Daily Archives

July 26, 2021

 ମୟୂରଭଞ୍ଜ ଜିଲ୍ଲାର ୬୧୦ ମାଧ୍ୟମିକ ବିଦ୍ୟାଳୟ ଖୋଲିଲା 

ବାରିପଦା :ଦୀର୍ଘ ଦିନର ବ୍ୟବଧାନ ପରେ ମୟୂରଭଞ୍ଜ ଜିଲ୍ଲାରେ ଥିବା ୬୧୦ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଖୋଲିଥିବା ବେଳେ  ପ୍ରଥମ ଦଫାରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ନେଇ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହୋଇଛି । ଜୁଲାଇ ୨୬ ସୋମବାରଠାରୁ ଜିଲ୍ଲାରେ ୬୧୦ଟି ସରକାରୀ ଓ…
ଅଧିକ ଖବର ଦେଖନ୍ତୁ...

ଖରିଫ ମଣ୍ଡିରେ ମହିଳା ସ୍ବୟଂ ସହାୟକ ଦଳକୁ କ୍ରୟକାରୀ ସଂସ୍ଥାରୁ ବାଦ୍ ଦେବାକୁ ପାଣି ପଂଚାୟତର ଦାବି

ଜୟପୁର : ରବି ମଣ୍ଡିରେ କୁନ୍ଦ୍ରାବ୍ଲକରେ ଧାନ କ୍ରୟକାରୀ ସଂସ୍ଥା ରହି ଆସିଥିବା ଏକ ମହିଳା ସ୍ବୟଂ ସହାୟକଦଳ ବ୍ୟାପକ ଅନିମିୟତତା କରିଥିବାରୁ ତାକୁ ବାଦ୍ ଦେବାକୁ ଭୁଷଙ୍ଗଗୁଡା ପଂଚାୟତର ଗିର୍ଲ୍ଲୀଗୁଡ଼ା ଠାରେ ଥିବା ଅଜାଦ ପାଣିପଂଚାୟତ ଦାବି କରିଛି। ଆଜି ଏ ନେଇ ଏକ ଦାବିପତ୍ର ପାଣି ପଂଚାୟତ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆ ପୁସ୍ତକ ପ୍ରଚ୍ଛଦପଟ୍ଟ ଡିଜାଇନରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ ଚିତ୍ରଶିଳ୍ପୀ ଅସିତ ମୁଖାର୍ଜୀ

ଭୁବନେଶ୍ବର  : ଗ୍ରୁପ ଖଲିକୋଟିଆନ୍ ଆନୁକୂଲ୍ୟରେ ଚତୁର୍ଥ "କଳା ଓ କଳାକାର" ଆଲୋଚନା ଚକ୍ର  ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି କଳା ଚର୍ଚ୍ଚା ରେ ଓଡ଼ିଶାର ବିଶିଷ୍ଟ ଚିତ୍ର ଶିଳ୍ପୀ ତଥା ଧର୍ମପଦ ପୁରସ୍କାର ପ୍ରାପ୍ତ ଅସିତ୍ ମୁଖାର୍ଜୀ ଙ୍କ କର୍ମମୟ ଶିଳ୍ପୀ ଜୀବନର ବିଭିନ୍ନ ଦିଗ…
ଅଧିକ ଖବର ଦେଖନ୍ତୁ...

କୋଟିଏ ଟଙ୍କାର ଗଂଜେଇ  ଜବତ, ଜଣେ ଗିରଫ, ୬ ଫେରାର

ଜୟପୁର : କୋରାପୁଟ ଜିଲ୍ଲାର ପଟାଙ୍ଗୀ ଅଂଚଳରୁ ପିକ୍ ଅଫ୍ ଭ୍ୟାନରେ ଜୟପୁରକୁ ଆସୁଥିଲା ଗଂଜେଇ। ଏଠାରୁ ଟ୍ରକ ଯୋଗେ ଅନ୍ତଃରାଜ୍ୟକୁ ଯାଇଥାନ୍ତା। କିନ୍ତୁ ଜୟପୁର ସଦରଥାନା ଅଂଚଳରେ ପୁଲିସ ହାବୁଡ଼ରେ ଗତ କାଲି ୪ଟା ୪୦ ବେଳେ ପଡ଼ିଗଲା। ଭ୍ୟାନରୁ ଗଂଜେଇ ବାହାର କରି ଟ୍ରକରେ ଲୋଡ଼ କରିବା ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ କଡରେ ଏଣିକି ମିଳିବନି ମଦ, ସୁପ୍ରିମକୋର୍ଟ ଦେଲେ ନୂଆ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଏଣିକି ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ଠାରୁ ୫୦୦ ମିଟର ମଧ୍ୟରେ ମଦ ଦୋକାନ ରହିବ ନାହିଁ | ମଦ ଦୋକାନ ଖୋଲିବା ଓ ମଦ ବିକ୍ରି କରିବାକୁ ଲାଇସେନ୍ସ ନ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି | ସେହିପରି କୋର୍ଟ ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଅଂଚଳରେ ଥିବା ମଦ ଦୋକାନ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ୨ଟି ଜେଲରେ ଆରମ୍ଭ ହେଲା ଇ-ମୁଲାକାତ ବ୍ୟବସ୍ଥା

