Daily Archives

July 14, 2021

ଅଧ୍ୟାପକଙ୍କୁ ରାଷ୍ଟ୍ରପତି ସମ୍ମାନ ପ୍ରାପ୍ତି

 ମାଲକାନଗିରି: ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ଅଧ୍ୟାପକ ତଥା ଜିଲ୍ଲା ଯୁବ ରେଡକ୍ରସର ଆବାହକ ଡ.ରଂଜନ କୁମାର ସ୍ବାଇଁ ରେଡକ୍ରସରେ ରହି ନିଜର ସମାଜସେବା କାର୍ଯ୍ୟ ପାଇଁ ରାଷ୍ଟ୍ରପତିଙ୍କ ସମ୍ମାନ ପତ୍ର ପ୍ରାପ୍ତି ଲାଗି ଗତ ଅକ୍ଟୋବର ୧୫ରେ ମନୋନୀତ ହୋଇଥିଲେ। ସେହି ସମ୍ମାନ ପତ୍ର ଆଜି…
ଅଧିକ ଖବର ଦେଖନ୍ତୁ...

ମୁହଁ ଖୋଲିଲେ ସୌମ୍ୟରଞ୍ଜନଙ୍କ ପତ୍ନୀ; ଉଦ୍ଧାର କରିବାକୁ ଚେଷ୍ଟା କରିଥିଲି, ମିଛ ଅପବାଦ କରାଯାଉଛି

ଶାଳଚୁଆ/ଖଇରା: ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଯୁବ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର (୩୨) ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇବା ଘଟଣାକୁ ତାଙ୍କ ପରିବାର ଲୋକ ସହଜରେ ଗ୍ରହଣ କରିପାରିନାହାନ୍ତି। ଅନୈତିକ ସଂପର୍କକୁ ନେଇ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି…
ଅଧିକ ଖବର ଦେଖନ୍ତୁ...

ଛାତ ପକାଇ ଶ୍ରମିକ ଫେରିବା ବେଳେ ଓଲଟିଲା ଗାଡ଼ି 

ପାତ୍ରପୁର: ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଧୀନ ତାଳପଡ଼ା-ଶ୍ରୀରାମପୁର ରାସ୍ତାରେ ଆଜି ଏକ ଟାଟାଏସିଇ ଗାଡ଼ିର ଚକା ଫାଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୨ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ରାଉରକେଲା ଝିଅ ହେଲେ ମହିନ୍ଦ୍ରା ଇଲେକ୍ଟ୍ରିକ୍‌ର ସିଇଓ

ରାଉରକେଲା: ମହିନ୍ଦ୍ରା ଇଲେକ୍ଟ୍ରିକ୍‌ ମୋବିଲିଟି ଲିମିଟେଡ୍‌(ଏମ୍‌ଇଏମ୍‌ଲ)ର ନୂତନ ସିଇଓଭାବେ ରାଉରକେଲା ଝିଅ ସୁମନ ମିଶ୍ର ନିଯୁକ୍ତ ହୋଇଛନ୍ତି। ପୂର୍ବ ସିଇଓ ମହେଶ ବାବୁ ପଦରୁ ଇସ୍ତଫା ଦେବାପରେ ସୁମନଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ଅଗଷ୍ଟ ୧୪ ତାରିଖରୁ ସେ ଏହି ଦାୟିତ୍ବ ଗ୍ରହଣ କରିବେ।…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ଆବାସରେ ପଶ୍ଚିମ ଓଡ଼ିଶାକୁ ଉପେକ୍ଷା, ପଶ୍ଚିମ ଯୁବ ମଞ୍ଚର ପ୍ରତିବାଦ ରାଲି

ସୁନ୍ଦରଗଡ଼: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଶ୍ଚିମ ଓଡ଼ିଶାର ଅନେକ ଜିଲ୍ଲାକୁ ସାମିଲ କରାଯାଇନାହିଁ। ଯାହାର ପ୍ରମାଣ ସ୍ବରୂପ ଚଳିତ ବର୍ଷର ଆବାସ ଯୋଜନା ତାଲିକାରେ ପଶ୍ଚିମ ଓଡ଼ିଶାର ଅନେକ ଜିଲ୍ଲାରେ ଅନୁଦାନ ଶୂନ ରହିଛି। ଯାହା ଦୁର୍ଭାଗ୍ୟଜନକ ଓ ଏ ଅଞ୍ଚଳ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ…
ଅଧିକ ଖବର ଦେଖନ୍ତୁ...

