Daily Archives

July 12, 2021

ଘଣ୍ଟାଏ କାଳ ସାପ- ନେଉଳ ଲଢ଼େଇ, ଉଭୟ ମଲେ

ଆନନ୍ଦପୁର: ଘଣ୍ଟାଏ ଧରି ସାପ-ନେଉଳ ମଧ୍ୟରେ ଚାଲିଲା ଘମାଘୋଟ ଲଢ଼େଇ। ଆକ୍ରମଣ ଏବଂ ପ୍ରତିଆକ୍ରମଣରେ ଘାଇଲା ହେବା ପରେ ଶେଷରେ ଉଭୟଙ୍କ ଜୀବନ ଚାଲିଗଲା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍‌ ପୁରୁଣିଆ ଗ୍ରାମରେ। ପୁରୁଣିଆ ଗ୍ରାମର ଅବସରପ୍ରାପ୍ତ…
ଅଧିକ ଖବର ଦେଖନ୍ତୁ...

ପଞ୍ଜାବ : ବିଜେପି ନେତାଙ୍କୁ ବନ୍ଧକ ରଖିଲେ ଆନ୍ଦୋଳନକାରୀ କୃଷକ, ୧୨ ଘଣ୍ଟା ପରେ ଉଦ୍ଧାର କଲା ପୁଲିସ୍

ଚଣ୍ଡିଗଡ଼ : ପଂଜାବର ରାଜାପୁରା ଗ୍ରାମରେ ଆନ୍ଦୋଳନକାରୀ କୃଷକ ସଂଗଠନର ସଦସ୍ୟମାନେ କିଛି ବିଜେପି ନେତାଙ୍କୁ ପ୍ରାୟ ୧୨ ଘଣ୍ଟା ବନ୍ଧକ ରଖିବା ପରେ ମୁକ୍ତ କରିଦେଇଛନ୍ତି । ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ପୁଲିସ ବିଜେପି ନେତାମାନଙ୍କୁ ମୁକ୍ତ କରିଥିବା କୁହାଯାଉଛି । ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ଘର ଭାଙ୍ଗିଲା ଦନ୍ତା; କାନ୍ଥ ପଡ଼ି ବୃଦ୍ଧ ଗୁରୁତର

ଚିତ୍ରଡ଼ା: ମୋରଡ଼ା ତହସିଲ ତଥା ବେତନଟୀ ରେଞ୍ଜ ଅଧୀନ ଭାଲିଆଡ଼ିହା ପଞ୍ଚାୟତ କେନ୍ଦୁଛାଟିଆ ଗ୍ରାମରେ ଗତ ରବିବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ପଶି ଘର ଭାଙ୍ଗି ଦେଇଥିବା ବେଳେ କାନ୍ଥ ପଡ଼ି ଗୁରୁତର ହୋଇଛନ୍ତି ଜଣେ ବୃଦ୍ଧ। ଖବରରୁ ପ୍ରକାଶ ଉକ୍ତ ଗ୍ରାମର ସୁରୁ ଦେହୁରୀଙ୍କ ପରିବାର…
ଅଧିକ ଖବର ଦେଖନ୍ତୁ...

ତୈଳ ଟ୍ୟାଙ୍କର ସହ ବାଇକର ମୁହାମୁହିଁ ଧକ୍କା, ବାଇକ ଜଳିଯିବା ସହ ୨ ଜଣଙ୍କ ମୃତ୍ୟୁ

ଆଠଗଡ଼: ଆଜି ଅପରାହ୍ନରେ ଆଠଗଡ଼ ଥାନା ଅନ୍ତର୍ଗତ ଆଠଗଡ଼- ଖୁଣ୍ଟୁଣୀ ରାସ୍ତାର କୁଲାଇଲୋ ତୋଟାପଡା ରାସ୍ତା ମଝିରେ ତୈଳ ଟାଙ୍କର ସହ ବାଇକ ଧକ୍କାରେ ବାଇକରେ ଥିବା ୨ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ପ୍ରକାଶ ଯୋଗ୍ୟ ଆଠଗଡରୁ ଖୁଣ୍ଟୁଣୀ ଯାଉଥିବା ହିନ୍ଦୁସ୍ଥାନ ପେଟ୍ରୋଲିୟମ ଟାଙ୍କର ସହ…
ଅଧିକ ଖବର ଦେଖନ୍ତୁ...

