Monthly Archives

August 2021

ବଂଶଧାରା ଉପରମୁଣ୍ଡରେ ପ୍ରକଳ୍ପ ଦାବି: ପ୍ରତୀକ ଧାରଣାରେ ସାମିଲ ହେଲେ ପଦ୍ମଶ୍ରୀ ଶାନ୍ତିଦେବୀ

ଗୁଣପୁର: ବଂଶଧାରା ଉପରମୁଣ୍ଡରେ ପ୍ରକଳ୍ପ ଦାବିରେ ଏକ ମାସ ଧରି ଚାଲିଥିବା ଆନ୍ଦୋଳନ ଆଜି ସରିଛି। ଆନ୍ଦୋଳନର ଶେଷଦିନରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ପ୍ରତୀକ ଧାରଣାରେ ପଦ୍ମଶ୍ରୀ ଶାନ୍ତିଦେବୀଙ୍କ ସମେତ ସହରର ବହୁ ଜନସାଧାରଣ, ବୁଦ୍ଧିଜୀବୀ ଓ ଆଇନଜୀବୀ ସାମିଲ୍…
ଅଧିକ ଖବର ଦେଖନ୍ତୁ...

ଦୋହାରେ ଭାରତ-ତାଲିବାନ ଆଲୋଚନା; ଭାରତୀୟଙ୍କ ନିରାପତ୍ତା, ଆତଙ୍କବାଦ ମୁଖ୍ୟ ପ୍ରସଙ୍ଗ

ଦୋହା : ଆଜି କାତାର ରାଜଧାନୀ ଦୋହାଠାରେ ଭାରତର ରାଷ୍ଟ୍ରଦୂତ ଦିପକ ମିତ୍ତଲ ଓ ତାଲିବାନ ନେତା ଶେର ମହମ୍ମଦ ଷ୍ଟାନିକଜାଇଙ୍କ ମଧ୍ୟରେ ଏକ ବୈଠକ ହୋଇଛି । ଆଫଗାନିସ୍ତାନରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ଓ ନିରାପଦ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗରେ ଦୁଇ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଆସନ୍ତାବର୍ଷ ଆଇପିଏଲରୁ ହେବ ଭରପୁର ଆୟ, ନୂଆ ଟିମଙ୍କ ପ୍ରବେଶ ପାଇଁ ଦେବାକୁ ପଡ଼ିବ ଏତିକି ଟଙ୍କା

ନୂଆଦିଲ୍ଲୀ: ଆଇପିଏଲ ୨୦୨୨ର ସିଜିନ ପୂର୍ବ ଅପେକ୍ଷା ଅଧିକ ଧମାକାଦାର ହେବାକୁ ଯାଉଛି। କାରଣ ଆସନ୍ତା ବର୍ଷ ଏହି ଲିଗରେ ୨ଟି ନୂଆ ଦଳ ପ୍ରବେଶ କରିବେ | ରିପୋର୍ଟ ଅନୁଯାୟୀ, ବିସିସିଆଇ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛି ଏବଂ ବର୍ତ୍ତମାନ ଆୟ ବଢାଇବାକୁ ଚାହୁଁଛି। ଆଇପିଏଲ୍ ୨୦୨୨…
ଅଧିକ ଖବର ଦେଖନ୍ତୁ...

ଆମେରିକା ସେନାକୁ ସାହାଯ୍ୟ କରିଥିବା ଯୁବକଙ୍କୁ ହତ୍ୟା କଲା ତାଲିବାନ, ମୃତଦେହକୁ ହେଲିକପ୍ଟରରେ ଝୁଲାଇ ଉଡ଼ାଇଲା

କାବୁଲ: ଯୁକ୍ତରାଷ୍ଟ୍ର ଆମେରିକା ସେନା ଆଫଗାନିସ୍ତାନ ଛାଡ଼ିବା ପରେ ଏବେ ନିଜର ଅସଲ ରୂପ ଦେଖାଇଛି ତାଲିବାନ। କାବୁଲ୍ ଛାଡ଼ିବା ପୂର୍ବରୁ ବିମାନବନ୍ଦରରେ ଥିବା ଅନେକ ବିମାନ ଓ ଯୁଦ୍ଧଯାନ ତଥା ଗୋଟାଏ ‘ହାଇ-ଟେକ୍‌ ରକେଟ୍‌ ଡିଫେନ୍‌ସ୍‌ ସିଷ୍ଟମ୍‌’କୁ ଅକାମି କରିଦେଇଥିବା କଥା ଜଣେ ଆମେରିକୀୟ…
ଅଧିକ ଖବର ଦେଖନ୍ତୁ...

