Daily Archives

July 23, 2021

ବିଦ୍ୟାଳୟ ଖୋଲିବା ପୂର୍ବରୁ ବିଦ୍ୟାଳୟ ସ୍ଥିତି ଯାଂଚ ଓ ଛାତ୍ର-ଅଭିଭାବକଙ୍କ ସହ ଆଲୋଚନା

ଖୋର୍ଦ୍ଧା: ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଆସନ୍ତା ୨୬ ତାରିଖରେ ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟରେ ୧୦ମ ଶେଣୀରେ ପ୍ରତ୍ୟକ୍ଷ ପାଠ ପଢ଼ା ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲା ଶିକ୍ଷାବିଭାଗର ଅଧିକାରୀମାନେ ବିଭିନ୍ନ ସ୍କୁଲ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ଓବିସି ସେଲ ପକ୍ଷରୁ ଅଭିନବ ଉପାୟରେ ଦରବୃଦ୍ଧିର ପ୍ରତିବାଦ

ବାରିପଦା : କରୋନା ମହାମାରୀ କାଳରେ ଲୋକଙ୍କର ଅର୍ଥିକ ଅବସ୍ଥା  ବିଗିଡି ଯାଇଥିବା ବେଳେ, ଦିନକୁ ଦିନ ସରକାର ଙ୍କ ଭୁଲନିତି ଓ ଅପରିଣାମଦର୍ଶୀ କର ବ୍ୟବସ୍ଥା ପାଇଁ ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ, ତଥା ଖାଇବା ତେଲ ପରି ଅତ୍ୟାବଶ୍ୟକ ଜିନିଷର ଦରଦାମ ହୁହୁ ହୋଇ ବଢି ଚାଲିଛି । ବିରୋଧୀ ଦଳ…
ଅଧିକ ଖବର ଦେଖନ୍ତୁ...

ମାସେ ହେଲା ବନ୍ଧାହୋଇ ରହିଛି ମାନସିକ ରୋଗୀ ଜାନକୀ, ଚିକିତ୍ସାରେ ଅର୍ଥ ବାଧକ

ଚକାପାଦ: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍‌ ଆରାବାକା ପଞ୍ଚାୟତର କାମ୍ବ୍ରିକିଆ ଗ୍ରାମର ମଗୁ ମଳିକର ବଡ଼ ଝିଅ ଜାନକୀ ମଳିକ (୨୭) ମାସେ ହେଲା ମାନସିକ ରୋଗରେ ପୀଡିତ ହୋଇଥିବା ବେଳେ ଚିକିତ୍ସାରେ ଅର୍ଥ ବାଧକ ସାଜିଛି। । ଏପଟେ ଜାନକୀକୁ ପରିବାର ଲୋକେ ମାସେ ହେଲା ଘର ଭିତରେ ବାନ୍ଧି ରଖିଥିବା…
ଅଧିକ ଖବର ଦେଖନ୍ତୁ...

ମୋ ସରକାରର ବିକଳ ଚିତ୍ର, ବୃଦ୍ଧଙ୍କୁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା

କୋରାପୁଟ :କୋରପୁଟ ଜିଲ୍ଲାରେ ମୋ ସରକାରର ବିକଳ ଚିତ୍ର ଦେଖିବାକୁ ମିଳିଛି। କୋରପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ସୁବିଧା ନ ମିଳିବାରୁ ଆଜି କୋରାପୁଟ ଜିଲ୍ଲାପାଳ ଅବଦଲ ଏମ.ଅଖତରଙ୍କୁ ଭେଟି ଦାବି ଦୋହରାଇଛନ୍ତି। କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କାବିରିବାଡି ପଂଚାୟତର ରାଉତ ଅର୍ଜୁନ,ବୟସ  ୬୬…
ଅଧିକ ଖବର ଦେଖନ୍ତୁ...

ରାଜଙ୍କ ସହ କାମ କରିବା ଜୀବନର ସବୁଠାରୁ ବଡ଼ ଭୁଲ ଥିଲା: ପୁନମ ପାଣ୍ଡେ

ମୁମ୍ବାଇ: ମଡେଲ୍ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେ ଅଶ୍ଳୀଳ ଚଳଚ୍ଚିତ୍ର ବ୍ୟବସାୟରେ ଲିପ୍ତ ଥିବା ଅଭିଯୋଗରେ ଗିରଫ ହୋଇଥିବା ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଉପରେ ଆକ୍ରମଣ କରିଛନ୍ତି। ପୁନମ ପାଣ୍ଡେ କହିଛନ୍ତି ଯେ ରାଜ କୁନ୍ଦ୍ରାଙ୍କ ସହ କାମ କରିବା ତାଙ୍କ ଜୀବନର ସବୁଠାରୁ ବଡ…
ଅଧିକ ଖବର ଦେଖନ୍ତୁ...

