Daily Archives

July 13, 2021

ମୟୂରଭଞ୍ଜର ସୁଯୋଗ୍ୟ ସନ୍ତାନ ପ୍ରଫେସର ଅଜିତ କୁମାର ମହାନ୍ତି ଏବଂ ପଦ୍ମଶ୍ରୀ ଦୈତାରୀ ନାଏକଙ୍କୁ…

ବାରିପଦା: ଭଞ୍ଜମାଟିର ଐତିହ୍ୟ ଓ ସଂସ୍କୃତିକୁ ବହନ କରି ବାରିପଦାରେ ପ୍ରତିଷ୍ଠିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ ବିଶ୍ୱବିଦ୍ୟାଳୟ ପରିସରରେ କୋଭିଡ ନିୟମ ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର କଳା କ୍ଷେତ୍ରରେ ଶିଳ୍ପୀ ଗୋପାଳ କାନୁନଗୋଙ୍କ ଅବଦାନ ସ୍ବତନ୍ତ୍ର

ଭୁବନେଶ୍ବର : ଗ୍ରୁପ ଖଲ୍ଲିକୋଟିଆନ୍ ଆନୁକୂଲ୍ୟରେ ଗୁଗୁଲ ମିଟ୍ ମାଧ୍ୟମରେ ତୃତୀୟ "କଳା ଓ କଳାକାର" ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କଳା ଚର୍ଚ୍ଚାରେ ଓଡ଼ିଶାର ବିଶିଷ୍ଟ ଶିଳ୍ପୀ ଗୋପାଳ କାନୁନ୍‌ଗୋଙ୍କ କର୍ମମୟ ଶିଳ୍ପୀ ଜୀବନର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ଦଧିମାଛ ଗାଡ଼ିଆ ଗୁଳିକାଣ୍ଡ ମାମଲା; ଦୀର୍ଘ ୧ ବର୍ଷ ପରେ ଧରାପଡ଼ିଲା ଆଉ ଜଣେ ଅଭିଯୁକ୍ତ

ଖୋର୍ଦ୍ଧା: ୧୪ ଜୁନ୍ ୨୦୨୦ରେ ଖୋର୍ଦ୍ଧା ସଦର ଥାନା ଅଧୀନ ଦଧିମାଛଗାଡ଼ିଆ ଠାରେ ଲାଲା ପ୍ରଧାନ ଓରଫ ଲାଲାକୁ ଘରୁ ଡାକି ଅତି ନିର୍ମମ ଭାବେ ୬ ରାଉଣ୍ଡ ଗୁଳି କରି ହତ୍ୟା କରିଥିଲା। ଏହି ଘଟଣାରେ ସଂପୃକ୍ତ ଥିବା ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପୂର୍ବେ ୩ ଜଣ ଧରାପଡ଼ିଥିବା ବେଳେ ଆଜି ଆଉଜଣେ ଅଭିଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ଦରଦାମ ବୃଦ୍ଧି ପ୍ରତିବାଦରେ ଖୋର୍ଦ୍ଧା ନଗର କଂଗ୍ରେସର ରାଲି

ଖୋର୍ଦ୍ଧା : ଇନ୍ଧନ ତେଲ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ନଗର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଜି ପୂର୍ବାହ୍ଣ ୧୦ଟାରେ ନଗର କଂଗ୍ରେସ ସଭାପତି ରଣଜିତ ମହାପାତ୍ରଙ୍କ ନେତୃତ୍ୱରେ ଏକ ରାଲି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ…
ଅଧିକ ଖବର ଦେଖନ୍ତୁ...

ନିୟମ ନମାନିଲେ ଗଞ୍ଜାମରେ ସ୍ଥିତି ପୁଣି ଭୟାବହ ହେବ: ଜିଲ୍ଲାପାଳ

ଛତ୍ରପୁର : 'କରୋନା କଟକଣା କୋହଳ ହୋଇଯିବା ପରେ ସରକାରଙ୍କ ଗାଇଡଲାଇନ୍ ଓ ନିୟମକୁ ଜନସାଧାରଣ ପାଳନ କରୁ ନଥିବା ଜିଲ୍ଲା ପ୍ରଶାସନର ନଜରକୁ ଆସିଛି। ସଂକ୍ରମଣ ସଂଖ୍ୟା କମିଥିଲେ ବି, ଏହି ମହାମାରୀର ମୂଳୋତ୍ପାଟନ ହୋଇପାରୁନି। ଜିଲ୍ଲାବାସୀ ଠିକ୍ ଭାବେ ନିୟମ ନମାନିଲେ ପୁଣି ସ୍ଥିତି ଭୟାବହ…
ଅଧିକ ଖବର ଦେଖନ୍ତୁ...