୧୦ କୁଇଣ୍ଟାଲ ଗଂଜେଇ ଜବତ କଲେ ପୁଲିସ-ବିଏସଏଫ୍‌

ବୈପାରିଗୁଡ଼ା: କୋରାପୁଟ ଜିଲ୍ଲା ବୈପାରିଗୁଡା ପୁଲିସ ଏବଂ ବିଏସ୍‌ଏଫ୍‌ ମିଳିତ ଭାବେ ଏକ ପିକ୍‌ଅପ୍‌ ଭ୍ୟାନରୁ ଦଶ କୁଇଣ୍ଟାଲରୁ ଊର୍ଦ୍ଧ୍ଵ ଗଂଜେଇ ଜବତ କରିଛନ୍ତି। ବୈପାରିଗୁଡ଼ା ଆଇଆଇସି ଈଶ୍ୱର ତାଣ୍ଡି ଗଣମାଧ୍ୟମର ପ୍ରତିନିଧିଙ୍କ ନିକଟରେ ପ୍ରକାଶ କରିଛନ୍ତି ଯେ, ଗତକାଲି ରାତିରେ…
ଅଧିକ ଖବର ଦେଖନ୍ତୁ...

ହକି ଖେଳର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନଙ୍କ ପଦକ୍ଷେପକୁ ପ୍ରଂଶସା କଲେ ଅଷ୍ଟ୍ରେଲିଆ ହାଇକମିଶନର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଂଶସା କଲେ ଅଷ୍ଟ୍ରେଲିଆ ହାଇକମିଶନର ବ୍ୟାରୀ ଓ'ଫାରେଲ। ହକି ଖେଳର ଉନ୍ନତି ପାଇଁ ନବୀନଙ୍କ ପଦକ୍ଷେପ ଓ ଭାରତୀୟ ହକି ଦଳକୁ ଓଡ଼ିଶା ସରକାର ଯେଉଁ ପ୍ରୋତ୍ସାହନ ଦେଉଛନ୍ତି ତାହା ବେଶ ପ୍ରଂଶସାଯୋଗ୍ୟ ବୋଲି ବ୍ୟାରୀ କହିଛନ୍ତି । ଭିଡ଼ିଓ…
ଅଧିକ ଖବର ଦେଖନ୍ତୁ...

କରୋନା ଟିକାକରଣ : ପୁଣି ଥରେ ୧ କୋଟି ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ

ନୂଆଦିଲ୍ଲୀ : କରୋନା ଟିକାକରଣରେ ମଙ୍ଗଳବାର ପୁଣି ଥରେ ରେକର୍ଡ କରିଛି ଭାରତ । ଆଜି ସଂଧ୍ୟା ୬ଟା ସୁଦ୍ଧା ଦେଶରେ ୧ କୋଟି ୯ ଲକ୍ଷ ମାତ୍ରା ଟିକା ଦିଆଯାଇଛି । ଏବେ ବି ଟିକାକରଣ ଚାଲିଥିବାରୁ ଏହି ସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ଲାଲ…
ଅଧିକ ଖବର ଦେଖନ୍ତୁ...

ଅର୍ଥନୀତିରେ ଦ୍ରୁତ ସୁଧାରର ସଂକେତ : ପ୍ରଥମ ତିନିମାସରେ ଜିଡିପି ଅଭିବୃଦ୍ଧି ୨୦.୧%

ମୁମ୍ବାଇ : ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସ (ଏପ୍ରିଲ-ଜୁନ)ରେ ଦେଶର ଜିଡିପି ୨୦.୧ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିଛି । ଗତ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ ଦେଶର ଡିଜିପି ଅଭିବୃଦ୍ଧି ୨୪.୪ ପ୍ରତିଶତ ହ୍ରାସ ପାଇଥିଲା । କରୋନା ମହାମାରୀ ବ୍ୟାପିବା ପରେ ଦେଶବ୍ୟାପୀ ଲକଡାଉନ…
ଅଧିକ ଖବର ଦେଖନ୍ତୁ...

ଫାଇନାନ୍ସ କର୍ମଚାରୀଙ୍କଠୁ ଲୁଟ୍ ମାମଲା: ୩ ଗିରଫ, ୨ ନାବାଳକ ଅଟକ

ରାୟଗଡ଼ା: ବାଇସିଂହ ଘାଟିରେ ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ୍ ମାମଲାରେ ପୁଲିସକୁ ମିଳିଛି ସଫଳତା। ଶେଷଖାଲ ପୁଲିସ ମାମଲାରେ ସଂପୃକ୍ତ ୩ ଲୁଟେରାଙ୍କୁ ଗିରଫ କରିବା ସହ ୨ ନାବାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଗିରଫ ଲୁଟେରାଙ୍କ ନିକଟରୁ ପୁଲିସ ୧୭ ହଜାର ଟଙ୍କା ସହ ୨ଟି ବାଇକ୍, ୪ଟି…
ଅଧିକ ଖବର ଦେଖନ୍ତୁ...

ଝୁଲନ୍ତା ଅବସ୍ଥାରେ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର

ଉମରକୋଟ: ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର। ଉମରକୋଟ ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଗ୍ରାମ ପଞ୍ଚାୟତ ଅଧୀନରେ ଆସୁଥିବା ଖୁଟିଆରିଗୁଡା ଗ୍ରାମକୁ ଲାଗି ଥିବା ନୀଳଗିରି ଜଙ୍ଗଲରେ ଏକ ଅଚିହ୍ନା ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ କରାଯାଇଛି। ଆଜି ପ୍ରାୟ ସକାଳ ୯ଟା ସମୟରେ କିଛି ଲୋକ…
ଅଧିକ ଖବର ଦେଖନ୍ତୁ...