Daily Archives

July 25, 2021

ନାବାଳିକାର ସନ୍ଦେହଜନକ ମୃତ୍ୟୁ 

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ମାଝୀଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଚାଜାମଗୁଡାରେ ନାବାଳିକାର ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ ହୋଇଥିବା ନାବାଳିକା କୁଚା ଜାମଗୁଡା ଗ୍ରାମର ସସ୍ମିତା ହରିଜନ (୧୫) ବୋଲି ଜଣାପଡ଼ିଛି । ନିଜ ଭାଇ ସହ ମୋବାଇଲକୁ ନେଇ ଗଣ୍ଡଗୋଳ…
ଅଧିକ ଖବର ଦେଖନ୍ତୁ...

ରୋଗଗ୍ରସ୍ତା ଅନାଥ ବୃନ୍ଦା କାବାସୀଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଏଭଳି ବହୁ ଅନାଥ ଶିଶୁ ରହିଯାଇଛନ୍ତି ଯେଉଁମାନେ ବାପା-ମାଆଙ୍କୁ ହରାଇ ଏବେ ଦୁର୍ଦିନରେ ଦିନ କାଟୁଛନ୍ତି। ସେଭଳି ଜଣେ ଅନାଥ ଯୁବତୀଙ୍କ ଦୁଃଖଦ କାହାଣୀ ନିଜେ ପୀଡ଼ିତା ବୟାନ କରୁଥିବା ବେଳେ ହୃଦୟ ଫାଟି ପଡୁଥିଲା। ସେ ହେଉଛନ୍ତି ବୃନ୍ଦା କାବାସୀ। ବୟସ…
ଅଧିକ ଖବର ଦେଖନ୍ତୁ...

ସୂର୍ଯ୍ୟ ହାତଖଣ୍ଡିଠାରୁ ମିଳିଲା ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା, ହାଇଦର ଓ ଟିଟୋ ଭଳି ଖୋର୍ଦ୍ଧାରେ ଅପରାଧିକ ସାମ୍ରାଜ୍ୟ…

ଖୋର୍ଦ୍ଧା: ଏକ ଅପହରଣ ଓ ଦାଦାବଟି ଆଦାୟ କରିବା ମାମଲାରେ ସମ୍ପୃକ୍ତ ଥିବା ଗ୍ୟାଙ୍ଗର ମୁଖିଆ ସୁନୀଲ ଓରଫ ସୂର୍ଯ୍ୟ ହାତଖଣ୍ଡି(ବୋମାଭିଡ଼ିବା ସମୟରେ ବିସ୍ଫୋରଣରେ ହାତ ନଷ୍ଟ ହୋଇଯାଇଥିବାରୁ ‘ସୂର୍ଯ୍ୟ ହାତଖଣ୍ଡି’ ଭାବେ ପରିଚିତ ଥିଲା) ସମେତ ୪ ଜଣ ଗିରଫ ହେବା ପରେ ଖୋର୍ଦ୍ଧା ଜିଲ୍ଲାରେ ସୃଷ୍ଟି…
ଅଧିକ ଖବର ଦେଖନ୍ତୁ...

ଟ୍ରାଫିକ ପୁଲିସ ବ୍ୟବହାର କରୁଥିଲେ ସୁନାର ଶୌଚାଳୟ

ନୂଆଦିଲ୍ଲୀ: ରୁଷ ଅଧିକାରୀ ଲାଞ୍ଚ କାରବାର ହେଉଥିବା ଏକ ବଡ଼ ଘଟଣାର ପର୍ଦାଫାସ କରିଛନ୍ତି। ଏଥିରେ ଅନେକ ଟ୍ରାଫିକ ପୁଲିସ ଅଧିକାରୀ ସାମିଲ ଥିବା ଜଣାପଡ଼ିଛି। ଆଶ୍ଚର୍ଯ୍ୟର କଥା ହେଉଛି ଏହି ଘଟଣାର ସାମିଲ ଥିବା ଟ୍ରାଫିଲ ପୁଲିସଙ୍କ ମଧ୍ୟରୁ ଜଣେ ଟ୍ରାଫିକ ପୁଲିସଙ୍କ ଘରେ ସୁନାର ଶୌଚାଳୟ ଥିବା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଚେଷ୍ଟା କଲେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇପାରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। କର୍ତ୍ତୃପକ୍ଷଙ୍କ କଥା ଭଲଭାବେ ଶୁଣି ନିଜର ମତାମତ ଦିଅନ୍ତୁ। ବୃଷ: ଆପଣ ନିଜ କଥାରେ ଲୋକଙ୍କୁ ପ୍ରଭାବିତ କରିବେ। ଉପାୟ ବଦଳାଇଲେ କାମ ସହଜରେ ସଂପୂର୍ଣ୍ଣ ହେବ। ପ୍ରିୟତମଙ୍କ ସହ ସମ୍ବନ୍ଧରେ…
ଅଧିକ ଖବର ଦେଖନ୍ତୁ...

