Daily Archives

July 15, 2021

ପୁଲିସ-ନକ୍ସଲ ଗୁଳି ବିନିମୟ, ୩ ନକ୍ସଲ ନିହତ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ଭେରମଗଡ଼ ଜଙ୍ଗଲରେ ପୁଲିସ ଏବଂ ନକ୍ସଲ ମଧ୍ୟରେ ଆଜି ସନ୍ଧ୍ୟାରେ ଗୁଳି ବିନିମୟ ହୋଇଛି। ଏହି ଗୁଳି ବିନିମୟରେ ତିନି ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଘଟଣା ଅନୁଯାୟୀ ଆଜି ସନ୍ଧ୍ୟା ୬ଟା ସମୟରେ ଭେରମଗଡ଼ ଜଙ୍ଗଲରେ ଯବାନ ସର୍ଚ୍ଚ ଅପରେସନ କରୁଥିବା…
ଅଧିକ ଖବର ଦେଖନ୍ତୁ...

ଉପ-ବାଚସ୍ପତିଙ୍କ କାର ଉପରକୁ ଆକ୍ରମଣ ଘଟଣା: ୧୦୦ କୃଷକଙ୍କ ନାମରେ ରାଜଦ୍ରୋହ ମାମଲା ରୁଜୁ କଲା ହରିଆଣା ପୁଲିସ

ନୂଆଦିଲ୍ଲୀ: ହରିଆଣା ବିଧାନସଭାର ଉପ-ବାଚସ୍ପତିଙ୍କ କାର ଉପରକୁ ଆକ୍ରମଣ ଘଟଣାରେ ୧୦୦ ଜଣ କୃଷକଙ୍କ ଉପରେ ରାଜଦ୍ରୋହ ମାମଲା ରୁଜୁ କରିଛି ରାଜ୍ୟ ପୁଲିସ। ଅଭିଯୋଗ ହୋଇଥିଲା କି ବିବାଦୀୟ କୃଷି ଆଇନକୁ ବିରୋଧ କରିବା କ୍ରମରେ ଉପ-ବାଚସ୍ପତି ରଣବୀର ଗଙ୍ଗବାଙ୍କ ଗାଡି ଉପରକୁ ୧୦୦ରୁ ଅଧିକ କୃଷକ…
ଅଧିକ ଖବର ଦେଖନ୍ତୁ...

କୋରାପୁଟରୁ ପଂଜାବ ଯାଉଥିଲା ଅଦା ବୋଝେଇ ଟ୍ରକ, ଜବତ ହେଲା ୧ ଟନ୍ ଗଂଜେଇ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସଦରଥାନା ପୁଲିସକୁ ପୁଣି ଗଂଜେଇ ଧରପଗଡ଼ରେ ମିଳିଛି ସଫଳତା। ଆଜି ଗୋଟିଏ ଅଦା ବୋଝେଇ ଟ୍ରକରେ ଗୋଟିଏ ଟନ୍ ଗଂଜେଇ ଚାଳାଣ ବେଳେ ସଦରଥାନା ପୁଲିସ ହାତରେ ଟ୍ରକଟି ଧରା ପଡ଼ିଥିଲା। ପୁଲିସ ପାଇଥିବା ବିଶ୍ବସ୍ତ ସୂଚନା ଆଧାରବଳରେ ଟ୍ରକଟିକୁ ଅଟକାଯାଇ ଯାଂଚ…
ଅଧିକ ଖବର ଦେଖନ୍ତୁ...

‘ପଶ୍ଚିମବଙ୍ଗରେ ଆଇନର ଶାସନ ନାହିଁ’ : ହିଂସାକୁ ନେଇ ଜାତୀୟ ମାନବାଧିକାର ଆୟୋଗଙ୍କ କଡ଼ା ମନ୍ତବ୍ୟ

କୋଲକାତା :  ପଶ୍ଚିମବଙ୍ଗରେ ହୋଇଥିବା ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ମମତା ବାନାର୍ଜୀ ସରକାରଙ୍କ ଉପରେ ବର୍ଷିଛନ୍ତି ଜାତୀୟ ମାନବାଧିକାର ଆୟୋଗ । ପଶ୍ଚିମ ବଙ୍ଗରେ ‘ଆଇନର ଶାସନ’ ଚାଲିନାହିଁ ବରଂ ‘ଶାସକଙ୍କ ଶାସନ’ ଚାଲିଛି ବୋଲି ଆୟୋଗ ମନ୍ତବ୍ୟ ଦେଇଛନ୍ତି । ଏହା ସହିତ ଏହି ହିଂସାର…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଉପକାରାଗାରରେ କୋଭିଡ୍ ପ୍ରତିଷେଧକ ଟିକା

