Monthly Archives

August 2021

ପରିବା ଚାଷକରି ମହିଳା ସରପଞ୍ଚ ସ୍ବାବଲମ୍ବୀ, ପଞ୍ଚାୟତର କାମ କରିବା ସହ ପରିବା ଚାଷକୁ ପ୍ରାଧାନ୍ୟ

ମାଲକାନଗିରି: ରୀନା ମାଢୀ। ମାଲକାନଗିରି ଜିଲ୍ଲାର କୋରକୋଣ୍ଡା ବ୍ଲକର ନିଳାକାମ୍ବେରୁ ପଞ୍ଚାୟତର ସରପଞ୍ଚ। ଜଣେ ଆଦିବାସୀ ମହିଳା ହୋଇଥିଲେ ମଧ୍ୟ ରାଜନୀତିରେ ପ୍ରବେଶ କରି ବେଶ ଲୋକଙ୍କ ପାଇଁ କାମ କରିବାର ଏକ ଜୋସ ଦେଖିବାକୁ ମିଳିଛି। ନିଜ ପଞ୍ଚାୟତର ଉନ୍ନତି ପାଇଁ ସେ ଦିନରାତି ଏକ କରି…
ଅଧିକ ଖବର ଦେଖନ୍ତୁ...

ମିଳୁନି ଜମା ଟଙ୍କା, ଠକି ଚାଲିଛି ସାହାରା ଇଣ୍ଡିଆ: ଏଜେଣ୍ଟ୍-ଜମାକାରୀ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଦ୍ୱାରସ୍ଥ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପଦ୍ମପୁର ଓ ଗୁମୁଡ଼ା ଅଞ୍ଚଳରେ ସାହାରା ଇଣ୍ଡିଆ ଜମାକାରୀ ଟଙ୍କା ଫେରି ପାଇବାକୁ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଛନ୍ତି। ୨/୩ ବର୍ଷ ଧରି ପଲିସ ମ୍ୟାଚ୍ୟୁରିଟି ହୋଇ ସାରିଥିଲେ ମଧ୍ୟ କମ୍ପାନୀ ଟଙ୍କା ଫେରାଉ ନଥିବାରୁ ଜମାକାରୀ ନିରାଶ ହୋଇଛନ୍ତି। ଟଙ୍କା…
ଅଧିକ ଖବର ଦେଖନ୍ତୁ...

ଝିଲମିଲିଆଗୁଡ଼ା ହତ୍ୟା ମାମଲା: ୪ଅଭିଯୁକ୍ତ ନିର୍ଦୋଶରେ ଖଲାସ

ଜୟପୁର: ୨୦୧୨ମସିହାରେ କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅର୍ନ୍ତଗତ ଝିଲିମିଲିଆଗୁଡ଼ା ଗାଁର ଡମ୍ବୁରୁଧର ଗାଧବାଙ୍କୁ ସେହି ଗାଁର ୪ଜଣ ହତ୍ୟା କରି କେନାଲରେ ପିଙ୍ଗିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ସେହି ଗାଁର ୪ଜଣ ଅଭିଯୁକ୍ତ ପିତ୍ତବାସ ଗାଧବା, ପରମାନନ୍ଦ ଗାଧବା, ସଦନ ଗାଧବା, ଧନପତି…
ଅଧିକ ଖବର ଦେଖନ୍ତୁ...

ଅଷ୍ଟ୍ରେଲିଆ ଉଚ୍ଚାୟୁକ୍ତଙ୍କ ନାଲକୋ ପରିଦର୍ଶନ

ଭୁବନେଶ୍ୱର : ଭାରତରେ ଅବସ୍ଥାପିତ ଅଷ୍ଟ୍ରେଲିଆ ଉଚ୍ଚାୟୁକ୍ତ ବାରୀ ଓ’ଫେରେଲଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ଆଜି କେନ୍ଦ୍ରୀୟ ନବରତ୍ନ ଉଦ୍ୟୋଗ ନାଲକୋର ଭୁବନେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପରିଦର୍ଶନ କରି ନାଲକୋର ଅଧ୍ୟକ୍ଷ ଶ୍ରୀଧର ପାତ୍ର  ଏବଂ ବରିଷ୍ଠ ଅଧିକାରୀମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ଯବାନଙ୍କର ମୃତ୍ୟୁ

ବୌଦ୍ଧ: ଗତକାଲି ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବୌଦ୍ଧ ଜିଲ୍ଲା ବଲାସିଙ୍ଗା ନିକଟରେ ଥିବା ପଞ୍ଚମ ରିଜର୍ଭ ବାଟାଲିୟନରେ କାର୍ଯ୍ୟରତ ଯବାନଙ୍କର ମୃତ୍ୟୁ ଘଟିଛି। ମୃତ ଯବାନ ଜଣଙ୍କ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଚନ୍ଦ୍ରଶେଖରପୁର ଗାଁର ସରୋଜ କୁମାର ମାଝୀ। ସରୋଜ ଏହି…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ରେ ପଶି ଡକାୟତି ଉଦ୍ୟମ ବିଫଳ: ରେଳ ଷ୍ଟେସନରୁ ଧରାପଡ଼ି ୨ ଗିରଫ, ୪ ଫେରାର

