Daily Archives

July 24, 2021

ଧିମେଇଛି ଧାନ ଚାଷ; ଖୋର୍ଦ୍ଧା ଜିଲ୍ଲାରେ ୩ ମାସରେ ଆବଶ୍ୟକତାରୁ ୩୫ ପ୍ରତିଶତ ସାର ବିକ୍ରି

ଖୋର୍ଦ୍ଧା: ଜିଲ୍ଲାରେ ଖରିଫ ଋତୁରେ ୧ଲକ୍ଷ ୬ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥାଏ। ଚଳିତ ବର୍ଷ ମୌସୁମୀରେ ଆବଶ୍ୟକ ବର୍ଷା ଅଭାବରୁ ଜୁଲାଇ ଦ୍ୱିତୀୟ ସପ୍ତାହ ସୁଦ୍ଧା ଅର୍ଦ୍ଧାଧିକ ହେକ୍ଟର ଚାଷ ଜମି ପଡ଼ିଆ ପଡ଼ିଥିଲା। ଜିଲ୍ଲାରେ ସାର ବିକ୍ରିର ସ୍ଥିତିକୁ ଦେଖିଲେ ଏହି କଥା ପ୍ରାୟତଃ ସ୍ପଷ୍ଟ…
ଅଧିକ ଖବର ଦେଖନ୍ତୁ...

ସଂକ୍ରମଣ କମୁଛି, କିନ୍ତୁ ମୃତ୍ୟୁ ସଂଖ୍ୟା ବଢ଼ୁଛି, ୫୭ ଦିନରେ ୧୫୪ ମୃତ୍ୟୁ

ଖୋର୍ଦ୍ଧା: ଖୋର୍ଦ୍ଧା ଗ୍ରାମାଂଚଳରେ କରୋନା ଦ୍ୱିତୀୟ ଲହର ସଂକ୍ରମଣ ବର୍ତମାନ ହ୍ରାସ ପାଉଛି। ମାର୍ଚ୍ଚ-ଏପ୍ରିଲ୍ ମାସରେ ସଂକ୍ରମଣ ସଂଖ୍ୟା ମୋଟ ପରୀକ୍ଷଣର ୧୦ରୁ ୧୨ ପ୍ରତିଶତ ଥିଲା ବର୍ତ୍ତମାନ ଏହା ହ୍ରାସ ପାଇ ୨.୩ ପ୍ରତିଶତକୁ ପହଂଚିଛି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ମୃତ୍ୟୁ ସଂଖ୍ୟା…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରିରେ ଶ୍ରାବଣ ଛତୁର ପସରା; ଆଦିବାସୀଙ୍କ ରୋଜଗାରର ଆଉ ଏକ ଜରିଆ

ମାଲକାନଗିରି: ମାଲକାନଗିରି ସହରରେ ଏବେ ଶ୍ରାବଣ ଛତୁର ପସରା। ଗତ କିଛି ଦିନ ହେଲା ଲଗାଣ ବର୍ଷା ଲାଗି ରହିଥିବାରୁ ଯେଉଁ ପରିମାଣରେ ଛତୁ ବଜାରକୁ ଆସିବା କଥା ସେହି ପରିମାଣରେ ଆସି ପାରୁନାହିଁ। ବର୍ଷା ଛାଡିବା ପରେ ଖରା ହେବା ମାତ୍ରେ ବଜାରକୁ ଛତୁର ସମ୍ଭାର ଦେଖିବାକୁ ମିଳିବ ବୋଲି ସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...

ଅତ୍ୟଧିକ ସାନିଟାଇଜର ବ୍ୟବହାର କରୁଛନ୍ତି କି, ହୋଇଯାଆନ୍ତୁ ସାବଧାନ!

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପୂରା ବିଶ୍ବରେ ବ୍ୟାପି ଯାଇଛି। ଦେଶରେ ଏବେ କରୋନାର ଦ୍ବିତୀୟ ଲହର ଧୀରେଧୀରେ ହ୍ରାସ ପାଉଥିବା ବେଳେ ତୃତୀୟ ଲହରକୁ ନେଇ ସରକାର ଲୋକମାନଙ୍କୁ ସଚେତନ ରହିବାକୁ କହିବା ସହିତ ପୂର୍ବ ଗାଇଡଲାଇନ ଭଳି ସାମାଜିକ ଦୂରତା ଓ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ…
ଅଧିକ ଖବର ଦେଖନ୍ତୁ...

ବିରଳ ରୋଗ ହେତୁ ୧୮ବର୍ଷର ବାଳିକା ୧୪୪ବର୍ଷ ବୟସ୍କା ଭଳି ଲାଗୁଥିଲେ

ନୂଆଦିଲ୍ଲୀ: ୟୁକେରେ ଜଣେ ବାଳିକାଙ୍କୁ ବିରଳ ରୋଗ ହୋଇଥିଲା। ଏହି ରୋଗ ହେତୁ ରୋଗୀଙ୍କ ବୟସ ୧୮ବର୍ଷ ଥିବା ବେଳେ ସେ ୧୪୪ବର୍ଷର ଭଳି ଲାଗୁଥିଲେ। ଦୁଃଖର ବିଷୟ ଗତ ଜୁଲାଇ ୧୭ ତା୍ରିଖରେ ଯୁକେର ୱେଷ୍ଟ ସୁସେକ୍ସରେ ରହୁଥିବା ୧୮ବର୍ଷର ଅଶାନ୍ତି ସ୍ମିତଙ୍କ ମୃତ୍ୟୁ ହୋଇଯାଇଛି। ଅଶାନ୍ତି…
ଅଧିକ ଖବର ଦେଖନ୍ତୁ...

