Daily Archives

July 22, 2021

୨ୟ ଶ୍ରୀକ୍ଷେତ୍ରରେ ତିନିଠାକୁରଙ୍କ ରତ୍ନସିଂହାସନ ବିଜେ ପ୍ରସଙ୍ଗ: ଗୁପ୍ତନୀତି ପରେ ନିଳାଦ୍ରୀବିଜେ କରିବେ…

ବାରିପଦା: ୨ୟଶ୍ରୀକ୍ଷେତ୍ର ବାରିପଦାରେ ତିନିଠାକୁରଙ୍କ ରତ୍ନସିଂହାସନ ବିଜେ ନେଇ ଉପୁଜିଥିବା ଦ୍ବନ୍ଦ୍ବର ଏକପ୍ରକାର ଅବସାନ ଘଟିଛି କହିଲେ ଚଳେ। ଚଳିତ ବର୍ଷ ଶ୍ରୀହରିବଳଦେବଜୀଉ ପୀଠରେ ଚତୁର୍ଦ୍ଧାମୂର୍ତ୍ତି ରତ୍ନସିଂହାସନରୁ ଓହ୍ଲାଇ ଆସିଥିଲେ। ରଥଯାତ୍ରା ପୂର୍ବରୁ ଅଣସର ପର୍ବ ଏବଂ…
ଅଧିକ ଖବର ଦେଖନ୍ତୁ...

ଧରାପଡ଼ିଲା ଲୁଟେରା ଗ୍ୟାଙ୍ଗ: ୬ବୁଲେଟ ସହ ୩ ବାଇକ୍ ଉଦ୍ଧାର, ୨ମାଷ୍ଟର ମାଇଣ୍ଡ ସମେତ ୫ଗିରଫ

ଜୟପୁର: ଗତ ୪୦ଦିନ ହେବ ଜୟପୁର ଟାଉନ ପୁଲିସର ନିଦ ହଜାଇ ଦେଇଥିଲେ ବାଇକ୍ ଲୁଟେରା ଗ୍ୟାଙ୍ଗ। ଏମାନେ ଖାସ୍ କରି ଦାମିକିଆ ବୁଲେଟ୍, କେଟିଏମ୍ ଭଳି ବାଇକକୁ ରାତିରେ ଅଧରେ ଲୁଟି ନେଉଥିଲେ। ଏହି ଗ୍ୟାଙ୍ଗକୁ ଧରିବାରେ ଜୟପୁର ଟାଉନପୁଲିସକୁ ମିଳିଛି ସଫଳତା। ଏହି ଅପରାଧି ଗ୍ୟାଙ୍ଗ ନିକଟରୁ ୬ଟି…
ଅଧିକ ଖବର ଦେଖନ୍ତୁ...

ଗୁଣୁପୁର-ଥେରୁବାଲି ରେଳ ଲାଇନ୍ ସଂପ୍ରସାରଣ ଦାବି; କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିଲେ ପାରଳା ବିଧାୟକ

ରାୟଗଡ଼ା: ୫୦ ବର୍ଷ ଧରି ପ୍ରସ୍ତାବରେ ସୀମିତ ଗୁଣୁପୁର-‌ଥେରୁବାଲି ରେଳ ଲାଇନର ସଂପ୍ରସାରଣ ପାଇଁ ଦାବି ଜୋର୍ ଧରିବାରେ ଲାଗିଛି। କୋରାପୁଟ ସାଂସଦ ଇଂ. ସପ୍ତଗିରି ଉଲାକାଙ୍କ ପରେ ଆଜି ପାରଳା ବିଧାୟକ କେ. ନାରାୟଣ ରାଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ତୁରନ୍ତ…
ଅଧିକ ଖବର ଦେଖନ୍ତୁ...

