Daily Archives

July 16, 2021

ଭଞ୍ଜନଗର ସହର ସୌନ୍ଦର୍ଯ୍ୟ କରିବ ‘ମୁକ୍ତା’ ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୩୦ ଲକ୍ଷ

ଭଞ୍ଜନଗର: ସହରାଞ୍ଚଳର ଗୁଡ଼ିକରେ ଶ୍ରମିକ ମାନଙ୍କ ସହ ସ୍ବୟଂ ସହାୟକ ମହିଳା ମାନଙ୍କୁ ରୋଜଗାର ଦେବା ପାଇଁ ରାଜ୍ୟ ସରାକାର ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ(ମୁକ୍ତା) ଯୋଜନା ଆରମ୍ଭ କରିଛନ୍ତି। ଏଥିରେ କୁଶଳୀ ଓ ଅଣକୁଶଳୀ ଶ୍ରମିକ ମାନଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ଦିଗରେ ଏନ୍ଏସି…
ଅଧିକ ଖବର ଦେଖନ୍ତୁ...

ଆରଡ଼ି ପୀଠରେ କାଉଡ଼ିଆଙ୍କର ଶୁଭିବନି ବୋଲବମ୍ ଡାକ

ଭଦ୍ରକ: ଶ୍ରାବଣ ମାସରେ ଭଦ୍ରକର ଆରଡି ରାସ୍ତାରେ ଶୁଭେ କାଉଡ଼ିଆଙ୍କ ବୋଲବମ୍ ଡାକ। ସାରା ରାସ୍ତା କେବଳ କାଉଡ଼ିଆମୟ ଦେଖାଯାଏ। ଦଳ ଦଳ ହୋଇ ରାସ୍ତାରେ ଚାଲିଥାନ୍ତି ଏଇ ଗେରୁଆ ବସ୍ତ୍ର ପରିଧାନ କରିଥିବା କାଉଡ଼ିଆ ଭକ୍ତିମାନେ। କରୋନା କଟକଣା ପାଇଁ ଗତ ଦୁଇ ବର୍ଷ ହେଲା ଆରଡି ରାସ୍ତା ହୋଇଛି…
ଅଧିକ ଖବର ଦେଖନ୍ତୁ...

ଗୁଣି ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର

ପୋଲସରା : ଗୁଣିଗାରେଡ଼ିକୁ ନେଇ ଆଜି ପୋଲସରା ବ୍ଲକ୍‌ ଅନ୍ତର୍ଗତ ଚିରିକିପଡା ଶାସନରେ ବିମଳ ନାହାକ ନାମକ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଅପରାହ୍‌ଣରେ ଗ୍ରାମବାସୀଙ୍କ ମାଡ଼ରେ ବିମଳ ଗୁରୁତର ହୋଇଥିବା ଜଣାପଡ଼ିଛି। ଏଥିରେ ବିମଳଙ୍କ ପୁଅ ମୃତ୍ୟୁଞ୍ଜୟ ଓ ସ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗରରେ ରାଜ୍ୟ କୃଷି ବିଭାଗର ଯୁଗ୍ମ ସଚିବ, ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ

ଭଞ୍ଜନଗର: ରାଜ୍ୟ କୃ‌ଷି ବିଭାଗର ଯୁଗ୍ମ ସଚିବ ବିପିନ ବିହାରୀ ପାଣିଗ୍ରାହୀ ଆଜି ଭଞ୍ଜନଗର ଗସ୍ତରେ ଆସି କୃ‌ଷି ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ଯୋଜନା ଏବଂ ଏହାର ସଫଳ ରୂପାୟନ କାର୍ଯ୍ୟ ବୁଲି ଦେଖିଛନ୍ତି। ଏଥିସହ ବହୁ ଚାଷୀ ମାନଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। କୃ‌ଷି ଓ କୃଷକ…
ଅଧିକ ଖବର ଦେଖନ୍ତୁ...

ଉଦ୍ଧାର ହେଲା ୮ଫୁଟିଆ ଅଜଗର

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଉଦଳା ବନ ବିଭାଗ ୮ ଫୁଟିଆ ଅଜଗର ଉଦ୍ଧାର କରିଛନ୍ତି। ସୂଚନାଯୋଗ୍ୟ, ଦେବକୁଣ୍ଡ ରେଞ୍ଜ ନିକଟବର୍ତ୍ତୀ ବଇଦାଖୋଳି ଗ୍ରାମର ହେମନ୍ତ ନାୟକ ସକାଳୁ ନିଜ ବାଡିରେ ଥିବା ଜାଲରେ ଏକ ବଡ ଅଜଗର ଲାଗି ଯାଇଥିବାର ଦେଖିବାକୁ ପାଇଥିଲେ। ଏଦୃଶ୍ୟ ଦେଖି ସେ ଭୟଭୀତ ହୋଇ…
ଅଧିକ ଖବର ଦେଖନ୍ତୁ...

