Daily Archives

August 4, 2021

ହାଡକୋର ମାଓବାଦୀଙ୍କ ସହ ସମ୍ପୃକ୍ତି ଦର୍ଶାଇ ଜଣକୁ ଗିରଫ

ପାଟଣାଗଡ଼: ମାଓବାଦୀ ମାନଙ୍କୁ ସହ ସମ୍ପୃକ୍ତ ରହି ବିଭିନ୍ନ ମାଓ କାର୍ଯ୍ୟରେ ଲିପ୍ତ ଥିବା ଦର୍ଶାଇ ପୁଲିସ ଜହଲବାହାଲ ଗ୍ରାମର ଦୁର୍ଯ୍ୟୋଧନ ବରିହା(୪୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ପୁଲିସର କହିବା ଅନୁଯାୟୀ, ଲାଠୋର ଥାନା ଅନ୍ତର୍ଗତ ଜାଲବାହାଲ ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଟେଷ୍ଟ : ଇଂଲଣ୍ଡ ୧୮୩ରେ ଅଲଆଉଟ୍

ଟେଣ୍ଟ ବ୍ରିଜ୍ : ଇଂଲଣ୍ଡର ନଟିଂହାମଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଛି । ଦଳ ପ୍ରଥମ ଇନିଂସରେ ମାତ୍ର ୧୮୩ ରନରେ ଅଲଆଉଟ୍ ହୋଇଯାଇଛି । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ଗ୍ରହଣ କରିଥିବା ଇଂଲଣ୍ଡ ଦଳ ଇନିଂସ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଯେଉଁ କାମ କରୁଛନ୍ତି ତା’ର ଶ୍ରେୟ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ। କର୍ତ୍ତୃପକ୍ଷ ଆପଣଙ୍କୁ ଅଫିସ କାମରେ ରାଜ୍ୟ ବାହାରକୁ ପଠାଇ ପାରନ୍ତି। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ବୃଷ: ଆପଣ ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। ସାମାଜିକ ସ୍ତରରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ଆପଣ ଯେଉଁ…
ଅଧିକ ଖବର ଦେଖନ୍ତୁ...

ଆକ୍ସନ ମୋଡରେ ବାରିପଦା ପୁଲିସ, ବନ୍ଧାହେଲେ ୪ ଚେନ୍‌ ଲୁଟେରା

ବାରିପଦା: ବାରିପଦା ସହରର ବିଭିନ୍ନ ସ୍ଥାନରେ ହୋଇଥିବା ଛିନ୍‌ତାଇ ଘଟଣାକୁ ନେଇ ଆକ୍ସନ ମୋଡ୍‌କୁ ଆସିଯାଇଛି ବାରିପଦା ଟାଉନ୍‌ ଥାନା ପୁଲିସ। ଗତମାସ ୧୬ରେ ଦୁଇ ଦୁଇଟି ସ୍ଥାନରୁ ଛିନ୍‌ତାଇ କରିଥିବା ଅଭିଯୁକ୍ତଙ୍କୁ ବାନ୍ଧିଛି ପୁଲିସ୍‌। ଉକ୍ତ ଦିନରେ ବାରିପଦା ଟାଉନ୍‌ ଥାନା ଏବଂ ସଦର ଥାନା…
ଅଧିକ ଖବର ଦେଖନ୍ତୁ...

ଆନ୍ଦୋଳନ କରିଥିବା କୌଣସି କୃଷକଙ୍କ ବିରୋଧରେ ଲାଗିନାହିଁ ଦେଶଦ୍ରୋହ ଦଫା: ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: କୃଷକଙ୍କ ସମସ୍ୟାକୁ ନେଇ ସଂସଦରେ ବିରୋଧୀ ଲଗାତାର ସ୍ୱର ଉଠାଉଛନ୍ତି | ଏହାରି ମଧ୍ୟରେ ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟସଭାରେ ସୂଚନା ଦିଆଯାଇଛି ଯେ ୨୦୨୦ ମସିହାରୁ ୨୦ ଜୁଲାଇ ୨୦୨୧ ମଧ୍ୟରେ ଦିଲ୍ଲୀ ପୁଲିସ କୃଷକଙ୍କ ଆନ୍ଦୋଳନ ସହ ଜଡିତ ୧୮୩ ଜଣଙ୍କୁ ଗିରଫ କରିଛି | ଆଉ ସମସ୍ତ…
ଅଧିକ ଖବର ଦେଖନ୍ତୁ...