ଅସ୍ବାଭାବିକ ଭାବେ ବଢୁଛି ଶିଶୁପୁତ୍ରର ମୁଣ୍ଡ, ଚିକିତ୍ସା ପାଇଁ ସାଜିଛି ଅର୍ଥ ବାଧକ 

ଡାବୁଗାଁ : ପ୍ରଥମ ଶିଶୁ ଜନ୍ମ ନେବା ପାଇଁ ଏକ ଗରିବ ନବ ବିବାହିତ ଦମ୍ପତିଙ୍କୁ ଦୀର୍ଘ ୬ ବର୍ଷ ଅପେକ୍ଷା କରିବାକୁ ପଡିଲା । ଶିଶୁ ଟିଏ ଜନ୍ମଲାଭ ପାଇଁ ବିଭିନ୍ନ ଦେବାଦେବୀ ଙ୍କ ପୀଠରେ କେତେ ଯେ ମାନସିକ କରିଥିଲେ ଉକ୍ତ ଦମ୍ପତି । ଗୁହାରି ଶୁଣିଥିଲେ ଭଗବାନ । ବିବାହର ଦୀର୍ଘ ୬ ବର୍ଷ ପରେ ଏହି…
ଅଧିକ ଖବର ଦେଖନ୍ତୁ...

ପୃଥିବୀ ନିକଟକୁ ଆସିବ ଗ୍ରହାଣୁ, ୨୦୦୮ ଜିଓ-୨୦, ଧକ୍କା ହେବାର ସମ୍ଭାବନା ନାହିଁ

ଭୁବନେଶ୍ୱର: ଗ୍ରହାଣୁ ଧକ୍କାରେ ଦିନେ ପୃଥିବୀ ନଷ୍ଟ ହୋଇଯିବ । ଏଭଳି ଏକ ଭୟାନକ କଥା ସମୟ ସମୟରେ ବାରମ୍ବାର ବିଭିନ୍ନ ଗଣମାଧ୍ୟମ ତଥା ଖବରକାଗଜରେ ପ୍ରକାଶିତ ହୋଇଆସିଛି । ଆସନ୍ତା ଜୁଲାଇ ମାସ ୨୫ ତାରିଖରେ ଏକ ଗ୍ରହାଣୁ ପୃଥିବୀରେ ଧକ୍କା ହେବାର ଚର୍ଚ୍ଚା ଏବେ କିଛି ଗଣମାଧ୍ୟମ ତଥା ସାମାଜିକ…
ଅଧିକ ଖବର ଦେଖନ୍ତୁ...

ବରକୁ ବସାଇ ୪କିମି ପର୍ଯ୍ୟନ୍ତ ଦୌଡ଼ି ପଳାଇଲା ଘୋଡା !

ନୂଆଦିଲ୍ଲୀ: ରାଜସ୍ଥାନର ଅଜମେରର ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଆପଣ ବି ଏହି ଭିଡିଓକୁ ଦେଖି ହସିହସି ବେଦମ ହୋଇଯିବେ। କିନ୍ତୁ ଯାହାଙ୍କ ସହିତ ଏହି ଘଟଣା ଘଟିଛି ସେ ପୂରାପୂରି ଭୟଭୀତ ହୋଇଯାଇଥିଲେ। ଭାଇରାଲ ଭିଡିଓଟି ଅଜମେର ଜିଲ୍ଲାର ନସିରାବାଦ କସୱେର ରାମପୁରା ଗ୍ରାମର କୁହାଯାଉଛି।…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ: ୧୨୪ ଦେଶକୁ ବ୍ୟାପିଲାଣି କରୋନାର ଡେଲଟା ଭାରିଆଣ୍ଟ, କିଛିମାସ ମଧ୍ୟରେ ଆଣିପାରେ…

ନୂଆଦିଲ୍ଲୀ: ସାରା ବିଶ୍ୱରେ କାୟା ବିସ୍ତାର କରୁଥିବା କରୋନାର ଡେଲଟା ଭାରିଆଣ୍ଟକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ଆସନ୍ତା କିଛିମାସ ମଧ୍ୟରେ କରୋନାର ଏହି ରୂପ ସାରା ବିଶ୍ୱରେ ମହାମାରୀ ଭଳି ସ୍ଥତି ଉପୁଜାଇ ପାରେ । ଡେଲଟା ଭାରିଆଣ୍ଟର ପ୍ରଥମ ସଂକ୍ରମିତ ଭାରତରୁ ଚିହ୍ନଟ ହୋଇଥିଲେ…
ଅଧିକ ଖବର ଦେଖନ୍ତୁ...

