Daily Archives

July 16, 2021

ବିବାହିତା ମହିଳାଙ୍କୁ ଅଶ୍ଳୀଳ ମେସେଜ ପଠାଇ ଜେଲ ଗଲା ଯୁବକ

ବୋରିଗୁମ୍ମା: ଜଣେ ବିବାହିତା ମହିଳାଙ୍କୁ ଅଶ୍ଲୀଳ ମେସେଜ କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋରିଗୁମ୍ମା ପୁଲିସ। ଘଟଣାରୁ ପ୍ରକାଶ ଯେ, ବୋରିଗୁମ୍ମା ଥାନା ଅନ୍ତର୍ଗତ ଭେଙ୍କଟନଗର ଅଞ୍ଚଳର ଜଣେ ବିବାହିତ ମହିଳାଙ୍କୁ ପ୍ରଥମେ ଫୋନ୍‌ ଓ ପରେ ଅନେକ ଅଶ୍ଲୀଳ ମେସେଜ…
ଅଧିକ ଖବର ଦେଖନ୍ତୁ...

ବନ୍ଧମୁଣ୍ଡାରେ ୧୩ ଟିକିଆ ହାତୀପଲ; ଭାଙ୍ଗିଲେ ଘର, ଲୋକେ ଆତଙ୍କିତ

ରାଉରକେଲା: ଖାଦ୍ୟ ଅନ୍ବେଷଣରେ ସହରମୁହାଁ ଜଙ୍ଗଲି ହାତୀ। ବରକାନୀ ଜଙ୍ଗଲରୁ ୧୩ ଟିକିଆ ହାତୀପଲ ବନ୍ଧମୁଣ୍ଡା ଭିତରକୁ ପଶି ଆସିଥିଲେ। ପ୍ରଥମେ ଶୀତଳନଗର ଭିତରକୁ ପଶିଥିଲେ। ଜୀବନ ବଞ୍ଚାଇବା ଭୟରେ ଲୋକମାନେ ଘରୁ ବାହାରି ଆସିଥିଲେ। ବନ ବିଭାଗ, ସ୍ଥାନୀୟଲୋକ ନିଆଁ ହୁଳା ଜଳାଇ ହାତୀପଲକୁ…
ଅଧିକ ଖବର ଦେଖନ୍ତୁ...

ଉଜ୍ବଳା ଯୋଜନାରେ ମାଗଣା ଗ୍ୟାସ ଦେବାକୁ କହି ଖାଲି ସିଲିଣ୍ଡର ନେଇଗଲେ ଦୁବୃର୍ତ୍ତ

ଭଞ୍ଜନଗର: ମାଗଣାରେ ମିଳିବ ଫୁଲ୍ ଗ୍ୟାସ ହାଣ୍ଡି। ସରକାରଙ୍କ ଉଜ୍ବଳା ଯୋଜନାରେ ଗରିବ ଲୋକଙ୍କୁ ମିଳିବ ଏହି ସୁବିଧା ଏଭଳି ପ୍ରଲୋଭନ ଦେଖାଇ ନୀରିହ ଗରିବ ଆଦିବାସୀ ମାନଙ୍କ ଠାରୁ ଖାଲି ଗ୍ୟାସ ସିଲିଣ୍ଡର ଦୁବୃର୍ତ୍ତ ମାନେ ନେଇ ପଳାଇଥିବା ଅଭିଯୋଗ ଆସିଛି। ଭଞ୍ଜନଗର ଥାନା ଦଦରଲୁଣ୍ଡା…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୨୩୧୭ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮୦

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ସଂକ୍ରମଣରୁ ୨୩୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮୦ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ…
ଅଧିକ ଖବର ଦେଖନ୍ତୁ...

ପେକ୍ସ ସଂପାଦକଙ୍କ ଆଲିସାନ ବଙ୍ଗଳା; ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧରିଲା ଭିଜିଲାନ୍ସ

ବଲାଙ୍ଗୀର: ଦରମା ୧୦ରୁ ୧୫ ହଜାର ପାଉଥିବା ସରକାରୀ ଚାକିରିଆ କୋଟି କୋଟି ଟଙ୍କାର ମାଲିକ କେଇଟା ଦିନରେ ହୋଇଯାଉଛି। ପେକ୍ସ ଦୁର୍ନୀତି ଚାରିଆଡ଼େ ବ୍ୟାପିଥିବା ବେଳେ ଜଣେ ପେକ୍ସ ସଂପାଦକ ଏବେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବଲାଙ୍ଗୀର ସହର ନିକଟ ସାଲେପାଲିରେ ରହୁଥିବା ମସୁଦ ମହମ୍ମଦଙ୍କ ଘରେ ଆୟ…
ଅଧିକ ଖବର ଦେଖନ୍ତୁ...

