Daily Archives

July 21, 2021

ମିଳୁନି ଅନଲାଇନ୍ ସିସ୍ତୁ ରସିଦ: ଖରିଫ ପଂଜିକରଣରେ ବାଧା, ବହୁ ଜମି ପଟ୍ଟା ଅନଲାଇନ୍ ହୋଇନି

ଜୟପୁର: ମଣ୍ଡିରେ ଭୁତଚାଷୀଙ୍କୁ ରୋକିବା ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସ୍ବାଗତଯୋଗ୍ୟ। ତେବେ ତୃଣମୂଳସ୍ତର ଆରଆଇ  ଓ ତହସିଲଦାରଙ୍କ କାର୍ଯ୍ୟାଳୟରେ ସବୁ ମୌଜାର ଖାତା ଅନଲାଇନ୍ ନ କରି ଅଚାନକ ରାଜ୍ୟ ସରକାର ନେଇଥିବା ନିଷ୍ପତି ଏବେ ପ୍ରକୃତ ଚାଷୀଙ୍କ ପାଇଁ କାଳ ସାଜିଛି। ଏପଟେ ଖରିଫ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ ଜିଲ୍ଲାର ବିଧାୟକଙ୍କ ସହ ମନ୍ତ୍ରୀ ପ୍ରତାପ ଜେନାଙ୍କ ଆଲୋଚନା

ଫୁଲବାଣୀ : ମନ୍ତ୍ରୀ ତଥା କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଥିବା ପ୍ରତାପ ଜେନାଙ୍କ ଭୁବନେଶ୍ବରସ୍ଥିତ ବାସଭବନରେ ଜିଲ୍ଲାର ୩ଟି ନିର୍ବାଚନମଣ୍ଡଳୀର ବିଧାୟକଙ୍କ ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଘୁ.ଉଦୟଗିରି ବିଧାୟକ ସାଲୁଗା…
ଅଧିକ ଖବର ଦେଖନ୍ତୁ...

ମଇଦଲପୁର ଲ୍ୟାମ୍ପରେ ଅବ୍ୟବସ୍ଥା ଅଭିଯୋଗ କରି କାର୍ଯ୍ୟାଳୟ ଘେରାଉ ଓ ଏମଡିଙ୍କ ବିରୋଧରେ ଫାଣ୍ଡିର ଦ୍ବାରସ୍ଥ ହେଲେ…

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍ ମଇଦଲପୁର ଲ୍ୟାମ୍ପ ଏମ୍ ଡିଙ୍କ କାର୍ଯ୍ୟରେ ଅବହେଳା ଅଭିଯୋଗ କରି ଆଜି ମଇଦଲପୁର ଲ୍ୟାମ୍ପ କାର୍ଯ୍ୟାଳୟକୁ ଚାଷୀମାନେ ଘେରାଉ କରିବା ସହ ଏମଡିଙ୍କ ବିରୋଧରେ ମଇଦଲପୁର ଫାଣ୍ଡିରେ ଦ୍ଵାରସ୍ଥ ହୋଇଛନ୍ତି ଚାଷୀ। ଚାଷୀମାନେ ମଇଦଲପୁର…
ଅଧିକ ଖବର ଦେଖନ୍ତୁ...

ବାଘ ଛାଲ ସହ ବନ୍ଧୁକ ଓ ଗୁଳି ଜବତ, ଶିକାରୀ ଗିରଫ

କଣ୍ଟାମାଳ: ଷ୍ଟେଟ୍‌ ଟାସ୍କ୍‌ ଫୋର୍ସ ଟିମ ବୁଧବାର ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କପାସିରା ଗାଁ ମୁଣ୍ଡରୁ ଜଣେ ଶିକାରୀକୁ ଗିରଫ କରିବା ସହ ତା’ ନିକଟରୁ ଏକ ବାଘ ଛାଲ, ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ କରିଛି। ଗିରଫ ଶିକାରୀ ଲମ୍ବସରୀ ଅଂଚଳର ହର ରଣା ବୋଲି ଜଣାପଡ଼ିଛି। ଗିରଫ ପରେ…
ଅଧିକ ଖବର ଦେଖନ୍ତୁ...

ଯୁବକ ଯୁବକଙ୍କ ଆତ୍ମହତ୍ୟା 

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା କନ୍ଧବାହାଲ ଗାଁର ହୃଦାନନ୍ଦ ବାଗ(୩୬ବର୍ଷ) ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ କଣ୍ଟାବାଞ୍ଜି ପୁଲିସ ପହଂଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ କନ୍ଧବାହାଲ ଗାଁର…
ଅଧିକ ଖବର ଦେଖନ୍ତୁ...

