Daily Archives

August 2, 2021

ପୂର୍ବତନ ବିଧାୟକ ଅରୁଣ ଦେ’ଙ୍କ ପରଲୋକ

ଭୁବନେଶ୍ବର : ପୂର୍ବତନ ବିଧାୟକ ଅରୁଣ ଦେ’ଙ୍କ ପରଲୋକ ହୋଇଥିବା ଖବର ହସ୍ତଗତ ହୋଇଛି । ୭୬ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । କରୋନାରେ ଆକ୍ରାନ୍ତ ହୋଇ ସେ ଗତ କିଛି ଦିନ ହେଲା ଚିକିତ୍ସିତ ହେଉଥିଲେ । ବାଲେଶ୍ବର ନିର୍ବାଚନ ମଣ୍ଡଳୀରୁ ପାଞ୍ଚ ଥର ବିଧାୟକ ଭାବେ…
ଅଧିକ ଖବର ଦେଖନ୍ତୁ...

ବିଭିନ୍ନ ଦାବି ନେଇ ମାଲକାନଗିରି ଜିଲ୍ଲାପାଳଙ୍କୁ ଭେଟିଲା ବିଜେପିର ପ୍ରତିନିଧି ଦଳ

ମାଲକାନଗିରି : ମାଲକାନଗିରି ଜିଲ୍ଲା ବିଜେପିକୁ ଆକ୍ସନ ମୁଡରେ ଦେଖିବାକୁ ମିଳିଛି। ଜିଲ୍ଲାରେ ବିଜେପିର ସଂଗଠନ ମଜବୁତ ଥିଲେ ମଧ୍ୟ ଗତ କିଛି ବର୍ଷ ହେଲା ସଂଗଠନରେ ସେଭଳି ଆଖିଦୃଷ୍ଟିଆ ପଦକ୍ଷେପ ନିଆଯାଇପାରୁନଥିଲା। ଯାହାଫଳରେ ଜିଲ୍ଲାରେ ହେଉଥିବା ଦୁର୍ନୀତି ଦିନକୁ ଦିନ ବଢିବାରେ ଲାଗିଥିଲା।…
ଅଧିକ ଖବର ଦେଖନ୍ତୁ...

ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହନ କରିବା ପାଇଁ ‘ଇ-ରୁପି’ ଲଞ୍ଚ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି 'ଇ-ରୁପି' ର ଆରମ୍ଭ କରିଛନ୍ତି। ଆଜି ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ଜରିଆରେ ଇ-ଭାଉଚର-ଆଧାରିତ ଡିଜିଟାଲ ପେମେଣ୍ଟ ଇ-ରୁପିକୁ ପ୍ରଧାନମନ୍ତ୍ରୀ ମୋଦୀ ଲଞ୍ଚ କରିଛନ୍ତି | ଏହି ଅବସରରେ ସେ…
ଅଧିକ ଖବର ଦେଖନ୍ତୁ...

ଅଗଷ୍ଟ ୧୧ରୁ ମାଟ୍ରିକ ଖାତା ଦେଖା, ୩ ଦିନ ଚାଲିବ

ଭୁବନେଶ୍ବର : ଅଫଲାଇନରେ ଚାଲିଥିବା ଆସନ୍ତା ଅଗଷ୍ଟ ୧୧ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ଦେଖା । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଅଗଷ୍ଟ ୧୧ରୁ ଖାତା ଦେଖା ଆରମ୍ଭ ହୋଇ ତିନିଦିନରେ ଶେଷ ହେବ । ୭ଟି ଜିଲ୍ଲାରେ ୯ଟି କେନ୍ଦ୍ରରେ ପ୍ରାୟ ୧୫ ଶହ…
ଅଧିକ ଖବର ଦେଖନ୍ତୁ...

ପୁରୁଣା ଚାମଚ ବଦଳାଇ ଦେଲା ବ୍ୟକ୍ତିଙ୍କ ଭାଗ୍ୟ !

ନୂଆଦିଲ୍ଲୀ: ସମୟ ସମୟରେ ଜିନିଷ ପୁରୁଣା ହୋଇ ଯାଇଥିଲେ ଆମେ ତାହାକୁ ଫିଙ୍ଗି ଦେଇଥାଉ। କିନ୍ତୁ ଏଇ ପୁରୁଣା ଜିନିଷ ବ୍ୟକ୍ତିଙ୍କ ଭାଗ୍ୟକୁ ବଦଳାଇ ଦେଇଥିବାର ଅନେକ ଘଟଣା ସାମ୍ନାକୁ ଆସିଛି। ନିକଟରେ ଏକ ପୁରୁଣା ଚାମଚ ଜଣେ ବ୍ୟକ୍ତିଙ୍କ ଭାଗ୍ୟ ବଦଳାଇ ଦେଇଥିବା ଜାଣି ଆପଣ ବି ଆଶ୍ଚର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ବାଙ୍ଗିରିପୋଷି-ଗୋରୁମହିଷାଣି ନୂତନ ରେଳପଥ ନିର୍ମାଣ ଦାବିରେ ପଦଯାତ୍ରା କରିବ ଭଞ୍ଜସେନା

