Daily Archives

August 6, 2021

ବିଜେଡିର ସାଂଗଠନିକ ବୈଠକ: ଯୋଗ ଦେଲେ ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ଠାରେ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇଥିଲେ। ଶ୍ରୀ ଦାସ ଯୋଗ ଦେଇ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଗୁରୁମନ୍ତ୍ର କର୍ମୀମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ଚଢ଼ା ଦରରେ ସାର ବିକ୍ରିକୁ ନେଇ ଚାଷୀ ହନ୍ତସନ୍ତ, ୧୦ ବସ୍ତା ୟୁରିଆ ବଦଳରେ ମିଳୁଛି ୨

ମାଲକାନଗିରି: ମାଲକାନଗିରିରେ ସାର ପାଇଁ ଏବେ ଚାଷୀ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି। ଜିଲ୍ଲାରେ ରହିଥିବା ୮ଟି ଲ୍ୟାମ୍ପ୍‌ସରେ ଚାଷୀଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଚାଷୀଙ୍କୁ ୧୦ ବସ୍ତା ସାର ଦରକାର ପଡୁଥିବା ବେଳେ ମାତ୍ର ଗୋଟିଏ କିମ୍ବା ଦୁଇ ବସ୍ତା ସାର ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

ଚାକିରି ସର୍ତ୍ତାବଳୀର ଖିଲାପ ପ୍ରତିବାଦରେ ବିଦ୍ୟୁତ୍ କର୍ମଚାରୀଙ୍କ କଳାବ୍ୟାଜ୍ ପରିଧାନ

ଖୋର୍ଦ୍ଧା: ରାଜ୍ୟ ବିଦ୍ୟୁତ୍ ବୋର୍ଡ ଭାଙ୍ଗିବା ସମୟରେ ଓଏସ୍ଇବିରେ କାମ କରୁଥିବା କର୍ମଚାରୀଙ୍କୁ ଯେଉଁ ସର୍ତ୍ତାବଳୀ ସରକାରଙ୍କ ପକ୍ଷରୁ ଦିଆଯାଇଥିଲା ତା'ର ଖିଲାପ ହେଉଥିବା ପ୍ରତିବାଦରେ ଆଜି ଖୋର୍ଦ୍ଧା ଜିଲ୍ଲାରେ କାର୍ଯ୍ୟରତ ବିଦ୍ୟୁତ୍ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ…
ଅଧିକ ଖବର ଦେଖନ୍ତୁ...

ରାଉରକେଲା ସରକାରୀ କୋଠାରେ ହେବ ସୌରଶକ୍ତି ପ୍ରକଳ୍ପ

ରାଉରକେଲା: ସ୍ମାର୍ଟ ସିଟି ରାଉରକେଲାରେ ସୌରଶକ୍ତି ବ୍ୟବହାରକୁ ଉତ୍ସାହିତ କରାଯିବ। ସ୍ମାର୍ଟ ସିଟି କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ସରକାରୀ କୋଠାରେ ୫୪ଟି ସୌରଶକ୍ତି ପ୍ରକଳ୍ପ ସ୍ଥାପନ କରାଯିବ। ଏହା ସହିତ ରାଉରକେଲାବାସୀ କିଭଳି ଅଧିକରୁ ଅଧିକ ସଂଖ୍ୟାରେ ଏହି ଅକ୍ଷୟ ଶକ୍ତିର ବ୍ୟବହାର କରିବେ…
ଅଧିକ ଖବର ଦେଖନ୍ତୁ...

ଚୀନକୁ ପଛରେ ପକାଇବା ପାଇଁ ଏହି ସହରରେ ନିର୍ମାଣ ହେଉଛି ବିଶାଳ ଖେଳନା କାରଖାନା

ନୂଆଦିଲ୍ଲୀ: ପିଲାମାନଙ୍କ ପ୍ରଥମ ପସନ୍ଦ ହେଉଛି ଖେଳନା | ଆଉ ଭାରତରେ ଚୀନ ଖେଳନାର ବ୍ୟବହାର ବହୁଳ ଭାବେ ହେଉଛି | ଗୋଟିଏ ପଟେ ନିଜ ଦେଶର ଖେଳନା ଭାରତରେ ବିକ୍ରି କରି ପ୍ରଚୁର ଲାଭ ପାଉଥିବାବେଳେ ଅନ୍ୟ ପଟେ କିନ୍ତୁ ଭାରତ ବିରୋଧରେ ଚୀନ ଷଡଯନ୍ତ୍ର କରୁଛି | ଏହାକୁ ନଜରରେ ରଖି ଏବେ ଖେଳନା…
ଅଧିକ ଖବର ଦେଖନ୍ତୁ...

