Daily Archives

August 3, 2021

କେନ୍ଦ୍ର ରେଳ ମନ୍ତ୍ରୀଙ୍କ ରାୟଗଡ଼ା ଗସ୍ତ ୧୭ରେ, ନୂଆ ଡିଭିଜନ୍ ଓ ରେଳ ଭିତ୍ତିଭୂମିର ସମୀକ୍ଷା କରିବେ

ରାୟଗଡ଼ା: ଅଗଷ୍ଟ ୧୭ରେ ରାୟଗଡ଼ା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଗସ୍ତ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇସାରିଥିବାରୁ ସରକାରୀ ଓ ବେସରକାରୀ ସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି। ଭୁବନେଶ୍ବରରୁ ହୀରାଖଣ୍ଡ ଟ୍ରେନ୍ ଯୋଗେ ଆସି ରାୟଗଡ଼ାରେ ପହଞ୍ଚିବା ପରେ ୬ ଘଣ୍ଟା…
ଅଧିକ ଖବର ଦେଖନ୍ତୁ...

ସିବିଏସ୍‌ଇରେ ୟଶ୍‌ ଖଣ୍ଡେଲୱାଲ୍‌ ରଖିଲେ ୯୯.% ମାର୍କ, ବୈଜ୍ଞାନିକ ହେବା ଲକ୍ଷ୍ୟ

ଚାନ୍ଦବାଲି: ସିବିଏସ୍‌ଇ ରେଜଲ୍‌ଟ ଆଜି ପ୍ରକାଶ ପାଇଥିବା ବେଳେ ଏଥିରେ ଭଦ୍ରକ ଜିଲ୍ଲା ଚାନ୍ଦବାଲିର ୟଶ ଖଣ୍ଡେଲୱାଲ ୯୯ ପ୍ରତଶତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ସେ ଭଲ ନମ୍ବର ରଖି ରାଜ୍ୟ ତଥା ଚାନ୍ଦବାଲିର ନାମ ବୃଦ୍ଧି କରିଛନ୍ତି। ୟଶ ଖଣ୍ଡେଲୱାଲ ଚାନ୍ଦବାଲିର ପ୍ରମୁଖ ବ୍ୟବସାୟୀ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ାରେ ସ୍ବତନ୍ତ୍ର ରେଳ ଡିଭିଜନ ସ୍ଥାପନ ପାଇଁ ଦାବି

ଭୁବନେଶ୍ବର : ପଶ୍ଚିମ ଓଡ଼ିଶାର ଶିଳ୍ପକେନ୍ଦ୍ର ଭାବେ ପରିଚିତ ଝାରସୁଗୁଡ଼ା ରେଳ ଷ୍ଟେସନର ବିକାଶ ସହ ସହରରେ ଏକ ସ୍ବତନ୍ତ୍ର ରେଳ ଡିଭିଜନ ସ୍ଥାପନ ପାଇଁ ରାଜ୍ୟ ବିଜେପି ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ନିକଟରେ ଦାବି କରାଯାଇଛି । ଏ ନେଇ ଏକ ଦାବିପତ୍ର ବିଜେପି ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ବାଇକ ଦୁର୍ଘଟଣାରେ ଜଣେ ମୃତ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସଦରଥାନା ଅନ୍ତର୍ଗତ ବାଲିଆ ଗ୍ରାମ ନିକଟରେ ଥିବା ବ୍ରିଜକୁ ଧକ୍ମା ଦେଇ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ବୈପାରୀଗୁଡା ଥାନା ଅନ୍ତର୍ଗତ ଗୁମ୍ମା ଗ୍ରାମର କମଳ ସାଇ ହରିଜନ (୩୭)। ମୃତଦେହକୁ ପୁଲିସ ଜବତ କରି ଜୟପୁର ଜିଲ୍ଲା ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ଚିଟଫଣ୍ଡ ସଂସ୍ଥାର ବ୍ୟାଙ୍କ ଖାତା ଅଚଳ କଲା ପୁଲିସ୍, ଥିଲା ମାତ୍ର ୪୨୩ ଟଙ୍କା

କୋରାପୁଟ : କୋରାପୁଟ ଟାଉନରୁ ୪୫ଜଣ ହିତାଧିକାରୀଙ୍କ ଠାରୁ ୬୦ ଲକ୍ଷ ଟଙ୍କା ଠକି ନେଇ ପାର ମାରିଥିବା ସ୍କାଏଟ୍ରେଡର୍ସ ଡଟ୍ ଲାଇଭ ନାମକ ଝାଡ଼ଖଣ୍ଡର ଚିଟ୍‌ଫଣ୍ଡ ସଂସ୍ଥା ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି କୋରାପୁଟ ଟାଉନ ପୁଲିସ। ଆଜି ଏକ ଘରୋଇ ବ୍ୟାଙ୍କରେ ଥିବା ସଂସ୍ଥାର ଦୁଇଟି…
ଅଧିକ ଖବର ଦେଖନ୍ତୁ...

