Daily Archives

July 29, 2021

ସେଲ୍ଫି ହେଲା କାଳ, ନଦୀରେ ବୁଡ଼ି ଯୁବକ ମୃତ

ଜଳେଶ୍ବର: ଜଳେଶ୍ବର ଥାନା ତଥା ସହର ଅନ୍ତର୍ଗତ ୩ ନଂ ୱାର୍ଡ ସେଖବାଡ଼ସ୍ଥିତ ସୁବର୍ଣ୍ଣରେଖା ନଦୀଘାଟରେ ଆଜି ପୂର୍ବାହ୍ନରେ କିଛି ଯୁବକ ନଦୀରେ ଗାଧୋଇବା ବେଳେ ନିଜ ନିଜ ମୋବାଇଲରେ ସେଲ୍ଫି ନେଉଥିଲେ। ଏହି ସମୟରେ ଜଣେ ଯୁବକଙ୍କ ଗୋଡ଼ ଖସିଯିବାରୁ ସେ ଗଭୀର ଜଳରେ ବୁଡ଼ି ନିଖୋଜ ହୋଇ ଯାଇଥିଲେ।…
ଅଧିକ ଖବର ଦେଖନ୍ତୁ...

ବିଦ୍ୟାଳୟ ଖୋଲିଲା, ବଢ଼ୁନି ଉପସ୍ଥାନ; କରୋନା ଭୟ, ନିୟମିତ ବର୍ଷା ସାଜିଛି ବାଧକ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଗତ ସୋମବାରଠାରୁ ଖୋଲିଛି ୬୧୦ ମାଧ୍ୟମିକ ବିଦ୍ୟାଳୟ। ଏଥିସହିତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ଓଡ଼ିଆ ଓ ଇଂରାଜୀ ମିଡିୟମ୍‌ ଘରୋଇ ବିଦ୍ୟାଳୟର ମୋଟ ୩୮,୧୯୩ଜଣ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହୋଇଛି। ‌ତେବେ ବିଦ୍ୟାଳୟ ଖୋଲିଛି ସତ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ର ରେଳ ଓ ଇସ୍ପାତମନ୍ତ୍ରୀଙ୍କୁ ଭେଟିଲେ ଜୁଏଲ, କାର୍ଯ୍ୟକ୍ଷମ ହେଉ ଅଧୁରା ରେଳପ୍ରକଳ୍ପ

ରାଉରକେଲା: ଜିଲ୍ଲାରେ ଅଧୁରା ରେଳ ପ୍ରକଳ୍ପକୁ ଶେଷ କରିବା ସହ ସ୍ବାସ୍ଥ୍ୟ ସେବାକୁ ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ କେନ୍ଦ୍ରମନ୍ତ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ର ଇସ୍ପାତମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂଙ୍କୁ ସାକ୍ଷାତ କରିଛନ୍ତି। ସାଂସଦ…
ଅଧିକ ଖବର ଦେଖନ୍ତୁ...

ଶେଷ ହେବ ତ ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପ ?

କୋରାପୁଟ : ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପ ଆଉ ପାଦେ ଆଗେଇଲା। ଆଜି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଶେଷଜ୍ଞ କମିଟି ବୈଠକ ବସିଥିଲାବେଳେ ରେଳ ପ୍ରକଳ୍ପ ପାଇଁ ରହିଥିବା ପ୍ରତିବନ୍ଧକ  ଗୁଡ଼ିକ ଉପରେ ଆଲୋଚନା ହୋଇଥିଲା। ଏଡିଏମ ଦେବେନ୍‌…
ଅଧିକ ଖବର ଦେଖନ୍ତୁ...

ଦେଓଘାଟି ମନରେଗା ଦୁର୍ନୀତି-୨: ସରକାରୀ କର୍ମଚାରୀ ନାଁରେ ହୋଇଛି ହଡ଼ପ !

କୋରାପୁଟ: କୋରାପୁଟ ବ୍ଲକ ଦେଓଘାଟି ପଞ୍ଚାୟତରେ ମାଡିଥିବା ମନରେଗା ଦୁର୍ନୀତି ପେଡି ଖୋଲିବାରେ ଲାଗିଛି। ପ୍ରଥମେ କମ୍‌ ଗାତ ଖୋଳି ଅଧିକ ଗାତ ଖୋଳାଯାଇଥିବା ଦର୍ଶାଯାଇ ଲୁଟାଯାଇଛି ଲକ୍ଷାଧିକ ଟଙ୍କା ନେଇ ସମ୍ବାଦରେ ଖବର ପ୍ରକାଶ ପାଇଥିଲା। ଏହାପରେ ବିଡିଓ ଓ ଜିଲ୍ଲା ପ୍ରଶାସନପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ସମ୍ବାଦ ସାହିତ୍ୟଘର ଆନୁକୂଲ୍ୟରେ ବୃକ୍ଷରୋପଣ