ଗ୍ରାମାଂଚଳ ରାସ୍ତାରୁ ବି ଶୋଚନୀୟ ଜାତୀୟ ରାଜପଥର ଅବସ୍ଥା

ଜୟପୁର: ଗତ ଦେଢ଼ ବର୍ଷ ହେବ ବାରିଣୀପୁଟ ଠାରୁ ବୋରିଗୁମ୍ମା ପର୍ଯ୍ୟନ୍ତ ଜାତୀୟ ରାଜପଥ ୨୬ର ପ୍ରଶସ୍ତି ଓ ନବୀକରଣ କାମ ଚାଳିଛି। ବହୁ କଷ୍ଠରେ କାମ ଧିରେ ସୁସ୍ଥେ ଚାଳିଛ। ସଂପ୍ରତି ଗତ କିଛି ଦିନ ହେବ ବର୍ଷା ଲାଗି ରହିଥିବା ବେଳେ ଉମୁରୀ ଓ ଉମୁରୀ ଡିଷ୍ଟଲାରୀ, କୁମୁଲିପୁଟ, ଜୟନ୍ତଗିରୀ ନିକଟରେ…
ଅଧିକ ଖବର ଦେଖନ୍ତୁ...

ବାରିପଦାରେ ମାତିଛନ୍ତି ଜମି ମାଫିଆ-୪: ନଦୀ ଶଯ୍ୟା ଜବରଦଖଲକୁ ନେଇ ତୀବ୍ର ହେଉଛି ଅସନ୍ତୋଷ, ପୁଣିଥରେ ଜିଲ୍ଲାପାଳଙ୍କୁ…

ବାରିପଦା: ବାରିପଦାରେ ଜମି ମାଫିଆଙ୍କ ଦୌରାତ୍ମ୍ୟକୁ ନେଇ ଘନଉଛି ଅସନ୍ତୋଷ। ସହରସ୍ଥିତ ଜରାଳୀ-ସରାଳୀ ନଦୀ ଶଯ୍ୟା ଜବରଦଖଲକୁ ନେଇ ତାତି ବଢ଼ିବାରେ ଲାଗିଛି। ପୂର୍ବରୁ ଏନେଇ ଜିଲ୍ଲାପାଳଙ୍କୁ ଫେରାଦ ହୋଇଥିବା ବରିଷ୍ଠ ନାଗରିକ ଫୋରମ ଏବଂ ମଧୁବନ ଉନ୍ନୟନ ପରିଷଦର କର୍ମକର୍ତ୍ତାମାନେ ଆଜି…
ଅଧିକ ଖବର ଦେଖନ୍ତୁ...

ତିହାର ଜେଲରେ ବନ୍ଦୀ ଥିବା ଗ୍ୟାଙ୍ଗଷ୍ଟରର ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଥିବା ଗ୍ୟାଙ୍ଗଷ୍ଟର ଗୁର୍ଜରର ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଛି। ତିହାର ଜେଲର ତିନି ନମ୍ବରରୁ ଅଙ୍କିତ ଗୁର୍ଜରକୁ ମୃତ୍ୟୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହାପରେ ଜିଲ୍ଲା ପ୍ରଶାସନ ଏହି ଘଟଣାର ଯାଞ୍ଚ କରିଛନ୍ତି। ଗ୍ୟାଙ୍ଗଷ୍ଟର…
ଅଧିକ ଖବର ଦେଖନ୍ତୁ...

କୋଭିଡ୍ କଟକଣା ମଧ୍ୟରେ ଗୁରୁବାର ଠାରୁ ମୟୂରଭଂଜ ଜିଲ୍ଲାରେ ଖୋଲିବ ମନ୍ଦିର, ଦ୍ବିତୀୟ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ…

ବାରିପଦା: ଗୁରୁବାର ଠାରୁ ମୟୂରଭଂଜ ଜିଲ୍ଲାରେ ଆରମ୍ଭ ହେବ ଜଗା ଦର୍ଶନ। ଦ୍ବିତୀୟ ଶ୍ରୀକ୍ଷେତ୍ରରେ କାଳିଆ ସାଆନ୍ତଙ୍କୁ ଦର୍ଶନ କରିବାକୁ ଭକ୍ତ ବ୍ୟାକୁଳ। ଜିଲ୍ଲାରେ କଡ଼ା କୋଭିଡ୍ କଟକଣା ମଧ୍ୟରେ ଗୁରୁବାରଠାରୁ ସମସ୍ତ ମଠ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ସୂଚନା ଦେଇଛନ୍ତି…
ଅଧିକ ଖବର ଦେଖନ୍ତୁ...

କମ୍ପାନି ବସ୍ ଧକ୍କାରେ କଦଳୀ ବେପାରୀ ମୃତ

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ୫୫ନଂ ଜାତୀୟ ରାଜପଥର ଯାତ୍ରା ପଡ଼ିଆ ଠାରେ ଭୋର୍ ୫ଟା ସମୟରେ ସାପ୍ତାହିକ ହାଟକୁ ଯାଇଥିବା ଜଣେ କଦଳୀ ବେପାରୀଙ୍କ ଉପରେ ଏକ କମ୍ପାନି ବସ୍ ମାଡିଯିବାରୁ କଦଳୀ ବେପାରୀଙ୍କ ମୃତ୍ୟୁ ହୋଇଥିବା ମୃତଙ୍କ ପୁଅ ଥାନାରେ ଅଭିଯୋଗ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...