Daily Archives

July 17, 2021

ବର୍ଷା ଅଭାବ ରୋକିଛି ରୁଆ, ତଳିରେ ମାଡିଲାଣି ମସିହା ରୋଗ

ଭଞ୍ଜନଗର: ଜୁଲାଇ ମାସ ଅଧା ହୋଇଯାଇଥିଲେ ମଧ୍ୟ ବର୍ଷାର ଦେଖା ନାହିଁ। ବର୍ତ୍ତମାନ ତଳି ରୁଆ କାର୍ଯ୍ୟ ଅଧା ହୋଇଯାଉଥିବ ବେଳେ ଚଳିତ ବର୍ଷ ଖରିପ ଋତୁ ପାଇଁ ଧାନ ରୁଆ କାର୍ଯ୍ୟ ଆରମ୍ଭ ହୋଇନାହିଁ। ବର୍ଷା ଉପରେ ନିର୍ଭର କରୁଥିବା ଚାଷୀ ମାନେ  ବର୍ତ୍ତମାନ ପ୍ରମାଦ ଗଣିବା ଆରମ୍ଭ କଲେଣି। ଆଷାଢ…
ଅଧିକ ଖବର ଦେଖନ୍ତୁ...

ପାଇଥିବା ମନିପର୍ସ ସରପଞ୍ଚଙ୍କ ଜିମା ଦେଲେ ପିଅନ

ବାଲିଅନ୍ତା: ରାସ୍ତାରୁ ପାଇଥିବା ଏକ ମନିପର୍ସ ହଜିଯାଇଥିବା ବ୍ୟକ୍ତିଙ୍କୁ ଫେରାଇ ଦେବା ପାଇଁ ସରପଞ୍ଚଙ୍କ ଜିମା ଦେଇ ନିଜର ମହାନତାର ପରିଚୟ ଦେଇଛନ୍ତି ପିଅନ। ସ୍ଥାନୀୟ ପ୍ରତାପରୁଦ୍ରପୁର ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ପିଅନ ଧୀରେନ କୁମାର ବେହେରା ଗତକାଲି କାର୍ଯ୍ୟାଳୟରୁ ଘରକୁ ଫେରିବା…
ଅଧିକ ଖବର ଦେଖନ୍ତୁ...

ରାତିରେ ମହିଳା ବିଶ୍ରାମ ନେବାକୁ ଗଲାବେଳେ ବିଛଣା ତଳୁ ବାହାରିଲେ ୧୮ଟି ସାପ

ନୂଆଦିଲ୍ଲୀ: ଥରେ ଭାବି ଦେଖନ୍ତୁ ତ ଆପଣ ବିଛଣାକୁ ଶୋଇବାକୁ ଯାଉଥିବା ବେଳେ ହଠାତ ତା’ତଳେ ସାପ ଥିବା‌ ଜାଣିବାକୁ ପାଇବେ ଏହାପରେ କ’ଣ କରିବେ। ନିକଟରେ ଜଣେ ମହିଳାଙ୍କ ସହିତ ଏମିତି ହିଁ ଘଟିଛି। ସେ ବିଶ୍ରାମ ନେବାକୁ ଗଲାବେଳେ ଗୋଟିଏ କି ଦୁଇଟି ନୁହେଁ ଏକାସାଙ୍ଗରେ ୧୮ଟି ସାପ ବାହାରିଥିବା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ମଙ୍ଗଳ ଓ ବୁଧବାର: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁରୁ ଓ ଶୁକ୍ରବାର: ଧ୍ୟାନ ଧାର୍ମିକ କାର୍ଯ୍ୟରେ ରହିବ। ଶନିବାର: ଧନଲାଭ ହେବ। ରବି ଓ ସୋମବାର: କୌଣସି ମାମଲରେ ଭାବୁକ ହୋଇପାରନ୍ତି। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଧନଲାଭ।…
ଅଧିକ ଖବର ଦେଖନ୍ତୁ...

ଅନାଥ ନାତି-ନାତୁଣୀଙ୍କୁ ପାଳିବା ପାଇଁ ୧୦୦ବର୍ଷ ବୟସରେ ରିକ୍ସାରେ ବୁଲିବୁଲି ପରିବା‌ ବିକ୍ରି କରୁଛନ୍ତି ବୃଦ୍ଧ

ନୂଆଦିଲ୍ଲୀ: ନାମ ହରବଂଶ ସିଂହ। ବୟସ ୧୦୦ବର୍ଷ। ଏଭଳି ପରିଣତ ବୟସରେ ରିକ୍ସାରେ ବୁଲିବୁଲି ଆଳୁ ଓ ପିଆଜ ବିକ୍ରି କରିବା ହରବଂଶଙ୍କୁ ବହୁତ କଷ୍ଟ ହୋଇଥାଏ। ଏହା ସ‌ତ୍ତ୍ବେ ବି ସେ ଖୁସିଖୁସିରେ ଏହାକୁ କରିଥାଆନ୍ତି। ତେବେ ଏସବୁ ସେ ନିଜ ପାଇଁ ନୁହେଁ ତାଙ୍କ ଅନାଥ ନାତି-ନାତୁଣୀଙ୍କୁ ପାଳିବା…
ଅଧିକ ଖବର ଦେଖନ୍ତୁ...