ଶିଶୁକୁ ବଞ୍ଚାଇବା ପାଇଁ କୂଅରେ ପଡ଼ିଗଲେ ୩୦ଜଣ; ୪ଜଣଙ୍କ ହେଲା ମୃତ୍ୟୁ

ଭୋପାଳ: ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାର ଗଞ୍ଜବାସୋଦାରେ ଗୁରୁବାର ରାତିରେ ଶିଶୁକୁ ବଞ୍ଚାଇବା ପାଇଁ ୩୦ରୁ ଅଧିକ ଜଣ କୂଅର ପଡ଼ି ଯାଇଥିବା ଖବର ମିଳିଛି। ତେବେ ହଠାତ ମାଟି ଧସକି ଯିବା ହେତୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ତେବେ ୩୦ଜଣଙ୍କ ମଧ୍ୟରୁ ୧୯ଜଣଙ୍କୁ ସୁରକ୍ଷିତ ଭାବେ କୂଅରୁ…
ଅଧିକ ଖବର ଦେଖନ୍ତୁ...

ଅରୁଣ ଦେଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି

ବାଲେଶ୍ବର‌: କୋଭିଡ୍‌ ସଂକ୍ରମିତ ହୋଇ ଭୁବନେଶ୍ବରସ୍ଥିତ ଆମ୍ରି‌ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବାଲେଶ୍ବର ସଦରର ପୂର୍ବତନ ବିଧାୟକ ତଥା ବରିଷ୍ଠ ଶ୍ରମିକ ନେତା ଅରୁଣ ଦେଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି। ଗତ ସପ୍ତାହରେ ତାଙ୍କୁ ଥଣ୍ଡାଜ୍ବର ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

କରୋନା ଟିକାର ୨ଟି ଡୋଜ ମୃତ୍ୟୁ ହାର ୯୫% ହ୍ରାସ କରୁଛି, ଆଗାମୀ ୧୨୫ଦିନ ସତର୍କ ରହିବାକୁ ହେବ: କେନ୍ଦ୍ର ସ୍ୱାସ୍ଥ୍ୟ…

ନୂଆଦିଲ୍ଲୀ: କରୋନା ଟିକାକୁ ନେଇ ଆସିଛି ଭଲ ଖବର | ମୃତ୍ୟୁ ହାର କମ କରାଇବାରେ କରୋନା ଟିକା ସକ୍ଷମ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ ପୌଲ | ତାଙ୍କ କହିବା ମୁତାବକ, ଟିକାର ଗୋଟିଏ ଡୋଜ ମୃତ୍ୟୁ ହାରକୁ ୮୨% ହ୍ରାସ କରିବାରେ ସକ୍ଷମ । ଏହା ସହ…
ଅଧିକ ଖବର ଦେଖନ୍ତୁ...

ରାତ୍ର ଜଗୁଆଳି ଆକ୍ରମଣରେ ଅଧ୍ୟକ୍ଷ ଗୁରୁତର, ଅଭିଯୁକ୍ତ ଗିରଫ 

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦାସ୍ଥିତ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନର ରାତ୍ର ଜଗୁଆଳି ଆକ୍ରମଣରେ ଅଧ୍ୟକ୍ଷ ଗୁରୁତର ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଆଜି ଅପରାହ୍ନ ଚାରିଟାରେ ଅଧ୍ୟକ୍ଷ ଡା. ସୁବାସ ଚନ୍ଦ୍ର ଦାସ((୫୭) ସମସ୍ତ କର୍ମଚାରୀଙ୍କୁ ନେଇ ବୈଠକ…
ଅଧିକ ଖବର ଦେଖନ୍ତୁ...

ବ୍ୟବସାୟୀଙ୍କୁ ଆକ୍ରମଣ, ୮ ଅଭିଯୁକ୍ତ ଗିରଫ

ଭଦ୍ରକ: ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଏଲଖା ଅଞ୍ଚଳର ବ୍ୟବସାୟୀ ଲକ୍ଷ୍ମଣ ମିଶ୍ର ଓ ତାଙ୍କ ଝିଅଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଅଞ୍ଚଳର ରଥିଆ ଜେନାଙ୍କ ପରିବାର ଲୋକ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏଇ  ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇ ଶ୍ରୀ ମିଶ୍ର ଭଦ୍ରକ ମେଡିକାଲରେ…
ଅଧିକ ଖବର ଦେଖନ୍ତୁ...