Daily Archives

August 4, 2021

ରାୟଗଡ଼ାରେ ମାତିଛନ୍ତି ଲୁଟେରା, ସୁନା ସହ ଲୁଟିନେଲେ ନଗଦ ୪୦ ହଜାର ଟଙ୍କା

ରାୟଗଡ଼ା: ରାୟଗଡ଼ା ସହରରେ ଚୋରଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ପ୍ରତିଦିନ ସହରରୁ ଛୋଟ ବଡ଼ ଚୋରି ହେଉଥିଲେ ମଧ୍ୟ ପୁଲିସ୍ ଚୋର ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇପାରୁନି। ପୁଲିସକୁ ଚ୍ୟାଲେଞ୍ଜ ଦେଇ ଚୋର ଗ୍ୟାଙ୍ଗ୍ ତାଲା ଭାଙ୍ଗି ଘରେ ପଶି କଳାକନା ବୁଲାଇ ଚାଲିଛନ୍ତି। ମଙ୍ଗଳବାର ରାତିରେ…
ଅଧିକ ଖବର ଦେଖନ୍ତୁ...

ବନ୍ୟଜନ୍ତୁ ଶିକାର ଅଭିଯୋଗରେ ୨ ଗିରଫ, ବନ୍ଧୁକ ଜବତ

ରିଆମାଳ: ଜଙ୍ଗଲରେ ପଶି ବେଇଆଇନ୍‌ ବନ୍ୟଜନ୍ତୁ ଶିକାର କରୁଥିବା ବେଳେ ରିଆମାଳ ବନ ବିଭାଗ ୨ ଶିକାରୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ବନ୍ଧୁକ ଜବତ କରାଯାଇଛି। ସୂଚନା ଅନୁସାରେ ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଇଛାପୁର କେଏଫ୍‌ ଜଙ୍ଗଲରେ ଶିକାର ହେଉଥିବା ବନ ବିଭାଗ କର୍ମଚାରୀ…
ଅଧିକ ଖବର ଦେଖନ୍ତୁ...

ସରୁନି ବଳକା କୋଭିଡ୍ ମୃତ୍ୟୁ ହିସାବ: ଆଜି ମୟୂରଭଞ୍ଜରୁ ୬୨ ଆକ୍ରାନ୍ତ ଚିହ୍ନଟ, ୬ ମୃତ

ବାରିପଦା: ମୟୂରଭଞ୍ଜରେ ବଳକା କୋଭିଡ୍ ମୃତ୍ୟୁ ହିସାବ ସରୁନି। ଯାହାଫଳରେ ବଢ଼ିଚାଲିଛି ମୃତ୍ୟୁର ଲମ୍ବା ହିସବା। ଆଜି ପୁଣି ଜିଲ୍ଲାରୁ ୬ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ଜିଲ୍ଲାରେ କୋଭିଡ୍ ମୃତ୍ୟୁ ସଂଖ୍ୟା ୨୨୦ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ…
ଅଧିକ ଖବର ଦେଖନ୍ତୁ...

ଗୁଳି ମାରି ଟଙ୍କା ଲୁଟ ମାମଲା, ୩ ଗିରଫ

ଖୋର୍ଦ୍ଧା/ବେଗୁନିଆ: ଗତ ୨୯ ତାରିଖ ରାତି ପ୍ରାୟ ସାଢ଼େ ୧୦ଟାରେ ବାଘମାରୀ ବଜାର ନିକଟରେ ଜନୈକ ବ୍ୟବସାୟୀ ମନମୋହନ ସାମନ୍ତରାୟଙ୍କୁ ଗୁଳିମାଡ଼ କରି ୭୦ହଜାର ଟଙ୍କା ଲୁଟ କରି ନେଇଥିବା ଘଟଣାରେ ଆଜି ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ମାମଲାରେ ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ…
ଅଧିକ ଖବର ଦେଖନ୍ତୁ...

ଜୟପୁର ଆକାଶବାଣୀ କେନ୍ଦ୍ରରେ କର୍ମଚାରୀ ମରୁଡ଼ି, କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ମୁନା ଖାନ୍‌

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ଆକାଶବାଣୀ କେନ୍ଦ୍ରରେ କର୍ମଚାରୀଙ୍କ ମରୁଡ଼ି ପଡ଼ିଥିବା ବେଳେ ଖାଲି ପଦବୀଗୁଡିକ ପୂରଣ ପାଇଁ ରାଜ୍ୟ ସଭା ସାଂସଦ ମୁଜିବୁଲ୍ ଖାନ୍ କେନ୍ଦ୍ର ସୂଚନା ଓ ପ୍ରସାରଣ ବିଭାଗ ମନ୍ତ୍ରୀ ଅନୁରାଗ ସିଂ ଠାକୁରଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି। ଏଥିସହ ଜୟପୁର…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଓ ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟି ବୈଠକ

