Daily Archives

July 17, 2021

ସ୍ବାଧୀନତା ସଂଗ୍ରାମୀ ଚୈତନ୍ୟ ସେଠିଆଙ୍କ ସହଧର୍ମିଣୀଙ୍କ ପରଲୋକ

ନବରଙ୍ଗପୁର :  ଭାରତ ଛାଡ ଆଦୋଳନର ବିଶିଷ୍ଟ ସଂଗ୍ରାମୀ ଚୈତନ୍ୟ ସେଠିଆଙ୍କ ସହଧର୍ମିଣୀ ହିରାମଣୀ ସେଠିଆ(୯୨)ଙ୍କ ଆଜି ନବରଙ୍ଗପୁର ଜିଲ୍ଲା ତାରାଗାଁ ସ୍ଥିତ ନିଜ ବାସଭବନ ରେ ପରଲୋକ ହୋଇଛି । ସେ ଗତ କିଛି ଦିନ ଧରି ଅସୁସ୍ଥତା ରହିଥିଲେ। ଆଜି ତାଙ୍କ ପରଲୋକ ଖବର ଶୁଣି ସାଂସଦ ରମେଶ ଚନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ତାଲିବାନ ଆତଙ୍କବାଦୀଙ୍କୁ ଭୟ କରୁଛନ୍ତି ମୋଦୀ: ଆମ ଆଦମୀ ପାର୍ଟି

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଭାରତୀୟ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଘେରିଛି ଆମ ଆଦମୀ ପାର୍ଟି | ଆପ ନେତା ତଥା ଉତ୍ତରପ୍ରଦେଶ ପ୍ରଭାରୀ ସଞ୍ଜୟ ସିଂ କହିଛନ୍ତି ଯେ ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ଆଫଗାନିସ୍ତାନରେ ସହିଦ ହୋଇଥିବା ଫଟୋ ସାମ୍ବାଦିକ ଦାନିଶ…
ଅଧିକ ଖବର ଦେଖନ୍ତୁ...

ମାର୍ଗଦର୍ଶିକା ଜାରି; ଅବରୋଧ ଅଂଚଳ ବାହାରେ ଥିବା ସ୍କୁଲ ଖୋଲିବ

ଭୁବନେଶ୍ୱର: ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ଆଜି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ତାରିଖ ଘୋଷଣା କରିବା ପରେ ସ୍କୁଲ ଖୋଲିବା ନେଇ ମାର୍ଗଦର୍ଶିକା ଜାରି ହୋଇଛି । ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ମାର୍ଗଦଶିର୍କାରେ କୁହାଯାଇଛି ଯେ, ଅବରୋଧ ଅଂଚଳ…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜ: କରୋନା କଟକଣା ମାନିନଥିବା ଅମାନିଆଙ୍କଠାରୁ ୩୨.୪୫ ଲକ୍ଷ ଟଙ୍କା ଜରିମାନା ଆଦାୟ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରୁ ବିଶ୍ୱ ମହାମାରୀକୁ ନେଇ ସଙ୍କଟ ଟଳି ନାହିଁ । ବର୍ତ୍ତମାନ ସଂକ୍ରମଣ ସଂଖ୍ୟା ତିନି ଅଙ୍କ ପାଖାପାଖି ରହିଛି । ଏହି ସମୟରେ ଜିଲ୍ଲାରେ କରୋନା ଗାଇଡ୍ଲାଇନକୁ ଅମାନିଆମାନେ ଖୋଲାଖୋଲି ଉଲ୍ଲଙ୍ଘନ କରି ଚାଲିଛନ୍ତି । ଏମାନଙ୍କୁ ଠିକ ବାଟକୁ ଆଣିବା ନିମନ୍ତେ ପୁଲିସ…
ଅଧିକ ଖବର ଦେଖନ୍ତୁ...

କଂସାରିଗୁଡ଼ା ବିସ୍ଥାପିତ କମ୍ପାନି କର୍ତ୍ତୃପକ୍ଷ ପ୍ରଶାସନ ଆଲୋଚନା ବିଫଳ

ରାୟଗଡ଼ା: କଂସାରିଗୁଡ଼ାରେ ରିଫାଇନେରୀ ୟୁନିଟ୍ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ୨୦୨୦ରୁ ଇତି ମଧ୍ୟରେ ସରକାର ଦୁଇ ଥର ପ୍ରତିଶୃତି ଦେଲେଣି। କିନ୍ତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ନାଁ ଗନ୍ଧ ନଥିବା ବେଳେ ରିଫାଇନେରୀ ବଦଳରେ ଟେକ୍ସଟାଇଲ୍ ୟୁନିଟ୍ ପ୍ରତିଷ୍ଠା କରିବାକୁ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆ ସମେତ ୧୧ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ ବିଟେକ୍ ଶିକ୍ଷା

