Daily Archives

July 30, 2021

ଅସଲି ଜମିରେ ନକଲି ବୀମା ଘଟଣା: ବେଲପଡ଼ା ଥାନାରେ ୫ ମାମଲା ରୁଜୁ, ଭିଜଲାନ୍ସ ତଦନ୍ତ ଦାବି କଲେ ଅସଲି ଚାଷୀ

ବେଲପଡ଼ା: ଅସଲି ଜମିରେ ନକଲି ବୀମା କରାଯାଇଥିବା ଘଟଣାରେ ବେଲପଡ଼ା ଅଞ୍ଚଳର ୫ ଜଣ ଚାଷୀଙ୍କ ଏତଲାକ୍ରମେ ଥାନାରେ ୫ଟି ମାମଲା ରୁଜୁ ହୋଇଛି। ସେହିପରି ବେଲପଡ଼ା କନିଷ୍ଠ କୃଷି ଅଧିକାରୀଙ୍କୁ ମଧ୍ୟ ଚାଷୀମାନେ ଅଭିଯୋଗ କରିଛନ୍ତି। ଘଟଣାର ଭିଜିଲାନ୍ସ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ…
ଅଧିକ ଖବର ଦେଖନ୍ତୁ...

ପର ହୋଇଗଲା ବୁଢା ବାପା: ହତ୍ୟା ପରେ ମୃତଦେହକୁ ନେଲେନାହିଁ ପରିବାର ଲୋକ 

ଜୟପୁର: ଜୟପୁର ଟାଉନ ଥାନା ଅନ୍ତର୍ଗତ ଇକ୍ଷ୍ମୀପଣ୍ଡା ଛକ ସ୍ଥିତ ଏକ ଚା’ ଦୋକାନଠାରେ ଜଣେ ବ୍ୟକ୍ତିଙ୍କୁ ଇଟାରେ ଛେଚି ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ସ୍ଥାନୀୟ ସଉରାସାହି ଅଞ୍ଚଳର କେ. ଜଗଦିଶ୍ବର ରାଓ। ଖବର ପାଇ ଘଟଣା ସ୍ଥଳରେ ଟାଉନ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହ…
ଅଧିକ ଖବର ଦେଖନ୍ତୁ...

ବାରିପଦାରେ ମାତିଛନ୍ତି ଜମି ମାଫିଆ-୨ : ବିପଦରେ ଐତିହ୍ୟସମ୍ପନ୍ନ ବାରୁଣୀ ମନ୍ଦିର

ବାରିପଦା : ସଂସ୍କୃତିସମ୍ପନ୍ନ ସହର ବାରିପଦା‌ ଉପରେ ପଡ଼ିଛି ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି। ଅର୍ଥ‌ ଲୋଭରେ ଏମାନେ ଠାକୁରଙ୍କୁ ମଧ୍ୟ ଛାଡ଼ୁନାହାନ୍ତି। ଏପରି ଜଣେ ଜମି ମାଫିଆଙ୍କ ପାଇଁ ଆଜି ବିପଦରେ ଶହ ଶହ ବର୍ଷର ଐତିହ୍ୟସମ୍ପନ୍ନ ବାରୁଣୀ ଶିବ ମନ୍ଦିର। କହିବାକୁ ଗଲେ ମହାଦେବଙ୍କ ପଥ ଅବରୋଧ…
ଅଧିକ ଖବର ଦେଖନ୍ତୁ...

ସଫେଇ କର୍ମଚାରୀଙ୍କୁ ସହଜରେ ଋଣ ଯୋଗାଇବାକୁ ପ୍ରୟାସ, ରାଉରକେଲାରେ ଲୋନ୍‌ ମେଳା

ରାଉରକେଲା: ସହରରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କୁ ସହଜରେ ବ୍ୟାଙ୍କରୁ ଋଣ ମଞ୍ଜୁର ପାଇଁ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ପକ୍ଷରୁ ପ୍ରୟାସ କରାଯାଇଛି। ଏନେଇ ଆଜି ସଫେଇ ମିତ୍ର-ବ୍ୟାଙ୍କ୍‌ କର୍ତୃପକ୍ଷ- ପ୍ରଶାସନର ଏକ ତ୍ରିପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ବିପୁଳ ପରିମାଣର ମଦ ଜବତ, ୭ ଗିରଫ

ବାଲିଅନ୍ତା: ଭୁବନେଶ୍ବର ଅବକାରୀ ବିଭାଗ ଅଧୀନ ବାଲିଅନ୍ତା ସେକ୍‌ସନ ଓ ମୋବାଇଲ ଟିମ୍‌ ଆଜି ପୂର୍ବାହ୍ନରେ ବାଳକାଟି ଫାଣ୍ଡି ଓ ନୟ‌ାପଲ୍ଲୀ ଥାନା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିଛନ୍ତି। ଜବତ ମଦର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କାରୁ ଅଧିକ ହେବ ବୋଲି…
ଅଧିକ ଖବର ଦେଖନ୍ତୁ...

