Daily Archives

July 18, 2021

ପ୍ରଥମ ଦିନିକିଆ: ଶ୍ରୀଲଙ୍କା ବିପକ୍ଷରେ ଚମକିଲା ଭାରତ, ୭ ୱିକେଟରେ ବିଜୟୀ

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଭାରତ ସଫଳତାର ସହିତ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି । ଶ୍ରୀଲଙ୍କା ଗସ୍ତରେ ଅଧିନାୟକ ଶିଖର ଧୱନ୍ (ଅପରାଜିତ ୮୬ ରନ୍, ୯୫ ବଲ, ୬ ଚୌକା ଓ ୧ ଛକା), ଯୁବ କ୍ରିକେଟର ଈଷନ କିଷନ (୫୯ ରନ୍) ଓ ପୃଥ୍ୱୀ ସ(୪୩ ରନ୍)’ଙ୍କ ଦମଦାର ବ୍ୟାଟିଂ ବଳରେ…
ଅଧିକ ଖବର ଦେଖନ୍ତୁ...

ବହୁ ପତ୍ନୀ ଗ୍ରହଣକୁ ବିରୋଧ କରିବାରୁ ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କଲା ବାପା

ବଡ଼ସାହି: ପରକୀୟା ପ୍ରେମ ଓ ବହୁ ପତ୍ନୀ ଗ୍ରହଣକୁ ବିରୋଧ କରିବାରୁ ୨୫ ବର୍ଷର ଭେଣ୍ଡିଆ ପୁଅକୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଛି ବାପା। ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ନାଉପାଳ ପଞ୍ଚାୟତ ନରଣଖୁଣ୍ଟା ଗାଁ’ରେ ରବିବାର ଘଟିଥିବା ଏହି ଜଘନ୍ୟ ହତ୍ୟାକାଣ୍ଡ ଅଞ୍ଚଳବାସୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ପୁଣି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ଥ ହଡପ ଅଭିଯୋଗରେ ବ୍ୟବସାୟୀ ନାମରେ ୮ଟି ମାମଲା ରୁଜୁ

ନବରଙ୍ଗପୁର: ପୁଣି ଥରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଅର୍ଥ ହଡପ ଅଭିଯୋଗ ମାମଲା ରେ ଛନ୍ଦି ହୋଇଛନ୍ତି ଉମରକୋଟର ଯୁବ ବ୍ୟବସାୟୀ ସଂଜୀବ ସୁବୁଦ୍ଧି। ଉମରକୋଟ ବ୍ଲକ ତୋହରା ପଞ୍ଚାୟତର କିରାପାଣି ଗ୍ରାମରୁ ଆସିଛି ଏପରି ଅଭିଯୋଗ ମାମଲା। ଏବେ ସେହି ଗ୍ରାମର ୮ ଜଣ ବ୍ୟକ୍ତି ସଂଜୀବ…
ଅଧିକ ଖବର ଦେଖନ୍ତୁ...

୧୦୦ ଟଙ୍କା ଦିଅନ୍ତୁ, ମନ୍ତ୍ରୀଙ୍କ ସହ ସେଲ୍ଫି ନିଅନ୍ତୁ: ସମୟର ମୂଲ୍ୟ ଅଛି କହି ନୂଆ ନିୟମ କଲେ ମନ୍ତ୍ରୀ

ଇନ୍ଦୋର: ମନ୍ତ୍ରୀଙ୍କ ସହ ସେଲ୍ଫି ଉଠାଇବାକୁ ଚାଁହୁଛନ୍ତି କି ? ସେଲ୍ଫି ଉଠାଇବା ପରେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ଚାଁହୁଛନ୍ତି କି ? ଯଦି ହଁ, ତେବେ ଏଣିକି ଆପଣ ମାଗଣାରେ ସେଲ୍ଫି ଉଠାଇପାରିବେ ନାହିଁ | କାରଣ ମଧ୍ୟପ୍ରଦେଶର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଉଷା ଠାକୁର…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା ମୁକ୍ତ ଆଶ୍ରୟସ୍ଥଳୀର ଏକ ସଫଳ କାହାଣୀ; ସ୍ମୃତି ଶକ୍ତି ଫେରି ପାଇଲା ମଧ୍ୟପ୍ରଦେଶର ୧୫ ବର୍ଷୀୟ ବାଳକ

ବ୍ରଜରାଜନଗର: ତନ୍ତ୍ରମନ୍ତ୍ରର ପ୍ରଭାବ ଅତ୍ୟାଧୁନିକ ଯୁଗରେରେ ଏବେବି ରହିଛି, ଏକଥା ବିଶ୍ୱାସ ନହେଲେବି ସତ୍ୟ। କିନ୍ତୁ ସ୍ନେହ ଶ୍ରଦ୍ଧା ଓ ପରିବେଶ ନିକଟରେ ତନ୍ତ୍ରମନ୍ତ୍ର କିଭଳି ହାର ମାନିବାକୁ ବାଧ୍ୟ ହୋଇଛି ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରେଦେଶରୁ ଆସିଥିବା ନାବାଳକ…
ଅଧିକ ଖବର ଦେଖନ୍ତୁ...