ନୂଆଦିଲ୍ଲୀ :  ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ପକ୍ଷରୁ ଓଡ଼ିଆ ସମେତ ୧୧ଟି ଆଞ୍ଚଳିକ ଭାଷାରେ ବିଟେକ୍ ପାଠ୍ୟକ୍ରମ ପ୍ରଦାନକୁ ଅନୁମତି ଦିଆଯାଇଛି । ଅନ୍ୟ ଭାଷାଗୁଡ଼ିକ ହେଲେ ମରାଠି, ହିନ୍ଦୀ, ତେଲଗୁ, କନ୍ନଡ,ତାମିଲ, ଗୁଜୁରାଟି, ବଙ୍ଗଳା, ମାଲାୟଲମ, ଆହମିୟା ଓ ପଞ୍ଜାବୀ । ଏ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଜିଉଙ୍କ ବାହୁଡ଼ାଯାତ୍ରାରେ ଲାଗିବ ୧୪୪ ଧାରା, ପୁରୀ ଜିଲ୍ଲାର ସମସ୍ତ ପ୍ରବେଶ ପଥ ବନ୍ଦ ରହିବ

ପୁରୀ: ଶ୍ରୀଜିଉମାନଙ୍କ ବାହୁଡ଼ା ଯାତ୍ରା ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବ । ଏହି ଅବସରରେ ଶ୍ରୀକ୍ଷେତ୍ରରେ ୪୮ ଘଣ୍ଟିଆ କର୍ଫ୍ୟୁ ସହିତ ସଟଡାଉନ୍ ଲାଗୁ ହେବ । ପୁରୀ ସହରରେ ଚଳିତ ମାସ ୧୯ ତାରିଖ ରାତି ୮ଟାରୁ ୨୧ ତାରିଖ ରାତି ୮ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ । ବଡ଼ଦାଣ୍ଡରେ ସାଧାରଣ…
ଅଧିକ ଖବର ଦେଖନ୍ତୁ...

ସମ୍ବାଦ ପ୍ରଭାବ: ସ୍ୱର୍ଗତ ଗୋପୀନାଥଙ୍କ ଘର ସ୍ଥିତି ଅନୁଧ୍ୟାନ କଲେ ଇନଟାକ ଟିମ

କୋରାପୁଟ: ‘ସମ୍ବାଦ’ରେ ଖବର ପ୍ରକାଶ ପରେ ଚେଇଁ କରି ଉଠିଛି ସଂସ୍କୃତି ବିଭାଗ। ଆଜି ସାହିତ୍ୟିକ ସ୍ୱର୍ଗତ ଗୋପୀନାଥ ମହାନ୍ତିଙ୍କ ବାସଭବନର ସ୍ଥିତି ଅନୁଧ୍ୟାନ କରିବା ସହ ମାପ ଚୁପ କରିଛନ୍ତି ଭୂବନେଶ୍ୱର ଇନଟାକରୁ ଆସିଥିବା ବୈଷୟିକ ଟିମ । କୋଠାର ସ୍ଥିତି ଅନୁଧ୍ୟାନ କରିବା ସହ ପୁଙ୍ଖାନପୁଙ୍ଖ…
ଅଧିକ ଖବର ଦେଖନ୍ତୁ...

୨ କୋଟି ଟଙ୍କାର ଡ୍ରଗ୍ସରେ ନିଆଁ ଲଗାଇଲେ ଆସାମ ମୁଖ୍ୟମନ୍ତ୍ରୀ

ଗୌହାଟୀ: ୨ କୋଟି ଟଙ୍କାର ଡ୍ରଗ୍ସ ଓ ନିଶା ଔଷଧରେ ନିଆଁ ଲଗାଇଲେ ଆସାମ ମୁଖ୍ୟମନ୍ତ୍ରୀ | ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଉପସ୍ଥିତିରେ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଡ୍ରଗ୍ସ ପୋଡି ପାଉଁଶ ହୋଇଯାଇଛି। ଡ୍ରଗ୍ସ ମୁକ୍ତ ଆସାମକୁ ସୁନିଶ୍ଚିତ କରିବା ପାଇଁ ଆସାମ ପୁଲିସ ଦ୍ୱାରା ଡ୍ରଗ୍ସ…
ଅଧିକ ଖବର ଦେଖନ୍ତୁ...