Daily Archives

August 2, 2021

ବିବାହିତ ମହିଳା ନିଖୋଜ : ସୂଚନାଦାତାଙ୍କ ପାଇଁ ୩୦ହଜାର ଟଙ୍କା ସହ ରୌପ୍ୟ ପଦକ ପୁରସ୍କାର ଘୋଷଣା କଲେ ସ୍ୱାମୀ

ବାରିପଦା :ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନଂ-୨୭ ତୁଳସୀଚୌରା ଅଞ୍ଚଳର ବିବାହିତ ମହିଳା ନିଖୋଜ ହୋଇଥିବାର ଟାଉନ ଥାନାରେ ଏତେଲା ଦେଇଛନ୍ତି ପରିବାର ଲୋକେ। ସୂଚନାଯୋଗ୍ୟ ଗତ ବୁଧବାର ସକାଳ ୮ଟା ସମୟରେ ଘରେ କେହି ନଥିବା ସମୟରେ ଘରୁ ଗଗନ ବିହାରୀ ମହାନ୍ତଙ୍କ ସ୍ତ୍ରୀ ତନୁଶ୍ରୀ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ବିବାହ ବନ୍ଦ କଲା ପୁଲିସ: କନ୍ୟା ଚାଇଲ୍‌ଡ ଲାଇନରେ, ବର ଥାନାରେ

ରାଉରକେଲା: ମା’ ଦ୍ବାରା କରାଯାଉଥିବା ନାବାଳିକା ଝିଅର ବିବାହକୁ ବିରୋଧ କରିଛି ବାପା। ପୁଲିସ, ଚାଇଲ୍‌ଡ ଲାଇନର ହସ୍ତକ୍ଷେପରେ ନାବାଳିକା ବିବାହକୁ ବନ୍ଦ କରାଯାଇଛି। ପୁଲିସ ନାବାଳିକା କନ୍ୟାକୁ ଚାଇଲ୍‌ଡ ଲାଇନକୁ ହସ୍ତାନ୍ତର କରିଛନ୍ତି। ବରକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି।…
ଅଧିକ ଖବର ଦେଖନ୍ତୁ...

ଦୀର୍ଘ ଦିନର ଜମି ବିବାଦ ନେଲା ଉଗ୍ର ରୂପ : ଗୋଟିଏ ଗ୍ରାମର ଲୋକ ନଷ୍ଟ କରିଦେଲେ ଅନ୍ୟ ଗାଁର ମକା ଫସଲ

ଉମରକୋଟ :  ନବରଙ୍ଗପୁର ଜିଲ୍ଲା  ଉମରକୋଟ ତହସିଲ ଅନ୍ତର୍ଗତ ମୃତମା ଗ୍ରାମ ଓ ଖଡ଼କ। ଗ୍ରାମ ମଧ୍ୟରେ ଥିବା ଜମି ବିବାଦ ଆଜି ଉଗ୍ର ରୂପ ନେଇଛି । ଆଜି ପ୍ରାୟ ଅପରାହ୍ନ ଏକ ଘଣ୍ଟା ସମୟରେ ମୃତମ। ଗ୍ରାମ ର ଶତାଧିକ ମହିଳା ଓ ପୁରୁଷ ନିକଟସ୍ଥ ଖଡକ। ଗ୍ରାମର ୨୫ ଜଣ ଲୋକଙ୍କର ପ୍ରାୟ ୩୨ ଏକର ଜମି ରେ…
ଅଧିକ ଖବର ଦେଖନ୍ତୁ...

ମୁଣ୍ଡରେ ହାତ ଦେଇ ବସିଛି ଚାଷୀ: ବର୍ଷା ନାହିଁ କି ସାର ଯୋଗାଣ ହେଉନି

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଆବଶ୍ୟକ ପରିମାଣରେ ବର୍ଷା ଅଭାବ ଯୋଗୁଁ ଚଳିତ ବର୍ଷ ଖରିଫ୍ ଚାଷ ଆଗକୁ ଆଗେଇ ପାରୁ ନାହିଁ। ଜୁଲାଇ ମାସ ଶେଷ ହୋଇ ଅଗଷ୍ଟ ମାସର ଦୁଇ ଦିନ ହେଲାଣି। ତଥାପି ଆକାଶରେ ବର୍ଷା ନାର୍ହି। ବର୍ଷା ଅଭାବରୁ ତଳି ଧାନ ଉଠି ପାରୁ ନାହିଁ। ଯେଉଁଠି ତଳି ଧାନ ଉଠିଛି। ସେଠି ବିଲରେ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା କାଲିଠାରୁ ଖୋଲିବ ଶାବର ଶ୍ରୀକ୍ଷେତ୍ର

କୋରାପୁଟ: ଶ୍ରଦ୍ଧାଳୁ ପାଇଁ ଆସନ୍ତା କାଲିଠାରୁ ଖୋଲିବ ଶାବର ଶ୍ରୀକ୍ଷେତ୍ର। ମନ୍ଦିର ପଛ ଗେଟ ଦେଇ ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ। ଏନେଇ ଆଜି ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ତେବେ ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ହେଲେ ମାସ୍କ ପରିଧାନ ଜରୁରୀ ଅଟେ।…
ଅଧିକ ଖବର ଦେଖନ୍ତୁ...