ଥାନା ଆଗରୁ ଚୋରି

ବାରିପଦା : କିଛି ଦିନ ପରେ ପୁଣିଥରେ ବାରିପଦା ସହରରେ ସକ୍ରିୟ ହୋଇପଡ଼ିଛନ୍ତି ଲୁଟେରା। ବାରିପଦା ଟାଉନ ଥାନା ରାସ୍ତାର ଆରପାଖରେ ଥିବା ହୋମିଓ ଡ୍ରଗ୍ ହାଉସର କବାଟକୁ ଭାଙ୍ଗି ନଗଦ ଟଙ୍କା ସହ ସିସିଟିଭି ଓ ସିସି ଟିଭି ସେସିନ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଡ୍ରଗ୍ ହାଉସର ମାଲିକ…
ଅଧିକ ଖବର ଦେଖନ୍ତୁ...

ଛତ୍ରପୁରରେ ବ୍ଲକସ୍ତରୀୟ ମେଗା ସମନ୍ବୟ ମେଳା; ୫୪୫ ଏସଏଚ୍‌ଜିଙ୍କୁ ୧୨.୭୫ କୋଟିର ଋଣ ସହାୟତା

ଛତ୍ରପୁର: ଆସନ୍ତା ପଂଚାୟତ ନିର୍ବାଚନ ପୂର୍ବରୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ସରକାରଙ୍କ ତରଫରୁ ପ୍ରଥମ ଭେଟି ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକର ୫୪୫ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ୧୨ କୋଟି ୭୫ ଲକ୍ଷ ୮୦ ହଜାର ଟଙ୍କାର ଋଣ ସହାୟତା ପ୍ରଦାନ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଯୋଗ କରିବା ସମୟରେ, ପୂର୍ବରୁ ବା ତା’ପରେ କରନ୍ତୁ ନାହିଁ ଏହି ସବୁ କାମ

ଯୋଗ ଶରୀର ପାଇଁ ଖୁବ୍ ଭଲ ହୋଇଥାଏ। ମାତ୍ର ନେଇ ଆଣି ଥୋଇ ନପାରିଲେ ସବୁର ଖରାପ ପ୍ରଭାବ ଭୋଗିବାକୁ ପଡ଼ିଥାଏ। ଆପଣ ବି ଯୋଗ କରନ୍ତୁ ଓ ନିଜକୁ ଫିଟ୍‌ ରଖନ୍ତୁ। ମାତ୍ର ମନେରଖନ୍ତୁ ଯେ ଏପରି କିଛି ଭୁଲ୍‌ କରିବସନ୍ତୁ ନାହିଁ ଯାହା ଓଲଟା ପ୍ରଭାବ ଦେଖାଇବ। : ଯୋଗ କରିବା ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ଝିଅର ମୃତ୍ୟୁ ପରେ ଆମେ ସବୁ କିଛି ହରାଇ ସାରିଛୁ, ନ୍ୟାୟ ପାଇଁ ଶେଷ ନିଶ୍ବାସ ଯାଏ ଲଢ଼ିବି: ପ୍ରତ୍ୟୁଷାଙ୍କ ବାପା

ନୂଆଦିିଲ୍ଳୀ: ଦିବଂଗତ ଟେଲିଭିଜନ ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀଙ୍କ ପିତାମାତା ଝିଅର ଅକାଳ ବିୟୋଗ ହେବା ପରେ ଘୋର୍‌ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ନିକଟରେ ସେ ଏକ ଟେଲିଭିଜନ ଗଣମାଧ୍ୟମରେ ନିଜର ସାକ୍ଷାତ୍‌କାର ଦେଇ କହିଛନ୍ତି କି ଏପରିକି ସେମାନେ ଏବେ ଏକ ୱାନ୍‌ ବିଏଚ୍‌କେ ଘରେ…
ଅଧିକ ଖବର ଦେଖନ୍ତୁ...

ଟ୍ରେନରୁ ଦାଦନଙ୍କ ମୃତଦେହ ଉଦ୍ଧାର

ପାତ୍ରପୁର: ଜରଡ଼ା ଥାନା ସାରଥିଚରଣପୁର ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ମୃତ ଦେହ ଟ୍ରେନ୍‌ରୁ ଉଦ୍ଧାର ହୋଇଛି। ମୃତକ ଜଣକ ବାଗାତି କୈଳାସ ବୋଲି ଜଣାପଡ଼ିଛି। ବୁଧବାର କୈଳାସ ବ୍ରହ୍ମପୁର ଷ୍ଟେସନରୁ ଚେନ୍ନାଇ ଅଭିମୁଖେ ଟ୍ରେନ୍‌ରେ ଯାତ୍ରା କରିଥିଲେ। ଟ୍ରେନ୍‌ରେ କୈଳାସ ଇଅର ଫୋନ ଯୋଗେ ଗୀତ…
ଅଧିକ ଖବର ଦେଖନ୍ତୁ...