ପୁରୁଣା ପୋଷାକ ବିକ୍ରି କରି କୋଟିକୋଟି ଟଙ୍କା ରୋଜଗାର କରୁଛନ୍ତି ମଡେଲ!

ନୂଆଦିଲ୍ଲୀ: ପୋଷାକ କିଣିବାରେ ସାଧାରଣ ଲୋକଟିଏ ହେଉ ଅବା ଅଭିନେତ୍ରୀ କି ମଡେଲ ଅନେକ ଟଙ୍କା ଖର୍ଚ୍ଚ କରିଥାଆନ୍ତି। ନିକଟରେ ଏହାର ଏକ ଓଲଟା ଘଟଣା ସାମ୍ନାକୁ ଆସିଛି। ଜଣେ ମେଡେଲ ତାଙ୍କର ପୁରୁଣା ପୋଷାକକୁ ବିକ୍ରି କରି କୋଟିକୋଟି ଟଙ୍କା ରୋଜଗାର କରୁଥିବା ଦେଖିବାକୁ ମିଳୁଛି। ମାର୍ସେଲ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବହାରରେ ପରିବର୍ତ୍ତନ ଆଣିବା ଲାଗି ଭଲ ଦିନଟିଏ। କାମ ସଂପୂର୍ଣ୍ଣ ହେବା ଯୋଗୁଁ ମନ ଖୁସି ହେବ। ଅଫିସରେ କୌଣସି ନୂଆ ଦାୟିତ୍ବ ପାଇପାରନ୍ତି। ବୃଷ: କାମ କରିବା ସମୟରେ ଆପଣଙ୍କ ସମ୍ମୁଖକୁ ନୂଆ ଚାଲେଞ୍ଜ ଆସିବ। ବିବେକ ପ୍ରୟୋଗ କରି ସବୁ କିଛି ହାସଲ କରିନେବେ। ପ୍ରସାଧନ…
ଅଧିକ ଖବର ଦେଖନ୍ତୁ...

ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା, ଗର୍ଭପାତ କରାଇଥିବା ଅଭିଯୋଗରେ ଯୁବକ ଗିରଫ

ସଇନ୍ତଳା: ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଅଂଚଳରେ ଜଣେ ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ପ୍ରେମିକ ପ୍ରତାରଣା କରିଛି। ପ୍ରେମିକାଙ୍କୁ ହତ୍ୟା ଧମକ ଦେଇ ଗର୍ଭପାତ କରାଇବା ଘଟଣାରେ ପ୍ରତାରକ ପ୍ରେମିକ ଅମିତ ସାହୁକୁ ପୁଲିସ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଉକ୍ତ…
ଅଧିକ ଖବର ଦେଖନ୍ତୁ...

ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ, ପୁଲିସ ଉପରକୁ ଫାଙ୍କା ଗୁଳି ଚଳାଇ ଫେରାର୍‌ ମାରୁଥିଲା

ଭବାନୀପାଟଣା: ମଦନପୁର ରାମପୁର ପୁଲିସ ପକ୍ଷରୁ ବୁଧବାର ପେଟ୍ରୋଲିଙ୍ଗ୍‌ କରୁଥିବା ସମୟରେ ଦୁର୍ଦ୍ଦାନ୍ତ ଅପରାଧୀ ହେମନ୍ତ ସାହୁକୁ ଗିରଫ କରିଛି। ତା ନିକଟରୁ ହାତ ତିଆରି ବୋମା, ପିସ୍ତଲ, ୩ଟି ଭୁଜାଲି ଓ ୪ଟି ଗୁଳି, ବାଇକ୍‌, ୪୮ ଲିଟର ଦେଶୀ ମଦ ଜବତ କରାଯାଇଛି। ସୂଚନାନୁସାରେ ପୁଲିସ୍‌…
ଅଧିକ ଖବର ଦେଖନ୍ତୁ...

ଏସ୍‌ଆଇ ଉଗ୍ରସେନ ପଟେଲ ଭିଜିଲାନ୍ସ ଦ୍ବାରା ଗିରଫ, ୨ ଲକ୍ଷ ଟଙ୍କା ଜବତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନାର ସବ୍‌ ଇନ୍ସପେକ୍ଟର ଉଗ୍ରସେନ ପଟେଲ ୨ଲକ୍ଷ ଟଙ୍କା ଚାଲାଣ କରୁଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ଶ୍ରୀ ପଟେଲ ୨ ଲକ୍ଷ ଟଙ୍କା ନେଇ ବାଇକ୍‌ରେ ଯାଉଥିଲେ। ପୂର୍ବରୁ ଖବର ପାଇଁ କଳାହାଣ୍ଡି ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ…
ଅଧିକ ଖବର ଦେଖନ୍ତୁ...