପିକା ରୋନିସ୍ମିତା ମିଶ୍ର। ସହଯୋଗର ହାତ ବଢ଼ାଇଲେ ଛାତ୍ରଛାତ୍ରୀ। ସ୍ବଳ୍ପ ବେତନରେ ଏକ ଘରୋଇ କଲେଜରେ କାର୍ଯ୍ୟ କରୁଥିବା ଅଧ୍ୟାପିକା ଆଜି ରକ୍ତକର୍କଟରେ ପୀଡ଼ିତ। ଜୀବନ ମରଣ ସହ ଏକ ଘରୋଇ ମେଡିକାଲରେ ରୋଗ ଶଯ୍ୟାରେ ପଡ଼ିଛନ୍ତି। ଉନ୍ନତ…
ଅଧିକ ଖବର ଦେଖନ୍ତୁ...

ଥରହର କଲାଣି ଦନ୍ତା, ବନବିଭାଗ ଅସହାୟ

ବୈଶିଙ୍ଗା: ବେତନଟୀ ରେଞ୍ଜ ଅଧୀନ ବୈଶିଙ୍ଗା ବନାଞ୍ଚଳ କ୍ଷେତ୍ରରେ ଥରହର କଲାଣି ଦନ୍ତା। ଗୋଟିଏ ଦନ୍ତା ଗତ କିଛି ଦିନ ହେବ ବୈଶିଙ୍ଗା ଥାନା ଅନ୍ତର୍ଗତ କ୍ଷୀରପଦା, ଫୁଲଝରି, ପାଟୁଳିପୁରା, ମୋହନପୁର ଓ ତାର ଆଖପାଖ ଅଞ୍ଚଳରେ ଆତଙ୍କ ଖେଳାଇଛି। ଆଜି ପୂର୍ବାହ୍ନରେ ଦନ୍ତାଟି ବୈଶିଙ୍ଗା-ମାଣତ୍ରି…
ଅଧିକ ଖବର ଦେଖନ୍ତୁ...