Daily Archives

July 14, 2021

ଦିଲ୍ଲୀ ପୁଲିସକୁ ୨୫ ହଜାର ଟଙ୍କା ଜରିମାନା

ନୂଆଦିଲ୍ଲୀ: ଦିଲ୍ଲୀର କଡକଡଡୁମା କୋର୍ଟ ଦିଲ୍ଲୀ ପୁଲିସ ଉପରେ ୨୫ ହଜାର ଟଙ୍କାର ଜରିମାନା ଲାଗୁ କରିଛନ୍ତି। କୋର୍ଟ କହିଛନ୍ତି,  ଦିଲ୍ଲୀ ହିଂସା -୨୦୨୦ ସମୟରେ ପୁଲିସ ନିଜ କର୍ତ୍ତବ୍ୟରେ ଅବହେଳା କରିଥିବାରୁ ଏହି ଜରିମାନା ଲାଗୁ କରାଯାଇଛି। ଅର୍ଥାତ ଦିଲ୍ଲୀ ପୁଲିସ ହିଂସା ସମୟରେ ନିଜ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅଧିକ ସମୟ ପୂଜାପାଠରେ ବିତିବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ପରିଶ୍ରମର ଫଳ ପାଇବେ। ବିଦ୍ୟାର୍ଥୀଙ୍କ ମନ ଲେଖାପଢ଼ାରେ ଲାଗିବ। ବୃଷ: ପରିବାରରେ କୌଣସି ଲୋକ ସହିତ ବାଦ ବିବାଦ ହୋଇପାରେ। କଳାକ୍ଷେତ୍ରରେ ଥିବା ଲୋକ କିଛି ନୂଆ କରିବାକୁ ଭାବିବେ। ଆର୍ଥିକ ସ୍ଥିତି…
ଅଧିକ ଖବର ଦେଖନ୍ତୁ...

ଭିନ୍ନ ଜଣେ ଜଗନ୍ନାଥ ପ୍ରେମୀ, ୭ ବର୍ଷ ହେଲା ରଥ ତିଆରି କରି ପୂଜା କରୁଛନ୍ତି ଅଙ୍କୁର 

ଦେବଗଡ଼: ତାଙ୍କୁ ଯେତେବେଳେ ୮ ବର୍ଷ ବୟସ ସେବେଠାରୁ ସେ ରଥ ତିଆରି କରିବା ଆରମ୍ଭ କରିଥିଲେ। ଖେଳରେ ଖେଳରେ ରଥ ଗଢ଼ୁ ଗଢ଼ୁ ସେ ଶ୍ରୀଜଗନ୍ନାଥଙ୍କ ଭକ୍ତିରେ ତଲ୍ଲୀନ ହୋଇଗଲେ। ପରେ ସେ ପ୍ରତିବର୍ଷ ରଥ ତିଆରି କରୁଛନ୍ତି। ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରି ମାଉସୀ ମା’ ଘରକୁ ରଥ ଟାଣୁଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟରୋଗ ଅନୁଷ୍ଠାନରେ ଏମଆରଆଇ ଓ ସିଟିସ୍କାନ ସେବାର ଶୁଭାରମ୍ଭ

କଟକ: ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟରୋଗ ଅନୁଷ୍ଠାନରେ ଏମଆରଆଇ ଓ ସିଟିସ୍କାନ ସେବାର ଶୁଭାରମ୍ଭ। ଏହି ଅନୁଷ୍ଠାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ଚୌଦ୍ୱାର-କଟକ ବିଧାୟକ  ସୌଭିକ ବିଶ୍ୱାଳ,…
ଅଧିକ ଖବର ଦେଖନ୍ତୁ...

ଜୁଲାଇ ୨୨ ପରେ ନୂତନ ଘରୋଇ ଗ୍ରାହକଙ୍କୁ ନିଜର କାର୍ଡ ନେଟୱାର୍କରେ ସାମିଲ କରିପାରିବନି ମାଷ୍ଟରକାର୍ଡ଼

ନୂଆଦିଲ୍ଲୀ: ବଡ଼ ନିଷ୍ପତ୍ତି ନେଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) | ଆରବିଆଇ ମାଷ୍ଟରକାର୍ଡ ଏସିଆକୁ କୌଣସି ନୂତନ ଘରୋଇ ଗ୍ରାହକଙ୍କୁ ନିଜର କାର୍ଡ ନେଟୱାର୍କରେ ସାମିଲ କରିବାକୁ ମନା କରିଛି ଆରବିଆଇ। ଅର୍ଥାତ ଏବେ ମାଷ୍ଟରକାର୍ଡ ଭାରତର ଗ୍ରାହକଙ୍କୁ କୌଣସି ନୂତନ କାର୍ଡ ପ୍ରଦାନ କରିବାରେ…
ଅଧିକ ଖବର ଦେଖନ୍ତୁ...