୧୮ କେଜି ଗଞ୍ଜେଇ ଜବତ; ୨ ଗିରଫ

ରସୁଲପୁର: କୁଆଖିଆ ଥାନା ପୁଲିସ ଗତକାଲି ସନ୍ଧ୍ୟାରେ ପାଟ୍ରୋଲିଂ ସମୟରେ ଦୁଇଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୮ କେଜି ୫୦ଗ୍ରାମ ଗଞ୍ଜେଇ ଜବତ କରିଛି। ଏହି ଥାନା ଅଧୀନ ରାହାମ୍ବା ପଞ୍ଚାୟତ ଡିହକୁରାଂଶ ଗ୍ରାମର ଜଗମୋହନ ପଣ୍ତା(୩୫) ଓ ବଡ଼କଇଁଚି ପଞ୍ଚାୟତ ଗରୁଆଳ…
ଅଧିକ ଖବର ଦେଖନ୍ତୁ...

ନୀଳାଦ୍ରି ବିଜେ: ରତ୍ନବେଦିରେ ଚତୁର୍ଦ୍ଧାମୂର୍ତ୍ତି, ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଂଜନ କଲେ ମହାବାହୁ

ପୁରୀ: ବିନା ଭକ୍ତରେ ନବଦିନର ଯାତ୍ରା ପରେ ରଥ ଉପରେ ସୁନାବେଶ ଓ ଅଧରପଣା ନୀତି ସାରି ଆଜି ଚତୁର୍ଦ୍ଧାମୂର୍ତ୍ତି ନୀଳାଦ୍ରି ବିଜେ କରିବା ସହ ରତ୍ନବେଦିରେ ଅଧିଷ୍ଠିତ ହୋଇଛନ୍ତି। ବିଜେ କାହାଳୀ, ଘଣ୍ଟଘଣ୍ଟାର ତାଳେ ତାଳେ ଗୋଟି ପହଣ୍ଡିରେ ଶ୍ରୀବିଗ୍ରହମାନେ ନୀଳକନ୍ଦରକୁ ବିଜେ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ ଅଟକାଇ ବୃଦ୍ଧଙ୍କ ଜୀବନ ବଞ୍ଚାଇଲେ ଚାଳକ

ବ୍ରହ୍ମପୁର: ରଖେ ହରି ତ ମାରେ କିଏ। ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି ସେଣ୍ଟ୍ରାଲ ମୁମ୍ବାଇରେ। ଯେଉଁଠି ଜଣେ ବୟସ୍କ ବ୍ୟକ୍ତି ଏକ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚି ଯାଇଛନ୍ତି। ବୟସ୍କ ବ୍ୟକ୍ତି ଜଣକ ଷ୍ଟେସନ୍‌ରେ ରେଳଧାରଣା ଅତିକ୍ରମ କରୁଥିବା ବେଳେ ଟ୍ରେନ୍ ମାଡ଼ି ଆସୁଥିଲା। ଟ୍ରେନ୍ ଚାଳକ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ କାମ ଦେଖି ଖୁସି ହେବେ। ବେପାରରେ ଲାଭ ହେବ। ଗୃହିଣୀମାନଙ୍କ ଲାଗି ଦିନଟି ଭଲ ରହିବ। ବୃଷ: ଈଶ୍ବରଙ୍କ ସ୍ମରଣ ଦ୍ବାରା ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। କାମ ଆରାମରେ ସଂପୂର୍ଣ୍ଣ ହୋଇଯିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ମିଥୁନ: ନୂଆ…
ଅଧିକ ଖବର ଦେଖନ୍ତୁ...

ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ଯବାନ, ପ୍ରତିକୂଳ ପରିସ୍ଥିତିରେ ବି କମ୍ବିଂ ଅପରେସନ ଜାରି

ମାଲକାନଗିରି: ଯବାନ ପ୍ରତିକୂଳ ପରିସ୍ଥିତିରେ ବି କମ୍ବିଂ ଅପରେସନକୁ ଜାରି ରଖିଥାନ୍ତି। ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସୁରକ୍ଷା କରିବାରେ ପଛାଇ ନଥାନ୍ତି। ଏଭଳି ଏକ ଦୃଶ୍ୟ ପଡୋଶୀ ଛତିଶଗଡର ଦନ୍ତେଵାଡା ଜିଲ୍ଲାରେ ଦେଖିବାକୁ ମିଳିଥିଲା। ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ ସମେତ…
ଅଧିକ ଖବର ଦେଖନ୍ତୁ...