ବ୍ୟବହାରରେ ଆସୁନି ପାର୍କ ବଣ ବୁଦା‌‌ରେ ଖତ ଖାଉଛି ଯନ୍ତ୍ରାଂଶ

ରାଉରକେଲା: ରେଳନଗରୀ ବନ୍ଧମୁଣ୍ଡାର ସି-ସେକ୍ଟର କଲୋନିରେ ଥିବା ଶିଶୁ ଉଦ୍ୟାନ ରକ୍ଷଣାବେକ୍ଷଣ ଅଭାବରୁ ଦୁରବସ୍ଥାର ଶିକାର  ହୋଇପଡ଼ିଛି। ପାର୍କଟି ଏବେ ସମ୍ପୂର୍ଣ ଭାବରେ ବଣବୁଦାରେ ଭରି ରହିଛି। ଏହା ବ୍ୟତୀତ, ଏହି ପାର୍କରେ ପିଲାମାନଙ୍କ ପାଇଁ ସ୍ଥାପିତ ବିଭିନ୍ନ ଦୋଳି ମଧ୍ୟ ସଂପୂର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...

‘ରାମଣାଖୋଲ’ ଜଳ ବିଭାଜିକା ଦୁର୍ନୀତି: ଖାଇଗଲେ ଗାଈ, ଛେଳି ଟଙ୍କା!

ବଡ଼କେରା: ଜଳ ବିଭାଜିକା ପ୍ରକଳ୍ପରେ ଦୁର୍ନୀତି। ଗାଈ, ଛେଳି ଖର୍ଦ୍ଦି ନାଁରେ ଖାଇଗଲେ ଟଙ୍କା। ଅନୁଗୁଳ ବ୍ଲକ ମାଟିଆସାହି ପଞ୍ଚାୟତ ‘ରାମଣାଖୋଲ’ ଜଳ ବିଭାଜିକା ପ୍ରକଳ୍ପ ନାଁରେ ଏମିତି ଅଭିଯୋଗ ଆସିଛି। କେବଳ ଅଭିଯୋଗ ହୋଇନାହିଁ, ଏନେଇ ଲୋକାୟୁକ୍ତରେ ଏକ ମାମଲା ରୁଜୁ ହୋଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

କଟକଣା ସମୟରେ କୋଇଲା ବୋଝେଇ ୧୦ଟି ଟ୍ରକକୁ ୨.୩୪ ଲକ୍ଷ ଜରିମାନା

ସୁନ୍ଦରଗଡ଼: ବାଙ୍କିବାହାଲ-ଟପରିଆ ରାସ୍ତାରେ ଜିଲ୍ଲାପାଳ ଜାରି କରିଥିବା କଟକଣା ସମୟକୁ ଉଲ୍ଲଂଘନ କରି କୋଇଲା ଓ ଅନ୍ୟ ଖଣିଜ ଦ୍ରବ୍ୟ ବୋଝେଇ ଟ୍ରକ ଚଳାଚଳ କରୁଥିବା ଅଭିଯୋଗ ରହିଥିଲା। ଆଜି ସକାଳେ କଟକଣାକୁ ଅବମାନନା କରି ଚଳାଚଳ କରୁଥିବା ୧୦ଟି କୋଇଲା ଟ୍ରକକୁ ଆଞ୍ଚଳିକ ପରିବହନ ବିଭାଗ ୨…
ଅଧିକ ଖବର ଦେଖନ୍ତୁ...