Daily Archives

July 31, 2021

ସୁନ୍ଦରଗଡ଼ ଜିଲ୍ଲାରେ ଗର୍ଭବତୀ ମା’ଙ୍କୁ ସହାୟ ହେଉଛି ‘ମାତୃଜ୍ୟୋତି’ 

ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲାରେ ମାତୃ ମୃତ୍ୟୁହାର ହ୍ରାସ କରିବା କ୍ଷେତ୍ରରେ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ବିଶେଷ ଭୂମିକା ନେବାକୁ ଯାଉଛି। ୨୦୨୦ ନଭେମ୍ବର ମାସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଲାଗୁ ହେବା ପରେ ମାତୃ ମୃତ୍ୟୁ ସଂଖ୍ୟା କମିଥିବା ଲକ୍ଷ୍ୟ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

କୋହଳ ହେଲା କଟକଣା; ସତର୍କ ରହିବାକୁ ପରାମର୍ଶ, ଜୁନ୍‌ରେ ଅମାନିଆ ଗଣିଛନ୍ତି ଅଧାକୋଟି ତଣ୍ଡ

ବାଲେଶ୍ବର: କରୋନା ନିୟମ ନମାନିଲେ ସଂକ୍ରମଣ ବଢ଼ିବ। ଏଥିପାଇଁ ସମସ୍ତେ ରାଜ୍ୟ ସରକାର ଜାରି କରିଥିବା ନିୟମ ପାଳନ କରନ୍ତୁ, ନଚେତ ପୁଲିସ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବ। ଦ୍ୱିତୀୟ ଲହର ପ୍ରାରମ୍ଭରେ ଏପରି ସତର୍କ ସୂଚନା ଦିଆଯାଇଥିଲେ ମଧ୍ୟ ଅମାନିଆ ନିୟମ ଭାଙ୍ଗିଛନ୍ତି, ସଂକ୍ରମଣ ବି ବଢ଼ିଛି…
ଅଧିକ ଖବର ଦେଖନ୍ତୁ...

ଅଗଷ୍ଟ ୩ରୁ ପୁଣି ଗଡ଼ିବ ସାଲିମାର-ଭଞ୍ଜପୁର ସାପ୍ତାହିକ ଏକ୍ସପ୍ରେସ ଟ୍ରେନ

ବାରିପଦା : କରୋନା ମହାମାରୀ ପାଇଁ ଗତ ୨୦୨୦ ମାର୍ଚ୍ଚରୁ ବନ୍ଦ ହୋଇଥିବା ସାଲିମାର –ଭଞ୍ଜପୁର ଏକ୍ସପ୍ରେସ ଟ୍ରେନ ପୁଣି ଥରେ ଚଳାଚଳ ଆରମ୍ଭ କରିବ । ଉକ୍ତ ୦୮୦୦୭ ଆପ୍ ସାଲିମାର-ଭଞ୍ଜପୁର ଏକ୍ସପ୍ରେସ ଟ୍ରେନଟି ଆସନ୍ତା ଅଗଷ୍ଟ ୩ ମଙ୍ଗଳବାର ଅପରାହ୍ନ ୪.୨୫ ମିନିଟ ସମୟରେ ସାଲିମାର ଷ୍ଟେସନରୁ ତାର…
ଅଧିକ ଖବର ଦେଖନ୍ତୁ...

ଜାତୀୟ ରାଜପଥରେ ବେଆଇନ ପାର୍କିଂ, ୮୭ ହଜାର ଟଙ୍କା ଜରିମାନା ଆଦାୟ

ଜୟପୁର: ଜୟପୁର ସହର ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥରେ ଗାଡି ପାର୍କିଂ ପାଇଁ ବାରଣ ହୋଇଛି। ଏନେଇ ଗାଡି ମାଲିକଙ୍କୁ ବାରମ୍ବାର ଅବଗତ କରାଯାଉଛି। ହେଲେ ସେଥିରେ କୌଣସି ସୁଫଳ ମିଳିପାରୁନାହିଁ। ଓଲଟା ଗାଡି ମାଲିକମାନେ ଟ୍ରକ ଓ ବସକୁ ଜାତୀୟ ରାଜପଥରେ ରଖି ଅଧାରାସ୍ତା ଅବରୋଧ…
ଅଧିକ ଖବର ଦେଖନ୍ତୁ...

