Daily Archives

July 23, 2021

ଦ୍ୱିତୀୟ ଡୋଜ ଟିକା ପରେ ମଧ୍ୟ କରୋନା ନେଲା ଯୁବ ଜିଆରଏସଙ୍କ ଜୀବନ

ବନ୍ତଳା: ଅନୁଗୁଳ ବ୍ଲକ କୋଠଭୁଇଁ ପଞ୍ଚାୟତରେ ଗ୍ରାମ୍ୟ ରୋଜଗାର ସେବକ ଭାବରେ କାର୍ଯ୍ୟ କରୁଥିବା ଜଣେ ଯୁବକଙ୍କ କରୋନାରେ ଜୀବନ ଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଅନୁଗୁଳ ବ୍ଲକ ଅନ୍ତୁଳିଆ ପଞ୍ଚାୟତ କଦଳୀବେରେଣି ଗ୍ରାମର ସରୋଜ କୁମାର ସାହୁ(୩୮)ଦୀର୍ଘ ଦିନ ହେଲା କୋଠଭୂଇଁ ପଞ୍ଚାୟତରେ ଜିଆରଏସ…
ଅଧିକ ଖବର ଦେଖନ୍ତୁ...

ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ ମାମଲା: ଗଜପତି ଏସ୍ପି କହିଲେ- ଅଧିକ ତଦନ୍ତର ଆବଶ୍ୟକତା ଅଛି

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଅଧିକ ରହସ୍ୟଘେର ଦେଇ ଗତି କରୁଥିବା ବେଳେ ଆଜି ଗଜପତି ଏସପି ତପନ କୁମାର ପଟ୍ଟନାୟକ ଡିଏଫଓ ସଂଗ୍ରାମ ବେହେରାଙ୍କୁ କ୍ଲିନଚିଟ୍ ଦେଇଛନ୍ତି । ଗଣମାଧ୍ୟମ ଆଗରେ ଏସ୍ପି ବଡ଼ ସୂଚନା ଦେଇଛନ୍ତି । ଘଟଣା ସହିତ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ପ୍ରଫେସର ପ୍ରସ୍ତୁତ କଲେ ସ୍ବତନ୍ତ୍ର ପ୍ରକାରର ମାସ୍କ

ଭୁବନେଶ୍ବର : ଦିଲ୍ଲୀ ବିଶ୍ବବିଦ୍ୟାଳୟର କ୍ଲଷ୍ଟର ଇନୋଭେସନ ସେଣ୍ଟର ତଥା ସେଣ୍ଟର ଫର ହିମାଲୟାନ ଷ୍ଟଡିଜର ନିର୍ଦ୍ଦେଶକ ପ୍ରଫେସର ଦିନବନ୍ଧୁ ସାହୁ କରୋନା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ସ୍ବତନ୍ତ୍ର ପ୍ରକାରର ମାସ୍କର ଡିଜାଇନ କରିଛନ୍ତି । ଏହି ମାସ୍କ ଗୁଡ଼ିକରେ ଆଞ୍ଚଳିକ…
ଅଧିକ ଖବର ଦେଖନ୍ତୁ...

ଗର୍ଭବତୀଙ୍କୁ ଚାକିରିରୁ ଛଟେଇ କରିଥିବାରୁ ଏହି କମ୍ପାନୀ ଦେବାକୁ ପଡିବ ୬୬ ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ଲଣ୍ଡନ: ଅଫିସର ଜଣେ କର୍ମଚାରୀ ଗର୍ଭବତୀ ହେବା ପରେ ତାଙ୍କୁ ଦରମା ନ ଦେବାକୁ ନିଷ୍ପତ୍ତି ନେଲା କମ୍ପାନୀ | ଆଉ ଦରମା କଥା ଦୂରେ ଥାଉ ତାଙ୍କୁ ଚାକିରିରୁ ମଧ୍ୟ ଛଟେଇ କରାଗଲା | ଆଉ ଏହି ଭୁଲ ପାଇଁ ଏବେ କମ୍ପାନୀକୁ ୬୬ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପଡିବ | ଛଟେଇର ଶିକାର ହୋଇଥିବା…
ଅଧିକ ଖବର ଦେଖନ୍ତୁ...

୪୬ଦିନ ଚିକିତ୍ସାଧୀନ ରହି କରୋନାକୁ ହରାଇଲେ ପାର୍ବତୀ

ଜୟପୁର: କୋଭିଡ୍ ହସ୍ପିଟାଲରେ ୪୬ଦିନ ଚିକିତ୍ସାଧୀନ ମୃତ୍ୟୁ ସହ ଲଢ଼େଇ କରି ଏହାକୁ ହରାଇ ଫେରିଛନ୍ତି ପାର୍ବତୀ ସାମନ୍ତରାୟ। ବୟସ ତାଙ୍କର ୫୭ବର୍ଷ। ଅକ୍ସିଜେନସ୍ତର ବି ୫୭ ରହିଥିବା ବେଳେ ଗତ ଜୁନ ୮ତାରିଖ ଦିନ ଗୁରୁତର ଅବସ୍ଥାରେ ପାର୍ବତୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ଯୌତୁକରେ ଲାବ୍ରାଡର କୁକୁର ଓ କଇଁଚ୍ଛ ମାଗିିବା ବର ପକ୍ଷକୁ ମହଙ୍ଗା ପଡ଼ିଲା