ଭୁବନେଶ୍ବର : ଆଜିଠାରୁ ରାଜ୍ୟର କଏଦୀମାନଙ୍କ ପାଇଁ ଲାଗୁ ହେଲା ଇ-ମୁଲାକାତ ବ୍ୟବସ୍ଥା । ଏହି ସେବା ମାଧ୍ୟମରେ ଘରେ ବସି କଏଦୀମାନଙ୍କ ସହ ଭିଡିଓ କଲ ମାଧ୍ୟମରେ କଥାବାର୍ତ୍ତା ଲାଗି ସମୟ ଧାର୍ଯ୍ୟ କରାଯାଇପାରିବ । ଆଜି ରାଜ୍ୟର ୨ଟି ଜେଲ ଚୌଦ୍ବାର ଓ ଭୁବନେଶ୍ବରର ଝାରପଡ଼ାରେ ଏହି ସେବା ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଖୁବ୍‌ଶୀଘ୍ର ନୂଆ ସଙ୍କର କିସମ ନଡ଼ିଆ, ବର୍ଷକୁ ଏକାଥରେ ଫଳିବ ୧୦୦ରୁ ୧୫୦

ଆନ୍ଧ୍ରରେ ସଫଳ ହୋଇଛି ଗୋଦାବରୀ-ଗଙ୍ଗା କିସମ ଚାଷ ଭୁବନେଶ୍ବର : ଗୋଟିଏ ଗଛରେ ବର୍ଷକୁ ଏକାଥରେ ୧୦୦ରୁ ୧୫୦ ନଡ଼ିଆ ଦେବ ଗୋଦାବରୀ-ଗଙ୍ଗା। ବଡ଼ ନଡ଼ିଆ ସହିତ ମିଠା ପାଣିର ମଜା ନେଇ ପାରିବେ ଲୋକେ। ଆନ୍ଧ୍ରପ୍ରଦେଶ ପରେ ଓଡ଼ିଶାରେ ଏହି ସଙ୍କର କିସମ ନଡ଼ିଆ ଉତ୍ପାଦନ ହେବାକୁ ଯାଉଛି। ୨୦୦୪…
ଅଧିକ ଖବର ଦେଖନ୍ତୁ...

ସହିଦ ସପ୍ତାହ ପାଳନ ନେଇ ନକ୍ସଲଙ୍କ ଅଡିଓ ଟେପ ଜାରି

ମାଲକାନଗିରି: ମାଲକାନଗିରି-କୋରାପୁଟ ବର୍ଡର ଡିଭିଜନର ମାଓନେତା ରାକେଶ ଆସନ୍ତା ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରୁଥିବା ନେଇ ଅଡିଓ ଟେପ ଜାରି କରିଛନ୍ତି। ଆଜି ଗଣମାଧ୍ୟମକୁ ସୂଚନା ଦେଇ ମାଓନେତା ପ୍ରକାଶ କରିଛନ୍ତି କି ସହିଦ ସପ୍ତାହକୁ ଗ୍ରାମ ଗ୍ରାମରେ ପାଳନ…
ଅଧିକ ଖବର ଦେଖନ୍ତୁ...

ରାଜ କୁନ୍ଦ୍ରାଙ୍କ ପାଇଁ ମୁଣ୍ଡ ଟେକିପାରେ ନୂଆ ସମସ୍ୟା, ସାକ୍ଷୀ ଦେଲେ ତାଙ୍କର ହିଁ ଚାରିଜଣ କର୍ମଚାରୀ

ନୂଆଦିଲ୍ଲୀ: ପର୍ଣ୍ଣ ସିନେମା ନିର୍ମାଣ କରୁଥିବା ଘଟଣାରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କୁ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟା ସାମ୍ନାକୁ ଆସୁଛି। ପୁଲିସ ସୂତ୍ରରୁ ପ୍ରକାଶ, ରାଜ କୁନ୍ଦ୍ରାଙ୍କ ୪ଜଣ କର୍ମଚାରୀ ପର୍ଣ୍ଣ ସିନେମା ନିର୍ମାଣ ମାମଲାର ମୁଖ୍ୟ ସାକ୍ଷୀ ହୋଇଛନ୍ତି। ଏହି ୪ଜଣ…
ଅଧିକ ଖବର ଦେଖନ୍ତୁ...

ସହାୟତା ଲୋଡ଼ିଲେ ଅଜଣା ଗାଡ଼ି ଧକ୍କାରେ ଗୋଡ଼ ଭାଙ୍ଗିଥିବା ବୃଦ୍ଧ

ଜୟପୁର: ଗତ ୩ତାରିଖ ଦିନ କୋଟପାଡ଼ ବ୍ଲକ କୁସୁମୀ ଉମ୍ରାପଣ୍ଡି ଗ୍ରାମ ଅନ୍ତର୍ଗତ ସିଂଘବନ୍ଧଗୁଡା ଗ୍ରାମର ମୁଦି ହରିଜନ(୭୦)ଙ୍କୁ ଅଜଣା ବାଇକ୍ ଧକ୍କା ଦେଇ ଥିଲା। ଏଥିରେ ତାଙ୍କର ବାମ ଗୋଡ଼ଟିର ହାଡ଼ ଭାଙ୍ଗି ଯାଇଛି। ଏସଏଲଏନ୍ ମେଡିକାଲ କଲେଜରେ ଉତ୍ତମ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲ…
ଅଧିକ ଖବର ଦେଖନ୍ତୁ...