୨୦ରୁ ଆଉ ୫ଟି ରୁଟରେ ଗଢ଼ିବ ସରକାରୀ ବସ୍: କଟକ ନାଇଟ୍ ଏକ୍ସପ୍ରେସ ସେବା ହେବ ଉପଲବ୍ଧ
ଜୟପୁର: ଆସନ୍ତା ୨୦ତାରିଖରୁ ରାଜ୍ୟ ସଡ଼କ ପରିବହନ ନିଗମର ଆଉ ୫ଟି ରୁଟରେ ବସ ଚଳାଚଳ କରିବ ବୋଲି କହିଛନ୍ତି ଡିଟିଏମ୍ ଶ୍ରୀନିବାସ ପାଣିଗ୍ରାହୀ। ଜୟପୁର-କଟକ ନାଇଟ୍ ଏକ୍ସପ୍ରେସ, ଜୟପୁର-କାଶୀପୁର, ଜୟପୁର-କାଶୀପୁର, ଇନ୍ଦ୍ରାବତୀ-ଜାନବାଇ, ଜୟପୁର–କୋଟିଆ, ଜୟପୁର-କଟାଗାଁ ରୁଟରେ ଚାଳିବ ବସ।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...