Daily Archives

July 22, 2021

୧୧ଫୁଟ ଲମ୍ବ ଅଜଗର ଉଦ୍ଧାର

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦର ମହକୁମାର ମାର୍କେଟ ହନୁମାନ ମନ୍ଦିର ନିକଟ କଲୋନିର ଜିଲାନି ନାମକ ଜଣେ ବ୍ୟକ୍ତିଙ୍କ ଘର ପଛ ପାଖରୁ ଏକ ୧୧ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରାଯାଇଛି। ଘର ପଛ ପାଖ ଜଙ୍ଗଲରୁ ସାପଟି କୁକୁଡ଼ା ଚିଆଁ ଖାଇବାକୁ ଆସିଥିବା ଅନୁମାନ…
ଅଧିକ ଖବର ଦେଖନ୍ତୁ...

ବନ୍ଧୁକ ସହ ମାଓବାଦୀର ଆତ୍ମସମର୍ପଣ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ଦନ୍ତେବାଡ଼ା ଜିଲ୍ଲା ପୁଲିସ ନିକଟରେ ୧ ଲକ୍ଷ ପୁରସ୍କାର ଘୋଷିତ ମାଓବାଦୀ ଆତ୍ମସମର୍ପଣ କରିଛି।ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏଜ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଅଭିଷେକ ପଲ୍ଲବ ଏବଂ ସିଆରପିଏଫ ଅଧିକାରଙ୍କ ନିକଟରେ ମାଓବାଦୀ ସୁଦୁରରାମ ଓରଫ ଦୁଲ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟାଙ୍କରେ କାମ କରୁଥିବା ଲୋକଙ୍କ ଲାଗି ଭଲ ଦିନଟିଏ। କାହାକୁ ଆବଶ୍ୟକତା ଠାରୁ ଅଧିକ ବିଶ୍ବାସ କରନ୍ତୁ ନାହିଁ। ପାରିବାରିକ ସମ୍ବନ୍ଧରେ ମଧୁରତା ଆସିବ। ବୃଷ: ସବୁ ଚାଲେଞ୍ଜର ମୁକାବିଲା କରିପାରିବେ। ନିଜର ବାଣୀ ଉପରେ ସଂଯମ ରଖନ୍ତୁ। ବିବାହିତଙ୍କୁ ଦାମ୍ପତ୍ୟ ଜୀବନର ସୁଖ ମିଳିବ।…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ବଡଧରଣର ଚଢ଼ଉ: ମହିଳା ସମେତ ୮ ଗିରଫ 

ରାଉରକେଲା: ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରେ ଗତକାଲି ଓ ଆଜି ବଡଧରଣ ଚଢ଼ଉ କରାଯାଇଛି। ସୀମାନ୍ତ  ନକ୍ସଲ ଉପଦ୍ରୁତ ଗାଁ ଅଙ୍କୁରପାଲି, କାଲିଛାପର, ଟଙ୍କାଟୋଲି , ମନ୍‌କୋ ସମେତ ରାମଯୋଡି, ଦେଓଗାଁ, ବେତୋରା ଆଦି ସ୍ଥାନରେ  ଅବକାରୀ ବିଭାଗର ସ୍ବତନ୍ତ୍ର…
ଅଧିକ ଖବର ଦେଖନ୍ତୁ...

ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୩ ମୃତ

ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ବିକ୍ରମପୁର ଗ୍ରାମ ପମ୍ପ୍‌ହାଉସ୍ ସାହିରେ ଆଜି ଅପରାହ୍‌ଣ ୫ଟାରେ ପାଇଖାନା ସେପ୍‌ଟିକ୍ ଟାଙ୍କି ଭିତରେ ଶ୍ବାସରୁଦ୍ଧ ହୋଇ ୩ଜଣ ପ୍ରାଣ ହରାଇବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକ ମାନେ ହେଲେ, ଏମ୍.ସଦାନନ୍ଦମ୍ (୫୦), କ୍ରିଷ୍ଣା ରେଡ୍ଡୀ (୫୦)…
ଅଧିକ ଖବର ଦେଖନ୍ତୁ...

