Daily Archives

July 13, 2021

ସାପ କାମୁଡ଼ାରେ ଜଣକର ମୃତ୍ୟୁ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଲକ ଅନ୍ତର୍ଗତ ମହୁଲ ପୁଟ ଗ୍ରାମରେ ସାପ କାମୁଡ଼ାରେ ଜଣକର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ମୁତାବକ ମହୁଳପୁଟ ଗ୍ରାମର ଲବ ଖିଲ(୩୯) ଏବଂ ତାଙ୍କ ପରିବାର ରାତିରେ ଶୋଇଥିବା ବେଳେ ଲବକୁ ସାପ କାମୁଡି ଦେଇଥିଲା।ପରିବାର ଲୋକେ ରାତି ଦୁଇଟାରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। ଆପଣଙ୍କ କଥାକୁ ଲୋକେ ଗୁରୁତ୍ବ ଦେଇ ଶୁଣିବେ। ପ୍ରିୟତମଙ୍କ ସହ ସମ୍ବନ୍ଧ ଭଲ ହେବ। ବୃଷ: କୌଣସି କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ବନ୍ଧୁ ଠାରୁ କିଛି ଭଲ ଶିକ୍ଷାଲାଭ କରିବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି।…
ଅଧିକ ଖବର ଦେଖନ୍ତୁ...

ଘରୁ ଆସବାବପତ୍ର ‌ଚୋରି ଅଭିଯୋଗରେ ୩ ଗିରଫ

ଜଗତସିଂହପୁର: ପାରାଦୀପ ଆଦର୍ଶ ଥାନା ଅଧୀନ ଶୁଖୁଆଖଳା ନିକଟ ଭୀମାନାସୀରେ ରହୁଥିବା ଦିଲ୍ଲୀପ କୁମାର ମାନ୍ନାଙ୍କ ଘରୁ ହୋଇଥିବା ଚୋରି ଅଭିଯୋଗରେ ତିନି ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଛପାଲି ଅଞ୍ଚଳର ମିଥୁନ ମଣ୍ଡଳ ଓ ଗୌତମ ଦାସ ଏବଂ ସ୍ଥାନୀୟ ଚୂନ ଛକର…
ଅଧିକ ଖବର ଦେଖନ୍ତୁ...

ସୀମା ଟପିଲାଣି ତାଲିବାନର ବର୍ବରତା, ଆତ୍ମସମର୍ପଣ କରିଥିବା ୨୨ ଆଫଗାନ କମାଣ୍ଡୋଙ୍କୁ ହତ୍ୟା କଲେ

କାବୁଲ: ଆଫଗାନିସ୍ଥାନରୁ ଆମେରିକା ସେନାଙ୍କ ପ୍ରତ୍ୟାବର୍ତ୍ତନ ପରେ ତାଲିବାନ ରକ୍ତମୁଖା ହୋଇପଡ଼ିଛି । ଦିନକୁ ଦିନ ଆଫଗାନିସ୍ଥାନର ନୂଆ ନୂଆ ଅଞ୍ଚଳ ତାଲିବାନ ନିୟନ୍ତ୍ରଣକୁ ଆସୁଛି । ଆଫଗାନିସ୍ଥାନର ସରକାରୀ ସେନା ତାଲିବାନକୁ ପ୍ରତିରୋଧ କରୁଥିଲେ ମଧ୍ୟ ବିଶେଷ ସଫଳ ହୋଇପାରୁନାହିଁ । ତାଲିବାନ…
ଅଧିକ ଖବର ଦେଖନ୍ତୁ...

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଜୀବନୀକୁ ନେଇ ନିର୍ମାଣ ହେବ ଫିଲ୍ମ, ଗାଙ୍ଗୁଲିଙ୍କ ଚରିତ୍ରରେ…

ନୂଆଦିଲ୍ଲୀ: କ୍ରିକେଟର ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନୀ ଓ ମହମ୍ମଦ ଆଝାରୁଦ୍ଧିନଙ୍କ ପରେ ଏବେ ସୌରଭ ଗାଙ୍ଗୁଲିଙ୍କ ଜୀବନି ଉପରେ ଫିଲ୍ମ ତିଆରି ହେବାକୁ ଯାଉଛି । ଏନେଇ ନିଜେ ସୌରଭ ଗାଙ୍ଗୁଲି ହିଁ ଏକ ଜାତୀୟ ଗଣମାଧ୍ୟମକୁ ଖବର ଦେଇଛନ୍ତି । ସୌରଭ ଯେବେ ଭାରତୀୟ କ୍ରିକେଟ ଦଳ ଅଧିନାୟକ…
ଅଧିକ ଖବର ଦେଖନ୍ତୁ...

