Daily Archives

August 2, 2021

ବ୍ଲକ କାର୍ଯ୍ୟାଳୟକୁ ନେଇ ପଞ୍ଚାୟତବାସୀଙ୍କ ମଧ୍ୟରେ ଟଣାଓଟରା

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡାର ସ୍ବାଭିମାନ ଅଂଚଳର ୫ଟି ପଞ୍ଚାୟତବାସୀ ଆଜି ମାଲକାନଗିରି ପହଞ୍ଚି ଜିଲ୍ଲାପାଳ ସମେତ ଉପଜିଲ୍ଲାପାଳ, ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ଭେଟି ଯନ୍ତାପାଇରେ ବ୍ଲକ କାର୍ଯ୍ୟାଳୟ କରିବା ନେଇ ଦାବି କରିଥିଲେ। ରାଲଗେଡା, ଧୂଳିପୁଟ,…
ଅଧିକ ଖବର ଦେଖନ୍ତୁ...

ବିଟେକ ପାଠପଢ଼ା ଛାଡ଼ି ୩୦୦ ଯୁବତୀ ଓ ମହିଳାଙ୍କୁ ବଳପୂର୍ବଳ ବନ୍ଧକ ରଖିଥିଲା ଯୁବକ

ତିରୁପତି: ଆନ୍ଧ୍ରପ୍ରଦେଶ ପୁଲିସ ରବିବାର ଜ‌ଣେ ଯୁବକଙ୍କୁ ଗିରଫ କରିଛି। ଯିଏକି ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ପ୍ରାୟ ୩୦୦ ମହିଳା ଓ ଯୁବତୀଙ୍କ ସହିତ ଭର୍ଚୁଆଲ୍ ଓ ଶାରୀରିକ ସମ୍ପର୍କରେ ରଖିବା ସହିତ ସେମାନଙ୍କୁ ଫସାଇ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲା। ସୂଚନାଯୋଗ୍ୟ, ପ୍ରୋଡାଟୁର…
ଅଧିକ ଖବର ଦେଖନ୍ତୁ...

କରୋନା ମୃତକଙ୍କ ଶେଷକୃତ୍ୟ ସଂପନ୍ନ କରୁଥିବା ହେମନ୍ତ ଗୁରୁତର: ସହଯୋଗର ହାତ ବଢ଼ାଇବାକୁ ନିବେଦନ 

ଜୟପୁର: କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିବା ପରେ ନିଜ ଆତ୍ମୀୟ ସ୍ବଜନ କିମ୍ବା ପରିବାରର ଲୋକେ ଶେଷକୃତ୍ୟ ସଂପନ୍ନ କରିବାକୁ ବି ଆସୁ ନାହାନ୍ତି। ପ୍ରଥମ ଓ ଦ୍ବିତୀୟ ଲହରରେ ୫ଜଣ ଯୁବକ ହିଁ ମୃତକଙ୍କ ଶେଷକୃତ୍ୟ ସଂପନ୍ନ କରି ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ହେମନ୍ତ ବେହେରା ଜଣେ। ଗତ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ରରେ ଜିକା ଭୂତାଣୁ ଚିହ୍ନଟ ହେବା ପରେ ବିଶେଷଜ୍ଞ ଦଳ ପଠାଇଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ମୁମ୍ବାଇ: ଶନିବାର ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ପ୍ରଥମ ଜିକା ଭାଇରସ ସଂକ୍ରମଣ ମାମଲା ଦେଖା ଦେଇଥିଲା | ଜଣେ ମହିଳା ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଥିଲା | ଏନେଇ ଖବର ମିଳିବା ପରେ ଏବେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଏକ ବିଶେଷଜ୍ଞ ଦଳଙ୍କୁ…
ଅଧିକ ଖବର ଦେଖନ୍ତୁ...

