Daily Archives

July 29, 2021

୮୦ ଲିଟର ଆସ୍କା-୪୦ ଜବତ, ୧ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ସଦର ପୁଲିସ ଦ୍ୱାରା ଆଜି ରାତିରେ ୮୦ ଲିଟର ଦେଶୀ ମଦ ଆସ୍କା-୪୦ ଜବତ କରାଯିବା ସହ ଏହା ବେଆଇନ ଭାବେ ଚାଲାଣ କରୁଥିବା ଅଭିଯୋଗରେ ଜଣକୁ ଗିରଫ କରାଯାଇଛି । ସଦର ଥାନା ଅଧିକାରୀ ଅନୀତା ସାହୁଙ୍କ ସୂଚନାନୁସାରେ, ଆଜି ସଂଧ୍ୟାରେ ଜଣେ ବ୍ୟକ୍ତି ବେଆଇନ ମଦ ବ୍ୟବସାୟ କରୁଥିବା…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଜିଲ୍ଲାରେ ଚାଷ ଜମିକୁ ଜଳସେଚନ, କେବଳ ଯୋଜନାରେ ସୀମିତ

ଖୋର୍ଦ୍ଧା: ପ୍ରତିବର୍ଷ ଜିଲ୍ଲା ପ୍ରଶାସନର ଖରିଫ ଓ ରବି ଋତୁ ପାଇଁ କୃଷି ନିର୍ଦ୍ଧାରଣ କମିଟି ବୈଠକ ହେଉଛି। ବୈଠକରେ ଚାଷୀ ଓ ଚାଷର ବିକାଶ ପାଇଁ ଯୋଜନା କରାଯାଉଛି। ଚାଷ କାମରେ ଅତ୍ୟାଧୁନିକ ଯନ୍ତ୍ରପାତିର ପ୍ରୟୋଗ, ଜଳସେଚନ ପାଇଁ ବୋର୍ୱଲ୍ ଆଦି କୃତ୍ରିମ ଜଳସେଚନର ବ୍ୟବସ୍ଥା କଥା କୁହାଯାଉଛି,…
ଅଧିକ ଖବର ଦେଖନ୍ତୁ...

ବିରୋଧୀ-ଶାସକଙ୍କ ହଟ୍ଟଗୋଳ ଭିତରେ ଚାଲିପାରୁନି ସଂସଦ, ଗତ ୭ ଦିନ ଭିତରେ ମାତ୍ର ୧୨ ଘଣ୍ଟା ଚାଲିଛି ସଂସଦ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ସପ୍ତାହ ଶେଷ ହେବାକୁ ଆଉ ମାତ୍ର କିଛି ଦିନ ବାକି । ହେଲେ ଏବେ ବି ସଂସଦରେ ଶାସକ-ବିରୋଧୀ ତାତି ଥମିବାର ନା ନେଉନି । ପେଗାସସ୍ ମାମଲାକୁ ନେଇ ବିରୋଧୀ ଦଳ ଶାସକ ଦଳ ଉପରେ ଟାର୍ଗେଟ କରୁଥିବାବେଳେ ଶାସକ ଦଳ ମଧ୍ୟ ବିରୋଧୀ ଦଳ ଉପରେ ଦୋଷ ଲଦୁଛି,…
ଅଧିକ ଖବର ଦେଖନ୍ତୁ...

ଆଦିମ ଜନଜାତି ବର୍ଗର ଶିକ୍ଷିତ ବାୟାଙ୍କୁ ମିଳିଲା ଶିକ୍ଷକ ଚାକିରି

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ବାସ କରୁଥିବା ମାଙ୍କିଡିଆ ଆଦିମ ଜନଜାତିର ପ୍ରଥମ ମେଟ୍ରିକୁଲେଟ ବାୟା ମାଙ୍କିଡିଆଙ୍କୁ ଆଜି ମୟୂରଭଞ୍ଜ ଜିଲ୍ଲା ପ୍ରସାଶନ ପକ୍ଷରୁ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପ୍ରଥମ କରି ଶିକ୍ଷକ ପଦରେ ନିଯୁକ୍ତି ପତ୍ର ପ୍ରଦାନ କରିବା ସହିତ ଏକ ଲାପଟପ ମଧ୍ୟ ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

୩ୟ ଟି-୨୦ : ଭାରତର ବ୍ୟାଟିଂ ବିପର୍ଯ୍ୟୟ, ଶ୍ରୀଲଙ୍କା ଆଗରେ ମାତ୍ର ୮୨ ରନର ବିଜୟ ଲକ୍ଷ୍ୟ

କଲମ୍ବୋ : କଲମ୍ବୋର ଆର.ପ୍ରେମଦାସା ଷ୍ଟାଡିୟମଠାରେ ଚାଲିଥିବା ୩ୟ ଟି-୨୦ରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଶ୍ରୀଲଙ୍କା ଆଗରେ ମାତ୍ର ୮୨ ରନର ସହଜ ବିଜୟ ଲକ୍ଷ୍ୟ ରଖିଛି । ଆଜି ଭାରତର ଅଧିନାୟକ ଶିଖର ଧଓ୍ବନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ…
ଅଧିକ ଖବର ଦେଖନ୍ତୁ...