ହୃଦୟ ସ୍ପର୍ଶୀ ଦୃଶ୍ୟ; ହାତୀକୁ ଘୋଡ଼ାଇ ଦେଇ ନିଜେ ବିନା ଚାଦରରେ ଶୋଇଲେ ବ୍ୟକ୍ତି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଫଟୋ ଓ ଭିଡିଓ ସାମ୍ନାକୁ ଆସିଥାଏ। ଏଥିମଧ୍ୟରୁ ଏମିତି କିଛି ଫଟୋ ଓ ଭିଡିଓ ରହିଥାଏ ଯାହା ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ବେଶ ପସନ୍ଦ ଆସିଥାଏ। ଅନେକ ଥର ସୋସିଆଲ ମିଡିଆରେ ମଣିଷ ଓ ପଶୁଙ୍କ ମଧ୍ୟରେ ସ୍ନେହଭରା ଫଟୋ…
ଅଧିକ ଖବର ଦେଖନ୍ତୁ...

ଦୁଇଜଣ ଗ୍ରାମବାସୀଙ୍କ ଉପସ୍ଥିତ ବୁଦ୍ଧି ହେତୁ ଟଳିଗଲା ଏକ ବଡ଼ଧରଣର ରେଳ ଦୁର୍ଘଟଣା

କୈମୁର: ପଣ୍ଡିତ ଦିନଦୟାଲ ଓ ଗୟା ରେଳ ଡିଭିଜନ୍‌ ମଧ୍ୟରେ ଥିବା ପୁସୋଲି ରେଳ ଷ୍ଟେସନ ନିକଟରେ ଶନିବାର ହାୱଡା-ବିକାନେର ଏକ୍ସପ୍ରେସ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ଟ୍ରେନଟି ଉପଲାଇନରେ ଗାୟା ପଟୁ ପଣ୍ଡିତ ଦିନଦୟାଲ ରେଳ ଜଙ୍କସନ ଆଡ଼କୁ ଯାଉଥିଲା। ଏହି ସମୟରେ ଧାରଣାରେ…
ଅଧିକ ଖବର ଦେଖନ୍ତୁ...

କାର ଧକ୍କାଦେଇ ନେଇଥିଲେ ବୃଷଭଙ୍କ ପ୍ରାଣ, ବନ୍ଧା ହେଲେ ଅଭିଯୁକ୍ତ କାର ଚାଳକ 

ବାରିପଦା: ଗତ ଜୁଲାଇ ୧୬ ରାତି ସାଢ଼େ ୯ ସମୟରେ ବାରିପଦା ପୌର ପରିଷଦର ଭଞ୍ଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ଓଡ଼ି ୧୧ ଡ଼ି ୫୫୬୪ ନମ୍ବର ବିଶିଷ୍ଟ କାରର ଚାଳକ ବେପରୁଆ ଭାବେ କାର ଚଳାଇ ଯାଉଥିବା ସମୟରେ  ରାସ୍ତା ଉପରେ ଏକ ବୁଲା ଷଣ୍ଢକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଷଣ୍ଢର ମୃତ୍ୟୁ ହୋଇଥିଲା…
ଅଧିକ ଖବର ଦେଖନ୍ତୁ...

ଭାରତରେ ପ୍ଲାଣ୍ଟ ସ୍ଥାପନ କରିପାରେ ଟେସଲା, ସିଇଓ ଏଲୋନ୍ ମସ୍କ ଦେଲେ ସଙ୍କେତ

ନୂଆଦିଲ୍ଲୀ: ଆମେରିକାର ଇଲେକ୍ଟ୍ରିକ୍ ଯାନ (ଇଭି) କମ୍ପାନୀ ଟେସଲା ଭାରତରେ ଏକ କାରଖାନା ସ୍ଥାପନ କରିପାରେ | ଟେସଲା ସିଇଓ ଏଲୋନ୍ ମସ୍କ ଏନେଇ ସଙ୍କେତ ଦେଇଛନ୍ତି | ସୂଚନା ଥାଉ କି ଯେ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଟେସଲାକୁ ଭାରତରେ କାରଖାନା ସ୍ଥାପନ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଭାରତକୁ ସଞ୍ଜିବନୀ ଯୋଗାଇବା ପରେ ଏବେ ପଡୋଶୀ ଦେଶକୁ ଅମ୍ଳଜାନ ଯୋଗାଇବ ଭାରତୀୟ ରେଳବାଇ

ନୂଆଦିଲ୍ଲୀ: କୋଭିଡ ମହାମାରୀର ଦ୍ଵିତୀୟ ଲହରୀରେ ଦେଶର କୋଣ ଅନୁକୋଣରେ ମେଡିକାଲ ଅକ୍ସିଜେନ ପହଞ୍ଚାଇ ବେଶ ପ୍ରଶଂସା ସାଉଁଟିଥିଲା  ଭାରତୀୟ ରେଳବାଇ | ଅକ୍ସିଜେନ ପ୍ଲାଣ୍ଟରୁ ମେଡିକାଲ ଅକ୍ସିଜେନ ନେଇ ତ୍ୱରିତ ପହଂଚାଇଥିବାରୁ ଅନେକ ରୋଗୀଙ୍କ ଜୀବନ ବଂଚିଯାଇପାରିଥିଲା | ଆଉ ଏବେ ଭାରତୀୟ ରେଳବାଇ…
ଅଧିକ ଖବର ଦେଖନ୍ତୁ...