Daily Archives

August 5, 2021

ନୂଆପଡ଼ା ପରେ ଛତିଶଗଡ଼ରେ ଶୁଭିଲା ବିରୋଧର ସ୍ବର, ମାଓ ଦମନ ପାଇଁ ଆଦିବାସୀଙ୍କ ରଣହୁଙ୍କାର

ନୂଆପଡ଼ା: ନୂଆପଡ଼ା ପରେ ଏବେ ପଡ଼ୋଶୀ ଛତିଶଗଡ଼ରେ ଶୁଭିଲାଣି ମାଓ ବିରୋଧୀ ସ୍ବର। ମାଓ ଦମନ ପାଇଁ ସେଠିକାର ଆଦିବାସୀମାନେ ମଧ୍ୟ ରଣହୁଙ୍କାର ଦେଲେଣି। ପ୍ରକାଶ ଯେ, ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ମାଓବାଦୀଙ୍କୁ ପୂରାଇ ଦେବେନାହିଁ ବୋଲି ଶପଥ ନେଇ ସୁନାବେଡ଼ା ପଞ୍ଚାୟତବାସୀ…
ଅଧିକ ଖବର ଦେଖନ୍ତୁ...

ଛୁରାମାଡ଼ରେ ମହିଳାଙ୍କ ମୃତ୍ୟୁ ଘଟଣା: ପାରିବାରିକ କହଳରୁ ହତ୍ୟାକଲା ଦିଅର

ଲାଠୋର: ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ସାହାଜପାଣି ଗାଁରେ ବୁଧବାର ରାତିରେ ଛୁରାମାଡ଼ ଯୋଗୁଁ ସୂର୍ଯ୍ୟକାନ୍ତି ମେହେର(୩୮)ଙ୍କ ମୃତ୍ୟୁ ଘଟିଥିଲା। ପାରିବାରିକ କହଳରୁ ତାଙ୍କ ଦିଅର ଅନିଲ ମେହେର ଛୁରାମାଡ଼ କରି ହତ୍ୟା କରିଥିବା ପୁଲିସ ତଦନ୍ତରୁ ଜାଣି ପାରିଛି। ପୁଲିସ ଏକ ମାମଲା ରୁଜୁ କରି…
ଅଧିକ ଖବର ଦେଖନ୍ତୁ...

ହାତୀ ଆକ୍ରମଣରେ ବନ କର୍ମଚାରୀ ମୃତ

ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଜୁନାଗଡ଼ ରେଞ୍ଜ୍‌ର ଘନା ସଂରକ୍ଷିତ ଗୋଚକି ଜଙ୍ଗଲ ନିକଟରେ ହାତୀ ଆକ୍ରମଣରେ ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲ କଲେଇ ଗ୍ରାମ ପଞ୍ଚାୟତର ସାନଡୁମେରବାହାଲର ଜଗନ୍ନାଥ ତ୍ରିପାଠୀ (୪୭ ବର୍ଷ)। ଜଙ୍ଗଲ ବିଭାଗର ଏକ ଟିମ୍‌ ହାତୀ…
ଅଧିକ ଖବର ଦେଖନ୍ତୁ...

ଦିନ ମଜୁରିଆଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଖୋର୍ଦ୍ଧା : ଆଜି ସକାଳେ ସଦର ଥାନା ଅନ୍ତର୍ଗତ ବାଘ ଟାଙ୍ଗି- ତାପଙ୍ଗ ଛକ ନିକଟରୁ ଜଣେ ଦିନମଜୁରିଆଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତବ୍ୟକ୍ତିଙ୍କ ଶରୀରରେ ଆଘାତ ଚିହ୍ନ ଓ ବେକରେ ଧାରୁଆ ଅସ୍ତ୍ରାଘାତ ରହିଥିବାରୁ କେହି ହତ୍ୟା କରିଥିବା ନେଇ ସ୍ପଷ୍ଟ ହୋଇଛି । ଆଜି ସକାଳ ୧୧ଟାରେ ଖୋର୍ଦ୍ଧା…
ଅଧିକ ଖବର ଦେଖନ୍ତୁ...

ଖପ୍ରାଖୋଲ ଅଞ୍ଚଳର ୨ଟି ସ୍ଥାନରେ ମାଓ ପୋଷ୍ଟର, ବିଧାୟକଙ୍କ ବ୍ଲକ୍‌ ପ୍ରତିନିଧିଙ୍କୁ ହତ୍ୟା ଧମକ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ର ଦୁଇଟି ସ୍ଥାନରୁ ଗୁରୁବାର ମାଓ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଥିଲା। ଗୋଟିଏ ପୋଷ୍ଟର ଘୁନସର ମିଲ୍‌ ନିକଟ ରାଜେନ୍ଦ୍ର ନଗରର ଆର୍‌ବିଏସ୍‌ଏସ୍‌ ଉଚ୍ଚମାଧ୍ୟମିକ ଆବାସିକ ସ୍କୁଲର ସାଇନବୋର୍ଡରେ ଲାଗିଥିଲା ଏବଂ ଅନ୍ୟଟି କୁରୁଲୁମାଲରୁ…
ଅଧିକ ଖବର ଦେଖନ୍ତୁ...

