Daily Archives

July 21, 2021

କରୋନା କଟକଣା କୋହଳ ହେବାକୁ ନେଇ ଡିଜାଇନର ତିଆରି କଲେ ମାସ୍କରେ ତିଆରି ପୋଷାକ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ସରକାର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି। ଏହି କ୍ରମରେ ମାସ୍କ ମଣିଷ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି। ଯେଉଁ ଦେଶରେ କରୋନା ସଂକ୍ରମଣ ମୁକ୍ତ ହୋଇଯାଇଛି ସେଠାକାର ଲୋକେ ଆଉ ମାସ୍କ ପିନ୍ଧୁ ନାହାନ୍ତି।…
ଅଧିକ ଖବର ଦେଖନ୍ତୁ...

ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ

ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ କୈଳାସ ଗ୍ରାମରୁ ଦେବଗଡ଼ ଥାନା ପୁଲିସ ୨ଟି ବନ୍ଧୁକ ଜବତ କରିବା ସହ ଜଣକୁ ଗିରଫ କରିଥିବା ଜଣାପଡିଛି। ଏହା ସହିତ ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଆଜି ସଂଧ୍ୟାରେ ଦେବଗଡ଼ ଆଦର୍ଶ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଏସପି…
ଅଧିକ ଖବର ଦେଖନ୍ତୁ...

ଜୟପୁର ରେଳଷ୍ଟେସନରୁ ୩ ନାବାଳିକାଙ୍କୁ ଉଦ୍ଧାର କଲା ଆରପିଏଫ୍

ଜୟପୁର: ଆଜି ଅପରାହ୍ନରେ ୩ଟି ନାବାଳିକା ଜୟପୁର ରେଳଷ୍ଟେସନରେ ସଂଦେହଜନକ ଭାବେ ଏଣେ ତେଣେ ଘୁରି ବୁଲୁଥିଲେ। ଏମାନେ ବିଶାଖାପାଟଣା –କିରଣ୍ଡଲ ଏକ୍ସପ୍ରେସ୍ ଟ୍ରେନକୁ ଅପେକ୍ଷା କରି ରହିଥିଲେ। ଆରପିଏଫ୍ (ରେଲୱେ ପ୍ରୋଟେକ୍ସନ୍ ଫୋର୍ସ) ଜୟପୁର ଷ୍ଠେସନ୍ ଇନଚାର୍ଜ ସବଇନିସପେକ୍ଟର ଏ.କେ ମିଶ୍ର…
ଅଧିକ ଖବର ଦେଖନ୍ତୁ...

ମ୍ୟାକ୍ସ କିୱି ସମେତ ୭ ଲକ୍ଷ ଟଙ୍କାର ବିଦେଶୀ ମଦ ଜବତ, ଡ୍ରାଇଭର ଗିରଫ

ରାୟଗଡ଼: ଗତ ବିଳମ୍ବିତ ରାତିରେ ପାରଳାଖେମୁଣ୍ଡି ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ବେଆଇନ ଭାବେ ଚାଲାଣ ହେଉଥିବା ପ୍ରାୟ ୭ ଲକ୍ଷ ଟଙ୍କାର ବିଦେଶୀ ମଦ ଜବତ କରାଯାଇଛି। ଏଥିରେ ସଂପୃକ୍ତ ଡ୍ରାଇଭର କୃଷ୍ଣଚନ୍ଦ୍ର ମହାଙ୍କୁଡ଼ଙ୍କୁ ଗିରଫ କରା ଯାଇଥିବା ବେଳେ ଚୋରା ଚାଲାଣ ହେଉଥିବା ମାକ୍ସ…
ଅଧିକ ଖବର ଦେଖନ୍ତୁ...

ଅବକାରୀ ଧରପଗଡ଼, ୬ ଗିରଫ

ଛତ୍ରପୁର: ଗଞ୍ଜାମ ଅବକାରୀ ବିଭାଗ ପକ୍ଷରୁ ଆଜି ଗଞ୍ଜାମ ବ୍ଲକ୍ ପୁଇଁତଳା, ଦାମୋଦରପୁର, ନୋଳିଆନୂଆଗାଁ ଛକ ଏବଂ ଗଞ୍ଜାମ ସହରର ଡାମଣାସାହି ଓ ମେଡିକାଲ ଛକ ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ୧୪୨ ଲିଟର ଦେଶୀ ମଦ, ୩୩.୭୦୦ ଲିଟର ବିଦେଶୀ ମଦ ଏବଂ ୭୨ ଲିଟର ବିୟର୍ ଜବତ ସହ ୬ ଜଣଙ୍କୁ ଗିରଫ…
ଅଧିକ ଖବର ଦେଖନ୍ତୁ...

