Daily Archives

July 28, 2021

ସ୍ମାର୍ଟସିଟିରେ ଶିଶୁ ବିକ୍ରି ଘଟଣା: କିଙ୍ଗ୍‌ପିନ୍‌ର ପତ୍ତା ମିଳୁନି, ଫେରାର୍‌ ମହିଳାଙ୍କ ସ୍ବାମୀକୁ ଛାଡ଼ିଦେଲା ପୁଲିସ

ରାଉରକେଲା: ସ୍ମାର୍ଟସିଟିରେ ପିଲା ବିକ୍ରି ମାମଲାକୁ ନେଇ ଦିନକୁ ଦିନ ନୂଆ ତଥ୍ୟ ଆସିବାରେ ଲାଗିଛି। ଏହି ବେପାରରେ ଗିରଫ ୫ ଜଣ ମହିଳା ଓ ୨ ଜଣ ଯୁବକ, ସମସ୍ତେ ଉଚ୍ଚ ଶିକ୍ଷିତ ଓ ସମ୍ଭ୍ରାନ୍ତ ପରିବାରର। ଏହି ମହିଳାମାନେ ବେଆଇନ ସୁଧ କାରବାରରେ ବି କୁଆଡ଼େ ଲିପ୍ତ ଅଛନ୍ତି। ତେବେ ଦୀର୍ଘ ୪/୫…
ଅଧିକ ଖବର ଦେଖନ୍ତୁ...

୫ ସଚିବଙ୍କ ଦିନିକିଆ କୋରାପୁଟ ଗସ୍ତ ଶେଷ

କୋରାପୁଟ: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଗସ୍ତ ସାରି ଫେରିଛନ୍ତି ରାଜ୍ୟ ସରକାରଙ୍କର ୫ ଜଣ ହେବିୱ‌େଟ ସଚିବ। ଆଜି ଜୟପୁର ବିମାନବନ୍ଦରରେ ଓହେ୍ଲଇବା ପରେ ନବରଙ୍ଗରପୁର ଗସ୍ତରେ ଯାଇଥିଲେ। ସେଠାରୁ ଫେରି କୋରାପୁଟ ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ…
ଅଧିକ ଖବର ଦେଖନ୍ତୁ...

ପିଡ଼ିଏସ ଚାଉଳ ନେବା ପାଇଁ ବିପଦପୂର୍ଣ୍ଣ ଅବସ୍ଥାରେ ନାଳ ପାର ହେଉଛନ୍ତି ଲୋକେ

ମାଲକାନଗିରି: ପିଡିଏସ ଚାଉଳ ନେବାପାଇଁ ନିଜ ଜୀବନକୁ ବାଜି ଲଗାଇ ବିପଦପୂର୍ଣ୍ଣ ଅବସ୍ଥାରେ ନାଳ ପାର ହେଉଛନ୍ତି ଲୋକେ। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳର ବଡ଼ପଡା ପଞ୍ଚାୟତର ମାଳିଗୁଡାଠାରେ ଏପରି ଘଟଣା ଦେଖିବାକୁ ମିଳିଛି । ଦୁର୍ଗମ ପାହାଡ଼ ବଣ ଜଙ୍ଗଲ ଘେରା ଧୂଳିଫୁଟ ପଞ୍ଚାୟତ ଆଜି ବି…
ଅଧିକ ଖବର ଦେଖନ୍ତୁ...

ସାମ୍ବାଦିକଙ୍କୁ ର୍ଦୁବ୍ୟବହାର ପ୍ରସଙ୍ଗ: କେନ୍ଦ୍ରାପଡ଼ା ମହିଳା କନେଷ୍ଟବଳଙ୍କୁ ଗିରଫ ଦାବି

ଜୟପୁର: ରାଜ୍ୟରେ ବିଭିନ୍ନ ସ୍ଥାନରେ ବାରମ୍ବାର ସାମ୍ବାଦିକମାନଙ୍କୁ ର୍ଦୁବ୍ୟବହାର କରାଯାଉଛି, ଯାହାର ସତ୍ୟାସତ୍ୟ ଘଟଣା ପୁରୀ ଜିଲ୍ଲା ଗୋପ ଓ କେନ୍ଦ୍ରାପଡ଼ାରେ ଦେଖିବାକୁ ମିଳିଛି । ନିକଟରେ କେନ୍ଦ୍ରାପଡ଼ା ଆରକ୍ଷୀ ଅଧକ୍ଷଙ୍କ କାର୍ଯ୍ୟାଳୟ ପରିସରରେ ବିଜେପିର ଗଣଧାରଣା ଚାଲିଥିବା ସମୟରେ…
ଅଧିକ ଖବର ଦେଖନ୍ତୁ...