କାହାକୁ ଚେକ ଦେଉଥିଲେ ଏହି କଥା ଉପରେ ଧ୍ୟାନ ଦିଅନ୍ତୁ, ନଚେତ ମିଳିପାରେ ଦଣ୍ଡ

ଯଦି ଆପଣ କାହାକୁ ଚେକ୍ ଦ୍ୱାରା ପେମେଣ୍ଟ କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି | ଏଣିକି କୌଣସି ବ୍ୟକ୍ତି କିମ୍ବା ସଂସ୍ଥାକୁ ଚେକ୍ ଦେବା ପୂର୍ବରୁ ସତର୍କ ରୁହନ୍ତୁ | ଅଗଷ୍ଟ ୧ ରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ…
ଅଧିକ ଖବର ଦେଖନ୍ତୁ...

ବଦଳିବ କି ହୀରାଖଣ୍ଡର ଭାଗ୍ୟ? ୨୧ ବର୍ଷର ଟ୍ରେନରେ ନାହିଁ ପ୍ରଥମ ଶ୍ରେଣୀ ଏସି କୋଚ୍

ରାୟଗଡ଼ା: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ହୀରାଖଣ୍ଡ ଟ୍ରେନରେ ରାୟଗଡ଼ା ଗସ୍ତରେ ଆସୁଥିବାରୁ ୨୧ ବର୍ଷର ଏହି ଟ୍ରେନର ଭାଗ୍ୟ ବଦଳିବା ନେଇ ଆଶା ପ୍ରକାଶ ପାଇଛି। ଓଡ଼ିଶାର ସବୁଠୁ ବିପଦ ଓ ରୋମାଞ୍ଚପୂର୍ଣ୍ଣ ରେଳ ଲାଇନ ଦେଇ ଜଗଦଲପୁର-ଭୁବେନଶ୍ବର ମଧ୍ୟରେ ଯାତ୍ରା କରୁଥିବା ହୀରାଖଣ୍ଡ…
ଅଧିକ ଖବର ଦେଖନ୍ତୁ...

ଧୁମ୍‌ଧାମ୍‌ରେ ପାଳନ ହେଲା ନକ୍ସଲଙ୍କ ସହିଦ ଦିବସ, ଜମିଲା ଭୋଜିଭାତ ସହ ନାଚଗୀତର ଆସର 

ମାଲକାନଗିରି: ନକ୍ସଲ ସଂଗଠନର ଆଜି ଥିଲା ସହିଦ ସପ୍ତାହର ଶେଷ ଦିବସ। ନକ୍ସଲ ମାଲକାନଗିରି ସମେତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଛତିଶଗଡ଼ର ଆଭ୍ୟନ୍ତରୀଣ ଗ୍ରାମଗୁଡିକରେ ଧୁମ୍‌ଧାମ୍‌ରେ ନକ୍ସଲ ପାଳିଛନ୍ତି ସହିଦ ସପ୍ତାହ। ଛତିଶଗଡ଼ର ବିଜାପୁର ଜିଲ୍ଲାର ଦୁର୍ଗମ ଅଂଚଳରୁ ଆସିଥିବା ଖବର ଅନୁଯାୟୀ…
ଅଧିକ ଖବର ଦେଖନ୍ତୁ...

ପୁଲିସ ଓ ପୂର୍ବତନ କାଉନସିଲରଙ୍କ ହସ୍ତକ୍ଷେପ ପରେ ଆଦିବାସୀ ଯୁବତୀଙ୍କୁ ବିବାହ କଲେ ପ୍ରେମିକ

ରାଉରକେଲା: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଜଣେ ଆଦିବାସୀ ଯୁବତୀଙ୍କୁ ନ୍ୟାୟ ମିଳିଛି। ସ୍ଥାନୀୟ ଅଞ୍ଚଳର ପୂର୍ବତନ କାଉନସିଲର ପ୍ରମିଳା ଦାସ, ମହିଳା ପୁଲିସର ହସ୍ତକ୍ଷେପ ପରେ ପ୍ରେମିକ ଆଦିବାସୀ ଯୁବତୀଙ୍କୁ ମନ୍ଦିରରେ ବିବାହ କରିବାକୁ ବାଧ୍ୟ ହୋଇଛନ୍ତି। ଏମିତି ଘଟଣା ଘଟିଛି…
ଅଧିକ ଖବର ଦେଖନ୍ତୁ...

ଭାରତ ଫେରିବା ପରେ ସିନ୍ଧୁଙ୍କୁ ବିପୁଳ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ : ଅଲମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ପି.ଭି.ସିନ୍ଧୁ ଭାରତ ଫେରିବା ପରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ,…
ଅଧିକ ଖବର ଦେଖନ୍ତୁ...