Daily Archives

August 1, 2021

ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ସଜାଡ଼ିବାକୁ ଲାଗିବ ୨ବର୍ଷ: ସଚିବ

ବ୍ରହ୍ମପୁର: ଆନୁଷ୍ଠାନିକ ଭାବେ ଆଜି ଖଲ୍ଲ‌ିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ଏକକ ବିଶ୍ବବିଦ୍ୟାଳୟରେ ରୁପାନ୍ତର ହୋଇଛି। ଆଜିର ଏହି କାର୍ଯ୍ୟକ୍ରମରେ ନା ମୁଖ୍ୟମନ୍ତ୍ରୀ ଥିଲେ, ନା ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସ୍ଥାନୀୟ ଜନପ୍ରତିନିଧିମାନେ…
ଅଧିକ ଖବର ଦେଖନ୍ତୁ...

ଘରେ ପଶି ସଂଘବଦ୍ଧ ଆକ୍ରମଣ, ୪ ଗୁରୁତର

ଗାନ୍ଧିଛକ/ବସ୍ତା: ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଉଇଟିକିରି ଗ୍ରାମରେ ଆଜି ସନ୍ଧ୍ୟାରେ ୧୫ରୁ ଉର୍ଦ୍ଧ୍ବ ଯୁବକଙ୍କ ସଂଘବଦ୍ଧ ଆକ୍ରମଣରେ ଗୋଟିଏ ପରିବାରର ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଅଭିଯୋଗ ଅନୁସାରେ, ଆଜି ସନ୍ଧ୍ୟାରେ ୮ଟି ବାଇକରେ ୧୫ରୁ ଅଧିକ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ଖୋଲିଲା ଗୋପାଳପୁର ବେଳାଭୂମି: ଅସମ୍ଭାଳ ଭିଡ଼, ଲୋକେ ଭୁଲିଗଲେ କୋଭିଡ୍‌ ନିୟମ

ଗୋପାଳପୁର: କରୋନା ଦ୍ବିତୀୟ ଲହର ପାଇଁ ଦୀର୍ଘ ୪ମାସ ହେବ ଲାଗି ରହିଥିବା କଟକଣାକୁ କୋହଳ ପରେ ଆଜି ଗୋପାଳପୁର ବେଳାଭୂମିକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥିଲା। ରବିବାର ସହ ବନ୍ଧୁତ୍ବ ଦିବସ ପାଳିବା ପାଇଁ ଦିନ ସାରା ବେଳାଭୂମି ଚଳଚଂଚଳ ହୋଇ ଉଠିଥିଲା। ସନ୍ଧ୍ୟା ବେଳକୁ ଏହି ସଂଖ୍ୟା ପ୍ରାୟ…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇରେ ୧୮୫ କୋଟିର ଏକ ବଙ୍ଗଳା କିଣିଲା ସୁରଟସ୍ଥିତ ଅନ୍ୟତମ ବଡ଼ ହୀରା କମ୍ପାନି

ମୁମ୍ବାଇ: ସାମ୍ପ୍ରତିକ ସମୟର ସୁରଟସ୍ଥିତ ଅନ୍ୟତମ ବଡ଼ ଡାଇମଣ୍ଡ୍‌ ଫାର୍ମ ଓରଲିଠାରେ ୧୮୫ କୋଟିର ଏକ ବଙ୍ଗଳା କିଣିଛି। ‘ପାନହର ବଙ୍ଗଳା’ ମୁମ୍ବାଇର ଓରଲି ସମୁଦ୍ର ମୁହଁର ବିପରୀତ ଏକ ବେସମେଣ୍ଟ ଏବଂ ଗ୍ରାଉଣ୍ଡ-ପ୍ଲସ୍-ଛଅ ମହଲା ବିଶିଷ୍ଟ ଢାଞ୍ଚାକୁ ନେଇ ଗଠିତ। ଏହି  ବଙ୍ଗଳା୧୯,୮୮୬…
ଅଧିକ ଖବର ଦେଖନ୍ତୁ...

ହୀରାକୁଦର ଆଉ ୨ ଗେଟ୍ ବନ୍ଦ ହେଲା, ଆଉ ୨ ଖୋଲା

ସମ୍ବଲପୁର: ରବିବାର ହୀରାକୁଦ ବନ୍ଧର ଆଉ ୨ଟି ଗେଟ୍ ବନ୍ଦ କରାଯାଇଛି। ଫଳରେ ଆଉ ୨ଟି ଗେଟ୍ ଦେଇ ମହାନଦୀକୁ ଜଳ ନିଷ୍କାସନ ହେଉଛି। ରବିବାର ରାତି ୯ଟା ବେଳେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୭.୭୫ ଫୁଟ୍‌ ଥିଲା। ସେତିକିବେଳେ ଜଳଭଣ୍ଡାରକୁ ହାରାହାରି ୧,୮୮,୫୯୫ କ୍ୟୁସେକ୍ ପାଣି ପ୍ରବେଶ…
ଅଧିକ ଖବର ଦେଖନ୍ତୁ...

