Daily Archives

August 6, 2021

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ସମ୍ମୁଖକୁ ଭଲ ସୁଯୋଗ ଆସିବ। ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ହେବ। କୌଣସି ପ୍ରକଳ୍ପ ଲାଗି ନୂଆ ଯୋଜନା କରିବେ। ବୃଷ: ଜରୁରୀ କାମ ସଂପୂର୍ଣ୍ଣ କରିବାରେ ସଫଳ ରହିବେ। ଜୀବନସାଥୀଙ୍କ ସହ ସମ୍ବନ୍ଧ ଠିକ୍ ରହିବ। ନିଜ ମାନ ସମ୍ମାନର ଧ୍ୟାନ ରଖନ୍ତୁ। କାରବାରରେ…
ଅଧିକ ଖବର ଦେଖନ୍ତୁ...

ସିଗାରେଟ ସହ ଗୁଟଖା ବିକିବାକୁ ଏଣିକି ଦୋକାନୀଙ୍କୁ ନେବାକୁ ପଡିବ ଲାଇସେନ୍ସ, ନହେଲେ ଦେବେ ୫ ହଜାର ଟଙ୍କାର ଜରିମାନା

ଗାଜିଆବାଦ: ଉତ୍ତରପ୍ରଦେଶର ପ୍ରାୟ ୧୬ଟି ସହରରେ ବର୍ତ୍ତମାନ ତମାଖୁ, ଗୁଟଖା ଏବଂ ସିଗାରେଟ୍ ବିକ୍ରୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଲାଇସେନ୍ସ ବାଧ୍ୟତାମୂଳକ ହୋଇଛି। ତେବେ ଗାଜିଆବାଦରେ ଦୋକାନୀମାନଙ୍କୁ ଏହି ମାସରୁ ଲାଇସେନ୍ସ ନେବାକୁ ପଡ଼ିବ | ଏ ସମ୍ପର୍କରେ ଉତ୍ତରପ୍ରଦେଶ ସରକାର ଏକ…
ଅଧିକ ଖବର ଦେଖନ୍ତୁ...

ରାଜ କୁନ୍ଦ୍ରାଙ୍କ ବଢ଼ିଲା ଅସୁବିଧା; ୪ଜଣ ପୂର୍ବତନ କର୍ମଚାରୀ ଦେଲେ ସାକ୍ଷୀ

ନୂଆଦିଲ୍ଲୀ: ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ଅସୁବିଧା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଅଶ୍ଳୀଳ ଭିଡିଓ ତିଆରି କରିବା ଘଟଣାରେ ତାଙ୍କ କମ୍ପାାନିର ଚାରିଜଣ ପୂର୍ବତନ କର୍ମଚାରୀ ବୟାନ ଦେଇଛନ୍ତି। ଏହି ଘଟଣାକୁ ନେଇ ନୂଆମୋଡ଼ ସାମ୍ନାକୁ ଆସିଛି। ଏବେ ଠାରୁ ରାଜ…
ଅଧିକ ଖବର ଦେଖନ୍ତୁ...

ଜାମିନ ପାଇଁ ଓଏସ୍‌ଏସସି ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁ ହାଇକୋର୍ଟରେ

କଟକ: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ (ଓଏସ୍‌ଏସସି) ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ଜାମିନ ଖାରଜ ହେବା ପରେ ବିରଞ୍ଚି ହାଇକୋର୍ଟରେ ଆଜି ଆବେଦନ କରିଛନ୍ତି। ଭିଜିଲାନ୍ସ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଖୋର୍ଦ୍ଧା ଜିଲ୍ଲାରେ ୪ ବର୍ଷରେ ୬୦୦ ହିତାଧିକାରୀ ତ୍ରୁଟିପୂର୍ଣ୍ଣ!

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ବିଶେଷତଃ ଗ୍ରାମାଂଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ଚଂଚକତାକୁ ନେଇ ଅଭିଯୋଗର ଫର୍ଦ୍ଦ ବଢ଼ିବାରେ ଲାଗିଛି। ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାରୁ ଏହାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-…
ଅଧିକ ଖବର ଦେଖନ୍ତୁ...