ଔପଦା: ବାଲେଶ୍ୱର ଜିଲ୍ଲା ଔପଦା ସମ୍ବାଦ ସାହିତ୍ୟଘର ଆନୁକୂଲ୍ୟରେ ସୁରକ୍ଷା ପ୍ଲସ ଫାଉଣ୍ଡେସନ ସହଯୋଗରେ ଆଜି ପୂର୍ବାହ୍ନ ୧୧ଟାରେ ଔପଦାରୁ ବଡ଼ପୋଖରୀ ରାସ୍ତାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଔପଦା ତହସିଲଦାର ତଥା ଭାରପ୍ରାପ୍ତ…
ଅଧିକ ଖବର ଦେଖନ୍ତୁ...

ଅଜଣା ହ୍ବାଟସଆପ୍ ଭିଡିଓ ରିସିଭ୍ କରି ଫସିଲେ ଶିକ୍ଷକ, ‘ଟଙ୍କା ଦିଅ, ନହେଲେ ଭିଡିଓ ଭାଇରାଲ କରିଦେବି’

ସୁନ୍ଦରଗଡ଼: ‘ଟଙ୍କା ପଠାଅ, ନହେଲେ ଜାଲ୍ ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଛାଡ଼ି ବଦନାମ କରିଦେବି’। ମଙ୍ଗଳବାର ସୁନ୍ଦରଗଡ଼ ସହରସ୍ଥିତ ବ୍ରାହ୍ମଣପଡ଼ାର ଶିକ୍ଷକ ବିଶ୍ବରଞ୍ଜନ ପୁରୋହିତଙ୍କୁ ଜଣେ ସାଇବର ଅପରାଧୀ ନୂଆ ତରିକାରେ ଫସାଇବାକୁ ଚେଷ୍ଟା କରି ଏପରି ଧମକ ଦେଇଛି । ହ୍ବାଟସଆପ୍ ଭିଡିଓ କଲ୍…
ଅଧିକ ଖବର ଦେଖନ୍ତୁ...

ହାତୀ ଆତଙ୍କ: ଭାଙ୍ଗିଲେ ଘର, ନଷ୍ଟକଲେ ଫସଲ

ରାଉରକେଲା: ବ୍ଲକ୍‌ ବିଶ୍ରା ବନାଞ୍ଚଳ ଅନ୍ତର୍ଗତ ବାଗଡ଼େଗା ପଞ୍ଚାୟତର ପୂର୍ବବସ୍ତିରେ ବୁଧବାର ରାତିରେ ପାଖ ଜଙ୍ଗଲରୁ ଏକ ହାତୀପଲ ଗାଁ କୁ ପଶି ଆସିଥିଲା। ଗାଁରେ ଜୁଗନୁ ସାହୁ ଏବଂ ଦିଲ୍ଲୀପ ସାହୁଙ୍କ ଘର ଭାଙ୍ଗିବା ସହ ତାଙ୍କ ପରିବା ଚାଷ ନଷ୍ଟ କରିଥିଲେ। ଘର ଲୋକ ଜାଣିବା ପରେ ଗାଁ ଲୋକଙ୍କ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ବରରେ ପ୍ରଥମ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ

ବାଲେଶ୍ବର: କରୋନା କାଳରେ ଚଳିତବର୍ଷ ଏ ପର୍ଯ୍ୟନ୍ତ ଡେଙ୍ଗୁମୁକ୍ତ ଜିଲ୍ଲା ହୋଇ ରହିଥିବା ବାଲେଶ୍ବରରେ ଆଜି ଜଣେ ମହିଳା ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାଙ୍କ ବୟସ ୩୦ ବର୍ଷ। ରେମୁଣା ଗୋଲେଇ ଅଞ୍ଚଳରେ ସେ ତାଙ୍କ ପରିବାର ସହ ଭଡ଼ାଘରେ ରହୁଥିବା ବେଳେ ଭୁବନେଶ୍ବର ଶୈଳଶ୍ରୀ ବିହାର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ମନରେ ନୂଆ ନୂଆ ବିଚାର ସୃଷ୍ଟି ହେବ। ଆଖପାଖର ଗତିବିଧି ଉପରେ ଦୃଷ୍ଟି ରଖନ୍ତୁ। ବ୍ୟବସାୟୀଙ୍କ ଲାଗି ଦିନଟି ସାମାନ୍ୟ ରହିବ। ବୃଷ: ପରିଶ୍ରମ ତୁଳନାରେ କମ୍ ଫଳ ମିଳିବ। ପୈତୃକ ସଂପତ୍ତିରୁ ଲାଭ ମିଳିପାରେ। ପାରିବାରିକ ଜୀବନ ସୁଖକର ହେବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।…
ଅଧିକ ଖବର ଦେଖନ୍ତୁ...