Daily Archives

July 28, 2021

ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର: ପୁଣି ଏକତ୍ର ନଜର ଆସୁଛନ୍ତି ଶାହାରୁଖ ଓ କାଜଲ

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଯୋଡ଼ି କିଙ୍ଗ୍‌ଖାନ ଶାହାରୁଖ ଓ ଚୁଲ୍‌ବୁଲି ନାୟିକା କାଜଲଙ୍କ ନାଁ ଉଠିଲେ ଅନେକ ସିନେ ପ୍ରେମୀ ଖୁସିରେ ଝୁମି ଉଠନ୍ତି। ଯେଉଁ ଚଳଚ୍ଚିତ୍ରରେ ଏ ଦୁହେଁ ସାଙ୍ଗ ହୋଇ ଅଭିନୟ କରିଥିବେ ଚଳଚ୍ଚିତ୍ରଟି ନିଶ୍ଚୟ ଭଲ ହୋଇଥିବ ବୋଲି ଅନେକଙ୍କର ଧାରଣ ରହିଛି। ତେବେ…
ଅଧିକ ଖବର ଦେଖନ୍ତୁ...

ସାଢ଼େ ୮ କୁଇଣ୍ଟାଲ ମହୁଲ ପୋଚ ଓ  ୪୦ଲିଟର ମଦ ଜବତ, ଜଣେ ଗିରଫ

ହରଭଙ୍ଗା: ବୌଦ୍ଧ ଅବକାରୀ ବିଭାଗ ଦ୍ୱାରା ଟିକରପଡ଼ା ଓ ପଣ୍ଡକିମାଲ ଅଞ୍ଚଳରେ ଚଢ଼ଉ ହୋଇଛି । ବହୁ ପରିମାଣର ମହୁଲ ପୋଚ ଓ ମଦ ସମେତ ରନ୍ଧା ସାମଗ୍ରୀ ଜବତ ହୋଇଛି । ଏହି ଘଟଣାରେ ଜଣେ ଲୋକକୁ ପୁଲିସ ଗିରଫ କରିଛି । ପ୍ରାପ୍ତ ସୂଚନା ମତେ ବୁଧବାର ସକାଳେ ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ବଘିଆପଡା…
ଅଧିକ ଖବର ଦେଖନ୍ତୁ...

ନାବାଳିକାଙ୍କୁ ନୂଆ ପୋଷାକ କିଣି ଦେବା ପ୍ରଲୋଭନ ଦେଖାଇ ଯୌନ ‌‌ଶୋଷଣ କରିିଥିବା ଅଭିଯୁକ୍ତ ଗିରଫ

ନୂଆଦିଲ୍ଳୀ: ବୁଧବାର ଦିନ ଉତ୍ତର ପଶ୍ଚିମ ଦିଲ୍ଲୀର ଶାଲିମାର ବାଗ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ୨୭ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ଉତ୍ତରପ୍ରଦେଶର ରାମପୁର ଜିଲ୍ଲାର ବାସିନ୍ଦା ସଲିମ ଅହମ୍ମଦ ବୋଲି ଜଣାପଡିଛି। ସୂଚନାରୁ…
ଅଧିକ ଖବର ଦେଖନ୍ତୁ...

କିଶୋର ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ 

ବାଲେଶ୍ବର/ଚାନ୍ଦିପୁର: ବାଲେଶ୍ବର ସଦର ବ୍ଲକ ଅନ୍ତର୍ଗତ ହିଡ଼ିଗାଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ସକାଳେ ଚାନ୍ଦିପୁର କିଶୋର ସମ୍ବାଦ ସାହିତ୍ୟଘର ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ସାହିତ୍ୟଘରର ରାଜ୍ୟ ସଂଯୋଜିକା ଡକ୍ଟର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଭଲ ବ୍ୟବହାରରେ ଆଖପାଖର ଲୋକ ଖୁସି ରହିବେ। ସବୁ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ଭଲ ରହିଲେ ବି ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ବୃଷ: ପରିବାର ଲୋକଙ୍କ ସହ ମନ୍ଦିରକୁ ଯିବେ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ପ୍ରେମୀଯୁଗଳ ଖୁସିର…
ଅଧିକ ଖବର ଦେଖନ୍ତୁ...