ଗୋରୁ ବୋଝେଇ ଟ୍ରକ ଜବତ, ୩୧ ଗୋରୁ ଉଦ୍ଧାର

ବାଲେଶ୍ବର: ଆଜି ପୁଣି ଏକ ବଡ଼ ଧରଣର ଗୋଚାଲାଣକୁ ଖନ୍ତାପଡ଼ା ଥାନା ପୁଲିସ ପଣ୍ଡ କରିଛି। ସେରଗଡ଼ ଟୋଲ୍‌ଗେଟ୍‌ ନିକଟରୁ ଗୋରୁବୋଝେଇ ଟ୍ରକକୁ ଜବତ କରିବା ସହ ୩୧ଗୋରୁ ଉଦ୍ଧାର କରିଛି। ତେବେ ଚାକଳ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛି। ସୂଚନା ମୁତାବକ, ବୁଧବାର ସକାଳ ପ୍ରାୟ ସାଢ଼େ ୫ଟା…
ଅଧିକ ଖବର ଦେଖନ୍ତୁ...

ସ୍ବାମୀ-ସ୍ତ୍ରୀ ମିଶି ବୃଦ୍ଧ ମହିଳାଙ୍କୁ ହତ୍ୟା କରିବା ପରେ ତିନିଟି ବ୍ୟାଗରେ ଭର୍ତ୍ତି କରି ଫିଙ୍ଗି ଦେଲେ,…

ନୂଆଦିଲ୍ଲୀ: ଦିଲ୍ଲୀରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଦ୍ବାରକା ଅଞ୍ଚଳରେ ବସବାସ କରୁଥିବା ସ୍ବାମୀ-ସ୍ତ୍ରୀ ପଡ଼ିଶା ଘରେ ରହୁଥିବା ଜଣେ ବୃଦ୍ଧ ମହିଳାଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି।  ଏହାପରେ ନିଜ ଦୋଷ ଲୁଚାଇବା ପାଇଁ ବୃଦ୍ଧାଙ୍କୁ କାଟି ଖଣ୍ଡଖଣ୍ଡ କରି ତିନିଟି ବ୍ୟାଗରେ…
ଅଧିକ ଖବର ଦେଖନ୍ତୁ...

କୁଳିଅଣାରେ ପ୍ରଥମ ଡେଙ୍ଗୁ ମୃତ୍ୟୁ, ଚିନ୍ତାରେ ଲୋକେ

କୁଳିଅଣା: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ୍‌ ଅନ୍ତର୍ଗତ ବଡ଼ନୂଆଗାଁ ଗ୍ରାମରେ ଚଳିତ ବର୍ଷ ପ୍ରଥମ ଡେଙ୍ଗୁ ମୃତ୍ୟୁ ହୋଇଛି। ବାବାଜୀ ନାଏକଙ୍କ ପତ୍ନୀ ସଂଯୁକ୍ତା (୪୧)ଙ୍କୁ ଜ୍ବର ହୋଇଥିଲା। ପରୀକ୍ଷା ପରେ ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଫଳରେ ସଂଯୁକ୍ତାଙ୍କୁ‌ ଗତ ୭…
ଅଧିକ ଖବର ଦେଖନ୍ତୁ...

ଟିକା ନେଇ ଦୁଇ ମାସର ଶିଶୁ ମୃତ୍ୟୁ! ମେଡ଼ିକାଲରେ ଉତ୍ତେଜନା

ଭଦ୍ରକ: ଭଦ୍ରକ ବ୍ଲକ୍ ଅନ୍ତର୍ଗତ ବାଣୀତିଆ ପଞ୍ଚାୟତର ମୁକ୍ତାପଦି ଗ୍ରାମର ଅରୁଣ ଦାସଙ୍କ ଦୁଇ ମାସର ଶିଶୁପୁତ୍ର ଆଜି ମେଡିକାଲ୍ ଟିମ୍ ହେପାଟାଇିସ ଟିକା ଦେଇଥିଲେ। ଟିକା ନେବା ପରେ ଶିଶୁର ଦେହ ଅପରାହ୍ନରେ ଖରାପ ହୋଇ ପଡ଼ିଥିଲା। ତାଙ୍କୁ ଚିକିତ୍ସା ନିମନ୍ତେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କ ଦେଲାନି କାଳିଆ ଟଙ୍କା, ବିଷ ପିଇ ଜୀବନ ହାରିଲେ ଗରୀବ ଦମ୍ପତି!

ବାଲେଶ୍ବର: ପୂର୍ବରୁ ଥିବା ରୁଣ ଟଙ୍କା ପରିଶୋଧ ନ କରିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏକାଉଣ୍ଟକୁ ହୋଲଡ୍ କରି ରଖିଲେ। ଯାହା ଫଳରେ ଭୂମିହୀନ ଚାଷୀ ପର୍ଶୁରାମଙ୍କ ପକ୍ଷେ କାଳିଆ ଟଙ୍କା ଉଠାଇବା ସମ୍ଭବ ହେଲାନି। ଅଭାବ ଅନଟନରେ ରହି ଶେଷରେ ସେ ବିଷ ପିଇ ଆତ୍ମହତ୍ୟା କରିବା ଭଳି ପନ୍ଥାକୁ…
ଅଧିକ ଖବର ଦେଖନ୍ତୁ...