ଅଗଷ୍ଟ ୨ ପୂର୍ବାହ୍ନ ସାଢ଼େ ୧୧ଟାରେ ପୃଥିବୀର ନିକଟତମ ହେବ ଶନି ଗ୍ରହ

ଭୁବନେଶ୍ୱର: ଆଜିକାଲି ଆକାଶରେ ଶନି ଗ୍ରହ ଆକର୍ଷଣୀୟ ଭାବରେ ଦୃଶ୍ୟମାନ ହେଉଛି । ସୂର୍ଯ୍ୟ ଚାରିପଟେ ଶନି ଏବଂ ପୃଥିବୀ ସେମାନଙ୍କର କକ୍ଷପଥରେ ଘୂରି ବୁଲିବା ସମୟରେ ଅଗଷ୍ଟ ୨ ତାରିଖ ଦିନ ପରସ୍ପର ସହ ସବୁଠାରୁ ନିକଟତର ହେବେ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦେଶକ ଡ. ଶୁଭେନ୍ଦୁ…
ଅଧିକ ଖବର ଦେଖନ୍ତୁ...

ବେଆଇନ ମାଙ୍କଡ଼ା ପଥର ଖାଦାନରେ ଚଢ଼ଉ; ଜେସିବି-ଟ୍ରାକ୍ଟର ଜବତ, ସହ ୩ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ସଦର ଥାନା ପୁଲିସ ପକ୍ଷରୁ ଆଜି ଖୋର୍ଦ୍ଧା ଉପକଣ୍ଠ ଧଉଳିମୁହାଁ ଠାରେ ଥିବା ଏକ ବେଆଇନ ମାଙ୍କଡ଼ାପଥର ଖାଦାନ ଉପରେ ଚଢ଼ଉ କରାଯାଇ ଜେସିବି, ଟ୍ରାକ୍ଟର ଓ ପଥର କାଟିବା ପାଇଁ ସାମଗ୍ରୀ ଆଦି ଜବତ ସହ ୩ଜଣଙ୍କୁ ଗିରଫ କରାଯାଇଛି । ସଦର ଥାନା ଅଧିକାରୀ ଅନୀତା ସାହୁଙ୍କ…
ଅଧିକ ଖବର ଦେଖନ୍ତୁ...

ମଙ୍ଗଳବାରଠୁ ମିଳିବ ମାଁ ସମଲେଶ୍ବରୀଙ୍କ ଦର୍ଶନ, ସମ୍ବଲପୁର ଜିଲ୍ଲାରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ 

ସମ୍ବଲପୁର: ଆସନ୍ତା ୩ ତାରିଖ (ମଙ୍ଗଳବାର) ଠାରୁ ଭକ୍ତଙ୍କୁ ମାଁ ସମଲେଶ୍ବରୀଙ୍କ ପ୍ରତ୍ୟକ୍ଷ ଦର୍ଶନ ମିଳିବ। ମାଁଙ୍କ ମନ୍ଦିର ସମେତ ସମ୍ବଲପୁର ଜିଲ୍ଲାରେ ଭକ୍ତଙ୍କ ପାଇଁ ସମସ୍ତ ଧର୍ମାନୁଷ୍ଠାନର ଦ୍ବାର ଖୋଲିବ। ତେବେ ବିଶୋଧନ ଓ ରକ୍ଷଣାବେକ୍ଷଣ ପାଇଁ ପ୍ରତ୍ୟେକ ସୋମବାର ଧର୍ମାନୁଷ୍ଠାନ…
ଅଧିକ ଖବର ଦେଖନ୍ତୁ...

ମଦ ପାଇଁ ଟଙ୍କା ନଦେବାରୁ ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା

ରାଇଘର: ମଦ ପାଇଁ ଟଙ୍କା ନଦେବାରୁ ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସ୍ବାମୀ l ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ଧଡ଼୍ରାପାରା ଗ୍ରାମରେ । ମୃତ ମହିଳା ଜଣକ ଚମ୍ପା ଗୌଡ଼(୩୬) | ଆଜି ସକାଳେ ଡଡ୍ରାପାରା ସାହିରୁ ରାଇଘର ପୁଲିସ ମୃତଦେହ…
ଅଧିକ ଖବର ଦେଖନ୍ତୁ...

ଖୁସି ଖବର: ପର୍ଯ୍ୟଟକଙ୍କ ପାଇଁ ମଙ୍ଗଳବାର ଠାରୁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ବାରଙ୍ଗ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆସନ୍ତା ମଙ୍ଗଳବାର ଖୋଲିବାକୁ ଯାଉଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ନନ୍ଦନକାନନ ନିର୍ଦେଶକ ମନୋଜ କୁମାର ମହାପାତ୍ରଙ୍କ ସୂଚନା ଅନୁସାରେ ରାଜ୍ୟ ସରକାର କୋଭିଡ କଟକଣା କୋହଳ କରିଛନ୍ତି। ଫଳରେନନ୍ଦନକାନନକୁ ଖୋଲିବାର ବାଟ ଫିଟିଛି । ଏନେଇ ଏକ…
ଅଧିକ ଖବର ଦେଖନ୍ତୁ...