ବିହାରରେ ବିଷାକ୍ତ ମଦ ପିଇ ୧୬ ମୃତ

ପାଟନା :  ବିଷାକ୍ତ ମଦ ପିଇ ବିହାରରେ ଗତ ୪୮ ଘଣ୍ଟାରେ ୧୬ ଜଣ ଲୋକ ପ୍ରାଣ ହରାଇଛନ୍ତି ଓ ଆଉ କେତେକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି । ମିଳିଥିବା ସୂଚନା ଅନୁସାରେ ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାରେ ବିଷାକ ମଦ ପିଇ ୧୬ ଜଣ ପ୍ରାଣ ହରାଇଛନ୍ତି । ଏହି ଘଟଣାରେ ପୁଲିସ ୫ ଜଣଙ୍କୁ ଅଟକ ରଖି…
ଅଧିକ ଖବର ଦେଖନ୍ତୁ...

୪୦ବର୍ଷ ପରେ ଘରକୁ ଫେରି ପତ୍ନୀ ଓ ଝିଅର ମୃତ୍ୟୁ ହୋଇସାରିଥିବା ଜାଣି ଭୋଭୋ ହୋଇ କାନ୍ଦିଲେ ବୃଦ୍ଧ

ନୂଆଦିଲ୍ଲୀ /ଗଞ୍ଜାମ : ୧୯୭୦ ମସିହାରୁ କାମ ଖୋଜି ଗାଁ ଛାଡି ମୁମ୍ବାଇ ଅଭିମୁଖେ ଯାଇଥିବା ବ୍ୟକ୍ତି ୪୦ବର୍ଷ ପରେ ଘରକୁ ଫେରିଛନ୍ତି। ଉକ୍ତ ବ୍ୟକ୍ତିଙ୍କ ନାମ ସୀମାଞ୍ଚଳ ମହାପାତ୍ର ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, କାମ ‌ଖୋଜିବାକୁ ସୀମାଞ୍ଚଳ ମହାପାତ୍ର ମୁମ୍ବାଇରେ ଯାଇଥିଲେ। ସେଠାରେ…
ଅଧିକ ଖବର ଦେଖନ୍ତୁ...

ପ୍ରେମରେ ଧୋକା, ଥାନାର ଦ୍ବାରସ୍ଥ ହେଲେ ଗୁଜୁରାଟୀ ପ୍ରେମିକା

କବିସୂର୍ଯ୍ୟନଗର: ‌ପ୍ରେମରେ ପ୍ରତାରଣାର ଶିକାର ହୋଇ ଜଣେ ଗୁଜୁରାଟୀ ଯୁବତୀ କବିସୂର୍ଯ୍ୟନଗର ଥାନାର ଦ୍ବାରସ୍ଥ ହୋଇଛନ୍ତି। ତାଙ୍କ ଏତଲା କ୍ରମେ ପୁଲିସ କେସ୍ ନମ୍ବର ୩୦୦ ଅନୁସାରେ ଏକ ମାମଲା ରୁଜୁ କରିଛି। ସଂପୃକ୍ତ ଯୁବତୀଙ୍କୁ ବ୍ରହ୍ମପୁରସ୍ଥିତ ମହିଳା ସୁଧାରଗୃହକୁ ପଠାଇ ଦିଆଯାଇଛି। ତେବେ…
ଅଧିକ ଖବର ଦେଖନ୍ତୁ...

ଇଡ଼କୋ ପକ୍ଷରୁ ପ୍ରସ୍ତାବିତ ପ୍ରକଳ୍ପ ନିର୍ମାଣକୁ ତୀବ୍ର ବିରୋଧ, ଗ୍ରାମବାସୀ-ପୁଲିସ ପ୍ରଶାସନ ମୁଁହାମୁହିଁ

ସୁନ୍ଦରଗଡ଼: ଇଡ଼କୋ ମାଲିକାନାରେ ଥିବା ସରକାରୀ ଜମି ଉପରେ ପ୍ରସ୍ତାବିତ ଏମ୍‌ଏସ୍‌ଏମ୍‌ଇ ପାର୍କ ସ୍ଥାପନକୁ ତୀବ୍ର ବିରୋଧ। ଇଡ଼କୋ ପକ୍ଷରୁ ପାଚେରୀ ନିର୍ମାଣ କାମ ଆରମ୍ଭ ହେବାପୂର୍ବରୁ ପୁଲିସ ଓ ଗ୍ରାମବାସୀ ମୁଁହାମୁହିଁ ହୋଇଛନ୍ତି। ପୁଲିସ ସହ କେତେକ ଗ୍ରାମବାସୀଙ୍କ ଧସ୍ତାଧସ୍ତି ହୋଇଛି ।…
ଅଧିକ ଖବର ଦେଖନ୍ତୁ...

ହୋଟେଲ୍‌ରେ ମାଉଜର୍‌ଧାରୀଙ୍କ ଆତଙ୍କରାଜ୍‌, ୪୫ ହଜାର ଲୁଟ୍, ୩ ଗିରଫ

ପୁରୁଷୋତ୍ତମପୁର: ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ସହର ଉପକଣ୍ଠ 'କରୁଣା' ହୋ‌ଟେଲ୍‌ରେ ପଶି ୩ଜଣ ଦୁର୍ବୃତ୍ତ ଆତଙ୍କରାଜ୍ ସୃଷ୍ଟି କରିବା ସହ ୪ ଜଣ କର୍ମଚାରୀଙ୍କୁ ମାଡ଼ ମାରିବା ସହ ମାଉଜର୍ ଦେଖାଇ କ୍ୟାସ୍ କାଉଣ୍ଟର୍‌ରୁ ୪୫ ହଜାର ଟଙ୍କା ଲୁଟି ନେଇଛନ୍ତି। ଏନେଇ କେସ୍ ନମ୍ବର ୩୧୪ ଅନୁସା‌ରେ…
ଅଧିକ ଖବର ଦେଖନ୍ତୁ...