 ଖଣି ମାଫିଆଙ୍କ ବିରୋଧରେ ଆଦିବାସୀଙ୍କ ବିକ୍ଷୋଭ 

ଖୋର୍ଦ୍ଧା : ଖୋର୍ଦ୍ଧା ଗ୍ରାମାଂଚଳରେ ଖଣି ମାଫିଆଙ୍କ ଦ୍ୱାରା ଘରୋଇ ଜମି ଠାରୁ ଆରମ୍ଭ କରି ଶ୍ମଶାନ ଜମିରେ ବେଆଇନ ଖନନ ନେଇ ଅନେକ ଅଭିଯୋଗ ହୋଇଆସିଛି । ତେବେ ପ୍ରଶାସନ ପକ୍ଷରୁ ବେଆଇନ ପଥର ଚାଲାଣ ଉପରେ ଜୋରିମାନା ବ୍ୟତୀତ ଅନ୍ୟ ପଦକ୍ଷେପ ନିଆଯାଇନାହିଁ । ଆଜି ଖଣି ମାଫିଆଙ୍କ ବିରୋଧରେ…
ଅଧିକ ଖବର ଦେଖନ୍ତୁ...

ମାନସିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ କିଟ୍ ବଣ୍ଟନ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ମାନସିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ପ୍ରଶିକ୍ଷଣ କିଟ୍ ବଣ୍ଟନ କରାଯାଇଛି । ସ୍ଥାନୀୟ ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚବିଦ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସିକନ୍ଦରାବାଦର…
ଅଧିକ ଖବର ଦେଖନ୍ତୁ...

ପରଲୋକରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି

କୋରାପୁଟ: ପରଲୋକରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଆଇ.ରାମବ୍ରହ୍ମମ। ଆଜି ଚିକିତ୍ସାଧୀନ ଅବସ୍ଥାରେ  କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଆଇ ରାମବ୍ରହ୍ମଙ୍କ ଦେହାନ୍ତ ହୋଇଯାଇଛି ।  ଗତ କିଛି ମାସ ଧରି କୋଭିଡର ପରବର୍ତୀ ସଂକ୍ରମଣରେ ସିକାର ହୋଇ ସେ ହାଇଦ୍ରାବାଦ ସ୍ଥିତ…
ଅଧିକ ଖବର ଦେଖନ୍ତୁ...

ଉପକାରୀ ଆଖୁ: ଏହାର ରସରେ ରହିଛି ଅନେକ ଫାଇଦା

ଦୈନିକ ଗୋଟିଏ ଗ୍ଲାସ୍‌ ଆଖୁ ରସ ପାନ କଲେ ଶରୀରକୁ ବିଭିନ୍ନ ପ୍ରକାରର ଫାଇଦା ହୋଇଥାଏ ବୋଲି ଆପଣ କେବେ ଶୁଣିଛନ୍ତ? ପେଟ ରୋଗରୁ ନେଇ ଓଜନ ହ୍ରାସ ପର୍ଯ୍ୟନ୍ତ ସମସ୍ୟାର ସମାଧାନ କରିଥାଏ ଏହି ଆଖୁ ରସ। ଆପଣ ଯଦି ଓଜନ ହ୍ରାସ ଡାଏଟ୍‌ରେ ଅଛନ୍ତି ତେବେ ସେଥିରେ ଆଖୁ ରସ ନିଶ୍ଚୟ ସାମିଲ୍‌ କରନ୍ତୁ।…
ଅଧିକ ଖବର ଦେଖନ୍ତୁ...

ଘରେ ପଶି ସ୍ତ୍ରୀର ପ୍ରେମିକଙ୍କ ଗୁପ୍ତାଙ୍ଗକୁ ଗୁଳି କଲେ ସ୍ବାମୀ, ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ପୀଡ଼ିତ

କୋଟାୟାମ୍‌: କେରଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ପ୍ରେମିକଙ୍କ ଗୁପ୍ତାଙ୍ଗକୁ ଗଳି କରି ତାଙ୍କୁ ଆହତ କରାଇଥିବା ଅଭିଯୋଗ ହୋଇଛି। ୪୬ ବର୍ଷୀୟ ବ୍ୟକ୍ତି ଜଣଙ୍କ ତାଙ୍କ ପତ୍ନୀଙ୍କ ୪୫ ବର୍ଷୀୟ ପ୍ରେମିକଙ୍କୁ ଶନିବାର ଗୁଳି କରିବା ପରେ ସେ ଏବେ…
ଅଧିକ ଖବର ଦେଖନ୍ତୁ...

ସ୍ମାର୍ଟସିଟିରେ ଚିନ୍ତା ବଢ଼ାଇଲା ‌ରେଳବାଇ କଲୋନି, ୨୦ ଦିନରେ ୧୨ ଡେଙ୍ଗୁ ରୋଗୀ ଚିହ୍ନଟ

ରାଉର‌କେଲା: ରାଜଧାନୀ ଭୁବନେଶ୍ବର, କଟକ ପରେ ରାଉରକେଲା ସ୍ମାର୍ଟସିଟିରେ ଆତଙ୍କ ସୃଷ୍ଟି କରିଛି ଡେଙ୍ଗୁ । ଗତ ମାତ୍ର ୨୦ ଦିନରେ ରାଉରକେଲାରେ ୧୨ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ସର୍ବାଧିକ ୯ ରୋଗୀ ରେଲୱେ କଲୋନିର। ସେକ୍ଟର -୨୦ରେ ଦୁଇଜଣ ଓ ବନ୍ଧମୁଣ୍ଡାରରେ ଜଣେ…
ଅଧିକ ଖବର ଦେଖନ୍ତୁ...