Daily Archives

July 24, 2021

ଗ୍ୟାଙ୍ଗଷ୍ଟର ଷ୍ଟାଇଲ୍‌ର ମୁଣ୍ଡଜାମିନ ମାମଲା; ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟ ହାତଖଣ୍ଡି ଗିରଫ

ଖୋର୍ଦ୍ଧା: ଚଳିତ ମାସ ୧୧ ତାରିଖରେ ଏକ ଜମିଜମା କାରବାର କରୁଥିବା ସଂସ୍ଥାର ପରିଚାଳକଙ୍କୁ ଅପହରଣ ଓ ୫ ଲକ୍ଷ ଟଙ୍କା ମୁଣ୍ଡଜାମିନ ରଖିବା ଘଟଣା ସମଗ୍ର ଜିଲ୍ଲାରେ ଆଲୋଚନାର ବିଷୟ ଥିଲା। ଏହି ଘଟଣାରେ ଅପହୃତ ଓ ଅପହରଣକାରୀ ଗ୍ୟାଙ୍ଗର ୩ ଅଭିଯୁକ୍ତ ଧରାପଡ଼ିଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ରର ବନ୍ୟା ପ୍ରଭାବିତ ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କୁ ଜେଇଇ(ମୁଖ୍ୟ) ପରୀକ୍ଷା ପାଇଁ ଆଉ ଏକ ସୁଯୋଗ ମିଳିବ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଦେଖାଯାଇଥିବା ଅଭୂତପୂର୍ବ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜେଇଇ(ମୁଖ୍ୟ) ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ କେତେକ ପଦକ୍ଷେପ ନିଆଯାଇଛି । ବନ୍ୟା ଓ ଭୂସ୍ଖଳନ ପ୍ରପୀଡ଼ିତ ଅଞ୍ଚଳର ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷା…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ୨୬ରୁ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ ୧୦୦ ଅତିଥି, ରାଜଧାନୀରେ କୋହଳ ହେଲା ଅନଲକ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ କ୍ରମାଗତ ଭାବେ କରୋନା ମାମଲା ହ୍ରାସ ପାଉଥିବାରୁ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ଜୁଲାଇ ୨୬ ରୁ ଦିଲ୍ଲୀରେ ଅନଲକକୁ କୋହଳ କରିଛି | ନୂତନ ନିର୍ଦ୍ଦେଶ ଅନୁଯାୟୀ, ଜୁଲାଇ ୨୬ ରୁ ସିନେମା ହଲ୍, ପ୍ରେକ୍ଷାଳୟ ଏବଂ ମଲ୍ଟିପ୍ଲେକ୍ସ ୫୦…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଜି ୧୮୬୫ କରୋନା ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୮

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ମହାମାରୀରୁ ୧୮୬୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୮ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ନାଳରେ ଭାସିଗଲେ ଯୁବକ, ୨୪ଘଣ୍ଟା ପରେ ଜଳଭଣ୍ଡାରରୁ ମୃତଦେହ ଉଦ୍ଧାର

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଓରିଆବିରିଦା ପଞ୍ଚାୟତ ଅନ୍ତର୍ଗତ ପୁରୁଣାପାଣି ଗାଁରେ ଗତକାଲି ଏକ ଅଘଟଣ ଘଟିଯାଇଛି। ପ୍ରବଳ ବର୍ଷା ଯୋଗୁଁ ଗାଁ ନିକଟ ଜାମୁଦର ନାଳର ପ୍ରଖର ଜଳସ୍ରୋତରେ ବ୍ରହ୍ମାନନ୍ଦ ନାଏକଙ୍କ ବଡ଼ପୁଅ ଗୁରୁଦେବ ନାଏକ (୩୫) ଭାସିଯାଇ ମୃତ୍ୟୁବରଣ କରିଛନ୍ତି। ଏବଂ ୨୪…
ଅଧିକ ଖବର ଦେଖନ୍ତୁ...