ବାଘ ଆକ୍ରମଣରେ ଦୁଇସାଙ୍ଗଙ୍କ ମୃତ୍ୟୁ, ଅନ୍ୟ ଜଣେ ଗଛ ଉପରେ ଚଢ଼ି ଯାଇ ବଞ୍ଚାଇଲେ ନିଜ ଜୀବନ

ବରେଲି: ପିଲିଭିତ ଜିଲ୍ଲାରେ ତିନିଜଣ ଯୁବକଙ୍କ ଉପରେ ବାଘ ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି। ଦୁଇଜଣ ଯୁବକଙ୍କ ବାଘ ଆକ୍ରମଣରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗଛ ଉପରେ ଚଢ଼ି ଯିବାରୁ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି। ପ୍ରତ୍ୟେକ୍ଷଦର୍ଶୀ ଯୁବକ ବିକାଶ ସେଦିନର ଲୋମଟାଙ୍କୁରା…
ଅଧିକ ଖବର ଦେଖନ୍ତୁ...

ଆଡ଼ପମଣ୍ଡପ ଦୁର୍ଲଭ ଦର୍ଶନକୁ ଝୁରିବେ ଭକ୍ତ

ପୁରୀ: ଶ୍ରୀମନ୍ଦିରରୁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚାବାଡ଼ିରେ ପହଞ୍ଚିବା ପରେ ଜନ୍ମବେଦୀରେ ବିଜେ କରିଛନ୍ତି ମହାପ୍ରଭୁ। ଜନ୍ମସ୍ଥାନ ପ୍ରତ୍ୟେକଙ୍କୁ ଆକର୍ଷିତ କରୁଥିବାରୁ ମାନବୀୟ ଲୀଳାଧାରି ମହାପ୍ରଭୁ ବା ଏଥିରୁ ବାଦ୍‌ ପଡ଼ନ୍ତେ କେମିତି? ତେଣୁ ପୁରାଣ ଶାସ୍ତ୍ର ମୁତାବକ ପ୍ରଭୁଙ୍କର…
ଅଧିକ ଖବର ଦେଖନ୍ତୁ...

ପୁଲିସ-ନକ୍ସଲ ମୁହାଁମୁହିଁ: ଜଣେ ନକ୍ସଲ ନିହତ, ୨ ଯବାନ ଓ ଜଣେ ଗ୍ରାମବାସୀ ଆହତ

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଲିସ-ନକ୍ସଲ ମୁହାଁମୁହିଁ ହୋଇଛନ୍ତି।  ଅସୁର ଥାନା ଅନ୍ତର୍ଗତ ଗଲଗମ କ୍ୟାମ୍ପରେ ଅବସ୍ଥାପିତ ୨୨୨ ସିଆରପିଏଫ ୧୯୬ ସିଆରପିଏଫ ଯବାନଙ୍କୁ ରାସ୍ତା ନିର୍ମାଣ କରାଯାଉଥିବା ସର୍ଚ୍ଚ ଅପରେସନ କରିବା ପାଇଁ ଜଂଗଲରେ ପଠାଯାଇଥିଲା। ଆଜି ଅପରାହ୍ନ…
ଅଧିକ ଖବର ଦେଖନ୍ତୁ...

ହାତୀ ମୁଣ୍ଡା ଡବଲ ମର୍ଡର ଘଟଣା: ଆଉ ଜଣେ ଆହତଙ୍କ ମୃତ୍ୟୁ, ୫ ଜଣ ଗିରଫ

କୋରାପୁଟ/ ଦଶମନ୍ତପୁର: କୋରାପୁଟ ଜିଲ୍ଲା ଦଶମନ୍ତପୁର ସଦର ଥାନା ଅନ୍ତର୍ଗତ ଡୁମ୍ବାଗୁଡା ପଞ୍ଚାୟତ ଅଧିନସ୍ଥ ହାତୀ ମୁଣ୍ଡା ଗାଁର ଗୋଷ୍ଠୀ ସଂଘର୍ଷ ଘଟଣାରେ ଆଜି ଆଉ ଜଣଙ୍କର ମୃତ୍ୟୁ ଘଟିଛି। ଗୁରୁତର ଥିବା ସେନାପତି ଜାନୀ(୫୦)ଙ୍କର ଆଜି କୋରାପୁଟସ୍ଥିତ ଏସଏଲଏନ ମେଡିକାଲ କଲେଜରେ ଦେହାନ୍ତ…
ଅଧିକ ଖବର ଦେଖନ୍ତୁ...

ତୃତୀୟ ଲହର ଆସିବା ଆଶଙ୍କାରେ କନୱର ଯାତ୍ରା ବନ୍ଦ କଲେ ଉତ୍ତରାଖଣ୍ଡ ସରକାର

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ଲଗାତାର ଦ୍ୱିତୀୟ ବର୍ଷ ପାଇଁ କନୱର ଯାତ୍ରା ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। କୋଭିଡ-୧୯ ସଂକ୍ରମଣର ତୃତୀୟ ଲହରର ଆଶଙ୍କାକୁ ଦୃଷ୍ଟିରେ ରଖି ଆଜି ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି। କନୱର ଯାତ୍ରା…
ଅଧିକ ଖବର ଦେଖନ୍ତୁ...