Daily Archives

August 1, 2021

କୋରାପୁଟ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ

କୋରାପୁଟ: ସ୍ଥାନୀୟ ସାନ ଚିନ୍ଦିରି ଗାଁ ଓ ରାୟଗଡା ରୋଡରେ ଆଜି ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ କରାଯାଇଛି। କୋରାପୁଟ ସମ୍ବାଦ ସାହିତ୍ୟ ଘରର ସଭାପତି ଜଗବଂଧୁ ସାମଲଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଚିନ୍ଦିରି ଦେଇ ଯାଉଥିବା ଜାତୀୟ ରାଜପଥ ଓ ସାନ…
ଅଧିକ ଖବର ଦେଖନ୍ତୁ...

ପଂଚାୟତ ନିର୍ବାଚନ ପାଇଁ ସଂଗଠିତ ହୋଇ ଅଣ୍ଟା ଭିଡ଼: ପ୍ରଣବ ପ୍ରକାଶ ଦାସ

ଜୟପୁର: ଆଜି ଜୟପୁର ବିଜେଡି ଜୋନାଲ କାର୍ଯ୍ୟାଳୟ ପରିସରରେ କୋଟପାଡ଼ ନିର୍ବାଚନମଣ୍ଡଳୀର କୁନ୍ଦ୍ରା ଜୋନର ଭାରଚୁଆଲରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଭୁବନେଶ୍ବରରୁ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ ଚନ୍ଦ୍ର ସାରଥୀ ବେହେରା, ଜିଲ୍ଲାସଭାପତି ଇଂ.…
ଅଧିକ ଖବର ଦେଖନ୍ତୁ...

ଜୁଲାଇ ମାସରେ ଅଧକୋଟି ଗଣିଲେ ଅମାନିଆ, ୪୯.୯୧ ଲକ୍ଷ ଟଙ୍କା ଜରିମାନା ଆଦାୟ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରୁ କରୋନା ମହାମାରୀକୁ ନେଇ ସଙ୍କଟ ଟଳି ନାହିଁ । ବର୍ତ୍ତମାନ ସଂକ୍ରମଣ ଗ୍ରାଫ ଦୁଇ ଅଙ୍କକୁ ଖସି ଆସିଛି । ତୃତୀୟ ଲହରକୁ ନେଇ ଶଙ୍କା ଓ ଆଶଙ୍କା ସୃଷ୍ଟି ହୋଇଥିବା ସମୟରେ ଜିଲ୍ଲାରେ କରୋନା ମାର୍ଗଦର୍ଶୀକାକୁ ଅମାନିଆମାନେ ଖୋଲାଖୋଲି ଉଲ୍ଲଙ୍ଘନ କରିଚାଲିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଶବକୁ ସମ୍ମାନ ଏମିତି; ପତ୍ନୀଙ୍କ ମୃତଦେହକୁ ଟ୍ରଲିରେ ବୋହିଲେ ସ୍ବାମୀ

ଜଳେଶ୍ବର: ମୃତଦେହ ଉଦ୍ଧାର ହେବାର ୫ ଘଣ୍ଟା ପରେ ବ୍ୟବଚ୍ଛେଦ ପାଇଁ ମିଳିଲାନି ମହାପ୍ରୟାଣ ଗାଡ଼ି କିମ୍ବା ଆମ୍ବୁଲାନ୍ସ। ଫଳରେ ବାଧ୍ୟ ହୋଇ ମୃତକଙ୍କ ସ୍ବାମୀ ଏକ ଟ୍ରଲି ରିକ୍ସାରେ ପତ୍ନୀଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ନେଇଛନ୍ତି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରିରୁ ୯ ଫୁଟର ଅଜଗର ଉଦ୍ଧାର

ମାଲକାନଗିରି: କୁକୁଡା ଖାଇବାକୁ ଆସି ଫସିଗଲା ଅଜଗର। ମାଲକାନଗିରି ବ୍ଲକ ଅନ୍ତର୍ଗତ ଶିଖପାଲୀ ପଞ୍ଚାୟତର ସିଙ୍ଗରାଜଖୁଣ୍ଟା ଗ୍ରାମରେ ୯ ଫୁଟର ଏକ ଅଜଗରକୁ ଉଦ୍ଧାର କରାଯାଇଛି। ଏହି ଗ୍ରାମର କୋଷା ମାଢିଙ୍କ କୁକୁଡା ଭାଡିରେ ଅଜଗରଟି ପଶି ଗୋଟିଏ କୁକୁଡାକୁ ମାରି ଖାଇଯାଇଥିଲା। ତେବେ…
ଅଧିକ ଖବର ଦେଖନ୍ତୁ...