ଗୋଠଛଡ଼ା ଦନ୍ତା ଭାଙ୍ଗିଲା ଘର, ଦମ୍ପତି ଆହତ

ବାଂଶପାଳ: ଗୋଠଛଡ଼ା ଦନ୍ତା ଗତକାଲି ରାତିରେ ବାଂଶପାଳ ବ୍ଲକ୍ ଅନ୍ତର୍ଗତ ନୂଆସାହିରେ ପଶି ଉତ୍ପାତ କରିବା ସହିତ ରାଫେଲ କେର୍କେଟାଙ୍କ ଘର ଭାଙ୍ଗି ‌ ଦେଇଛି। ଏଥିରେ ତାଙ୍କ ପୁଅବୋହୂ ଆହତ ହୋଇଛନ୍ତି। ଆହତ ଦ୍ବୟଙ୍କୁ ବାଂଶପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ଏବେ ସେମାନେ…
ଅଧିକ ଖବର ଦେଖନ୍ତୁ...

କରୋନା ମହାମାରୀ ସତ୍ତ୍ବେ କମିନି ଭାରତୀୟଙ୍କ ସୁନା ମୋହ

ନୂଆଦିଲ୍ଲୀ : କରୋନା ମହାମାରୀ ସତ୍ତ୍ବେ ଭାରତୀୟଙ୍କ ସୁନା ମୋହ ମଳିନ ପଡ଼ିନାହିଁ । ଏପ୍ରିଲ-ଜୁନ ତିନି ମାସରେ ଭାରତର ସୁନା ଚାହିଦା ୧୯.୨ ପ୍ରତିଶତ ବୃଦ୍ଧି ପାଇ ୭୬.୧ ଟନରେ ପହଞ୍ଚିଛି । ମୂଲ୍ୟ ଦୃଷ୍ଟିକୋଣରୁ ମଧ୍ୟ ଭାରତର ସୁନା ଚାହିଦା ୨୩ ପ୍ରତିଶତ ବୃଦ୍ଧି ପାଇ ୩୨,୮୧୦ କୋଟି ଟଙ୍କାରେ…
ଅଧିକ ଖବର ଦେଖନ୍ତୁ...

୪୨ କିଲୋ ଗଞ୍ଜେଇ ଜବତ, ପିକଅପ୍‌ ସହ ଜଣେ ଗିରଫ

ମାଲକାନଗିରି: ମାଲକାନଗିରି ପୁଲିସକୁ ମିଳିଛି ଗଞ୍ଜେଇ ଚାଲାଣ ରୋକିବାରେ ସଫଳତା। ମାଲକାନଗିରି-ଛତିଶଗଡ ସୀମାନ୍ତ ଗ୍ରାମ ଚାଲାଣଗୁଡା ଛକ ନିକଟରେ ପୁଲିସ ଡ୍ୟୁଟି କରୁଥିବା ବେଳେ ଏକ ବୋଲେରୋ ପିକଅପ୍‌ ଭ୍ୟାନକୁ ଅଟକାଇ ଯାଞ୍ଚ କରୁଥିବା ସମୟରେ ସେଥିରେ ଗଞ୍ଜେଇ ରହିଥିବା ଜାଣିବାକୁ ପାଇଥିଲା।…
ଅଧିକ ଖବର ଦେଖନ୍ତୁ...

ରାଉରକେଲା ଷ୍ଟେସନରୁ ପୁଣି ୫ ଜଣ ନାବାଳକ ଉଦ୍ଧାର

ରାଉରକେଲା: ରାଉରକେଲା ରେଲୱେ ଷ୍ଟେସନ୍‌ରୁ ଆଜି ପୁଣି ୫ ଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଛି । ସିଭିଲ ଡିଫେନ୍ସ କଂପାନି କମାଣ୍ଡର ଶୁଭେନ୍ଦୁ ପଣ୍ଡାଙ୍କର ନେତୃତ୍ୱରେ ନାବାଳକମାନେ ଦିନ ଗୋଟାଏ ସମୟରେ ଉଦ୍ଧାର ହୋଇଛନ୍ତି । ସେମାନଙ୍କୁ ପଚାରାଯିବାରୁ କିଛି ସଠିକ ଉତ୍ତର ମିଳିନଥିବାରୁ ନାବାଳକ…
ଅଧିକ ଖବର ଦେଖନ୍ତୁ...