ମୁମ୍ବାଇ: ଦେଶରେ ଏବେ ବି ଏମିତି କିଛି ସ୍ଥାନ ରହିଛି ଯେଉଁଠାରେ ଯୌତୁକ ଭଳି କୁପ୍ରଥା ଚାଲି ଆସିଛି। ମହାରାଷ୍ଟ୍ରର ଔରଙ୍ଗାବାଦରୁ ଯୌତୁକର ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଏଠାରେ ବରଘର ପକ୍ଷ କନ୍ୟାଘର ପକ୍ଷକୁ ଯୌତୁକରେ ୨୧ଟି ନଖ ଥିବା କଇଁଚ୍ଛ ଓ…
ଅଧିକ ଖବର ଦେଖନ୍ତୁ...

ବାଲିଅନ୍ତା ବ୍ଲକରେ ପ୍ରଥମ ଡେଙ୍ଗୁରୋଗୀ ଚିହ୍ନଟ

ବାଲିଅନ୍ତା: ବାଲିଅନ୍ତା ବ୍ଲକରେ ପ୍ରଥମ ଡ଼େଙ୍ଗୁରୋଗୀ ପ୍ରତାପରୁଦ୍ରପୁର ପଞ୍ଚାୟତ ଅଧୀନ ପାରିବାସୁଦେଇପୁର ଗ୍ରାମରେ ଚିହ୍ନଟ ହୋଇଛି। ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଡେଙ୍ଗୁରେ ପୀଡ଼ିତ ଏହି ଯୁବକଙ୍କ ଆଲିସା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିବା ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ…
ଅଧିକ ଖବର ଦେଖନ୍ତୁ...

୩ୟ ଦିନିକିଆ : ଶ୍ରୀଲଙ୍କା ଆଗରେ ୨୨୬ ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

କଲମ୍ବୋ : ବର୍ଷା ବାଧାପ୍ରାପ୍ତ ୩ୟ ଦିନିକିଆରେ ଭାରତ ଶ୍ରୀଲଙ୍କା ଆଗରେ ୨୨୬  ରନର ବିଜୟ ଲକ୍ଷ୍ୟ ରଖିଛି । ଜିତିବା ପାଇଁ ଶ୍ରୀଲଙ୍କା ଦଳକୁ ୪୭ ଓଭରରେ ଏହି ବିଜୟ ଲକ୍ଷ୍ୟ ହାସଲ କରିବାକୁ ପଡ଼ିବ । ଆଜି ଭାରତୀୟ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ…
ଅଧିକ ଖବର ଦେଖନ୍ତୁ...

ମହାବଳିପୁରମରେ ଦେଶର ସର୍ବାଧିକ ବର୍ଷା, ୨ୟ ସ୍ଥାନରେ ଓଡ଼ିଶାର ବୌଦ୍ଧ

ଭୁବନେଶ୍ବର : ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସହ ରାଜ୍ୟରେ ପୁଣି ସକ୍ରିୟ ହୋଇଯାଇଛି ମୌସୁମୀ ବାୟୁ । ଏହାର ପ୍ରଭାବରେ ଗତକାଲିଠାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଏପରିକି ଓଡ଼ିଶାର କେତେକ ସ୍ଥାନରେ ଏତେ ବର୍ଷା ହୋଇଛି ଯେ ସେଗୁଡ଼ିକ ଗତ ୨୪ ଘଣ୍ଟାରେ…
ଅଧିକ ଖବର ଦେଖନ୍ତୁ...

ନିୟମଗିରିର ପାରସାଲିକୁ ବିକାଶ ଅପହଞ୍ଚ, ଲଦ ସିକକାଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କୁ ଭେଟିଲେ ପଞ୍ଚାୟତବାସୀ

ରାୟଗଡ଼ା: ମୋବାଇଲ୍ ନେଟୱର୍କ ସୁବିଧା ନାହିଁ। ବ୍ୟାଙ୍କ ସେବା ସ୍ବପ୍ନ ପାଲଟିଛି। ପାରସାଲି ପାଇଁ ଅନୁମୋଦିତ ଜନସେବା କେନ୍ଦ୍ର କଲ୍ୟାଣସିଂହପୁରରେ କାମ କରୁଛି। ଯାତାୟାତ ପାଇଁ ବସ ସୁବିଧା ମଧ୍ୟ ନାହିଁ। ସରକାରୀ ଯୋଜନାରେ ପାତର ଅନ୍ତର କରାଯାଉଥିବା ବେଳେ ଓପିଲିପି ମାଧ୍ୟମରେ କୋଟି କୋଟି…
ଅଧିକ ଖବର ଦେଖନ୍ତୁ...