ବାରିପଦା :ସର୍ଭେ କାର୍ଯ୍ୟ ଶେଷ ହୋଇଥିବା ବାଙ୍ଗିରିପୋଷି-ଗୋରୁମହିଷାଣି ୪୨ କି.ମି. ନୂତନ ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାରେ କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ କ୍ରମାଗତ ଅହେତୁକ ବିଳମ୍ବ ପ୍ରତିବାଦରେ ପଦଯାତ୍ରା କରିବ ଜିଲ୍ଲାର ଅଣରାଜନୈତିକ ସଂଗଠନ ଭଂଜସେନା ।   ଯଥାଶୀଘ୍ର…
ଅଧିକ ଖବର ଦେଖନ୍ତୁ...

ଆସିଲା ସାଟେଲାଇଟ ଚିତ୍ର: ନିର୍ମାଣାଧୀନ ବିମାନବନ୍ଦରରେ ସୁରକ୍ଷିତ ଓ ପ୍ରତିରୋଧୀ ଭୂତଳ ସୁବିଧା ତିଆରି କରୁଛି ଚୀନ

ନୂଆଦିଲ୍ଲୀ: ଚାଇନିଜମାନେ ତାସ୍କୁର୍ଗାନର ବିମାନବନ୍ଦରରେ ସୁରକ୍ଷିତ ଓ ପ୍ରତିରୋଧୀ ଭୂତଳ ସୁବିଧା ବିକାଶ କରୁଥିବା ଜଣାପଡ଼ିଛି। ଏନେଇ ସାଟେଲାଇଟ୍ ଚିତ୍ରରୁ ସ୍ପଷ୍ଟ ହୋଇଛି | ତାସ୍କୁର୍ଗାନରେ ନିର୍ମାଣ ହେଉଥିବା ଏହି ବିମାନବନ୍ଦର ତାଜିକିସ୍ତାନ, ଆଫଗାନିସ୍ତାନ ଏବଂ ପାକିସ୍ଥାନ-ଅଧିକୃତ…
ଅଧିକ ଖବର ଦେଖନ୍ତୁ...

ରାଜ କୁନ୍ଦ୍ରାଙ୍କ ଗିରଫକୁ ନେଇ ଶିଳ୍ପା କହିଲେ ଏଭଳି କଥା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ଗତ ଜୁଲାଇ ୧୯ ତାରିଖରେ ମୁମ୍ବାଇ ପୁଲିସ ଗିରଫ କରିଥିଲା। ତାଙ୍କ ବିରୋଧରେ ଅଶ୍ଳୀଳ ଭିଡିଓ ତିଆରି କରି ଆପ ମାଧ୍ୟମରେ ଷ୍ଟ୍ରିମିଂ କରୁଥିବା ଅଭିଯୋଗ ହୋଇଥିଲା। ଏହାପରେ ଶିଳ୍ପା ସେଟ୍ଟୀ ଅନେକ ସମସ୍ୟା ଦେଇ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ଅମରଜିତ ସିହ୍ନା ଦେଲେ ଇସ୍ତଫା, ବର୍ଷକ ମଧ୍ୟରେ ଛାଡିଲେଣି ଦୁଇ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ଅମରଜିତ ସିହ୍ନା ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି | ତେବେ ସେ କାହିଁକି ଇସ୍ତଫା ଦେଲେ ତାହା ଜଣାପଡ଼ିନାହିଁ | ମିଳିଥିବା ସୂଚନା ମୁତାବକ ଅମରଜିତ ହେଉଛନ୍ତି ୧୯୮୩ ବିହାର କ୍ୟାଡରର ଜଣେ ଆଇଏଏସ ଅଫିସର | ଗତବର୍ଷ ଫେବୃୟାରୀ…
ଅଧିକ ଖବର ଦେଖନ୍ତୁ...

ନିଲମ୍ବିତ ହେଲେ ଓଏସଏସସି ସଦସ୍ୟଙ୍କ କୋଟିପତି ପିଏସ୍

ଭୁବନେଶ୍ବର : ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (ଓଏସଏସସି) ସଦସ୍ୟଙ୍କ କୋଟିପତି ପିଏସ ବିରଞ୍ଚି ନାରାୟଣ ସାହୁଙ୍କୁ ନିଲମ୍ବିତ କରାଯାଇଛି ।  ନିଲମ୍ବନ କରିବା ସହ ବିରଞ୍ଚିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କୁ ସୁପାରିଶ କରିଛି ଓଏସଏସସି । ଆୟ ବର୍ହିଭୁତ…
ଅଧିକ ଖବର ଦେଖନ୍ତୁ...