Daily Archives

August 3, 2021

ଗ୍ୟାରେଜ୍‌ ଭିତରକୁ ପଶିଲା ଟ୍ରକ୍‌; ଗ୍ୟାରେଜ୍ ମିସ୍ତ୍ରି ମୃତ, ୨ ଗୁରୁତର

ଲହୁଣିପଡ଼ା: ରାଜାମୁଣ୍ଡା ଛକସ୍ଥିତ ଏକ ବାଇକ୍‌ ଗ୍ୟାରେଜ୍ ଭିତରକୁ ଟ୍ରକ୍‌ ପଶିଯିବାରୁ ଘଟଣାସ୍ଥଳରେ ଗ୍ୟାରେଜ୍ ମିସ୍ତ୍ରିଙ୍କ ଶୋଚନୀୟ ମୃତ୍ୟୁ ହେବା ସହ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ ମଙ୍ଗଳବାର ସଂଧ୍ୟାରେ ରାଉରକେଲାରୁ ଲହୁଣିପଡ଼ା ଅଭିମୁଖେ ଯାଉଥିବା ଓଡ଼ି ୧୪ ଆର୍‌…
ଅଧିକ ଖବର ଦେଖନ୍ତୁ...

ହାରି ବି ହୃଦୟ ଜିତିଲେ ଅମିତ ରୋହିଦାସ, ମା’ଙ୍କ ଆଶା ବ୍ରୋଞ୍ଜ ଆଣିବ ପୁଅ

ସୁନ୍ଦରଗଡ଼: ମଙ୍ଗଳବାର ସକାଳୁ ସୁନ୍ଦରଗଡ଼ର ସଉନାମୁରା ଗାଁରେ ଲାଗିଥିଲା ଉତ୍ସବର ମାହୋଲ। ଗାଁ ଲୋକେ ଟିଭି ଆଗରେ ବସିଯାଇଥିଲେ। ଟୋକିଓ ଅଲିମ୍ପିକ୍ସରେ ପହଞ୍ଚିଥିବା ଗାଁ ପୁଅ ଅମିତ ରୋହିଦାସଙ୍କ ଚମତ୍କାରିତା ଦେଖିବାକୁ ଲାଗିଥିଲା ଭିଡ଼। ପ୍ରଶାସନ ପକ୍ଷରୁ ପଞ୍ଚାୟତଗୃହରେ କରାଯାଇଥିଲା…
ଅଧିକ ଖବର ଦେଖନ୍ତୁ...

ଭୋଜି ଖାଇବା ପାଇଁ ଶ୍ବଶୁର ଘରକୁ ଆସିଥିଲେ, କାର ଭିତରୁ ୫ ଭରି ସୁନା ଅଳଙ୍କାର ଚୋରି

ନବରଙ୍ଗପୁର: ଶ୍ବଶୁର ଘରକୁ ଭୋଜି ଖାଇବା ପାଇଁ ଆସିଥିଲେ। ଭୋଜିକୁ ଯିବା ପୂର୍ବରୁ କାର ଭିତରରେ ସୁନା ଅଳଙ୍କାର ରଖିଥିଲେ। କାର ମଧ୍ୟରୁ ସୁନା ଅଳଙ୍କାର ନେଇ ଚମ୍ପଟ ମାରିଲେ ଦୁବୃତ୍ତ। କାର ପାଖେ ପାଖେ ମାଲିକ ଥିଲେ ମଧ୍ୟ ଚୋରିର ଟେରପାଇ ପାରିଲେ ନାହିଁ। ଏପରି ଘଟଣା ଦେଖିବାକୁ ମିଳିଛି…
ଅଧିକ ଖବର ଦେଖନ୍ତୁ...

ରାତାରାତି ସ୍ୱାମୀଙ୍କୁ ଆଇପିଏସ ଅଫିସର କରିଦେଲେ ପୁଲିସ ମ୍ୟାଡ଼ାମ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଲା ତଦନ୍ତ…

ଭାଗଲପୁର: ସୋସିଆଲ ମିଡିଆରେ ଫଟୋ ପୋଷ୍ଟ ପାଇଁ ଆତୁର ହୋଇ ଜଣେ ପୁଲିସ ଅଧିକାରିଣୀ ଏଭଳି ଏକ ଭୁଲ କରିବସିଛନ୍ତି ଯେଉଁଥିପାଇଁ ଏବେ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି | ମିଳିଥିବା ସୂଚନା ମୁତାବକ ବିହାର ଭାଗଲପୁରର ଏସଡ଼ିପିଓ ରେଣୁ କୃଷ୍ଣା ନିଜର ସୋସିଆଲ ମିଡିଆରେ ସ୍ୱାମୀଙ୍କ ସହ ଏକ ଫଟୋ…
ଅଧିକ ଖବର ଦେଖନ୍ତୁ...