ଅଷ୍ଟ୍ରେଲିଆର ବ୍ରିସବେନଠାରେ ଅନୁଷ୍ଠିତ ହେବ ୨୦୩୨ ଅଲମ୍ପିକ: ଆଇଓସି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ବ୍ରିସବେନଠାରେ ୨୦୩୨ ଅଲମ୍ପିକ ଆୟୋଜିତ ହେବ । ଅର୍ନ୍ତରାଷ୍ଟ୍ରୀୟ ଅଲମ୍ପିକ୍ କମିଟି (ଆଇଓସି) ଆଜି ବ୍ରିସବେନକୁ ୨୦୩୨ ଗ୍ରୀଷ୍ମକାଳୀନ ଅଲମ୍ପିକ ଆୟୋଜିତ କରିବାକୁ ଅଧିକାର ଦେଇଛନ୍ତି । ଆଇଓସି ଅଧିବେଶନରେ ଏଭଳି ନିଷ୍ପତ୍ତିକୁ ବ୍ରିସବେନର ଅଧିକାରୀମାନେ ସ୍ୱାଗତ…
ଅଧିକ ଖବର ଦେଖନ୍ତୁ...

ଆଇସକ୍ରିମର ଦାମ୍ ୬୦ ହଜାର ଟଙ୍କା

ନୂଆଦିଲ୍ଲୀ: ଆଇସକ୍ରିମ୍ ଖାଇବାକୁ ସମସ୍ତେ ଭଲ ପାଇଥାନ୍ତି । ସାରା ଦୁନିଆରେ ବିଭିନ୍ନ ପ୍ରକାରର ଆଇସକ୍ରିମ୍ ମିଳିଥାଏ । ଆପଣମାନେ ମଧ୍ୟ କେବେ ନା କେବେ ନିଶ୍ଚୟ ଆଇସକ୍ରିମ୍ ଖାଇଥିବେ । ତେବେ ସାଧାରଣତଃ ଆଇସକ୍ରିମକୁ ଆପଣ କେତେ ଟଙ୍କା ଦେଇ କିଣିଥିବେ । ୫୦ ଟଙ୍କା ୧୦୦ ଟଙ୍କା, ନହେଲେ ଦାମୀ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ର ମହାବିକାଶ ଅଗାଡି ମେଣ୍ଟରେ ଫାଟ, ପୌର ଓ ପଞ୍ଚାୟତ ନିର୍ବାଚନରେ ଏକାକୀ ଲଢିବ କଂଗ୍ରେସ

ମୁମ୍ବାଇ: କଂଗ୍ରେସର ଅନ୍ୟନାମ ପାଲଟୁଛି କନ୍ଦଳ । ପଞ୍ଜାବ, ରାଜସ୍ଥାନ ଓ ମଣିପୁରରେ ଦଳ ଭିତରେ କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡୁଥିବା ବେଳେ ପୁଣି ମହାରାଷ୍ଟ୍ରରେ ବି ମେଣ୍ଟ ଭିତରେ କଂଗ୍ରେସ କନ୍ଦଳ ସୃଷ୍ଟି କରିବାକୁ ଚେଷ୍ଟା କରିଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ…
ଅଧିକ ଖବର ଦେଖନ୍ତୁ...

ଦ୍ବିତୀୟ ସ୍ତ୍ରୀର ଝିଅକୁ ପିଟିପିଟି ହତ୍ୟା, ପୁଲିସ ହେପାଜତରେ ସାବତ ବାପା

ଚମ୍ପୁଆ: ଫୋନରେ କଥା ହେବାରୁ ଦ୍ବିତୀୟ ସ୍ତ୍ରୀର ନାବାଳିକା ଝିଅକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି ସାବତ ବାପା। ଚମ୍ପୁଆ ଥାନା ଅଧୀନସ୍ଥ ରଘୁଆଳ ସାହିରେ ଏଭଳି ଦୁଃଖଦ ଏବଂ ଅଭାବନୀୟ ଘଟଣା ଘଟିଛି। ହତ୍ୟା କରିବା ପରେ ମାନସିକ ଭାରସାମ୍ୟ ହରାଇ ସାବତ ବାପା ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ…
ଅଧିକ ଖବର ଦେଖନ୍ତୁ...