ଟୋକିଓରେ ପ୍ରଥମଥର ଲାଗି ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଜାପାନର ରାଜଧାନୀ ଟୋକିଓରେ କରୋନା ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଟୋକିଓରେ ୨୦୨୦ ଅଲିମ୍ପିକ ଅନୁଷ୍ଠିତ ହୋଇଛି। ଏଭଳି ସମୟରେ କରୋନା ସଂକ୍ରମିତ ମାମଲା ବୃଦ୍ଧି ପାଇବା ଏକ ପ୍ରକାର ଚିନ୍ତାରକାରଣ ପାଲଟିଛି। ଗୁରୁବାର ରାଜଧାନୀରେ ୫୦୪୨ଜଣ ନୂଆ କରୋନା…
ଅଧିକ ଖବର ଦେଖନ୍ତୁ...

ଫସଲ ବୀମାରେ ଚଞ୍ଚକତା ଘଟଣା: ମହିଳା ସମେତ ୩ କୋର୍ଟଚାଲାଣ

ବେଲପଡ଼ା: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅଂଚଳରେ ଅନ୍ୟ ଜଣଙ୍କ ଜମିରେ ଫସଲ ବୀମା କରି ଜଣେ ମହିଳାଙ୍କ ସମେତ ୩ଜଣ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ହାତୀବନ୍ଧା ଗାଁର କୁନ୍ତଳା ମେହେର, ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ତା…
ଅଧିକ ଖବର ଦେଖନ୍ତୁ...

କାଠ ବୋଝେଇ ବଲେରୋ ଜବତ୍‌, ଜଣେ ଗିରଫ

କେନ୍ଦୁଝର: କେନ୍ଦୁଝର ସଦର ରେଞ୍ଜ ପକ୍ଷରୁ ଚଢଉ କରି ଏକ ଚୋରା କାଠ ବୋଝେଇ ବୋଲେରୋକୁ ବନ ବିଭାଗ ଜବତ କରିଛି । ଆଉ ଏହି ଗାଡିର ଡ୍ରାଇଭର ତଥା ମାଲିକକୁ ବନ ବିଭାଗ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ଜଂଘିରାରୁ କେନ୍ଦୁଝର ଅଭିମୁଖେ ଏକ ବୋଲେରୋ (ଓଆର-…
ଅଧିକ ଖବର ଦେଖନ୍ତୁ...

ପୁରୁଷ ହକି ଦଳ ପରିବର୍ତ୍ତେ ମହିଳା ହକି ଦଳକୁ ଶୁଭେଚ୍ଛା ଜଣାଇ ଟ୍ରୋଲ ହେଲେ ଫରହାନ ଅଖତର

ମୁମ୍ବାଇ: ଭୁଲ ଟ୍ବିଟ ପାଇଁ ହଟହଟା ହେଲେ ବଲିଉଡ ଅଭିନେତା ଫରହାନ ଅଖତର। ଆଜି ଟୋକିଓ ଅଲିମ୍ପିକ୍ କ୍ରୀଡ଼ାର ପୁରୁଷ ହକିରେ ଜର୍ମାନିକୁ ୫-୪ରେ ପରାସ୍ତ କରି ଭାରତ କାଂସ୍ୟପଦକ ଜିଣିବା ସହ ଦୀର୍ଘ ୪୧ ବର୍ଷ ପ୍ରତୀକ୍ଷାର ଅବସାନ ଘଟାଇଥିଲା। ତେବେ ଭାରତୀୟ ଟିମର ଏଭଳି ଐତିହାସିକ ବିଜୟ ପରେ ଟିମକୁ…
ଅଧିକ ଖବର ଦେଖନ୍ତୁ...

୩୦ ହଜାର ଟଙ୍କା ଝାମ୍ପିନେଲେ ଦୁଇ ଲୁଟେରା

ବେଲପଡ଼ା: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ନୁନହାଡ଼ ଗାଁର ମଦନ ସାହୁଙ୍କଠାରୁ ୨ ଜଣ ଲୁଟେରା ୩୦ ହଜାର ଟଙ୍କା ଝାମ୍ପି ନେଇଛନ୍ତି। ଗୁରୁବାର ଦିନ ୨ଟା ସମୟରେ ଶ୍ରୀ ସାହୁ ବେଲପଡ଼ା ଷ୍ଟେଟବ୍ୟାଙ୍କ ଶାଖାରୁ ୩୦ ହଜାର ଟଙ୍କା କାଢ଼ି ଚାଲିଚାଲି ଆସୁଥିଲେ। ଦୁର୍ଗାମଣ୍ତପ ଛକଠାରେ ଏକ କଳା ରଙ୍ଗର ବାଇକ୍‌ରେ…
ଅଧିକ ଖବର ଦେଖନ୍ତୁ...