୩ମହିଳାଙ୍କୁ ଆକ୍ରମଣ କରି ବିଷ ପିଇଥିବା ଅଭିଯୁକ୍ତର ମୃତ୍ୟୁ

ଜୟପୁର: ଗତକାଲି ଜୟପୁର ସଦରଥାନା ଅର୍ନ୍ତଗତ ପାଂଜିଆଗୁଡା ନିକଟସ୍ଥ ମୁଦୁଲିଗୁଡ଼ା ଗାଁରେ ୩ମହିଳାଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ବିଷପିଇ ଦେଇଥିଲେ ଅଭିଯୁକ୍ତ ତିରୁପତି ମାଝୀ । ଗୁରୁତର ଅବସ୍ଥାରେ କୋରାପୁଟ ଏସଏଲଏନ୍ ମେଡିକାଲ କଲେଜରେ ଚିକିତ୍ସାଧୀନ ଥିବା ବେଳେ ଆଜି ଦିନ ୪ଟା ୫୦ମିନିଟରେ…
ଅଧିକ ଖବର ଦେଖନ୍ତୁ...

ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ, ଜଙ୍ଗଲକୁ ଡାକି ହତ୍ୟା, ଅଭିଯୁକ୍ତ ଗିରଫ 

ପାଟପୁର : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଏସ୍‌.ଗୋପାଳପୁର ପଞ୍ଚାୟତ ରତନେଇ ମନ୍ଦିର ପାହାଡ଼ରେ ଗତ ମାର୍ଚ୍ଚ ୧୫ ତାରିଖରେ ବନିତା ଗୌଡ଼ (୪୦) ନାମକ ଜଣେ ଯୁବତୀଙ୍କ ଗଳିତ ଶବ ମିଳିଥିଲା। ସରପଞ୍ଚ ନିରାକାର ପ୍ରଧାନଙ୍କ ଏତଲା କ୍ରମେ ପୁଲିସ କେସ୍ ନମ୍ବର ୫ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମକାରୀ ଭଣ୍ଡବାବା ଗିରଫ

ରାଉରକେଲା: ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ବ୍ରାହ୍ମଣୀତରଙ୍ଗ ପୁଲିସ ଆଜି ଜଣେ ଭଣ୍ଡବାବାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବାବା ହେଲେ ନରେଶ ସା। ପୁଲିସ ଆର୍‌ଜିଏଚ୍‌ରେ ପୀଡିତା ମହିଳା ଓ ଅଭିଯୁକ୍ତ ବାବାର ଡାକ୍ତରମାଇନା କରିଛନ୍ତି। ମିଳିଥିବା ସୂଚନା ମୁତାବକ ବିହାରର…
ଅଧିକ ଖବର ଦେଖନ୍ତୁ...

ରାଉରକେଲା: ହୋଟେଲରେ ସେକ୍ସ ରାକେଟ ଠାବ, ଧରାପଡ଼ିଲେ ୫ ଦେହଜୀବୀ ଓ ୨ଗ୍ରାହକ

ରାଉରକେଲା: ସ୍ଥାନୀୟ ଉଦିତନଗର କଚେରୀ ରୋଡ୍‌ରେ ଥିବା କମ୍‌ଫର୍ଟ୍‌ ହୋଟେଲରେ ଆଜି ସେକ୍ସ ରାକେଟ ଠାବ ହୋଇଛି। ଉଦିତନଗର ପୁଲିସ ଅତର୍କିତ ଚଢ଼ଉ କରି ୫ ଜଣ ଦେହଜୀବୀଙ୍କୁ ଉଦ୍ଧାର କରିବାସହ ଦୁଇ ଜଣ ଗ୍ରାହକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଉଦ୍ଧାର ଦେହଜୀବୀଙ୍କ ମଧ୍ୟରୁ ୪…
ଅଧିକ ଖବର ଦେଖନ୍ତୁ...

ଲୋକଙ୍କୁ ଟିକା ଦେବା ପାଇଁ ନିଜ ଜୀବନକୁ ବାଜି ଲଗାଇ ନଦୀ ପାର ହେଲେ ସ୍ବାସ୍ଥ୍ୟକର୍ମୀ

ନୂଆଦିଲ୍ଲୀ: କରୋନା କାଳରେ ଅନେକ ସ୍ବାସ୍ଥ୍ୟକର୍ମୀ ଲୋକଙ୍କୁ ନିଜ ସେବା ଯୋଗାଇବା ସମୟରେ ସଂକ୍ରମିତ ‌ହୋଇ ପ୍ରାଣ ହରାଇଛନ୍ତି। ଏହାପରେ ବି ସ୍ବାସ୍ଥ୍ୟକର୍ମୀ ନିଜ କର୍ତ୍ତବ୍ୟରେ କେବେ ହେଳା କରି ନାହାନ୍ତି। ଯାହାର ଉଦାହରଣ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...