ଇଂରାଜୀ ଭାଷାରେ ଗଳ୍ପ ସଙ୍କଳନ କରି ପ୍ରଂଶସା ସାଉଁଟିଲେ ୮ବର୍ଷର ପୁଅ

ସମ୍ବଲପୁର: ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ସମ୍ବଲପୁରର କୁନି ଲେଖକ ଆହାନ୍ । ନିଜର ଉଚ୍ଚକୋଟୀର ଲେଖା ପାଇଁ ମାତ୍ର ୮ବର୍ଷ ବୟସରେ ସେ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସେ ସ୍ଥାନ ପାଇଛନ୍ତି । ଇଂରାଜୀ ଭାଷାରେ ସେ ଲେଖିଥିବା ହ୍ୱେନ ୟୁ ଟ୍ରାଏ , ୟୁ କେନ୍ ଫ୍ଲାଏ ତାଙ୍କୁ ସଫଳତା ଆଣି…
ଅଧିକ ଖବର ଦେଖନ୍ତୁ...

ରୋମାଞ୍ଚକର ସ୍ଥିତିରେ ନଟିଂହାମ ଟେଷ୍ଟ : ଭାରତ ୨୭୮ରେ ଅଲଆଉଟ୍, ଇଂଲଣ୍ଡ ୨୫/୦

ନଟିଂହାମ : ନଟିଂହାମର ଟେଣ୍ଟବ୍ରିଜଠାରେ ଚାଲିଥିବା ପ୍ରଥମ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଯ଼ାଇଛି । ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ୧୮୩ ରନ ଜବାବରେ ଭାରତ ନିଜର ପ୍ରଥମ ଇନିଂସରେ ୨୭୮ ରନ କରି ଅଲଆଉଟ ହୋଇଯ଼ାଇଛି । ଫଳରେ ଭାରତ ୯୫ ରନର ଅଗ୍ରଣୀ ହାସଲ କରିଛି । ଆଜି ବର୍ଷା ଯୋଗୁଁ ଖେଳ…
ଅଧିକ ଖବର ଦେଖନ୍ତୁ...

ବାମରା, ବାଗଡିହ ଷ୍ଟେସନରେ ଅଟକିବ ତିନି ସ୍ବତନ୍ତ୍ର ଟ୍ରେନ

ରାଉରକେଲା: ପଶ୍ଚିମ ଓଡ଼ିଶାବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି। ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ବାମରା, ବାଗଡିହରେ ତିନିଟି ସ୍ବତନ୍ତ୍ର ଟ୍ରେନ୍‌ ଅଟକିବ ବୋଲି ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ହାୱଡା-ଅହମ୍ମଦାବାଦ୍‌ ସ୍ବତନ୍ତ୍ର (୦୨୮୩୪), ରାଉରକେଲା -ଭୁବନେଶ୍ବର…
ଅଧିକ ଖବର ଦେଖନ୍ତୁ...

କାମ କରିବ ସାପ କାମୁଡ଼ିଥିବା ମଞ୍ଜୁଳାଙ୍କ ହାତ, ଏସସିବି ଡାକ୍ତରଙ୍କ ଚମତ୍କାର

କଟକ :  ନାଗ ସାପ ଦଂଶନରେ ଚିକିତ୍ସା ଅଭାବରୁ ନଷ୍ଟ ହେବାକୁ ବସିଥିବା ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହଳଦୀ ପଞ୍ଚାୟତ ଅନ୍ତର୍ଗତ ବାଲିଝର ଗାଁର ମଞ୍ଜୁଳା ଅନ୍ତି (୯)ଙ୍କ ହାତ ଏବେ ମୋଟାମୋଟି ଭାବେ କାମ କରିବ । ତାଙ୍କ ହାତ ଆଉ କଟା ଯିବନି। ଚର୍ମ ରୋପଣ ତଥା ଏସ୍‌ସିବି ପ୍ଲାଷ୍ଟିକ୍‌…
ଅଧିକ ଖବର ଦେଖନ୍ତୁ...