ରାଉରକେଲା: ଟ୍ରେନ୍‌ ଭିତରେ ପଶି ଡକାୟତି କରିବାକୁ ସଜବାଜ ହେଉଥିଲେ। ହାତରେ ଥିଲା ଖଣ୍ଡା, ଭୁଜାଲି ଆଦି ବିଭିନ୍ନ ପ୍ରକାରର ମାରଣାସ୍ତ୍ର। ଠିକ୍‌ ଏତିକିବେଳେ ରେଳବାଇ ପୁଲିସ ନଜରକୁ ଆସିଯାଇଥିଲେ ୬ ଡକାୟତ। ପରେ ରେଳବାଇ ପୁଲିସ ଅତର୍କିତଭାବେ ସେଠାରେ ପହଞ୍ଚିଯାଇଥିଲା। ଫଳରେ ଦୁଇ ଜଣ…
ଅଧିକ ଖବର ଦେଖନ୍ତୁ...

ଅନଲାଇନରେ ବିକ୍ରି ହେଉଛି ଦଉଡି ଖଟିଆ, ମୂଲ୍ୟ ୪୧ ହଜାର ଟଙ୍କା

ନୂଆଦିଲ୍ଲୀ: ଅନଲାଇନ୍ ଇ-କମର୍ସ କମ୍ପାନୀଗୁଡିକ ଗ୍ରାହକଙ୍କ ପାଇଁ ଏହିପରି ଜିନିଷ ବିକ୍ରି ପାଇଁ ଉପଲବ୍ଧ କରାଇଥାନ୍ତି, ଯାହାକୁ ଦେଖିଲେ ଜଣେ ଆଶ୍ଚର୍ଯ୍ୟ ହୋଇଯିବ | ତେବେ ନ୍ୟୁଜିଲ୍ୟାଣ୍ଡର ଏକ ୱେବସାଇଟ୍ ଏବେ ଭାରତର ଗ୍ରାମୀଣ ଅଞ୍ଚଳରେ ବ୍ୟବହାର ହେଉଥିବା ଦଉଡି ଖଟିଆ ବିକ୍ରି ପାଇଁ ବିଜ୍ଞାପନ…
ଅଧିକ ଖବର ଦେଖନ୍ତୁ...

ଲୁଟ ଉଦ୍ୟମ ବିଫଳ: ୮ ଲକ୍ଷ ୬୩ ହଜାର ଟଙ୍କା ଓ ସୁନା ଗହଣା ଉଦ୍ଧାର

ବାଲିଅନ୍ତା: ବାଲିଅନ୍ତା ଥାନା ଅଧୀନ ଅଟଳାଗଡ଼ା ପଞ୍ଚମୁଖୀ ଆପାର୍ଟମେଣ୍ଟ ପରିସରରେ ଥିବା ଭାରତୀୟ ‌ଷ୍ଟେଟବ୍ୟାଙ୍କ ଶାଖାରୁ ଏକ ବଡ଼ ଧରଣର ଟଙ୍କା ଓ ସୁନାଗହଣା ଲୁଟ ଉଦ୍ୟମ ବିଫଳ ହୋଇଛି। ଆଜି ସଂଧ୍ୟା ସାଢ଼େ ୫ଟା ସମୟରେ ବ୍ୟାଙ୍କ ବନ୍ଦ ହେବା ସମୟରେ ଏହି ଲୁଟ ଘଟଣା ଘଟିଛି। ଏହି ବ୍ୟାଙ୍କ ଲୁଟ…
ଅଧିକ ଖବର ଦେଖନ୍ତୁ...

ସେପ୍ଟେମ୍ବର ୬ ତାରିଖ ଠାରୁ ଖୋଲିବ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକ ସେପ୍ଟେମ୍ବର ୬ ତାରିଖ ଠାରୁ ଖୋଲିବ। ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏନେଇ ଏସ୍‌ଓପି ଜାରି ହୋଇଛି। ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ ଏବଂ ଧନ୍ଦାମୂଳକ କଲେଜ, ପଲିଟେକ୍‌ନିକ୍‌,…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାରବାର ବୃଦ୍ଧି ଲାଗି ନୂଆ ଅବସର ପାଇବେ। କୌଣସି ଅଜଣା ବ୍ୟକ୍ତି ଭଲ ପରାମର୍ଶ ଦେବେ। ଶିକ୍ଷା କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ହେବ। ବୃଷ: କାମ ସଂପୂର୍ଣ୍ଣ କରିବାରେ ଆପଣଙ୍କର ଧ୍ୟାନ ଲାଗି ରହିବ। ଲୋେକ ଆପଣଙ୍କ ପ୍ରତି ଈର୍ଷା ଭାବନା ରଖିବେ। ଅଫିସରେ କୌଣସି ପ୍ରସଙ୍ଗରେ…
ଅଧିକ ଖବର ଦେଖନ୍ତୁ...