ପୁଣି ଆନ୍ଧ୍ରାର ଦାଦାଗିରି: ଉପର ସେମ୍ବିରେ ପଶି କଲା ଗ୍ରାମ ସଭା‌, ସଚିବାଳୟ ଷ୍ଟାଫଙ୍କ ସହ ଗ୍ରାମବାସୀଙ୍କ ବୈଠକ

କୋରାପୁଟ: ଓଡ଼ିଶା ଭିତରେ ପଶି ପୁଣି ଆନ୍ଧ୍ରର ଦାଦାଗିରି। କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଉପର ସେମ୍ବିରେ ଆନ୍ଧ୍ର ସଚିବାଳୟ ଷ୍ଟାପ୍‌, ଆଇଟିଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ପାର୍ବତୀପୂରମ ଡିଏସପି, ସାଲୁର ସିଆଇ, ଆଦିବାସୀ ଉନ୍ନୟନ ଡିଇ ପ୍ରମୁଖ ପଶି ଗ୍ରାମ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍ ଆଘାତରେ ଯୁବକ ମୃତ

ନାକଟିଦେଉଳ: ସରାପାଲି ପଞ୍ଚାୟତ ଜେମାଜୁରି ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ବିଦ୍ୟୁତ୍‌ ଆଘତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଯୁବକ ହେଲେ ମନୋଜ କିସାନ୍‌ (୨୪)। ସୂଚନା ଅନୁଯାୟୀ ମନୋଜ ଗାଧୋଇବା ପାଇଁ ଟୁଲୁ ମୋଟର ପମ୍ପରେ ବିଦ୍ୟୁତ୍‌ ସଂଯୋଗ କରୁଥିବା ବେଳେ କରେଣ୍ଟ୍‌…
ଅଧିକ ଖବର ଦେଖନ୍ତୁ...

କାଗଜରେ ନିଆଁ ଲଗାଇବା ବେଳେ ଅଘଟଣ; ଜଳିଗଲେ ଯୁବ ଏସିଏଫ୍‌

ପାରଳାଖେମୁଣ୍ତି : ଅସାବଧାନତାରୁ ଅଗ୍ନିସ୍ନାନ ଭଳି ଅଘଟଣ ଘଟିଛି। ଅଲୋଡ଼ା କାଗଜପତ୍ର ନଷ୍ଟ କରିବାକୁ ନିଜେ ନିଆଁ ଲଗାଇଲେ, ସେହି ନିଆଁରେ ଜଳିଗଲେ ଯୁବ ସହକାରୀ ବନ ସ˚ରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର। ଗଜପତି ଜିଲ୍ଲା ପାରଳାଖେମୁଣ୍ତି ବନଖଣ୍ତ ବିଭାଗରେ ସହକାରୀ ବନ ସ˚ରକ୍ଷକ ଭାବେ କାର୍ଯ୍ୟରତ…
ଅଧିକ ଖବର ଦେଖନ୍ତୁ...

ବଜାରକୁ ଆସିଛି ଭଳି କି ଭଳି ରେନକୋର୍ଟ, ପକେଟ ରେନକୋର୍ଟର ମୂଲ୍ୟ ରହିଛି ୪୦ଟଙ୍କା

କଟକ: ବର୍ଷା ଋତୁ ଆସିଲେ କୌଣସି ସ୍ଥାନକୁ ଗଲେ ସାଙ୍ଗରେ ଛତା/ ରେନକୋର୍ଟ ନେଇ ଯିବାକୁ ହୋଇଥାଏ। ତେବେ ଦିନକୁ ଦିନ ଗ୍ରାହକଙ୍କ ପସନ୍ଦ ବଦଳୁଛି। ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ବର୍ଷା ଋତୁ ଆସିଲେ ବଜାରକୁ ଭଳି କି ଭଳି ରେନକୋର୍ଟ ଓ ଛତା ବି ଆସିଥାଏ। ଚଳିତ ଥର…
ଅଧିକ ଖବର ଦେଖନ୍ତୁ...

ଅସରାଏ ବର୍ଷାରେ ଉବୁଟୁବୁ କଳିଙ୍ଗ ହାଉସିଂ କଲୋନି

ରାଉରକେଲା: ଅସରାଏ ବର୍ଷାରେ ଉବୁଟୁବୁ କଳିଙ୍ଗ ହାଉସିଂ କଲୋନି (ପି.କେ. ଦାଶ କଲୋନି)। କେବଳ ଆଜି ନୁହେଁ ପ୍ରାୟ ୪ ବର୍ଷ ଧରି ଏମିତି ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ବାସିନ୍ଦା। ଥରେ ନୁହେଁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। କିନ୍ତୁ ଏମାନଙ୍କ ଦୁଃଖ ଶୁଣିବାକୁ…
ଅଧିକ ଖବର ଦେଖନ୍ତୁ...