ଖୋର୍ଦ୍ଧା: ଖୋର୍ଦ୍ଧା ଉପକାରାଗାରରେ ଆଜି କୋଭିଡ୍ ପ୍ରତିଷେଧକ ଟିକାକରଣ ଅଭିଯାନରେ ୧୪୯ଜଣଙ୍କୁ ଟିକା ପ୍ରଦାନ କରାଯାଇଛି। ଏନେଇ ସୂଚନାଦେଇ ଉପକାରାଗାର ଅଧିକ୍ଷକ କୃଷ୍ଣଚନ୍ଦ୍ର ରାଉତ କହିଛନ୍ତି ଯେ ପୁଲିସ ମହାନିର୍ଦେଶକ (କାରାଗାର) ସନ୍ତୋଷ ଉପାଧ୍ୟାୟ ନିର୍ଦେଶକ୍ରମେ ଜେଲ୍‌ରେ କଏଦୀଙ୍କୁ ଟିକା…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଜି କରୋନରୁ ସୁସ୍ଥ ହେଲେ ୨୫୬୩ ଆକ୍ରାନ୍ତ, କଟକ ଜିଲ୍ଲାରୁ ସର୍ବାଧିକ ୪୧୮

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍ ସଂକ୍ରମଣରୁ ୨୫୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ କଟକ ଜିଲ୍ଲାରୁ ସର୍ବାଧିକ ୪୧୮ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଉଦଘାଟନ ହେଲା ୧୦୮ଟି ଆଲୁମିନିୟମ ରୁଦ୍ରାକ୍ଷ ଲାଗିଥିବା ସମ୍ମିଳନୀ କକ୍ଷ, ଫଟୋ ଟ୍ୱିଟ କରି ଏଭଳି କଥା ଲେଖିଲେ…

ନୂଆଦିଲ୍ଲୀ: ଭାରତ-ଜାପାନ ବନ୍ଧୁତ୍ୱର ପ୍ରତୀକ ରୁଦ୍ରାକ୍ଷ ହାଇ-ଟେକ୍ ସମ୍ମିଳନୀ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଆଜି ଏହାର ଉଦଘାଟନ ହୋଇଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରାଣାସୀରେ ଏକ ଅତ୍ୟାଧୁନିକ ସମ୍ମିଳନୀ କେନ୍ଦ୍ରର ଉଦଘାଟନ କରିଛନ୍ତି | ଉଦଘାଟନ ସମୟରେ ସେ…
ଅଧିକ ଖବର ଦେଖନ୍ତୁ...

ଅମିତାଭଙ୍କ ବଙ୍ଗଳା କାନ୍ଥ ଭାଙ୍ଗିବା ପାଇଁ ପୋଷ୍ଟର ଲଗାଇଲା ଏମଏନଏସ୍

ନୂଆଦିଲ୍ଲୀ: ଏମଏନଏସ (ମହାରାଷ୍ଟ୍ର ନବନିର୍ମାଣ ସେନା) ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କ ବଙ୍ଗଳା ସାମ୍ନାରେ ପୋ‌ଷ୍ଟର ଲଗାଇ ଏକ ସ୍ବତନ୍ତ୍ର ଅନୁରୋଧ କରିଛି। ବିଗ ବିଙ୍କ ଜୁହୁସ୍ଥିତ ବଙ୍ଗଳା ‘ପ୍ରତୀକ୍ଷା’ର ଏକ ପାର୍ଶ୍ବ୍ୟ କାନ୍ଥ ଭାଙ୍ଗି ରାସ୍ତା ପ୍ରଶସ୍ତୀକରଣ କରିବା ପାଇଁ ଯୋଜନା…
ଅଧିକ ଖବର ଦେଖନ୍ତୁ...

ମାଥିଲିରେ ବଡ ଧରଣର ଡକାୟତି: ୫ ଜଣ ଡକାୟତ ଗିରଫ ,୮ ଲକ୍ଷ ୭୧ ହଜାର ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକରେ ରହିଥିବା ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟରୁ ଗତକାଲି ରାତିରେ ବଡ ଧରଣର ଡକାୟତି ହୋଇଥିଲା।ଏହି ଡକାୟତିରେ ସାମିଲ ଥିବା ୫ ଜଣ ଡକାୟତକୁ ଗିରଫ କରାଯିବା ସହ ଲୁଟ କରିଥିବା ଟଙ୍କାକୁ ପୁଲିସ ଜବତ କରିଛି। ଆଜି ଡକାୟତମାନଙ୍କୁ…
ଅଧିକ ଖବର ଦେଖନ୍ତୁ...