Daily Archives

July 15, 2021

ସ‌ନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ

ବାଲେଶ୍ବର: ଚୂନଭାଟି ସ୍ଥିତ ଏକ ଘରୁ ସ‌େନ୍ଦେହଜନକ ଅବସ୍ଥାରେ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହକୁ ଟାଉନ୍‌ ଥାନା ପୁଲିସ ଜବତ କରିଛି। ସେ‌ ହେଲେ ଉତ୍ତରପ୍ରଦେଶ ଅହ୍ଲାରପୁର ତିଳକନଗର ଅଞ୍ଚଳର ମହେନ୍ଦ୍ର କୁମାର ସିଂହ(୩୭)। ଏନେଇ ଟାଉନ୍‌ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି…
ଅଧିକ ଖବର ଦେଖନ୍ତୁ...

କରୋନା ମୃତ୍ୟୁରେ ରେକର୍ଡ, ଦିନକରେ ବାଲେଶ୍ବରରୁ ୮ ଜଣ

ବାଲେଶ୍ବର: ଦୈନିକ କରୋନା ମୃତ୍ୟୁରେ ଆଜି ବାଲେଶ୍ବରରେ ରେକର୍ଡ ୮ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରଥମ ଓ ଦ୍ବିତୀୟ ଲହର ସୁଦ୍ଧା ଆଜିର ମୃତ୍ୟୁସଂଖ୍ୟା ହେଉଛି ସର୍ବାଧିକ। ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କରୋନାରେ ଆକ୍ରାନ୍ତ ହୋଇ କୋଭିଡ୍…
ଅଧିକ ଖବର ଦେଖନ୍ତୁ...

ପ୍ରେମ ବିଫଳତାରୁ ଆତ୍ମହତ୍ୟାର ବାଟ ବାଛିଲେ: ଯୁବକ ମୃତ, ବିବାହିତା ଗୁରୁତର

ଭଞ୍ଜନଗର: ପ୍ରେମ ବିଫଳ ହେବାରୁ ଆତ୍ମହତ୍ୟାର ବାଟ ବାଛିଥିଲେ ଯୁବକ ଓ ଗଲା ମାସରେ ଅନ୍ୟତ୍ର ବିବାହ ହୋଇଥିବା ବିବାହିତା ମହିଳା। ତେବେ ସଂପୃକ୍ତ ଯୁବକଙ୍କ ମୃତ୍ୟୁ ହୋଇଥିବା ମହିଳାଜଣକ ଡାକ୍ତରଖାନାରେ ଜୀବନ ସହ ସଂଘର୍ଷ କରୁଛନ୍ତି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ତୁଳସୀପଲ୍ଲୀ ଗ୍ରାମରେ…
ଅଧିକ ଖବର ଦେଖନ୍ତୁ...

୬ମାସ ମଧ୍ୟରେ ଦେଶରେ ୭.୭୮ ପ୍ରତିଶତ ଲୋକଙ୍କୁ ଦିଆଯାଇଛି ଟିକା, ଡିସେମ୍ବର ସୁଦ୍ଧା କେମିତି ସରିବ ଟିକାକରଣ ?

ନୂଆଦିଲ୍ଲୀ: ଭାରତରେ କରୋନା ବିରୋଧରେ ଚାଲିଥିବା ଯୁଦ୍ଧର ମୁଖ୍ୟ ଅସ୍ତ୍ର ପାଲଟିଛି ଟିକା । ଜାନୁଆରି ୧୬ ତାରିଖରୁ ଦେଶରେ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ୩୯ କୋଟିରୁ ଅଧିକ ଲୋକ ଟିକା ନେଇଛନ୍ତି । ସେମାନଙ୍କ ମଧ୍ୟରୁ ୭.୭୮ କୋଟି ଲୋକ ଟିକାର ଦ୍ୱିତୀୟ ଡୋଜ ବି ନେଇ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ମନ ପସନ୍ଦ କଂପାନିର ଚାକିରି ପାଇଁ ଡାକରା ଆସିପାରେ। ଲେଖକଙ୍କ ଲାଗି ଭଲ ଦିନଟିଏ। ଛାତ୍ରଙ୍କ କ୍ୟାରିୟର ନୂଆ ରୂପରେ ସୁଶୋଭିତ ହେବ। ବୃଷ: ପରିବାର ଲୋକ ସହିତ ଯୁକ୍ତିତର୍କ ହୋଇପାରେ। ସମ୍ପର୍କୀୟଙ୍କ ଠାରୁ ଖୁସି ଖବର ପାଇବେ। ବ୍ୟବସାୟରେ ଉନ୍ନତି ହେବାର ସମ୍ଭାବନ…
ଅଧିକ ଖବର ଦେଖନ୍ତୁ...

