Daily Archives

July 27, 2021

ଆବାସ, ଭତ୍ତାରୁ ବଞ୍ଚିତ, ବିଡିଓଙ୍କୁ ଫେରାଦ୍ ହେଲେ ହିତାଧିକାରୀ

ପୁରୁଷୋତ୍ତମପୁର: ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ଅଧୀନ ସମା ପଞ୍ଚାୟତରେ ଆବାସ ଯୋଜନା, ବିଧବା ଭତ୍ତା ଓ ରାସନକାର୍ଡ଼ରୁ ବଞ୍ଚିତ ୧୫ରୁ ଅଧିକ ହିତାଧିକାରୀ ମଙ୍ଗଳବାର ବିଡିଓ ବିଜୟ କୁମାର ବେହେରାଙ୍କୁ ଫେରାଦ୍ ହୋଇଛନ୍ତି। ହିତାଧିକାରୀଙ୍କ ଅଭିଯୋଗ ଅନୁସାରେ, ସେମାନେ ଆବେଦନ…
ଅଧିକ ଖବର ଦେଖନ୍ତୁ...

ସହିଦ ସପ୍ତାହ ପାଇଁ ପୁଣି ବନ୍ଦ ରହିବ ବସ ସେବା

ଜୟପୁର: ଆସନ୍ତାକାଲି ଠାରୁ ପିଏଲଜିଏ ପକ୍ଷରୁ ସହିଦ ସପ୍ତାହ ଆରମ୍ଭ ହେଉଛି। ତେଣୁ ସରକାରୀ ଓ ଘରୋଇ ବସ ଗୁଡ଼ିକ ଆସନ୍ତାକାଲି ଠାରୁ ୩ତାରିଖ ପର୍ଯ୍ୟନ୍ତ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି। ଗତ କିଛି ମାସ ହେବ କରୋନା ସଂକ୍ରମଣ ଭୟରେ ରାଜ୍ୟ ସରକାରଙ୍କ ନିର୍ଦେଶରେ ବସ ସେବା ସଂପୁର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...

ଦେଓଘାଟ ପଞ୍ଚାୟତରେ ମନରେଗା ଦୁର୍ନୀତି, ଗାତ ଖୋଳି ଲୁଟି ନେଲେ ଟଙ୍କା  

କୋରାପୁଟ : କୋରାପୁଟ ବ୍ଲକରେ ମାଡିଛି ମନରେଗାର ଦୁର୍ନୀତି । କୋଭିଡ ସମୟରେ ସରକାରୀ ଅର୍ଥକୁ ଚଳୁ କରିଛନ୍ତି ସରକାରୀ କର୍ମଚାରୀ ଓ ଠିକାଦାର । ସରକାରୀ କର୍ମଚାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସରକାରୀ ତହବିଲରୁ ଯାଇଛି ପ୍ରାୟ ୭ ଲକ୍ଷରୁ ଅଧିକ ଟଙ୍କା । ମାତ୍ର କେତେଟି ଗାତ ଖୋଳିବିଲ…
ଅଧିକ ଖବର ଦେଖନ୍ତୁ...

ସ୍ମାର୍ଟ ସିଟିର ବିକଳ ଚିତ୍ର; ପାଣି ପାଇଁ ଯିବାକୁ ପଡୁଛି ଅଧ କିଲୋମିଟର

ରାଉରକେଲା: ପାନୀୟ ଜଳ ପାଇଁ ବସ୍ତିବାସିନ୍ଦାଙ୍କୁ ଯିବାକୁ ପଡୁଛି ପ୍ରାୟ ଅଧ କିଲୋମିଟର। ଦିନେ କି ଦୁଇ ଦିନ ନୁହେଁ ମାସ ମାସ ଧରି ଏମିତି ସମସ୍ୟା ଭୋଗୁଛନ୍ତି ପ୍ରାୟ ୧୦୦ ପରିବାର। ଏମିତି ବିକଳ ଚିତ୍ର ଜିଲ୍ଲାର କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ବରଂ ସ୍ମାର୍ଟ ସିଟି ରେଲୱେ କଲୋନି…
ଅଧିକ ଖବର ଦେଖନ୍ତୁ...

ୟେଦୁୟେରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନିରାଶ ହୋଇ ଆତ୍ମହତ୍ୟା କଲେ ଚାଷୀ

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ‌‌ୟେଦୁୟେରପ୍ପା ସୋମବାର ଇସ୍ତଫା‌ ଦେଇଥିଲେ। ‌ୟେଦୁୟେରପ୍ପାଙ୍କ ସରକାରକୁ ୨ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ତାଙ୍କ ଇସ୍ତଫା ଘୋଷଣା କରିଥିଲେ। ଇସ୍ତଫା‌ ଘୋଷଣା କରିବା ସମୟରେ…
ଅଧିକ ଖବର ଦେଖନ୍ତୁ...