ଅମୃତ ଯୋଜନାର ଅଗ୍ରଗତି ନେଇ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଭେଟିଲେ ଓଡିଶାର ୩ ସାଂସଦ

ନୂଆଦିଲ୍ଲୀ : ଓଡ଼ିଶାରେ ଅମୃତ ଯୋଜନାର ପ୍ରକଳ୍ପ କାର୍ଯ୍ୟକାରୀ ସମ୍ପର୍କରେ ଆଜି ସାଂସଦ ସୁବାଷ ସିଂହ, ମହେଶ ସାହୁ ଓ ମମତା ମହନ୍ତ କେନ୍ଦ୍ର ନଗର ଉନ୍ନୟନ, ପେଟ୍ରୋଲିୟମ ହରଦୀପ ସିଂ ପୁରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।  ଓଡ଼ିଶାର ସହରଗୁଡ଼ିକର ଉନ୍ନତି ପାଇଁ ଓଡ଼ିଶା ସରକାର…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ ଓ କଶ୍ମୀରରୁ ଅସ୍ତ୍ରଶସ୍ତ୍ର ଜବତ କଲା ସେନା, ଡ୍ରୋନ ମାଧ୍ୟମରେ ପାକିସ୍ତାନରୁ ଆସିଥିବା ସଂଦେହ

ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀରର ସାମ୍ବା ଜିଲ୍ଲାରେ ଆଜି ଭାରତୀୟ ସେନା ପକ୍ଷରୁ କିଛି ବିଦେଶୀ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ପାକିସ୍ତାନପଟୁ ଡ୍ରୋନ ମାଧ୍ୟମରେ ଏସବୁ ଅସ୍ତ୍ରଶସ୍ତ୍ର ପଠାଯାଇଥିବା ସେନା ସଂଦେହ କରୁଛି । ଭାରତୀୟ ସେନାର ଓ୍ବେଷ୍ଟର୍ଣ୍ଣ କମାଣ୍ଡ ପକ୍ଷରୁ ଟୁଇଟ୍ କରି…
ଅଧିକ ଖବର ଦେଖନ୍ତୁ...

ସହିପାରିଲେନି ଋଣ ଭାର, ଆତ୍ମହତ୍ୟା କଲେ ଚାଷୀ

ଧନକଉଡ଼ା: ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ କୁଦଗୁଣ୍ଡେରପୁରରେ ଶୁକ୍ରବାର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ୪ ତାରିଖ ସନ୍ଧ୍ୟାରେ ଗାଁ’ର କୈବଲ୍ୟ ରୋହିଦସ (୪୫ ବର୍ଷ) କୀଟନାଶକ ଔଷଧ ଖାଇ ଦେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କ ମୃତ୍ୟୁ ହୋଇଯାଇଛି। ଧାନ ବିକ୍ରି କରି ନ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକରେ ୨୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ,୨ ଗିରଫ 

ଭଦ୍ରକ: ଭଦ୍ରକର ସହରରୁ ଆଜି ୨୬ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ପୁଲିସ ଜବତ କରିଥିବା ବେଳେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଭଦ୍ରକର ପୁରୁଣାବଜାର ଥାନା ଅନ୍ତର୍ଗତ ନଂଘାମହଲା ଓ ସନ୍ଥିଆ ସାଳନ୍ଦୀ ବ୍ରିଜ୍ ନିକଟରୁ ଦୁଇ ଜଣ ବ୍ରାଉନ ସୁଗାର ଚୋରା ବେପାରୀଙ୍କୁ ସନ୍ଦେହଜନକ…
ଅଧିକ ଖବର ଦେଖନ୍ତୁ...

ଗୋପବ୍ରାଞ୍ଚ କେନାଲରେ ଘଳିଆ, ‌ପାଣି ଘେରରେ ୨୦୦ ପରିବାର

ବାଲିଅନ୍ତା: ବାଲିଅନ୍ତା କେନାଲ ସବ୍‌ଡିଭିଜନ ଅଧୀନ ଗୋପବ୍ରାଞ୍ଚ କେନାଲରେ ଆଜି ସକାଳେ ଏକାଧିକ ସ୍ଥାନରେ ଘଳିଆ ପଡ଼ିବା ଯୋଗୁ ସ୍ଥାନୀୟ ଜୟଦେବ ପଞ୍ଚାୟତର ମହୁଖଣ୍ଡା ଓ କୋଳଥପିଠା ଗାଁ ପାଣି ଘେରରେ ରହିଛି। ଫଳରେ ଉପରୋକ୍ତ ଗ୍ରାମ ଦ୍ବୟର ପ୍ରାୟ ଦୁଇଶହ ପରିବାର ପାଣି ଘେରରେ ରହିଛନ୍ତି।…
ଅଧିକ ଖବର ଦେଖନ୍ତୁ...