Daily Archives

July 27, 2021

 ଧୋଲାବିରାରେ ଥିବା ହରପ୍ପାକାଳୀନ ସହରକୁ ୟୁନେସ୍କୋ ବିଶ୍ବ ଐତିହ୍ୟ ମାନ୍ୟତା

ନୂଆଦିଲ୍ଲୀ : ଗୁଜୁରାଟର ଧୋଲାବିରାଠାରେ ମିଳିଥିବା ପ୍ରାଚୀନ ହରପ୍ପା ସଭ୍ୟତାର ଧ୍ବଂସାବଶେଷକୁ ୟୁନେସ୍କୋ ବିଶ୍ବ ଐତିହ୍ୟ ମାନ୍ୟତା ଦିଆଯାଇଛି । ଏହା ସହିତ ତେଲେଙ୍ଗାନାରେ ଥିବା କାକତିୟ ରୁଦ୍ରେଶ୍ବର ମନ୍ଦିରକୁ ମଧ୍ୟ ବିଶ୍ବ ଐତିହ୍ୟ ତାଲିକାରେ ସାମିଲ କରାଯାଇଛି । ଚୀନର ଫୁଜୁଠାରେ ବସିଥିବା…
ଅଧିକ ଖବର ଦେଖନ୍ତୁ...

ରାଜ କୁନ୍ଦ୍ରାଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ସିଜ କଲା ମୁମ୍ବାଇ କ୍ରାଇମବ୍ରାଞ୍ଚ, ଆକାଉଣ୍ଟରେ ଥିଲା ଏତିକି ଟଙ୍କା

ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ସୁଟିଂ ମାମଲାରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କ ଉପରେ ଆଜି ମୁମ୍ବାଇ କ୍ରାଇମବ୍ରାଞ୍ଚ ଏକ ବଡ ପଦକ୍ଷେପ ନେଇଛି | ଆଜି ମୁମ୍ବାଇ କ୍ରାଇମବ୍ରାଞ୍ଚ ପକ୍ଷରୁ ରାଜ କୁନ୍ଦ୍ରାଙ୍କର ଦୁଇଟି ବ୍ୟାଙ୍କ ଆକାଉଣ୍ଟକୁ ସିଜ କରାଯାଇଛି | ମୁମ୍ବାଇ କ୍ରାଇମବ୍ରାଞ୍ଚ ରାଜ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକ

ବ୍ରଜରାଜନଗର: ବ୍ରଜରାଜନଗର ଥାନା ଅନ୍ତର୍ଗତ ବୁନ୍ଦିଆ ମାର୍କେଟରେ ରହୁଥିବା ତାରକେଶ୍ୱର ଦାସଙ୍କ ପତ୍ନୀ ଦୀପିକା ଦାସ (୨୭)ଙ୍କ ଝୁଲନ୍ତା ମୃତ ଦେହ ସୋମବାର ସନ୍ଧ୍ୟାରେ ତାଙ୍କର ଶୋଇବା ଘରୁ ଉଦ୍ଧାର କରାଯାଇଛି। ଓଢ଼ଣୀରେ ପଙ୍ଖାରେ ତାଙ୍କ ଶବ ଝୁଲୁଥିବା ପରିବାର ଲୋକ ଦେଖିଥିବା କହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବିବାହିତ ଲୋକଙ୍କ ଲାଗି ଦିନଟି ଭଲ। ପରିବାର ସହ ମଧ୍ୟାହ୍ନ ଭୋଜନର ଆନନ୍ଦ ନେବେ। ବ୍ୟବସାୟରେ ଲାଭ କମ୍ ମିଳିପାରେ। ଛାତ୍ରଙ୍କ ଲାଗି ଦିନଟି ଶୁଭ। ବୃଷ: ଅଧା କାମ ସଂପୂର୍ଣ୍ଣ ହେବ। ଧାର ନେବା ଦେବାରୁ ନିବୃତ୍ତ ରୁହନ୍ତୁ। ସମ୍ବନ୍ଧରେ ଭାରସାମ୍ୟ ରଖି ଚଳନ୍ତୁ। ରାଜନୀତିରେ ଆର୍ଥିକ…
ଅଧିକ ଖବର ଦେଖନ୍ତୁ...