ଜୁଲାଇ ୨୮ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜୁଲାଇ ୨୮ରେ ନୂଆଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଭେଟିବାର ସମ୍ଭାବନା ରହିଛି। ତେବେ ସେହି ବୈଠକକୁ ନେଇ ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ଦୁଇ ଶିଶୁକୁ କୂଅକୁ ଠେଲି ହତ୍ୟା କରିବା ଘଟଣା, ବାପା ଓ ମା’ ଗିରଫ

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଖ୍ରୀଷ୍ଟିଆନ ସାହିରେ ଦୁଇ ଶିଶୁଙ୍କୁ ମାଆ କୂଅକୁ ଠେଲି ହତ୍ୟା କରିବା ଘଟଣାରେ ପୁଲିସ ଆଜି ବାପା ଏମ୍‌.ରାଜେଶ ପାତ୍ର ଓ ମା' ଭାଗ୍ୟଲକ୍ଷ୍ମୀ ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ଏହି ମାମଲାରେ ତଦନ୍ତ କରୁଥିବା ବେଳେ ରାଜେଶଙ୍କୁ…
ଅଧିକ ଖବର ଦେଖନ୍ତୁ...

ଖୋଲିଲା ବଡ଼ନାଳ ଡ୍ୟାମ୍ ଗେଟ୍, ଖରିଫ୍ ଚାଷ ପାଇଁ କେନାଲରେ ଛଡ଼ାଗଲା ପାଣି

ରାୟଗଡ଼ା: ଖରିଫ୍ ଚାଷ ପାଇଁ ଜମିକୁ ଜଳ ଯୋଗାଇବାକୁ ଆଜି ବଡ଼ନାଳ ଡ୍ୟାମର ଗେଟ୍ ଖୋଲା ଯାଇଛି। ପୂଜାର୍ଚ୍ଚନା ପରେ ସକାଳ ୧୦ଟା ୩୦ ମିନିଟରେ ପଦ୍ମପୁର ତହସିଲଦାର ନୀଳମାଧବ ମାଝି, ବଡ଼ନାଳ ଡ୍ୟାମ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ସ୍ବରାଜ କୁମାର ନାୟକଙ୍କ ଉପସ୍ଥିତିରେ କେନାଲକୁ ସଂଯୋଗ…
ଅଧିକ ଖବର ଦେଖନ୍ତୁ...

ମିଳିଛି ବଡ ସୁରାକ୍, ଖୁବଶୀଘ୍ର ମୃତ୍ୟୁ ରହସ୍ୟ ଉପରୁ ହଟିବ ପରଦା: ଦକ୍ଷିଣାଞ୍ଚଳ ଡିଆଇଜି

ଭୁବନେଶ୍ୱର: ଏସିଏଫ ସୌମ୍ୟରଞ୍ଜନଙ୍କ ଘରେ ହିଁ ହୋଇଛି ରହସ୍ୟମୟ ମୃତ୍ୟୁ । ଯାହାକୁ ଏବେ ବି ଅନେକ ବୁଝି ପାରୁ ନାହାଁନ୍ତି, ଯେ କେମିତି ଏହି ଘର ଭିତରେ ଜଣେ ବ୍ୟକ୍ତି ପୋଡି ହୋଇଯିବ ଏବଂ କେହି ତାଙ୍କୁ ବଂଚାଇ ପାରିବେ ନାହିଁ । ପୁଲିସ ତନ୍ନ ତନ୍ନ କରି ଯାଂଚ କରିଛି । କଳାଦାଗଠାରୁ ଟେବୁଲ କେତେ…
ଅଧିକ ଖବର ଦେଖନ୍ତୁ...

ଗୋପାଳପୁରରେ ଟାଟାର ଚା’ ପ୍ୟାକେଜିଂ ପ୍ଲାଣ୍ଟ ଉଦଘାଟିତ, ୯୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାରେ ଥିବା ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କଠାରେ ଟାଟା ଟିର ମେଗା ଚା ପ୍ୟାକେଜିଂ ୟୁନିଟର ଉଦଘାଟନ କରିଛନ୍ତି । ପ୍ରାୟ ୧୦୦ କୋଟି ଟଙ୍କା ପୁଞ୍ଜିନିବେଶରେ ନିର୍ମିତ ଏହି ୟୁନିଟକୁ ସମଗ୍ର କେନ୍ଦ୍ରୀୟ ଓ ଦକ୍ଷିଣ ଭାରତର ସର୍ବବୃହତ…
ଅଧିକ ଖବର ଦେଖନ୍ତୁ...