ଦୋଳିର ମଜା ନେବା ଦୁଇ ମହିଳାଙ୍କୁ ମହଙ୍ଗା ପଡ଼ିଲା, ୬୩୦୦ ଫୁଟ ଉଚ୍ଚରୁ ତଳକୁ ଖସି ପଡ଼ିଲେ

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆରେ ଦୁଇଜଣ ମହିଳା ପାହାଡ ନିକଟରେ ଦୋଳି ଖେଳୁଥିବା ବେଳେ ଖସି ପଡ଼ୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। ଏହି ଘଟଣାଟି ଋଷର ଦାଗୀସ୍ତାନରେ ଘଟିଥିବା କୁହାଯାଉଛି। ୬୩୦୦ଫୁଟ ଉଚ୍ଚରେ ଦୋଳି ଖେଳୁଥିବା ବେଳେ ଦୁଇ ମହିଳା ଖସି ପଡ଼ିଥିବା ଭିଡିଓକୁ ଟ୍ୱିଟରରେ ‘ରାଣ୍ଡମ…
ଅଧିକ ଖବର ଦେଖନ୍ତୁ...

ରସୁଲଗଡ଼ ଗୁଞ୍ଜନ ଆପାର୍ଟମେଣ୍ଟ ବ୍ଲକ-ବିକୁ ଅବରୋଧ ଅଂଚଳ ଘୋଷଣା କଲା ବିଏମସି

ଭୁବନେଶ୍ବର : କରୋନା ସଂକ୍ରମଣ ମାମଲା ବଢିବା ପରେ ଭୁବନେଶ୍ବର ମହାନଗର ନିଗମ (ବିଏମସି) ପକ୍ଷରୁ ରସୁଲଗଡ଼ ଛକ ନିକଟସ୍ଥ ଗୁଞ୍ଜନ ପ୍ୟାଲେସ୍ ଆପାର୍ଟମେଣ୍ଟର ବ୍ଲକ-ବିକୁ ଅବରୋଧ ଅଂଚଳ ଘୋଷଣା କରାଯାଇଛି । ଅବରୋଧ ଅଂଚଳ ଘୋଷଣା ପରେ ଏହି ଆପାର୍ଟମେଣ୍ଟର ବ୍ଲକ-ବିରେ ରହୁଥିବା ଲୋକମାନେ ବାହାରକୁ…
ଅଧିକ ଖବର ଦେଖନ୍ତୁ...

ମିଳିତ ଚଢ଼ଉ: ଦୁଇ ବାଲି ବୋଝେଇ ଟ୍ରାକ୍ଟର ଜବତ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଓ ପାପଡାହାଣ୍ଡି ତହସିଲ ପକ୍ଷରୁ ମାନିଗାଁ ବାଲି ସୌରାତରେ ମିଳିତ ଚଢ଼ଉ କରାଯାଇ ଦୁଇଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି। ବେଆଇନ ବାଲି ଚାଲାଣକାରୀଙ୍କ ନିକଟରୁ ଡାବୁଗାଁ ତହସିଲ ପକ୍ଷରୁ ୧୦ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି। ସୂଚନା…
ଅଧିକ ଖବର ଦେଖନ୍ତୁ...

ଭାଲୁ ମୁହଁରୁ ଝିଅ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲା ମା’

ମାଲକାନଗିରି: ଖଇରପୁଟ ବ୍ଲକର ବଣ୍ଡାଘାଟିରେ ଆଜି ଭାଲୁ ମୁହଁରୁ ଝିଅ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲା ମା’` ଘଟଣା ଅନୁଯାୟୀ ଆଜି ସକାଳେ ବଣ୍ଡାଘାଟିର କିରସାନିପଡ଼ା ଗ୍ରାମର ସମାରି ଶିଶା ଏବଂ ତାଂକ ଝିଅ ଜଂଗଲକୁ କୌଣସି କାମ ଉଦେଶ୍ୟରେ ଯାଇଥିଲେ। ତେବେ ହଠାତ୍ ଏକ…
ଅଧିକ ଖବର ଦେଖନ୍ତୁ...

ପରଦାରେ ସୋନୁଙ୍କୁ ମାଡ଼ ଖାଉଥିବା ଦେଖି ୭ବର୍ଷର ବାଳକ ଭାଙ୍ଗି ଦେଲେ ଟିଭି

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୋନୁ ସୁଦ ମହାମାରୀ ସମୟରେ ଅନେକ ଅସହାୟ ‌ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ରହିଛନ୍ତି। ସୋନୁଙ୍କ ଏଭଳି କାମ ପାଇଁ ଲୋକେ ତାଙ୍କ ଫଟୋ ରଖି ପୂଜା କରୁଥିବା ବି ଦେଖିବାକୁ ମିଳିଥିଲା। ତେବେ ନିକଟରେ ଜଣେ ବାଳକ ପରଦାରେ ସୋନୁଙ୍କୁ ମାଡ଼ ଖାଉଥିବା ଦେଖି ଟିଭି…
ଅଧିକ ଖବର ଦେଖନ୍ତୁ...