କଟକ ବଡ଼ ମେଡି଼କାଲ ପରିସରରେ ଥିବା ପୂର୍ତ୍ତ ବିଭାଗ ସେକ୍ସନରେ ତାଲା ପକାଇଲେ ଛାତ୍ର

କଟକ : ଏସସିବି ମେଡିକାଲ କଲେଜ ପରିସରରେ ଥିବା ପୂର୍ତ୍ତ ବିଭାଗ ସେକ୍ସନରେ ହଷ୍ଟେଲ ଛାତ୍ରମାନେ ତାଲା ପକାଇଦେଇଥିବା ସୂଚନା ମିଳିଛି । ଉକ୍ତ ଅଫିସରେ ଥିବା ସମସ୍ତ କର୍ମଚାରୀଙ୍କୁ ବାହାରକୁ ଆଣି ଛାତ୍ରମାନେ ତାଲା ପକାଇଦେଇଥିଲେ । ଛାତ୍ରମାନଙ୍କ ଅଭିଯୋଗ ମୁତାବକ ହଷ୍ଟେଲର କାମ ପାଇଁ…
ଅଧିକ ଖବର ଦେଖନ୍ତୁ...

କମିଲା ସଂକ୍ରମଣ: ଭୁବନେଶ୍ୱରରୁ ୨୦୩ କରୋନା ଆକ୍ରାନ୍ତ ଚିହ୍ନଟ, ୧୩୪ ସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱରରେ ଏବେ କରୋନା ମିଟର ଲଗାତାର ତଳମୁହାଁ ହେବାର ଲାଗିଛି | ଦୀର୍ଘ ଦିନ ପରେ ଆଜି କରୋନା ସଂକ୍ରମଣ କମିଥିବା ଦେଖାଯାଇଛି | ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ଆଜି ଏହି ସଂଖ୍ୟା କମିଛି | ଗତକାଲି ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧୮ ଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଆୟ ବହିର୍ଭୂତ ସମ୍ପତ୍ତି ମାମଲା : ବିରଞ୍ଚିଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର : ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (ଓଏସଏସସି) ସଦସ୍ୟଙ୍କ କୋଟିପତି ପିଏସ ବିରଞ୍ଚି ନାରାୟଣ ସାହୁଙ୍କୁ ବାଧ୍ୟତାମୂଳକ ଅବସରେ ଦେଇଛନ୍ତି ରାଜ୍ୟ ସରକାର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିବା ପରେ ଏହି ପଦକ୍ଷେପ ନେଇଛନ୍ତି ସରକାର ।…
ଅଧିକ ଖବର ଦେଖନ୍ତୁ...

୧୫ ହଜାର ଲୋକକଳା କଳାକାରଙ୍କୁ ରୋଜଗାର ଯୋଗାଇ ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ

ସୁନ୍ଦରଗଡ଼: କରୋନା ଛଡାଇ ନେଇଛି ଜୀବନ ଜୀବିକା । ଲକଡାଉନ ଯୋଗୁଁ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଟକଣା ଲାଗିଛି । ଫଳରେ କଳାକାରମାନେ ଦୀର୍ଘଦିନ ହେବ ଜୀବିକା ହରାଇ ବସିଥିଲେ । ଏହିଭଳି କ୍ଷେତ୍ରରେ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ…
ଅଧିକ ଖବର ଦେଖନ୍ତୁ...

ନକ୍ସଲ-ପୁଲିସ ମଧ୍ୟରେ ଗୁଳିବିନିମୟ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ପୁଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଘଟିଛି। ଆଜି ସହିଦ ସପ୍ତାହର ଅଷ୍ଟମ ଦିନ ଥିବା ବେଳେ  ନକ୍ସଲ ସହ ମୁଁହାମୁହିଁ ହୋଇଛି ପୁଲିସ। ସୁକମା ଜିଲ୍ଲାର ପୋର୍ଦେମ ଏବଂ ରୁବମେଟି ମଧ୍ୟରେ ଥିବା ଜଙ୍ଗଲ ପୁଲିସ ସର୍ଚ୍ଚ ଅପରେସନ…
ଅଧିକ ଖବର ଦେଖନ୍ତୁ...

ମମତାଙ୍କୁ ଝଟକା ଦେଲେ କୋଲକାତା ହାଇକୋର୍ଟ, ଶୁଭେନ୍ଦୁଙ୍କ ସହଯୋଗୀଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ

କୋଲକାତା: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କୁ କୋଲକତା ହାଇକୋର୍ଟ ବଡ ଝଟକା ଦେଇଛନ୍ତି । ନକଲି ସରକାରୀ ଚାକିରି ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଘନିଷ୍ଠ ସହଯୋଗୀ ରାଖଲ ବେରାଙ୍କୁ ତୁରନ୍ତ ମୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...