ପୁତୁରା ଝିଆରୀଙ୍କୁ ହତ୍ୟା କରି ମୃତଦେହ ନେଇ ଯାଉଥିବାବେଳେ ମହିଳାଙ୍କୁ ଧରିଲେ ଟ୍ରାଫିକ ପୁଲିସ

ୱାଶିଂଟନ୍: ପୁତୁରା ଝିଆରୀଙ୍କୁ ହତ୍ୟା କରି ନିଜ କାରରେ ନେଉଥିଲେ ମହିଳା | ଆଉ ରାସ୍ତାରେ ଟ୍ରାଫିକ ଯାଞ୍ଚ ବେଳେ ମହିଳାଙ୍କ କାର ଯାଞ୍ଚ କରିଥିଲେ ଟ୍ରାଫିକ ପୁଲିସ | ଆଉ ମହିଳାଙ୍କ କାରରେ ଦୁଇଟି ମୃତଦେହ ଦେଖି ଟ୍ରାଫିକ ପୁଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ପୁଲିସର ସୂଚନାନୁସାରେ,…
ଅଧିକ ଖବର ଦେଖନ୍ତୁ...

୩ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ 

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଟାଉନ୍ ପୁଲିସ ୩ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିବା ସହ ଏହି ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାନୁସାରେ, ଆଜି ସକାଳ ପ୍ରାୟ ୮ଟା ବେଳେ ଗୁଇନ୍ଦା ସୂତ୍ରରୁ ବ୍ରାଉନସୁଗାର ଚାଲାଣ ହେଉଥିବା ସୂଚନା ପାଇଁ ଆରକ୍ଷୀ ଅଧିକ୍ଷକ ରାଜକିଶୋର…
ଅଧିକ ଖବର ଦେଖନ୍ତୁ...

ସେନା ଗୁଳିରେ ପୁଲଓ୍ବାମା ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ୍ ଲମ୍ବୁ ନିହତ

ଶ୍ରୀନଗର : ଜମ୍ମୁ ଓ କଶ୍ମୀରରେ ଆଜି ସୁରକ୍ଷା ବାହିନୀକୁ ଏକ ବଡ ଧରଣର ସଫଳତା ମିଳିଛି । ଆତଙ୍କବାଦୀ ସଂଗଠନ ଜୈସ ଇ ମହମ୍ମଦର ଜଣେ ପ୍ରମୁଖ କମାଣ୍ଡର ମହମ୍ମଦ ଇସମାଇଲ ଆଲଭି ଓରଫ ଲମ୍ବୁ ଆଜି ସେନା ଗୁଳିରେ ନିହତ ହୋଇଛି । ସେ କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରର ସମ୍ପର୍କୀୟ ଥିଲା । ଏହା ସହିତ…
ଅଧିକ ଖବର ଦେଖନ୍ତୁ...

ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ଲାଷ୍ଟିକରୁ ନିର୍ମାଣ ହେଲାଣି ୭୦୩ କିଲୋମିଟର ରାସ୍ତା

ନୂଆଦିଲ୍ଲୀ: ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୭୦୩ କିଲୋମିଟର ଜାତୀୟ ରାଜପଥ ପ୍ଲାଷ୍ଟିକରୁ ନିର୍ମିତ ହୋଇଛି | କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଲୋକସଭାରେ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି | ସେ ଲୋକସଭାରେ କହିଛନ୍ତି ଯେ ୫ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ୩୫୪ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୯ସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି କରୋନା ସଂକ୍ରମଣ ସାମାନ୍ୟ କମିଥିବା ଦେଖାଯାଇଛି | ଗତକଲି ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ଆଜି ଏହି ସଂଖ୍ୟା କମିଛି | ଗତକାଲି ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୮୯ ଥିବା ବେଳେ ଆଜି ଏହି ସଂଖ୍ୟା କମିଛି | ହେଲେ ସୁସ୍ଥ ସଂଖ୍ୟା ବଢ଼ିଛି | ଆଜି…
ଅଧିକ ଖବର ଦେଖନ୍ତୁ...

ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ-ବାଣିଜ୍ୟ ଫଳାଫଳ 

ଭୁବନେଶ୍ୱର: ଉଭୟ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ଆସିଛି । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଶନିବାର ସନ୍ଧ୍ୟାରେ ଏହି ଫଳାଫଳ ଘୋଷଣା କରାଯାଇଛି । ଶିକ୍ଷାବର୍ଷ ୨୦୨୦-୨୧ରେ ବିଜ୍ଞାନ ବିଷୟରେ ୯୪ ହଜାର ୫୩୨ ଜଣଙ୍କ ମଧ୍ୟରୁ ୯୫.୧୫ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଏଥିରେ…
ଅଧିକ ଖବର ଦେଖନ୍ତୁ...