ବୋଲେରୋ ବାଇକ ମୁହାଁମୁହିଁ,୨ ଗୁରୁତର

ବାଲିଅନ୍ତା: ହଂସପାଳ- ଅଭୟମୁଖୀ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ରାମଚନ୍ଦ୍ରପୁର ନିକଟରେ ଏକ ବୋଲେରୋ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ସମେତ ତାଙ୍କ ପଛରେ ବସିଥିବା ମହିଳା ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ବୟ ହେଲେ ଜିତିକାଲସୁଆଁଲୋ ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ଭଦ୍ରକରେ ଲୁଟେରାଙ୍କ ଗୁଳିମାଡ଼, ବ୍ୟବସାୟୀ ଗୁରୁତର

ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ଥାନା ହରିପୁର ଛକରେ ଲୁଟେରା  ଗୁଳିମାଡ଼ ।  ସହରର ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ସୁନା ଓ ଟଙ୍କା ଲୁଟିନେଲେ ଦୃବୁର୍ତ୍ତ। ଗୁରୁତର ଅବସ୍ଥାରେ ଜଣେ ବ୍ୟକ୍ତି ଭଦ୍ରକ ମେଡିକାଲ ରେ ଭର୍ତ୍ତି ହୋଇଥିବା ବେଳେ ଲୁଟେରାଙ୍କ ସହ ଧସ୍ତାଧସ୍ତି ସମୟରେ ଆଉ ଜଣେ ଆହତ ହୋଇ…
ଅଧିକ ଖବର ଦେଖନ୍ତୁ...

ଏମିତି ଚାଲିଛି ଦ୍ଵିତୀୟ ଶ୍ରୀକ୍ଷେତ୍ରରେ ଜଗନ୍ନାଥ ମନ୍ଦିର ବିକାଶ କାର୍ଯ୍ୟ, ୫ କୋଟି ଟଙ୍କା ଖର୍ଚ୍ଚ ନେଇ ଉଠିଲା…

ବାରିପଦା : ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀଶ୍ରୀ ହରିବଳଦେବଜୀଉ ମନ୍ଦିରର ବିକାଶ ହେବ। ଏନେଇ ରାଜ୍ୟ ସରକାର ୫ କୋଟି ଅନୁଦାନ ଦେଇଛନ୍ତି। ମାତ୍ର ଜଗନ୍ନାଥ ମନ୍ଦିରର ଏହି ଉନ୍ନତିକରଣ ଆରମ୍ଭ ହେଉ ହେଉ ବିବାଦ ତେଜିବାରେ ଲାଗିଛି। ଏପରିକି ଏହି ପାଞ୍ଚ କୋଟି ଟଙ୍କା ଖର୍ଚ୍ଚ ନେଇ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆପଣଙ୍କ ଯୋଜନା ସଫଳ ହେବ। ଅଫିସରେ ଉପରିସ୍ଥ କର୍ମଚାରୀଙ୍କର ସହଯୋଗ ପାଇବେ। ବୃଷ: କ୍ୟାରିୟର ଲାଗି ଦିନଟି ଅନୁକୂଳ ରହିବ। ପରିଶ୍ରମର ସୁଫଳ ପାଇବେ। ସାଥୀ ସହ ଆପଣଙ୍କ ସମ୍ବନ୍ଧ ମଜଭୁତ ହେବ। ବ୍ୟବସାୟୀଙ୍କୁ ଧନଲାଭ ହେବ। ମିଥୁନ: ସବୁ…
ଅଧିକ ଖବର ଦେଖନ୍ତୁ...

ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ତ୍ରିପାଠୀ ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ନିଯୁକ୍ତ

ଭୁବନେଶ୍ବର : ଓଡ଼ିଶା ସରକାର ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଉପେନ୍ଦ୍ର ତ୍ରିପାଠୀଙ୍କୁ ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଓ କାର୍ଯ୍ୟନିର୍ବାହୀ କମିଟିର କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରିଛନ୍ତି । ତାଙ୍କୁ ଜଣେ ରାଜ୍ୟ ମନ୍ତ୍ରୀର ମାନ୍ୟତା ମିଳିବ । ଏହା ସହିତ ସେ ମୁଖ୍ୟମନ୍ତ୍ରୀଙ୍କ…
ଅଧିକ ଖବର ଦେଖନ୍ତୁ...