Daily Archives

July 20, 2021

ବିଦ୍ୟାଳୟ ଖୋଲିବା ସ୍ୱାଗତଯୋଗ୍ୟ, ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ଟିକା ଦିଅ; ଓଷ୍ଟା

ଖୋର୍ଦ୍ଧା: ରାଜ୍ୟରେ କୋରନା ମହାମାରୀର ଦ୍ୱିତୀୟ ଲହରରେ ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ଦ୍ୱାଦଶ, ୧୦ମ ଓ ୯ମ ଶ୍ରେଣୀ ଆଦି ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତିକୁ ଖୋର୍ଦ୍ଧା ଜିଲ୍ଲା ଶିକ୍ଷକ ସଂଘ- ଓଷ୍ଟା ପକ୍ଷରୁ ସ୍ୱାଗତ…
ଅଧିକ ଖବର ଦେଖନ୍ତୁ...

ପ୍ରବଳବର୍ଷାରେ ବାହୁଡ଼ାଯାତ୍ରା, ଚଳନ୍ତି ବିଗ୍ରହଙ୍କୁ ନେଇ ରଥ ମାଉସୀ ମାଙ୍କ ଘରେ ରହିଲା

ଜୟପୁର: ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାରେ ବଡ଼ ଏକାଦଶୀ ସହ ହରିଶୟନ ନିତୀ ଯୋଗ ଏକା ସହ ପଡ଼ିଛି। ତେବେ ଏବର୍ଷ କରୋନା ଯୋଗୁଁ ଏଥିରେ ବି ବ୍ୟତିକ୍ରମ ଦେଖାଦେଇଛି। ପ୍ରତିବର୍ଷ ରଥ ବାଙ୍କମଠ ଗୁଣ୍ଡିଚା ମନ୍ଦିରରୁ ଟଣାଯାଇ ଅଧାରାସ୍ତାରେ ଚୈତନ୍ୟ ମନ୍ଦିର ନିକଟରେ ମାଉସୀ ମାଙ୍କ ନିକଟରେ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାପାଳଙ୍କ କଟକଣାକୁ ବେଖାତିର, ଟପରିଆ ରାସ୍ତାରେ ଗଡ଼ିଲା ଶହଶହ କୋଇଲା ଟ୍ରକ

ସୁନ୍ଦରଗଡ଼: ବାଙ୍କିବାହାଲ-ଟପରିଆ ରାସ୍ତାରେ କୋଇଲା, ଲୁହାପଥର ଓ ଅନ୍ୟ ଖଣିଜ ଦ୍ରବ୍ୟ ପରିବହନ ଉପରେ ସୁନ୍ଦରଗଡ଼ ଜିଲ୍ଲାପାଳ ଜାରି କରିଥିବା ଅନ୍ୟ ସର୍ତ୍ତ ସହ ସମୟଭିତ୍ତିକ କଟକଣାକୁ ଖୋଲାଖୋଲି ଉଲ୍ଲଂଘନ କରିଚାଲିଛନ୍ତି ଟ୍ରାନ୍ସପୋର୍ଟର। ସର୍ତ୍ତରେ ରାସ୍ତାରେ ସକାଳ ୬ଟାରୁ ଅପରାହ୍ନ ୧ଟା…
ଅଧିକ ଖବର ଦେଖନ୍ତୁ...

ଚିପ୍ସ ପ୍ୟାକେଟ ଓ ଅଠା ଲଗାଇ ଗୁରୁତର ଆହତଙ୍କ ଜୀବନ ବଞ୍ଚାଇଲେ ପୁଲିସ ଅଧିକାରୀ

ନ୍ୟୁୟର୍କ: ବେଳେବେଳେ କିଛି ମିନିଟର ବିଳମ୍ବ ଯୋଗୁଁ ଜଣେ ବ୍ୟକ୍ତିଙ୍କ ଜୀବନ ମଧ୍ୟ ଚାଲିଯାଇଥାଏ | ଠିକ୍ ସମୟରେ ନିଆଯାଇଥିବା ତ୍ୱରିତ ପଦକ୍ଷେପ ଜଣଙ୍କର ଜୀବନ ବଂଚାଇଦେଇଥାଏ | ଆମେରିକାରୁ ଏଭଳି ଏକ ଘଟଣାର ଏକ ମଜାଦାର ଭିଡିଓ ସାମ୍ନାକୁ ଆସିଛି। ନ୍ୟୁୟର୍କର ଜଣେ ପୁଲିସ୍ ଅଧିକାରୀ ଏଭଳି କିଛି…
ଅଧିକ ଖବର ଦେଖନ୍ତୁ...

ସମ୍ବାଦ ପ୍ରଭାବ: ଆର୍‌ଡିଏ ପ୍ଲଟ ନିଲାମ ବାତିଲ, ୩୭୫୦ ବର୍ଗଫୁଟ ପ୍ଲଟ୍‌କୁ ଥିଲା ୧କୋଟି ୨୯ ଲକ୍ଷ

ରାଉରକେଲା: ସହରର ଶିଳ୍ପପତି, ବ୍ୟବସାୟୀଙ୍କୁ କୋଟି କୋଟି ଟଙ୍କା ନିଲାମରେ ସିଭିଲଟାଉନ୍‌ସିପ୍‌ ପ୍ଲଟକୁ ଟେକିଦେବାକୁ ଚକ୍ରାନ୍ତ ଚଳାଇଥିବା ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍‌ଡିଏ)କୁ ଝଟ୍‌କା ଲାଗିଛି। ଏ ସମ୍ପର୍କିତ ଖବର ‌ଦୈନିକ ‘ସମ୍ବାଦ’ରେ ଗତ ଜୁଲାଇ ୪ରେ ପ୍ରକାଶ ପାଇଥିଲା। ପରେ…
ଅଧିକ ଖବର ଦେଖନ୍ତୁ...

ଅନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ ‘ଦେବଦୂତ’ ପୁରସ୍କୃତ

ବ୍ରହ୍ମପୁର: ଔରଙ୍ଗାବାଦ ଠାରେ ଆୟୋଜିତ ରୋସନୀ ଆନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ-୨୦୨୧ରେ କୁକୁଡ଼ାଖଣ୍ଡିର ସନ୍ୟାସୀ ମହାରଣାଙ୍କ ପ୍ରଯୋଜିତ 'ଦେବଦୂତ' ପ୍ରଦର୍ଶିତ ହୋଇ ପ୍ରଶଂସା ସାଉଁଟିଛି। କିନ୍ନରଙ୍କ ଉପରେ ଆଧାରିତ ଏହି କ୍ଷୁଦ୍ର ଚଳଚ୍ଚିତ୍ରଟି ୫ଟଇ ବର୍ଗରେ ପୁରସ୍କୃତ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାବର୍ଷରୁ ଟେଲିଭିଜନ ସୋରେ ହୋଷ୍ଟ କରୁଥିବାର ନଜର ଆସିବେନି ଆଦିତ୍ୟ ନାରାୟଣ

ମୁମ୍ବାଇ: ଲୋକପ୍ରିୟ ବଲିଉଡ କଣ୍ଠଶିଳ୍ପୀ ଉଦିତ ନାରାୟଣଙ୍କ ପୁଅ ତଥା ଇଣ୍ଡିଆନ୍ ଆଇଡଲ୍ ୧୨ର ହୋଷ୍ଟ ଆଦିତ୍ୟ ନାରାୟଣ ନିଜର ସୁନ୍ଦର ହୋଷ୍ଟିଙ୍ଗ ପାଇଁ ବେଶ ଜଣାଶୁଣା | ଆଉ ନିକଟରେ ଏକ ସାକ୍ଷାତକାରରେ ଆଦିତ୍ୟ କହିଛନ୍ତି ଯେ ଆସନ୍ତା ୨୦୨୨ ସୁଦ୍ଧା ସେ ହୋଷ୍ଟିଂକୁ ସବୁଦିନ ପାଇଁ ଅଲବିଦା କହିବେ…
ଅଧିକ ଖବର ଦେଖନ୍ତୁ...

ଝିଅର ଭାରରେ ଦଶ କୁଇଣ୍ଟାଲ ମାଛ ସହ ପନିପରିବା ପଠାଇଲେ କନ୍ୟାପିତା

ହାଇଦ୍ରାବାଦ: ବାପା ପଠାଇଥିବା ଝିଅର ଭାର ଦେଖି ଖୋସିହୋଇଗଲା ଆଖି | ଗତକାଲି ପଣ୍ଡିଚେରୀର ୟାନାମର ଲୋକମାନେ ଏମିତି ଏକ ଝିଅ ଭାର ଦେଖିଛନ୍ତି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ଆନ୍ଧ୍ରପ୍ରଦେଶରେ ଜଣେ ନବ ବିବାହିତ ଝିଅକୁ ତାଙ୍କ ବାପା ଏଭଳି ଉପହାର ପଠାଇଛନ୍ତି ଯାହାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ଅନ୍ୟମାନଙ୍କର ସହଯୋଗ ମିଳିବ। ଆପଣଙ୍କର ସ୍ବାସ୍ଥ୍ୟ ଠିକ୍ ରହିବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ବୃଷ: ଚାକିରିଆଙ୍କୁ ପଦୋନ୍ନତି ମିଳିବାର ଯଥେଷ୍ଟ ସମ୍ଭାବନା ଅଛି। ଆପଣଙ୍କ ଘରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ଛାତ୍ର ଭାବିଷ୍ୟତ ଲାଗି…
ଅଧିକ ଖବର ଦେଖନ୍ତୁ...

ମାଗଣା ରାସନ ସହ ମୋଦୀ ଓ ଯୋଗୀଙ୍କ ଚିତ୍ର ଥିବା ଅଖା ଦେବେ ରାଜ୍ୟ ସରକାର

ଲଖନଉ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଏବେ ଜୋରସୋରରେ ଲାଗିପଡ଼ିଲେଣି ଯୋଗୀ ସରକାର | ଯୋଗୀ ଆଦିତ୍ୟନାଥ ଲୋକଙ୍କ ମନ ଜିଣିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆଉ ନୂଆ ପ୍ରସ୍ତୁତି ମୁତାବକ ଏଣିକି ରାଜ୍ୟର ସମସ୍ତ ରାସନ ଦୋକାନରେ ମାଗଣା ରେସନ ସ୍କିମର ବୋର୍ଡ ଲଗାଯାଉଛି। ଏହା ଛଡା…
ଅଧିକ ଖବର ଦେଖନ୍ତୁ...