ଲଦାଖରେ ଆତଙ୍କ-ନିରୋଧୀ ଡିଭିଜନକୁ ମୁତୟନ କଲା ଭାରତ

ନୂଆଦିଲ୍ଲୀ : ଲଦାଖ ସୀମାରେ ଚୀନ ଓ ଭାରତ ମଧ୍ୟରେ ଉତ୍ତେଜନା ଏବେ ବି ଅବ୍ୟାହତ ରହିଛି । ସୀମା ସେପଟେ ଚୀନ ନିଜର ସାମରିକ ଭିତ୍ତିଭୂମି ଓ ସୈନ୍ୟ ସଂଖ୍ୟା ବଢାଇ ଚାଲିଥିବାବେଳେ ଭାରତ ବି ଅନୁରୂପ ପ୍ରସ୍ତୁତି ଜାରି ରଖିଛି । ମିଳିଥିବା ସୂଚନା ଅନୁସାରେ ଭାରତୀୟ ସେନା ନିଜର ଅତ୍ୟନ୍ତ ଲଢୁଆ…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ାରେ ପୁଣି ବଢ଼ିଲା କରୋନା; ହୋଲିହୋମ୍ ଜରା ଆଶ୍ରମରେ ୧୬ ଜଣ ପଜିଟିଭ ଚିହ୍ନଟ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଆଜି କରୋନା ଉପର ମୁହାଁ ହୋଇଥବା ଦେଖିବାକୁ ମିଲିଛି। କୋମନା ବ୍ଳକ କୁରୁମପୁରୁ ପଞ୍ଚାୟତ ଠାରେ ଥିବା ହୋଲିହୋମର ଜରାନିବାସରେ ୧୬ ଜଣ କରୋନା ଚିହ୍ନଟ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ଜିଲ୍ଲାରେ ପୁଣି କରୋନା ଭୟ ଆରମ୍ଭ ହୋଇଯାଇଛି। ଏକ ମାସ ହେବ…
ଅଧିକ ଖବର ଦେଖନ୍ତୁ...

ଭଡ଼ା ପାଇଁ ଅଧାବାଟରେ ଯାହାଙ୍କୁ ଓହ୍ଲାଇଦେଇଥିଲା ଡ୍ରାଇଭର, ସେମାନେ ଏବେ କୋଟି କୋଟି ଟଙ୍କାର ମାଲିକ

ନୂଆଦିଲ୍ଲୀ: ଆପଣ ଟ୍ୟାକ୍ସି ବୁକିଂ ଆପ ଓଲା ବାବଦରେ ତ ନିଶ୍ଚିତ ଜାଣିଥିବେ | କିନ୍ତୁ ଆପଣ ଜାଣନ୍ତି କି 'ଓଲା' ଆରମ୍ଭ କରିବା ପଛରେ ଏକ ରୋମାଞ୍ଚକର କାହାଣୀ ଅଛି | ବାସ୍ତବରେ, ଏହି ଷ୍ଟାର୍ଟଅପ୍ ବାବଦରେ ୧୦ ବର୍ଷ ପୂର୍ବେ ଭବିଷ ଅଗ୍ରୱାଲ ଚିନ୍ତା କରିଥିଲେ | ଆଉ ତାଙ୍କ ଚିନ୍ତାଧାରା ଏମିତି…
ଅଧିକ ଖବର ଦେଖନ୍ତୁ...

ଅଲିମ୍ପିକ୍ସ ମହିଳା ହକି : ଭାରତକୁ ୫-୧ରେ ହରାଇଲା ନେଦରଲାଣ୍ଡସ୍

ଟୋକିଓ : ପରାଜୟ ସହ ଭାରତୀୟ ମହିଳା ହକି ଦଳ ନିଜର ଅଲିମ୍ପିକ୍ସ ଅଭିଯାନ ଆରମ୍ଭ କରିଛି ।  ବିଶ୍ବର ନଂ୧ ମହିଳା ହକି ଦଳ ନେଦରଲାଣ୍ଡସ ଭାରତୀୟ ଦଳକୁ ୫-୧ରେ ପରାସ୍ତ କରିଛି । ମ୍ୟାଚ ସାରା ନେଦରଲାଣ୍ଡସ୍ ଭାରତୀୟ ଦଳ ଉପରେ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା ଓ ଗୋଲ ପରେ ଗୋଲ ଦେଇ ଚାଲିଥିଲା ।…
ଅଧିକ ଖବର ଦେଖନ୍ତୁ...

ପରକୀୟା ପ୍ରୀତି ସନ୍ଦେହରେ ମହିଳାଙ୍କୁ ନୃଶଂସ ହତ୍ୟା, ସ୍ୱାମୀ ଅଟକ

ଭଦ୍ରକ: ଧାରୁଆ ମାରଣାସ୍ତ୍ରରେ ମହିଳାଙ୍କୁ ହତ୍ୟା କରାଯାଇଛି । କୁରାଢ଼ୀ ସାହାଯ୍ୟରେ ଅତି ନୃଶଂସ ଭାବେ ମହିଳାଙ୍କ ମୁଣ୍ଡକୁ ଛେଚି ହତ୍ୟା କରାଯାଇଛି । ମୃତ ମହିଳା ଜଣଙ୍କ ହେଲେ ଛବିଲତା ସାହୁ। ପରକୀୟା ପ୍ରୀତି ସନ୍ଦେହରେ ସ୍ୱାମୀ ଏଭଳି ଅମାନୁଷିକ ଭାବେ ସ୍ତ୍ରୀକୁ ମାରିଥିବା ସନ୍ଦେହ…
ଅଧିକ ଖବର ଦେଖନ୍ତୁ...