ଗାଁ ଛକରେ ଜେଲ୍‌ ଫେରନ୍ତାଙ୍କୁ ଦୁଇ ଭାଇ ହାଣିଦେଲେ

ଧରାକୋଟ: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଧୀନ ଜାହାଡ଼ା ଗ୍ରାମ ଗାଁ ଛକରେ ଆଜି ଅପରାହ୍ନ ପ୍ରାୟ ୫ଟାରେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ଅନ୍ୟ ଦୁଇ ଜଣ ଖଣ୍ଡାରେ ହାଣି ବୀଭତ୍ସ ହତ୍ୟା କରିଛନ୍ତି। ହତ୍ୟାର ଶିକାର ହୋଇଥିିବା ଯୁବକ ଜଣଙ୍କ ହେଲେ ସେହି ଗ୍ରାମର ଜେଲ୍‌ ଫେରନ୍ତା ପ୍ରତାପ…
ଅଧିକ ଖବର ଦେଖନ୍ତୁ...

ନୂଆ ରୂପ ନେବାକୁ ଯାଉଛି ମହାପ୍ରୟାଣ ଯୋଜନା, ମହିଳାଙ୍କ ହାତରେ ପରିଚାଳିତ ହେବ ମହାପ୍ରୟାଣ ସେବା

କୋରାପୁଟ: ରାଜ୍ୟରେ ପ୍ରଥମ ଥର ପାଇଁ କୋରାପୁଟ ଜିଲ୍ଲାରେ ମହାପରାଣୟ ସେବା ଯୋଗାଇବେ ମହିଳା ସ୍ବଂୟ ସହାୟକ ଗୋଷ୍ଠୀ। ଏଥିପାଇଁ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତାର ଓ ଜିଲ୍ଲା ଜରୁରୀକାଳିକ ଅଧିକାରୀ ଜ୍ଞାନଜିତ ତ୍ରିପାଠି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଜିଲ୍ଲା ପ୍ରଶାସନ ହାତରେ ରହିବନି…
ଅଧିକ ଖବର ଦେଖନ୍ତୁ...

୪୦୦ ଟଙ୍କା ପାଇଁ ପଥର ଛେଚି ହତ୍ୟା; ଅଭିଯୁକ୍ତ, ସହଯୋଗୀ ଅଟକ

ଗୋଳନ୍ଥରା: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଇଲାକାରେ ଏକ ହତ୍ୟାକାଣ୍ଡ ଘଟିଯାଇଛି। ମାତ୍ର ୪୦୦ ଟଙ୍କା ନେଇଥିବା ସନ୍ଦେହରେ ଜଣେ ଯୁବକଙ୍କୁ ଛାତ ଉପରେ ଶୋଇଥିବା ଅବସ୍ଥାରେ ମୁଣ୍ଡରେ ପଥର ଛେଚି ହତ୍ୟା କରା ଯାଇଥିବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଏଭଳି ଘଟଣା ଘଟିଛି ଗୋଲନ୍ଥରା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କୁ ନିଜ ପ୍ରତିଭାରୁ ଯଥେଷ୍ଟ ଲାଭ ମିଳିବ। ଜମି ସମସ୍ୟା ସମାଧାନ ହୋଇଯିବ। ଜୀବନସାଥୀ ଓ ପରିଜନଙ୍କ ସ୍ନେହ ପାଇବେ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ବୃଷ: ନୂଆ ବିଚାର ଆପଣଙ୍କ ଆର୍ଥିକ ପକ୍ଷକୁ ସୁଦୃଢ଼ କରିବ। ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ…
ଅଧିକ ଖବର ଦେଖନ୍ତୁ...

ଗଂଜାମରେ ଜନନୀ ଯନ୍ତ୍ରଣା: କନ୍ୟା ସନ୍ତାନ ଜନ୍ମ ପରେ ପ୍ରସୂତିଙ୍କ ମୃତ୍ୟୁ

ପାତ୍ରପୁର: ଗଂଜାମ ଜିଲ୍ଲା ପାତ୍ରପୁର ବ୍ଳକ୍‌ ଆଦିବାସୀ ଅଧ୍ୟୁଷିତ ଆଙ୍କୁଲି ପଂଚାୟତ କିଞ୍ଚରଡା ଗ୍ରାମରେ ଜଣେ ପ୍ରସୂତିଙ୍କ ମୃତ୍ୟୁ ହୋଇଛି। କନ୍ୟା ସନ୍ତାନ ଜନ୍ମ ପରେ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ପ୍ରସୂତି ଜଣକ ହେଲେ ବିନୋଦ ନାୟକଙ୍କ ପତ୍ନୀ କୁମାରୀ ନାୟକ (୨୧)।…
ଅଧିକ ଖବର ଦେଖନ୍ତୁ...