ରୋଗ ଯନ୍ତ୍ରଣା ହେଲା ଅସହ୍ୟ, ଶେଷରେ ଆତ୍ମହତ୍ୟା ରାସ୍ତା ବାଛିଲେ ବୃଦ୍ଧା

ଭଞ୍ଜନଗର: ରୋଗ ଯନ୍ତ୍ରଣା ହେଲା ଅସହ୍ୟ। ବହୁ ଚିକିତ୍ସା ପରେ ବି ରୋଗରୁ ଉପଶମ ମିଳିଲା ନାହିଁ। ଦିନକୁ ଦିନ ଶରୀର ଦୁର୍ବଳ ହେବା ସହ ପରିବାର ପାଇଁ ନିଜକୁ ବୋଝ ବୋଲି ଅନୁଭବ କରି ଶେଷରେ ଆତ୍ମହତ୍ୟା ଭଳି କୁଚ୍ଛିତ ରାସ୍ତା ବାଛିଲେ ବୃଦ୍ଧା। କିନ୍ତୁ ସୌଭାଗ୍ୟ ବଶତଃ ଜଳଭଣ୍ଡାର ଭିତରେ ପଶି…
ଅଧିକ ଖବର ଦେଖନ୍ତୁ...

ଜମ୍ମୁକାଶ୍ମୀର ପୁଲିସ ଜାରି କଲା ଟପ-୧୦ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କ ତାଲିକା, ୭ ପୁରୁଣା ୩ ନୂଆ ସାମିଲ

ଶ୍ରୀନଗର: ଜାମ୍ମୁକାଶ୍ମୀରରେ ଆତଙ୍କବାଦ ବିରୋଧରେ ଚାଲିଥିବା ଲଢେଇରେ ସୁରକ୍ଷାବାହିନୀକୁ ଲଗାତାର ସଫଳତା ମିଳିବାରେ ଲାଗିଛି | ଚଳିତ ବର୍ଷ ଆରମ୍ଭରୁ ସୁରକ୍ଷାବାହିନୀ ଏଯାଏଁ ୮୯ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି | ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଅଧିକାଂଶ କମାଣ୍ଡର ହୋଇଥିବାବେଳେ ଏମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆତ୍ମବିଶ୍ବାସ ଓ ଆଶାରେ ପୂର୍ଣ୍ଣ ଦିନଟିଏ। କିଛି ନୂଆ ଅନୁଭବ ପ୍ରାପ୍ତି ହେବ। କାହାରିକୁ ଧାର ଦିଅନ୍ତୁ ନାହିଁ। ପ୍ରେମୀଯୁଗଳ ପରସ୍ପର ଲାଗି କିଛି ବିଶେଷ କରିବେ। ବୃଷ: ଘରୋଇ ଖର୍ଚ୍ଚ କମତି ହେବ। ଶିକ୍ଷକଙ୍କର ମନ ପସନ୍ଦ ଜାଗାକୁ ବଦଳି ହେବ। ଘରୋଇ କଂପାନିରେ ଚାକିରି କରୁଥିବା…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କରୁ ୯୦ ହଜାର ଟଙ୍କା ଉଠାଇ ନେଉଥିଲେ ବ୍ୟବସାୟୀ, ବାଇକ୍‌ରେ ଆସି ଲୁଟିଲେ ଦୁର୍ବୃତ୍ତ

ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଅଞ୍ଚଳରେ ଲୁଟ ପାଟ ସଂଖ୍ୟା ବୃଦ୍ଧି ପାଉଛି। ଆଜି ବ୍ୟାଙ୍କରୁ ଟଙ୍କା ଉଠାଇ ନେଉଥିବା ବେଳେ ଜଣେ ବ୍ୟବସାୟୀଙ୍କ ଠାରୁ ୯୦ ହଜାର ଟଙ୍କା ଝାମ୍ପି ନେଇ ୨ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ

ଝାରସୁଗୁଡା: ଝାରସୁଗୁଡ଼ା- ସମ୍ବଲପୁର ବିଜୁ ଏକ୍ସପ୍ରେସରେ ମଙ୍ଗଳବାର ପୁଣି ଏକ ଦୁର୍ଘଟଣା ଘଟିଛି। ଏକ ଭାରୀଯାନ ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ସଦର ଥାନା ପୁଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଭାରୀଯାନକୁ ଜବତ କରିବା ସହ ମୃତକଙ୍କ ଶବ ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...

ଭର୍ଜିନିଆ ମେଟ୍ରୋ ଷ୍ଟେସନରେ ଗୁଳିକାଣ୍ଡ, ପେଣ୍ଟାଗନକୁ ସାମୟିକ ବନ୍ଦ କରାଗଲା

ନ୍ୟୁୟର୍କ : ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନକୁ ସାମୟିକଭାବେ ବନ୍ଦ କରିଦିଆଯାଇଛି । ଭର୍ଜିନିଆସ୍ଥିତ ପେଣ୍ଟାଗନ କୋଠା ନିକଟରେ ଥିବା ଏକ ମେଟ୍ରୋ ଷ୍ଟେସନରେ ଆଜି ଏକ ଗୁଳିକାଣ୍ଡ ହେବାରୁ ସୁରକ୍ଷା କାରଣରୁ ଏହି ପଦକ୍ଷେପ ନିଆଯାଇଛି । ଏହି ଗୁଳିକାଣ୍ଡରେ କିଛି ବ୍ୟକ୍ତି ଆହତ…
ଅଧିକ ଖବର ଦେଖନ୍ତୁ...