Daily Archives

July 19, 2021

ଗୋଦାମଗୃହରେ କେନ୍ଦ୍ରୀୟ ବିଦ୍ୟାଳୟ ଆଉ କେତେଦିନ?

ବାଲେଶ୍ବର: ଜିଲ୍ଲାବାସୀଙ୍କ ଦୀର୍ଘଦିନର ଦାବି ପରେ ୨୦୧୭ ମସିହାରେ ବାଲେଶ୍ବରକୁ ଆସିଥିଲା ଦ୍ବିତୀୟ କେନ୍ଦ୍ରୀୟ ବିଦ୍ୟାଳୟ। ପ୍ରାଥମିକ ପର୍ଯ୍ୟାୟରେ ରେମୁଣା ବ୍ଲକର ଗଣେଶ୍ବରପୁର ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀ ତଥା‌ ଗୋଦାମଗୃହ‌ରେ ଏହି ସ୍କୁଲର ଉଦ୍‌ଘାଟନ କରାଯାଇ ପାଠପଢ଼ା ଆରମ୍ଭ ଚାଲିଥିବା…
ଅଧିକ ଖବର ଦେଖନ୍ତୁ...

୧୩ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଖୋର୍ଦ୍ଧା : ଖୋର୍ଦ୍ଧା ଉପକଣ୍ଠ ଗୁରୁଜଙ୍ଗ ଠାରୁ ଆଜି କଟକର ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡର ଚଢ଼ଉରେ ୧୩ଳକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯିବା ସହ ଏହି ମାମଲାରେ ଜଣକୁ ଗିରଫ କରାଯାଇଛି । ସୂଚନାନୁସାରେ, ଆଜି ସକାଳ ପ୍ରାୟ ୧୧ଟା ବେଳେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପ୍ରସଙ୍ଗ: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଦୃଷ୍ଟି ପଡ଼ିବ କି?

ଜୟପୁର: ବହୁ ପ୍ରତୀକ୍ଷିତ କେନ୍ଦ୍ରୀୟ ବିଦ୍ୟାଳୟ ଜୟପୁରରେ କେବେ ଆରମ୍ଭ ହେବ ତାହାକୁ ନେଇ ଏବେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ। କରୋନା ନାଁରେ ବିଦ୍ୟାଳୟ ସ୍ଥାପନ ପ୍ରସଙ୍ଗକୁ ସବୁ ଗୌଣ କରି ଦେଇଛନ୍ତି କି ବୋଲି ଆଲୋଚନା ହେଉଛି। କେନ୍ଦ୍ରରେ ଏବେ ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ସ୍ୱାବଲମ୍ବୀ କାରିଗରଙ୍କ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଖୋର୍ଦ୍ଧା: ଆଜି ଓଡ଼ିଶା ରାଜ୍ୟ ମିଳିତ ସ୍ୱାବଲମ୍ବୀ କାରିଗର ସଂଘ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସର୍ବନିମ୍ନ ଓ ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା ସହ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

ଆଇନଜୀବୀ ଜୁଲାଇ ୩୧ ପର୍ଯ୍ୟନ୍ତ ଯିବେନି କୋର୍ଟ : ୨ରୁ ସ୍ବାଭାବିକ ହେବ କୋର୍ଟ

ଜୟପୁର: ଜୟପୁର ଜିଲ୍ଲା ଆଇନଜୀବୀ ସଂଘର ସାଧାରଣ ପରିଷଦ ବୈଠକରେ ଆସନ୍ତା ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ଆଇନଜୀବୀମାନେ କୋର୍ଟ ଯିବେ ନାହିଁ ବୋଲି ନିଷ୍ପତି ହୋଇଛି। ଅଗଷ୍ଟ ୨ତାରିଖରୁ କୋର୍ଟ କାର୍ଯ୍ୟ ସ୍ବାଭାବିକ ହେବ ବୋଲି ସୂଚନା ମିଳିଛି। ବୈଠକରେ ସଂଘର ସଭାପତି ସରୋଜ ଦାଶ ସଭାପତିତ୍ବ…
ଅଧିକ ଖବର ଦେଖନ୍ତୁ...