ଜୁଲାଇ ୧୯ରୁ ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଲୋକସଭାରେ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଜୁଲାଇ ୧୯ରୁ ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଲୋକସଭାରେ ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ ବୋଲି ଲୋକସଭା ବାଚଷ୍ପତ୍ତି ଓମ୍ ବିର୍ଲା ସୂଚନା ଦେଇଛନ୍ତି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଓମ୍ ବିର୍ଲା କହିଛନ୍ତି କି କରୋନା ମହାମାରୀ ସମୟରେ ସଂସଦରେ ମୋଟ ୩ଟି ବୈଠକ ଅନୁଷ୍ଠିତ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ମଜଦୁର ସଂଘ ପକ୍ଷରୁ କରୋନା ଟିକାକରଣ ପାଇଁ ସଚେତନତା

ମାଲକାନଗିରି: ସାରା ବିଶ୍ବରେ ଏବେ କରୋନା ମହାମାରୀ ସହ ସଂଗ୍ରାମ କରୁଛି। ଆଉ କରୋନା ମହାମାରୀକୁ ନିୟନ୍ତ୍ରଣକୁ ଆଣିବାକୁ ହେଲେ ଟିକାକରଣ ହେଉଛି ଏକମାତ୍ର ଉପାୟ। ସାରା ଦେଶ ତଥା ରାଜ୍ୟରେ ଟିକାକରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଏବେ ବି ସଚେତନତା…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରୁ ୨୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜଧାନୀରୁ ୨୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛନ୍ତି। ଆଜିର ସଂକ୍ରମଣ ସଂଖ୍ୟାକୁ ଦେଖିଲେ ରାଜଧାନୀରେ କରୋନା ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଉଥିବା ଅନୁମାନ କରାଯାଉଛି। ଆଜି ଚିହ୍ନଟ…
ଅଧିକ ଖବର ଦେଖନ୍ତୁ...

ଅମୀର ଖାନଙ୍କୁ ଘେରିଲେ ସୋସିଆଲ ମିଡିଆ ବ୍ୟବହାରକାରୀ

ନୂଆଦିଲ୍ଲୀ: ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଅମୀର ଖାନ ନିଜର ଆଗାମୀ ସିନେମା ‘ଲାଲ ସିଂହ ଚଡ୍ଡା’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ସେ ଏହି ସିନେମାକୁ ଡିସେମ୍ବର ୨୫ ତାରିଖରେ ଖ୍ରୀଷ୍ଟମାସ ଦିନ ରିଲିଜ କରିବାକୁ ଚାହୁଁଛନ୍ତି। ସେଥିପାଇଁ ଅମୀର ଏହି ସିନେମାକୁ ନିଶ୍ଚିତ ହୋଇଥିବା ସମୟ ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

କଣିହାଁ: ଟ୍ରେନରେ କଟି ବୃଦ୍ଧାଙ୍କ ମୃତ୍ୟୁ

କଣିହାଁ: କଣିହାଁ ବ୍ଲକ ସମଲ ଥାନା ବଲାଙ୍ଗି ଲେବୁଲକ୍ରସିଂ ନିକଟରେ ଆଜି ସକାଳେ ବଲାଙ୍ଗି ଗାଁ ପୁରୁଣାସାହିର କୌଶଲ୍ୟା ଭୋଇ ନାମକ ଜଣେ ବିଧବା ମହିଳା ( ୬୨) ଟ୍ରେନରେ କଟି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ଆଜି ସକାଳ ପ୍ରାୟ ସାଢେ଼ ୭ଟା ବେଳେ କୌଶଲ୍ୟା…
ଅଧିକ ଖବର ଦେଖନ୍ତୁ...

ରଥଯାତ୍ରାରେ ଖାଁ ଖାଁ ଶାବର ଶ୍ରୀକ୍ଷେତ୍ର

କୋରାପୁଟ: ବର୍ଷକୁ ଥରେ ଭାବ ବିନୋଦିଆ କଳା ଠାକୁର ବଡ଼ଦାଣ୍ଡକୁ ଓହ୍ଲାଇ ଆସନ୍ତି। ଭକ୍ତଙ୍କ ମେଳରେ ଗୁଣ୍ଡିଚାବାଡିକୁ ଯାଆନ୍ତି। ଭକ୍ତ-ଭଗବାନଙ୍କ ଏହି ଅପୂର୍ବ ମିଳନରେ ଏଥର ବି ବାଧା ଦେଇଛି ମହାମାରୀ କରୋନାର ଦ୍ବିତୀୟ ଲହର। ଫଳରେ ଶାବର ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ ଆଦିବାସୀମାନେ ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...