ଜୀବନ ବଲିଉଡ ଚଳଚ୍ଚିତ୍ରର ଦୃଶ୍ୟ ପରି ନୁହେଁ; ଟ୍ରେନ୍‌ ଦୁର୍ଘଟଣାରୁ ମହିଳାଙ୍କୁ ଆର୍‌ପିଏଫ୍‌ କର୍ମଚାରୀ ଉଦ୍ଧାର କରିବା…

ନୂଆଦିଲ୍ଲୀ: ଜଣେ ମହିଳା ଶନିବାର ଟ୍ରେନ୍‌ ଚଢ଼ିବା ବେଳେ ଦୁର୍ଘଟଣାର ସାମ୍ନା କରିବାକୁ ଯାଉଥିବା ବେଳେ କିଛି ଆର୍‌ପିଏଫ୍‌ କର୍ମଚାରୀ ତାଙ୍କ ଜୀବନ ବଞ୍ଚାଇ ଚାରିଆଡ଼େ ଚର୍ଚ୍ଚିତ ପାଲଟିଛନ୍ତି। ଏ ନେଇ ଭାରତୀୟ ରେଳ ମନ୍ତ୍ରାଳୟ ପକ୍ଷରୁ ଏକ ଭିିଡିଓ ସେୟାର୍‌ କରାଯାଇଛି। ଭିଡିଓରେ ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ପତ୍ନୀକୁ ହତ୍ୟା କରିବା ପରେ ରକ୍ତ ଲଗା ଛୁରି ଧରି ହସ୍ପିଟାଲ୍‌ରେ ପହଞ୍ଚି ଅପରାଧ ସ୍ବୀକାର କଲେ ସ୍ବାମୀ

ନୂଆଦିଲ୍ଳୀ: ଦିଲ୍ଳୀର ମଙ୍ଗଲପୁରିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ୪୦ ବର୍ଷୀୟ ବ୍ୟକ୍ତି ନିଜ ପତ୍ନୀଙ୍କୁ ଛୁରି ଭୁସି ହତ୍ୟା କରିବା ପ‌ରେ ଉକ୍ତ ରକ୍ତ ଜର୍ଜରିତ ଛୁରିକୁ ଧରି ନିଜର ଅପରାଧ ସ୍ବୀକାର କରିବାକୁ ପୁଲିସ୍‌ ଷ୍ଟେସନ୍‌ରେ ପହଞ୍ଚିଛନ୍ତି। ଅଭିଯୁକ୍ତ ଜଣକ ହେଉଛନ୍ତି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୁରୁଣା ବନ୍ଧୁ ସହ ଭେଟ ହେବାର ସମ୍ଭାବନା ଅଛି। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ବାପାଙ୍କ ସହଯୋଗରେ ଜରୁରୀ କାମ ସଂପୂର୍ଣ୍ଣ ହୋଇଯିବ। ବୃଷ: କାମରେ ସ୍ଥିରତା ବଜାୟ ରହିବ। ଜୀବନସାଥୀଙ୍କ ପରାମର୍ଶ ନିଅନ୍ତୁ, ଲାଭ ହେବ। ଅଧିକାରୀମାନଙ୍କ ସହ ଜରୁରୀ ପ୍ରସଙ୍ଗରେ ଆଲୋଚନା କରିବେ।…
ଅଧିକ ଖବର ଦେଖନ୍ତୁ...

ପ୍ରକାଶ ପାଇଲା ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ସମ୍ବଲପୁର: ଶନିବାର ରାତି ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି। ଗତବର୍ଷ ଅପେକ୍ଷା ଚଳିତବର୍ଷ ବିଜ୍ଞାନ ଓ ବାଣିଜ୍ୟରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ ରହିଛି। ଜିଲ୍ଲା ସ୍ତରୀୟ ତଥ୍ୟ ପ୍ରକାଶ କରାଯାଇ ନଥିବା କାରଣରୁ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ନିଜ ଜନ୍ମଦିବସରେ ଏହି ଅଭ୍ୟାସକୁ ପରିତ୍ୟାଗ କଲେ ତାପସୀ ପନ୍ନୁ

ମୁମ୍ବାଇ: ରବିବାର(ଅଗଷ୍ଟ ୩) ଜଣାଶୁଣା ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଜନ୍ମଦିନ। ତାପସୀ ଏବେ ୩୪ ବର୍ଷ ବୟସରେ ପାଦ ରଖିଛନ୍ତି। ଅଭିନେତ୍ରୀ ତାପସୀ ତାଙ୍କ ପ୍ରତିବର୍ଷ ଜନ୍ମଦିବସକୁ ଏକ ବ୍ୟକ୍ତିଗତ ଜାତୀୟ ଛୁଟି ଭାବେ ନେଉଥିବା ବେଳେ ଏବର୍ଷ କିନ୍ତୁ ନିଜ ହୋମ୍‌ ପ୍ରଡକ୍ସନର ଏକ ଚଳଚ୍ଚିତ୍ର…
ଅଧିକ ଖବର ଦେଖନ୍ତୁ...