ଆଇଏନ୍‌ଆଇ-ସିଇଟିରେ ୩୯ତମ ସ୍ଥାନ ହାସଲ କଲେ ସ୍ବୀକୃତି

ରାଉରକେଲା: ଡାକ୍ତରମାନଙ୍କ ପାଇଁ କଠିନତମ ପରୀକ୍ଷା ଭିତରୁ ଗୋଟିଏ ଭାବେ ଗଣା ଯାଉଥିବା ଆଇଏନ୍‌ଆଇ-ସିଇଟି (ଦି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ନ୍ୟାସନାଲ ଇମ୍ପୋଟାନ୍ସ କମ୍ବାଇନ୍ଡ଼ ଏନ୍‌ଟ୍ରାନ୍‌ସ ଟେଷ୍ଟ)ରେ ରାଉରକେଲାର ଝିଅ ସ୍ବୀକୃତି ଦାଶ ସର୍ବଭାରତୀୟ ସ୍ତରରେ ୩୯ତମ ସ୍ଥାନ ଅଧିକାର କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଅନାସ୍ଥା ଭୋଟ୍‌ରେ ହାରିଗଲେ ରଙ୍ଗିଆଟିକିରା ସରପଞ୍ଚ, ଅନାସ୍ଥା ସପକ୍ଷରେ ୧୦, ବିପକ୍ଷରେ ମାତ୍ର ଗୋଟିଏ ଭୋଟ୍‌

ବାମରା: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ରଙ୍ଗିଆଟିକିରା ପଞ୍ଚାୟତରେ ହୋଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍‌ ଗ୍ରହଣ ଶେଷ ହୋଇଛି। ସରପଞ୍ଚ ଚମ୍ପାବତୀ ମିଞ୍ଜ ହାରି ଯାଇଥିବା ସୂଚନା ମିଳିଛି। ଅନାସ୍ଥା ସପକ୍ଷରେ ୧୦ଟି ଭୋଟ୍‌ ପଡ଼ିଥିବା ବେଳେ ବିପକ୍ଷରେ ପଡ଼ିଥିଲା ମାତ୍ର ଗୋଟିଏ ଭୋଟ୍‌।…
ଅଧିକ ଖବର ଦେଖନ୍ତୁ...

ହାଇଦ୍ରାବାଦରେ ସ୍ବାମୀଙ୍କ ଅକଥନୀୟ ନିର୍ଯାତନା, ଖସି ଆସି ଜରଡ଼ା ଥାନାରେ ଅଭିଯୋଗ କଲେ ପତ୍ନୀ

ପାତ୍ରପୁର: ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଧୀନ ବିଜୟପୁର ଗ୍ରାମର ଅନୀତା ପ୍ରଧାନ (୨୭) ନାମକ ଜଣେ ମହିଳା ହାଇଦ୍ରାବାଦରେ ସ୍ବାମୀଙ୍କ ଅକଥନୀୟ ନିର୍ଯାତନା ସହି ନପାରି ସେଠାରୁ ଖସି ଆସିଛନ୍ତି। ଆଉ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି। ୨୦୧୬ରେ ଅନୀତା ନିଜ ଗ୍ରାମର ଜିତେନ୍ଦ୍ର ନାମକ ଜଣେ…
ଅଧିକ ଖବର ଦେଖନ୍ତୁ...

୩ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆର୍‌ଆଇ

ଖଜୁରୀପଡ଼ା: ଲାଞ୍ଚ ନେଇ ଭିଜଲାନ୍ସ ହାତରେ ଧରା ପଡ଼ିଛନ୍ତି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ତହସିଲ କାର୍ଯ୍ୟାଳୟ ଅଧୀନ ଗୁଦାରୀ ରାଜସ୍ବ କାର୍ଯ୍ୟାଳୟରେ କାର୍ଯ୍ୟରତ ରାଜସ୍ବ ନିରୀକ୍ଷକ ସୁନିଲ କୁମାର ଦିଗାଲ। ଜମିଜମା ଭାଗବଣ୍ଟା ସମାଧାନ ପାଇଁ ରାଜସ୍ବ ନିରୀକ୍ଷକ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା…
ଅଧିକ ଖବର ଦେଖନ୍ତୁ...

ମଦ ଉଜାଡ଼ିଦେଲା ସଂସାର; ନବବିବାହିତା ମଥାରୁ ଲିଭିଗଲା ସିନ୍ଦୂର, ୧୦୦ ଟଙ୍କା ପାଇଁ ଜୀବନ ହାରିଲେ ଦାଦନ

ବୁଗୁଡ଼ା: ମଦ ଉଜାଡ଼ିଦେଲା ସଂସାର। ନବବିବାହିତାର ମଥାର ସିନ୍ଦୂର ଲିଭିଯାଇଥିବା ବେଳେ ରୋଜଗାରିଆ ପୁଅକୁ ହରାଇଲେ ବାପାମାଆ। ମାତ୍ର ୧୦୦ ଟଙ୍କା ପାଇଁ ଜୀବନ ହାରିଲେ ଦାଦନ। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅଧୀନ ଗୋଲିଆ ଗ୍ରାମରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନିଜ ଘରେ ବେକରେ…
ଅଧିକ ଖବର ଦେଖନ୍ତୁ...