କରୋନା କାହାଣୀ; ପାଠପଢା ଠପ ହୋଇଯିବାରୁ ଛୋଟ ପିଲାଙ୍କ କାନ୍ଧରେ ପରିବାରର ବୋଝ

ମହାକାଳପଡ଼ା: କରୋନା ତାଣ୍ଡବରେ ଅନେକ କିଛି ବଦଳି ଯାଇଛି। ପେସାଠାରୁ ନିଶା ପର୍ଯ୍ୟନ୍ତ ଓ କର୍ତ୍ତବ୍ୟଠାରୁ ଆରମ୍ଭ କରି ଦାୟିତ୍ୱ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ପରିବର୍ତ୍ତନ। ଗଲା ଦେଢ ବର୍ଷ  ବିଦ୍ୟାଳୟ  ବନ୍ଦ ରହିବା ଯୋଗୁଁ ଗାଁ ଗହଳିର ପିଲାମାନେ ବିଦ୍ୟାଳୟ ଓ ପାଠ ପଢ଼ା ଭୁଲିବାକୁ ବସିଲେଣି।…
ଅଧିକ ଖବର ଦେଖନ୍ତୁ...

ବର୍ଷା ଅଭାବ: କେନାଲ ପାଣି ପହଞ୍ଚୁନି; ଚିନ୍ତାରେ ଚାଷୀ

ଜଗତସିଂହପୁର: ଜଗଗତସିଂହପୁର ଜିଲ୍ଲାରେ ପ୍ରଥମରୁ ମୌସୁମୀ ବର୍ଷାର ଅନିୟମିତତା ଓ କେନାଲ ପାଣି ପହଞ୍ଚି ନଥିବାରୁ  ଖରିଫ୍‌ ଚାଷ କାମ ପଛେଇ ଯାଇଛି। ଚାଷୀ ଚିନ୍ତାରେ। ରୁଆ ବେଉଷଣ ପଛେଇ ଯାଇଛି। କେନାଲ ପାଣି ଠିକଣା ସମୟରେ ନ ପହଞ୍ଚିବାରୁ ଚାଷୀ ତଳିଘେରା ବଞ୍ଚାଇବା ବଡ଼ ଆହ୍ବାନ ଥିଲା। ଗତ ଦୁଇ…
ଅଧିକ ଖବର ଦେଖନ୍ତୁ...

୨୦୨୪ ପାଇଁ ମମତା କରିବେ ବୈଠକ! ଅଣବିଜେପି ଦଳମାନଙ୍କୁ ନିମନ୍ତ୍ରଣ କଲା ଟିଏମସି

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ରେକର୍ଡ ବିଜୟ ହାସଲ କରିବା ପରେ ଏବେ ମମତାଙ୍କ ନୂଆ ରଣନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି | ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ଜୁଲାଇ ୨୬ ରୁ ୩୦ ଦିଲ୍ଲୀ ଗସ୍ତ କରୁଛନ୍ତି। ଯଦିଓ ମମତା ବାନାର୍ଜୀ ମଧ୍ୟ ଏହି ସମୟରେ ପ୍ରଧାନମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଟି-୨୦: ଶ୍ରୀଲଙ୍କା ଆଗରେ ୧୬୫ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଭାରତ

କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜିଠାରୁ ଟି-୨୦ ଶୃଙ୍ଖଳା ଆରମ୍ଭ ହୋଇଯାଇଛି । କଲମ୍ବୋସ୍ଥିତ ଆର୍ ପ୍ରେମ୍‌ଦାସା ଷ୍ଟାଡିୟମରେ ଆୟୋଜକ ଶ୍ରୀଲଙ୍କା ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଶିଖର ଧାୱନଙ୍କ ନେତୃତ୍ୱରେ ଭାରତ ବ୍ୟାଟିଂ କରିଥିଲା । ଭାରତ ନିର୍ଦ୍ଧାରିତ ୨୦ ଓଭରରେ…
ଅଧିକ ଖବର ଦେଖନ୍ତୁ...

୨୦୨୨ ବିଧାନସଭା ନିର୍ବାଚନରେ ଅଯୋଧ୍ୟାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ: ୨୦୨୨ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି କଳ୍ପନାଜଳ୍ପନା କରାଯାଉଛି | ଏନେଇ ଅଯୋଧ୍ୟାରୁ ବିଧାନସଭା (ବିଧାୟକ)ର ସଦସ୍ୟ ଥିବା ବେଦ ପ୍ରକାଶ ଗୁପ୍ତା ଆଜି…
ଅଧିକ ଖବର ଦେଖନ୍ତୁ...