ନମ୍ବର ବିହୀନ ଏକ୍ସୟୁଭିରେ ଯାଉଥିଲା ଗଞ୍ଜେଇ: ୧୦୨ କିଲୋ ଗଞ୍ଜେଇ ସହ ଏକ୍ସୟୁଭି କାର ଜବତ

ଜୟପୁର: ଜୟପୁର ସହରର ନିକଟବର୍ତ୍ତୀ କଳାଗୁଡା ଗାଁକୁ ଗୋଟିଏ ଏକ୍ସୟୁଭି କାରରେ ଆସୁଥିଲା ଗଞ୍ଜେଇ। ଜୟପୁର ସଦରଥାନା ପୁଲିସ ହାବୁଡ଼ରେ ଗତ କାଲି ସାଢ଼େ ୫ଟା ବେଳେ ଗାଁ ନିକଟରେ ପଡ଼ିଯାଇଥିଲା। ଭ୍ୟାନ ମଧ୍ୟରେ ଥିବା ଗଞ୍ଜେଇକୁ ଜବତ କରିବା ସହ ଚାଲାଣ କରୁଥିବା ୨ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବଣ୍ଡାଘାଟି ଚଢିପାରୁନାହିଁ ଅନଲାଇନ ଶିକ୍ଷା, ମୋବାଇଲ ସହ ନେଟୱାର୍କ ନଥିବାରୁ ଅନଲାଇନ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀ

ମାଲକାନଗିରି: ସରକାର କରୋନା କଟକଣା ମଧ୍ୟରେ ଶିକ୍ଷା ବ୍ୟବସ୍ଥାକୁ ଅନଲାଇନ ମାଧ୍ୟମରେ ପରିଚାଳନା କରୁଥିବା ବେଳେ ଏହାଦ୍ବାରା ଅନେକ ଅଂଚଳରେ ଛାତ୍ରଛାତ୍ରୀ କିଛି ମାତ୍ରାରେ ପାଠ ପଢିବା ସହ ଜଡିତ ହେଉଥିବାର ଦେଖିବାକୁ ମିଳିଛି। କିନ୍ତୁ ମାଲକାନଗିରି ଜିଲ୍ଲାର ବହୁ ସ୍ଥାନରେ ନେଟୱାର୍କ ନଥିବାରୁ…
ଅଧିକ ଖବର ଦେଖନ୍ତୁ...

ଅପହୃତ ବ୍ୟବସାୟୀଙ୍କ ପୁଅ ରେଙ୍ଗାଲିରୁ ଉଦ୍ଧାର, ମୁଣ୍ଡଜାମିନ୍‌ ପାଇଁ ଦାବି କରିଥିଲେ ୨ ଲକ୍ଷ

ରାଉରକେଲା: ବ୍ୟବସାୟୀଙ୍କ ପୁଅକୁ ଅପହରଣ କରିବା ଓ ପରେ ମୁଣ୍ଡଜାମିନ୍‌ ପାଇଁ ୨ ଲକ୍ଷ ଟଙ୍କା ଦାବି କରିବା ଘଟଣାରେ ପ୍ଲାଣ୍ଟସାଇଟ୍‌ ପୁଲିସ ତିନିଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା କଣ୍ଟାପାଳ ଥାନା ‌ରଙ୍ଗାଲିର ବିଶ୍ବନାଥ ବେହେରା ଓରଫ ବିଷ୍ଣୁ…
ଅଧିକ ଖବର ଦେଖନ୍ତୁ...

ଗଡ଼ିଲା ବସ, ଆସିଲେନି ଯାତ୍ରୀ, ସ୍ୱଳ୍ପ ସଂଖ୍ୟକ ଯାତ୍ରୀଙ୍କୁ ନେଇ ଅଡୁଆରେ ବସ ମାଲିକ

ବାରିପଦା : ପୂର୍ବ ପ୍ରତିଶ୍ରୁତି ଅନୁସାରେ ବସ ମାଲିକ ସଂଘ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରେ ଆଜିଠାରୁ ଆରମ୍ଭ ହେଲା ବସ ଚଳାଚଳ । ବସ ଗଡିଥିଲେ ମଧ୍ୟ ଯାତ୍ରୀ କିନ୍ତୁ ଦେଖିବାକୁ ମିଳିନଥିଲେ। ବସ ଚଳାଚଳ ଆରମ୍ଭ ପରେ ଷ୍ଟାଣ୍ଡରେ ଗହଳ ଚହଳ ହେବାକୁ ଆଶା କରିଥିଲେ ବସ ମାଲିକ ଏବଂ କର୍ମଚାରୀ।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣ ସୁସ୍ଥ ସବଳ ଅନୁଭବ କରିବେ। ଅଧିକାରୀଙ୍କ ସହ ବିଶେଷ ପ୍ରସଙ୍ଗରେ ଆଲୋଚନା କରିବେ। ବନ୍ଧୁ ସହଯୋଗରେ ଆପଣଙ୍କ କାମ ସଂପୂର୍ଣ୍ଣ ହେବ। ବୃଷ: ଆପଣଙ୍କ ଉଦାର ସ୍ବଭାବ ଲୋକମାନଙ୍କୁ ପ୍ରଭାବିତ କରିପାରେ। ନୂଆ କୌଶଳରେ କାମ ସମାପ୍ତ କରିପାରନ୍ତି। ବନ୍ଧୁମାନଙ୍କ ସହିତ ସମ୍ବନ୍ଧରେ…
ଅଧିକ ଖବର ଦେଖନ୍ତୁ...