ତାଳଚେର ସାର କାରଖାନା ପୁନରୁଦ୍ଧାର ହେଲେ କେତେ ଜଣ ରୋଜଗାର ପାଇବେ ? ଲୋକସଭାରେ ପ୍ରଶ୍ନ କଲେ ଢେଙ୍କାନାଳ ସାଂସଦ ମହେଶ…

ନୂଆଦିଲ୍ଲୀ: ଆଜି ଲୋକସଭାରେ ତାଳଚେର ସାରା କାରଖାନା ବାବଦରେ ପ୍ରଶ୍ନ ପଚାରିଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ | ସେ ପ୍ରଶ୍ନ କରିଛନ୍ତି ଯେ ତାଳଚେର ସାର କାରଖାନା ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କର କିଛି ଯୋଜନା ଅଛି କି ? ଯଦି ହଁ, ତେବେ ଏହି କାରଖାନା ପୁନରୁଦ୍ଧାର ପରେ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା, ୪୨୧ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି । ଆଜି ପୁଣି ଥରେ ୩୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ମୋଟ ୪୨୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଛନ୍ତି । ଏପର୍ଯ୍ୟନ୍ତ ମୋଟ ୪୯୦୧ଟି ଘର ଏବଂ ୨୦ ହଜାର ୩୫୦ ଲୋକଙ୍କ…
ଅଧିକ ଖବର ଦେଖନ୍ତୁ...

୨୮ରୁ ନକ୍ସଲଙ୍କ ସହିଦ ସପ୍ତାହ; ମାଲକାନଗିରି ଜିଲ୍ଲାସୀମା ସିଲ, ହାଇଆଲର୍ଟ ଜାରି

ମାଲକାନଗିରି: ବୁଧବାର ଦିନ ଠାରୁ ମାଓବାଦୀଙ୍କ ସହିଦ ସପ୍ତାହ। ଦୁର୍ଗମ ଗ୍ରାମ ଗୁଡିକରେ ନକ୍ସଲ ସହିଦ ସପ୍ତାହ ପାଳନ ନେଇ ପୋଷ୍ଟର ବ୍ୟାନର ମାରିବା ସହ ଗଣମାଧ୍ୟମରେ ମଧ୍ୟ ବିବୃତ୍ତି ପ୍ରଦାନ କରିଛନ୍ତି। ମାଲକାନଗିରି ଜିଲ୍ଲାରେ ସହିଦ ହୋଇଥିବା ମାଓ କମାଣ୍ତଙ୍କ ସ୍ମୃତିଚାରଣ କରିବା ସହ ସମସ୍ତ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୯୬୯ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୬

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ସଂକ୍ରମଣରୁ ୧୯୬୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୬ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ଅର୍ଥନୀତି ଉପରେ କରୋନା ମାଡ଼, ଅଭିବୃଦ୍ଧି ୯.୫% କୁ ଖସିବ : ଆଇଏମଏଫ୍

ନୂଆଦିଲ୍ଲୀ : କରୋନା ମହାମାରୀର ୨ୟ ଲହର ଭାରତର ଅର୍ଥନୀତିକୁ ଗୁରୁତରଭାବେ ପ୍ରଭାବିତ କରିଛି ।  ଫଳରେ ଚଳିତ ଆର୍ଥିକ ବର୍ଷରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ୯.୫ ପ୍ରତିଶତକୁ କମି ଆସିବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି କହିଛି । ଆଇଏମଏଫର ଜୁଲାଇ ବିଶ୍ବ ଅର୍ଥନୈତିକ ପ୍ରେକ୍ଷାପଟ୍ଟ…
ଅଧିକ ଖବର ଦେଖନ୍ତୁ...