କୋଇଲା ଦୁର୍ନୀତି ଅଭିଯୋଗରେ ଓଡ଼ିଶା ସମେତ ୩ ରାଜ୍ୟରେ ସିବିଆଇ ଚଢଉ

ଭୁବନେଶ୍ବର : ଆସନସୋଲସ୍ଥିତ ଇଷ୍ଟର୍ଣ୍ଣ କୋଲଫିଲଡରେ ହୋଇଥିବା ଏକ କୋଇଲା ଦୁର୍ନୀତି ଅଭିଯୋଗରେ ଆଜି ସିବିଆଇ ଓଡ଼ିଶା ସମେତ ୩ଟି ରାଜ୍ୟରେ ଚଢଉ କରିଛି । ମିଳିଥିବା ସୂଚନା ଅନୁସାରେ ସିବିଆଇ ଓଡ଼ିଶାର ୧୫ଟି ସ୍ଥାନରେ ଚଢଉ କରିଛି । ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରେ ବି ଚଢଉ…
ଅଧିକ ଖବର ଦେଖନ୍ତୁ...

୨ୟ ଟି୨୦ : ଶ୍ରୀଲଙ୍କା ଆଗରେ ୧୩୩ ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

କଲମ୍ବୋ : କଲମ୍ବୋଠାରେ ଚାଲିଥିବା ୨ୟ ଟି୨୦ ମ୍ୟାଚରେ ଭାରତ ଶ୍ରୀଲଙ୍କା ଆଗରେ ୧୪୦ ରନର ବିଜୟ ଲକ୍ଷ୍ୟ ଧାର୍ୟ୍ୟ କରିଛି । ଭାରତ ପକ୍ଷରୁ ଶିଖର ଧଓ୍ବନ ୪୦, ଦେବଦତ୍ତ ପଡ଼ିକଲ୍ଲ ୨୯, ଋତୁରାଜ ଗାଇକ୍ବାଡ୍ ୨୧ ରନ କରିଥିଲେ । ମାତ୍ର ଭାରତର ମଧ୍ୟଭାଗ ବ୍ୟାଟିଂ ବିଫଳ ହୋଇଥିଲା । ଫଳରେ ଦଳ ୨୦…
ଅଧିକ ଖବର ଦେଖନ୍ତୁ...

ଦୁଇ ବର୍ଷରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୩୫୮୩ କୋଟି ଟଙ୍କାର ସରକାରୀ ବ୍ୟବସାୟ

ଭୁବନେଶ୍ୱର: ପାଂଚ ବର୍ଷ ମଧ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ମାଧ୍ୟମରେ ୫ ହଜାର କୋଟି ଟଙ୍କାର ସରକାରୀ ବ୍ୟବସାୟ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ନିର୍ଦ୍ଦେଶ ଅନୁସାରେ ପ୍ରଥମ ୨ ବର୍ଷରେ ମିଶନ ଶକ୍ତି ବିଭାଗ ୩୫୮୩ କୋଟି ଟଙ୍କାର ବ୍ୟବସାୟ ବିଭିନ୍ନ ବିଭାଗରୁ…
ଅଧିକ ଖବର ଦେଖନ୍ତୁ...

କାମ ଆରମ୍ଭ କରୁ କରୁ ଟାଟା ପାୱାର ବିରୋଧରେ ତେଜିଲା ଅସନ୍ତୋଷ

ବାରିପଦା: ବିଦ୍ୟୁତ ବିତରଣ କ୍ଷେତ୍ରରେ କାମ ଆରମ୍ଭ ନକରୁଣୁ ଟାଟା ପାୱାର ବିରୋଧରେ ମୟୂରଭଞ୍ଜରେ ତେଜିଛି ଅସନ୍ତୋଷ। ଜିଲ୍ଲାରେ ବିଦ୍ୟୁତ ସେବା ଯୋଗାଇବା କ୍ଷେତ୍ରରେ ଟାଟା ଫେଲ୍ ମାରିଥିବା ଅଭିଯୋଗ କରି ଅଗ୍ରଣୀ ଯୁବଛାତ୍ର ସଂଗଠନ ଆଜି ୫ ଦଫା ଦାବୀ ନେଇ ଟାଟା ପାୱାର ନର୍ଦନ ଓଡ଼ିଶା…
ଅଧିକ ଖବର ଦେଖନ୍ତୁ...