ଖୋର୍ଦ୍ଧା : ଆଜି ଖୋର୍ଦ୍ଧା ଓ ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟି ବୈଠକ ଡିଆର୍ଡିଏ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ଚିଲିକା ବିଧାୟକ ତଥା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ ଜଗଦ୍ଦେବ ଏବଂ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ପରେ ମହିଳାଙ୍କୁ ହତ୍ୟା କରି ଓ଼ଏଲଏକ୍ସରେ ବିକିଦେଇଥିଲେ ମୋବାଇଲ, ବ୍ୟବହୃତ କଣ୍ଡୋମରୁ ଅଭିଯୁକ୍ତଙ୍କୁ ଧରିଲା…

ଭୋପାଳ: ଅପରାଧ ପରେ ଅପରାଧୀଙ୍କୁ ଧରାଇଦେଲା ବ୍ୟବହୃତ କଣ୍ଡୋମ | ମଧ୍ୟପ୍ରଦେଶର ଭିଣ୍ଡରେ ଏବେ ଏମିତି ଏକ ଦୁଷ୍କର୍ମ ଓ ହତ୍ୟାକାଣ୍ଡର ଖୁଲାସା ହୋଇଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ରିପୋର୍ଟ ଅନୁଯାୟୀ, ଜୁନ୍ ୧୭ରେ ଭିଣ୍ଡ ଅଞ୍ଚଳର କାଇମୋଖରୀ ଗାଁର ରାସ୍ତା କଡରେ ଜଣେ ମହିଳାଙ୍କ ମୃତଦେହ…
ଅଧିକ ଖବର ଦେଖନ୍ତୁ...

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର: ମାତ୍ର ୯୧୫ଟଙ୍କାରେ ୬୩ସହରକୁ କରିପାରିବେ ଯାତ୍ରା

ନୂଆଦିଲ୍ଲୀ: ଯଦି ଆପଣ କୌଣସି ସ୍ଥାନକୁ ବିମାନ ଯାତ୍ରା କରିବାକୁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଛି । ଏହି ଅଫର ଜରିଆରେ ଆପଣ ଶସ୍ତାରେ ବିମାନ ଯାତ୍ରା କରି ପାରିବେ। ଇଣ୍ଡିଗୋ ୧୫ ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର ଅଫର ଆଣିଛି। ଆପଣ ଆଜିଠାରୁ ଏହି ଅଫରର ଲାଭ ଉଠାଇ…
ଅଧିକ ଖବର ଦେଖନ୍ତୁ...

ଅକ୍ସିଜେନ୍ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶିଶୁ ଶ୍ରମିକ, ୧୨ ଜଣଙ୍କୁ ଉଦ୍ଧାର କଲା ଚାଇଲଡ୍ ଲାଇନ୍ 

ରାୟଗଡ଼ା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଚାଲିଥିବା ଅକ୍ସିଜେନ୍ ପ୍ଲାଣ୍ଟ୍ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ୧୨ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଚାଇଲଡ୍ ଲାଇନ୍-ଶ୍ରମ ବିଭାଗ ଅଧିକାରୀ ମିଳିତ ଭାବେ ଚଢ଼ାଉ କରି ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିବା ପରେ କୋଭିଡ୍ ସ୍ବାବ…
ଅଧିକ ଖବର ଦେଖନ୍ତୁ...

ମୋ ସରକାର ୫-ଟି ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ: ଲାଞ୍ଚ ନେଇ ୪ ପୁଲିସ ବାବୁ ନିଲମ୍ବିତ

ଭବାନୀପାଟଣା/ ଜୟପାଟଣା: ରାଜ୍ୟ ସରକାରଙ୍କ ମୋ ସରକାର ୫-ଟି ପକ୍ଷରୁ ଗତକାଲି କଡ଼ା କାର୍ଯ୍ୟାନୁଷ୍ଠାନ ହୋଇଛି। ଜୟପାଟଣା ଥାନାର ୪ ପୁଲିସ କର୍ମଚାରୀ ମାମଲାକୁ ରଫାଦଫା ପାଇଁ ଲାଞ୍ଚ ନେବା ଅଭିଯୋଗରେ ନିଲମ୍ବିତ ହେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ…
ଅଧିକ ଖବର ଦେଖନ୍ତୁ...