ଛୁଆର ଫଟୋ ନେବା ମା‘ମାଙ୍କଡ଼କୁ ପସନ୍ଦ ଆସିଲା ନାହିଁ, ବ୍ୟକ୍ତି ସହ କଲା ଏଭଳି କାମ

ନୂଆଦିଲ୍ଲୀ: ମା’ ମଣିଷର ହୋଇଥାଉ କି ପଶୁର ସେ ତାର ସନ୍ତାନ ପାଇଁ ଜୀବନ ଦେବାକୁ ପଛାଇ ନଥାଏ। ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି ମାଙ୍କଡ଼ଟିଏ ତାର ଛୁଆକୁ ନେଇ ବସିଛି। ଏହି ସମୟରେ ଜଣେ ବ୍ୟକ୍ତି ଉକ୍ତ ମାଙ୍କଡ଼ ଓ ତାର ଛୁଆର ଫଟୋ ଉଠାଇବାକୁ…
ଅଧିକ ଖବର ଦେଖନ୍ତୁ...

ଶୌଚାଳୟର ସେପ୍ଟିକ ଟାଙ୍କିରୁ ନରକଙ୍କାଳ ଉଦ୍ଧାର

ରାଉରକେଲା : ବଣାଇଁ ଉପଖଣ୍ଡର କୋଇଡା ଥାନା ଅନ୍ତର୍ଗତ ପାଟମୁଣ୍ଡା ପଞ୍ଚାୟତର ମୁଣ୍ଡା ବସ୍ତିର ଶୌଚାଳୟର ସେପ୍ଟିକ ଟାଙ୍କିରୁ ନର କଙ୍କାଳ ଉଦ୍ଧାର ହୋଇଛି l ସ୍ଥାନୀୟ ଲୋକେ ଦେଖି ପୁଲିସକୁ ସୂଚନା ଦେଇଥିଲେ | ତେବେ ନରକଙ୍କାଳଟି କୌଣସି ଜଣେ ମହିଳାଙ୍କର ବୋଲି ପୁଲିସ ଅନୁମାନ କରୁଛି l ଏହା…
ଅଧିକ ଖବର ଦେଖନ୍ତୁ...

ବିଏସଏଫ୍ ଡିଆଇଜିଙ୍କ ସମେତ ୫ ଜଣଙ୍କୁ ସାହସିକତା ପଦକ

ରାୟଗଡ଼ା: ମାଓ ଦମନ, ଆଇନ ଶୃଙ୍ଖଳା ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ କୃତ୍ତିତ୍ବ ପାଇଁ ସୀମା ସୁରକ୍ଷା ବଳ (ବିଏସଏଫ୍) କୋରାପୁଟ ରେଞ୍ଜର ୫ ଅଧିକାରୀଙ୍କୁ ସାହସିକତା ପଦକ ମିଳିଛି। ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ସମାରୋହରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ମୁଖ୍ୟଅତିଥି ଭାବେ…
ଅଧିକ ଖବର ଦେଖନ୍ତୁ...

ମହଙ୍ଗା ପଡ଼ିଲା ସ୍ତ୍ରୀ ସହ ଅନୈତିକ ସଂପର୍କ; ଠେଙ୍ଗାରେ ପିଟି ହତ୍ୟା ପରେ ମୃତଦେହ ପୋଡିଦେଲା ବନ୍ଧୁ

ରାୟଗଡ଼ା: ପରକୀୟା ପ୍ରୀତିକୁ ନେଇ ସାଙ୍ଗକୁ ହତ୍ୟା କରିଛି ସାଙ୍ଗ। ମଦ ପିଆଇ ଠେଙ୍ଗାରେ ପିଟି ପିଟି ମାରିଦେବା ପରେ ମୃତଦେହକୁ କିରୋସିନି ଢ଼ାଳି ପୋଡ଼ି ଦେଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଚାନ୍ଦିଲି ଥାନା ଗୁରୁମଗୁଡା ଗ୍ରାମରେ। ପୁଲିସ୍ ଅଭିଯୁକ୍ତ ନାଗା ସିମିଡିପିଲିକୁ ଗିରଫ କରିବା ସହ…
ଅଧିକ ଖବର ଦେଖନ୍ତୁ...